
Official account of Odisha Government Outsourcing Employees Federation. #AbolishOutsourcingSystem #protect_livelihood_of_outsourced_employess
Joined July 2023
- Tweets311
- Following191
- Followers5.6K
- Likes1.6K
Odisha Govt. Outsourcing Employees Federation. retweeted
ଆଜି ରାତି ୮ଟା ରେ ଆଉଟ୍ ସୋର୍ସିଂ କର୍ମଚାରୀ ଭାଇ ଭଉଣୀ ମାନଙ୍କ ସମସ୍ୟା ଓ ସମାଧାନକୁ ନେଇ ଫେସବୁକ ଲାଇଭ ରେ ମୁଁ ଆସିବି l
ସମୟ ଥିଲେ ଯୋଡ଼ି ହେବାକୁ ନିବେଦନ l
@ogoef_official
@ogceabalangir
@OGCEA_KDP
@OGCEA
Odisha Govt. Outsourcing Employees Federation. retweeted
ଆଜି ଭଟଲି ମାନ୍ୟବର ବିଧାୟକ @irasisacharya ଙ୍କ ସହ ଅନ୍ତର୍ମନ୍ତ୍ରୀସ୍ତରୀୟ କମିଟି ଗଠନ ଦ୍ୱାରା ସ୍ଥାୟୀ ସମାଧାନ ପାଇଁ କରାଗଲା ଅନୁରୋଧ।
ବିଶିଷ୍ଠ କର୍ମଚାରୀ ନେତା ପ୍ରଭାତ ମହାନ୍ତିଙ୍କ ନେତୃତ୍ୱରେ ଅଧିକାର ପାଇଁ ଲଢ଼େଇ ଜାରି ରହିବ! ✊
#OutsourcingEmployees #Odisha
@CMO_Odisha
@PrithivirajBJP
@babusinghodisha
🤖 Made with AI
🚨 Massive PF Scam Uncovered! Over ₹1,100 Crore Misappropriated in Outsourcing System 🚨
We urge the @CMO_Odisha & @FdOdisha to conduct a similar comprehensive audit and Aadhaar-verification drive across departments to protect the rights of outsourced employees. #ScamExposed
Odisha Govt. Outsourcing Employees Federation. retweeted
#ସ୍ବାସ୍ଥ୍ୟମିତ୍ର ଙ୍କ ଛଟେଇ ତୁରନ୍ତ ରଦ୍ଦ କରି ନିଯୁକ୍ତି ସ୍ଥାୟୀ କରନ୍ତୁ ସରକାର ।
ଆଉଟସୋର୍ସିଂ ଭଳି ଘୃଣ୍ୟ ପ୍ରଥା କେବେ ବନ୍ଦ କରି ନିଯୁକ୍ତି ସ୍ଥାୟୀ କରିବେ ସରକାର !!!
@ogoef_official
Odisha Govt. Outsourcing Employees Federation. retweeted
ଅନ୍ୟ ରାଜ୍ୟ ଭଳି ଆମ ଓଡ଼ିଶା ସରକାର ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ସ୍ଥାୟୀ ନିଯୁକ୍ତି କରି ଏକ ଐତିହାସିକ ଘୋଷଣା କରନ୍ତୁ ।
#ଆମସରକାର_ଲୋକଙ୍କସରକାର #ସ୍ଥାୟୀ_ନିଯୁକ୍ତି #ଅନ୍ୟରାଜ୍ୟ_ସ୍ଥାୟୀଘୋଷଣାକରିଲେ #ଓଡ଼ିଶାସରକାର_ଘୋଷଣାକରନ୍ତୁ
@MohanMOdisha @CMO_Odisha @BJP4Odisha @babusinghodisha @dpradhanbjp
Odisha Govt. Outsourcing Employees Federation. retweeted
ତୁରନ୍ତ ରାଜ୍ୟ ସରକାର ଆଉଟସୋର୍ସଙ୍ଗ ନିଯୁକ୍ତି (OutSourcing Jobs) ସ୍ଥାୟୀ କରନ୍ତୁ।।।
ଆଗକୁ ହକ୍ ର ଲଢେଈ ଜୋରଦାର ।।।
@ogoef_official
📢 Justice for Odisha’s Outsourcing Employees!
The hard-working outsourcing employees are the true backbone of Odisha’s public services. To achieve a "Bikashit Odisha," we must uphold the dignity of outsourced employees and ensure no employees is left behind. 📋 Our Urgent Demands: Reinstate all retrenched employees disengaged arbitrarily. Restore their livelihood and dignity! Extend benefits to SPA appointees unfairly treated as daily-wagers. Regularize services of outsourced employees and ensure long-term job security.
🙏 A Request to Hon'ble Chief Minister of Odisha
We urge hon'ble CM @MohanMOdisha @CMO_Odisha to fulfill these promises and strengthen governance by protecting those who serve the state. Fair treatment is our right. @BIJAYMALLA @PravatChan87813
#Odisha #JusticeDelayed #OdishaOutsourcing #MohanMajhi #BikashitOdisha #EmployeesRights #OdishaNews #Bhubaneswar
🤖 Made with AI
ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ @CMO_Odisha @MohanMOdisha 🙏
ଓଡ଼ିଶାର ବିକାଶରେ ଅହରହ ପରିଶ୍ରମ କରୁଥିବା ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ଆଜି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଆମର ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆମର ବିନମ୍ର ଦାବି: ମନ୍ତ୍ରୀସ୍ତରୀୟ କମିଟି ଗଠନ: ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟାକୁ ଗଭୀର ଭାବେ ଅନୁଧ୍ୟାନ କରିବା ପାଇଁ ତୁରନ୍ତ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଉ। ସ୍ଥାୟୀ ନିଯୁକ୍ତି: ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଉଚିତ୍ ପଦକ୍ଷେପ ନିଆଯାଉ। ଛଟେଇ ବନ୍ଦ ଓ ପୁନଃନିଯୁକ୍ତି: ଅନ୍ୟାୟ ଭାବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉ।ଆଉଟସୋର୍ସିଂରେ ଚାକିରି କରି ଡେଲୀ ୱେଜେସ ହାରରେ ଦରମା ଦିଆଯିବା ବନ୍ଦ୍ କରାଯାଉ।
ଆମର ବିଶ୍ୱାସ ଅଛି, ଆପଣଙ୍କ ନେତୃତ୍ୱରେ ଆମେ ଆମର ହକ୍ ପାଇବୁ ଏବଂ ଓଡ଼ିଶାର ବିକାଶରେ ଆମର ଅବଦାନ ଜାରି ରଖିବୁ। @CMO_Odisha
#RequestToCM #OdishaOutsourcing #MinisterialCommittee #EmployeeRights #JusticeForOutsourcingEmployees #OdishaGovernment #MohanCharanMajhi #Bhubaneswar @BIJAYMALLA @PravatChan87813
Thousands of lives are in limbo! 📢
The outsourced employees of Odisha earnestly request Hon'ble CM @MohanMOdisha to ✅ Fulfill the promise of regularizing services. ✅ Reinstate all retrenched employees. ✅ Provide a secure future for 70,000+ families.
Our dedication deserves security, not uncertainty! ✊🏛️ @CMO_Odisha @PrithivirajBJP @babusinghodisha @irasisacharya @BIJAYMALLA @PravatChan87813
#JusticeForOutsourcedEmployees #MohanMajhi #RegularizationNow #Bhubaneswar #OdishaNews
🤖 Made with AI
Odisha Govt. Outsourcing Employees Federation. retweeted
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ
@CMO_Odisha
@MohanMOdisha
@dpradhanbjp
@KVSinghDeo1
@PravatiPOdisha
@PrithivirajBJP
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@sureshkpujari
@SampadSwainBJP
@suryabanshibjp
Odisha Govt. Outsourcing Employees Federation. retweeted
ଏହି ଭିଡ଼ିଓଟି ଦୁଇ/ଅଢେଇ ବର୍ଷ ତଳର l ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ସେତେବେଳେ ସେ ଥିଲେ ବିଧାନସଭାରେ ବିଜେପି ଦଳର ମୁଖ୍ୟ ସଚେତକ l ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦାବିକୁ କେବଳ ସମର୍ଥନ କରିନଥିଲେ, ସେଗୁଡିକୁ ମୁଖସ୍ଥ କରିଛନ୍ତି ବୋଲି କହିଥିଲେ l ଏହି ଭିଡ଼ିଓଟି ତାର ପ୍ରମାଣ l
ସେତେବେଳର ମୁଖ୍ୟ ସଚେତକ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ l ଏତେ କମ ଦିନ ଭିତରେ ସେ ମୁଖସ୍ଥ କରିଥିବା କଥା ଗୁଡିକୁ ଭୁଲିଗଲେ କେମିତି?
@MohanMOdisha ଙ୍କୁ ଅନୁରୋଧ, ଆପଣ ନିଜେ କହିଥିବା କଥାକୁ ନଭୂଲି ଏହି କୁତ୍ସିତ ପ୍ରଥା କୁ ବନ୍ଦ ଜରନ୍ତୁ l ଆପଣ ସବୁ ଦିନ ମୁଖ୍ୟମନ୍ତ୍ରୀ ରହିବେ ନାହିଁ l କିନ୍ତୁ ସବୁ ଦିନ ପାଇଁ ଆପଣଙ୍କୁ ଓଡିଶା ମନେ ରଖିବ ଯଦି 70 ହଜାର କର୍ମଚାରୀଙ୍କୁ ଏହି ଗୋତି ପ୍ରଥାରୁ ମୁକ୍ତି ଦେବେ l
ଭୁବନେଶ୍ୱରର ରାଜ ରାସ୍ତାରେ ସେମାନେ 9 ଦିନ ହେଲା ଖରା କାକର ରେ ବସିଛନ୍ତି l ସେମାନଙ୍କ କଥା ଟିକେ ଶୁଣନ୍ତୁ l ସେମାନଙ୍କୁ ଡାକି ତାଙ୍କ ସହିତ କଥା ହୁଅନ୍ତୁ l ସେମାନଙ୍କୁ ହେୟ ମଣନ୍ତୁ ନାହିଁ l
Odisha Govt. Outsourcing Employees Federation. retweeted
ଏବେ ବି ରାଜରାସ୍ତାରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆଉଟସୋର୍ସିଂ ସ୍ୱରରେ କମ୍ପୁଛି ଓଡ଼ିଶା। ଏହି ପ୍ରଥାକୁ ସମ୍ପୂର୍ଣ ହଟାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଗୃହରେ ଦାବି କଲେ ମାନ୍ୟବର ବିଧାୟକ @sofiafirdous1
ଧନ୍ୟବାଦ ମାଡାମ
#outsourcing #employment #odisha #barabaticuttack #sofiafirdous
Odisha Govt. Outsourcing Employees Federation. retweeted
ବିଗତ ସରକାରରେ ଆଉଟସୋର୍ସିଂକୁ ନେଇ ଯେଉଁ ଆନ୍ଦୋଳନ ଉଠିଥିଲା ତାହା ବର୍ତ୍ତମାନର ସରକାରରେ ମଧ୍ୟ ବଳବତ୍ତର ରହିଛି। ଏବେ ବି ରାଜରାସ୍ତାରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆଉଟସୋର୍ସିଂ ସ୍ୱରରେ କମ୍ପୁଛି ଓଡ଼ିଶା। ଏହି ପ୍ରଥାକୁ ସମ୍ପୂର୍ଣ ହଟାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଗୃହରେ ଦାବି ରଖିଥିଲି।
#outsourcing #employment #odisha #barabaticuttack #sofiafirdous
Odisha Govt. Outsourcing Employees Federation. retweeted
ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବୀ ଶୁଣନ୍ତୁ ସରକାର
@CMO_Odisha
@MohanMOdisha
@dpradhanbjp
@KVSinghDeo1
@PravatiPOdisha
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@PrithivirajBJP
@sureshkpujari
@SampadSwainBJP
@suryabanshibjp
Odisha Govt. Outsourcing Employees Federation. retweeted
Outsourcing employees across state departments are working harder than regular staff but receiving only nominal wages. This injustice must end. I strongly demand equal pay for equal work and proper social security for these workers.
#PeoplesLeader #Congress #Odisha #Pottangi #RamaChandraKadam #StopOutsourcing
Odisha Govt. Outsourcing Employees Federation. retweeted
Met the State team of OGOEF today who submitted a memorandum highlighting issues faced by outsourcing employees across Odisha. Job security, fair wages and dignity of labour must be ensured for these workers.
#OutsourcingWorkers #Odisha #WorkersRights
Odisha Govt. Outsourcing Employees Federation. retweeted
ବିଭିନ୍ନ ସମୟରେ ଆଉଟସୋର୍ସିଂ ଓ ଆଦର୍ଶ ବିଦ୍ୟାଳୟକୁ ନେଇ ଭିନ୍ନ ଭିନ୍ନ ସମସ୍ୟା ବାବଦରେ ସାଧାରଣ ଜନତାଙ୍କ ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ଗୃହରେ ଉପସ୍ଥାପନ କରିଥିଲି। ଯାହା ପରେ ଅଭିଯୋଗ ଉଠାଇଥିବା ଅଭିଯୋଗକାରୀମାନଙ୍କ ସହ ଭେଟିଥିଲି।
Odisha Govt. Outsourcing Employees Federation. retweeted
ଓଡ଼ିଶାରେ ଆଉଟସୋର୍ସିଂ ଏକ ସ୍କାମ୍ ପାଲଟିଗଲାଣି।ଲୋକଙ୍କ ନିଯୁକ୍ତିରେ ସ୍ଥାୟୀ ରହୁନାହିଁ। ସରକାର ବହୁତ ଥର ଏହାର ସ୍ଥାୟୀ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଦୃଷ୍ଟି ନ ଦିଆଯିବାରୁ ଦାୟିତ୍ୱରେ ଥିବା ଏଜେନ୍ସି ନିଜର ମନମାନୀ କରୁଛନ୍ତି। ଏହାକୁ ସରକାର ଗୁରୁତ୍ଵ ଦେବାକୁ ଗୃହରେ ଦାବି କରିଥିଲି।
#outsourcing #equalpay #Odisha #barabaticuttack #SofiaFirdous





















