Finance Department (@FdOdisha) header
Finance Department (@FdOdisha) profile picture

Official Account of Finance Department, Government of Odisha.

Bhubaneshwar, India
Joined May 2017
Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)Photo by Finance Department (@FdOdisha)
ବିଭିନ୍ନ ଗଣମାଧ୍ୟମରେ ୭ ଜୁଲାଇ ୨୦୨୬ରେ ୭,୨୩୪ ଶିଶୁବାଟିକା ଶିକ୍ଷକ ପଦ ମଞ୍ଜୁର ସମ୍ପର୍କରେ ପ୍ରକାଶିତ ଖବରର କୌଣସି ସତ୍ୟତା ନାହିଁ l ସେହିପରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏ ସଙ୍କ୍ରାନ୍ତୀୟ ଚିଠିର ମଧ୍ୟ କୌଣସି ସତ୍ୟତା ନାହିଁ l ଏ ନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି l
9
13
1
120
94,030
Finance Department retweeted
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଏଥିସହ ବିପଦପ୍ରବଣ ଅଞ୍ଚଳରୁ ପ୍ରାଣୀମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି। ଜନସାଧାରଣଙ୍କ ସହ ପ୍ରାଣୀସମ୍ପଦର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
7
28
2,565
Finance Department retweeted
ବାତ୍ୟା ‘ଅକବାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ନଦୀ, ଜଳଭଣ୍ଡାର, ବ୍ୟାରେଜ୍‌ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ନିରୀକ୍ଷଣ ସହ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଛି। କ୍ଷେତ୍ର ପରିଦର୍ଶନ ସହ ଜଳ ନିଷ୍କାସନ ଓ ବନ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଜାରି ରହିଛି। Round-the-clock monitoring and night patrolling are underway across rivers, reservoirs, barrages and vulnerable locations across the state to tackle Cyclone Akvan and potential flooding. Field inspections and advance preparations for water drainage and flood management are also continuing.
1
3
1
13
14,386
Finance Department retweeted
କୃଷକଙ୍କ ସମୃଦ୍ଧି ଓ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା। କୃଷି ସହ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ଅନ୍ନଦାତାଙ୍କ ଆର୍ଥିକ ସମୃଦ୍ଧି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅତିରିକ୍ତ ବଜେଟ୍ ୨୦୨୬-୨୭ରେ କୃଷକ କଲ୍ୟାଣ ପାଇଁ ₹୧,୬୭୩ କୋଟିର ବ୍ୟୟବରାଦ କରାଯାଇଛି। ଏହା କୃଷକଙ୍କ ଆୟ ବୃଦ୍ଧି ସହ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନରେ ସହାୟକ ହେବ। Farmers’ prosperity and the holistic development of the agriculture sector remain key priorities of the State Government. The Odisha Supplementary Budget 2026–27 allocates ₹1,673 crore for farmers’ welfare, strengthening agriculture, fisheries and animal husbandry towards a prosperous and self-reliant Odisha.
1
5
17
5,046
Finance Department retweeted
ଲୋକଙ୍କ ସରକାରରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ। ବାତ୍ୟା 'ଅକବାନ'ର ମୁକାବିଲା ପାଇଁ ରାଜ୍ୟ, ଜିଲ୍ଲା ଓ କେନ୍ଦ୍ରୀୟ ସ୍ତରରେ ସମନ୍ୱୟ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ୪୭ଟି ଟ୍ରେନ୍ ବାତିଲ୍ ଓ ୨୮ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ ସହ ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କଣ୍ଟ୍ରୋଲ୍ ରୁମ୍‌ରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି। Public safety remains the top priority. Coordination is being maintained across state, district and central agencies to tackle Cyclone Akvan. For passenger safety, 47 trains have been cancelled and 28 rescheduled. The State Control Room is also maintaining round-the-clock monitoring to ensure a swift response to any emergency.
2
2
27
15,927
Finance Department retweeted
ବାତ୍ୟା ‘ଅକବାନ’ ସମୟରେ ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟର ବ୍ୟବସ୍ଥା କରାଯାଉଛି। ଏହି ସମୟରେ ଆବଶ୍ୟକୀୟ ସହାୟତା ପହଞ୍ଚାଇବାକୁ ଲୋକଙ୍କ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। Prioritising people’s safety and comfort during Cyclone ‘AKVAN’, food is being provided at cyclone shelters. The State Government is taking all necessary steps to ensure timely assistance.
4
3
1
33
2,658
Finance Department retweeted
ଓଡ଼ିଶାର ଗୌରବମୟ ଭାଷା, ସମୃଦ୍ଧ ସଂସ୍କୃତି, ପାରମ୍ପରିକ ହସ୍ତତନ୍ତ ଓ ଐତିହ୍ୟର ସୁରକ୍ଷା ସହ ଏହାର ପ୍ରଚାର ଓ ପ୍ରସାର ଲୋକଙ୍କ ସରକାରଙ୍କ ପ୍ରାଥମିକତା । ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ଏହି କ୍ଷେତ୍ରଗୁଡ଼ିକର ବିକାଶ ଓ ସମ୍ପ୍ରସାରଣ ପାଇଁ ଗୁରୁତ୍ୱ ଦିଆଯାଇଛି। ଏହା ଆମ ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ସହ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିବ। Preserving Odisha’s rich language, culture, handloom and heritage remains a priority. The Supplementary Budget 2026–27 strengthens efforts to promote our cultural identity and preserve our legacy for future generations.
4
5
16
5,924
Finance Department retweeted
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଆଶ୍ରୟସ୍ଥଳୀରେ ଜନସାଧାରଣଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
3
25
5,593
Finance Department retweeted
ଶିଳ୍ପର ବିକାଶ ଓ MSME କ୍ଷେତ୍ରର ସଶକ୍ତିକରଣ ରାଜ୍ୟର ଆର୍ଥିକ ପ୍ରଗତି ଓ ନିଯୁକ୍ତି ସୃଷ୍ଟିର ମୁଖ୍ୟ ଆଧାର। ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ, ରକ୍ଷଣାବେକ୍ଷଣ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ ଦିଗରେ ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ₹୮୪୩ କୋଟିର ବ୍ୟୟବରାଦ ଶିଳ୍ପ ସମୃଦ୍ଧି ଓ ଉଦ୍ୟୋଗୀଙ୍କ ବିକାଶକୁ ନୂଆ ଗତି ଦେବ। Industrial growth and MSME development are vital to Odisha’s economic progress and employment generation. The allocation of ₹843 crore for the Industries and MSME sector in the Supplementary Budget 2026–27 will strengthen industrial infrastructure, support small enterprises and create fresh opportunities for growth and investment.
3
2
18
5,809
Hon’ble President of India @rashtrapatibhvn interacted with #OdishaFinanceService Officers (Odisha Civil Services-2023 batch), inspiring them to uphold integrity, transparency and dedication in public service and contribute towards the vision of #ViksitOdisha and #ViksitBharat 🇮🇳
2
40
3,282
IDCO, IFC & PPP Cell, Finance Deptt. signed an agreement for "Gopalpur Desalination PPP Project" worth Rs. 1000 Cr. Further, Empowered Committee on Infrastructure under @SecyChief approved 16 projects worth total cost around Rs. 16,330 Cr. & reviewed 28 other ongoing projects.
1
1
3
1,127
Finance Department retweeted
Addressed the Odisha State Plenary at #BharatRenewableEnergySummit2026 in the presence of CM of Odisha, Shri @MohanMOdisha ji and Deputy CM of Odisha, Shri @KVSinghDeo1 ji. With a target of 10.96 GW renewable energy capacity by 2030, Odisha holds immense potential in solar, wind, pumped storage and green hydrogen. Highlighted progress under @PMSuryaGhar and #PMKUSUM, while emphasising the need to accelerate implementation. Firmly believe Odisha can achieve much more. The Centre stands fully committed to turning its potential into investments, jobs and reliable #CleanEnergy, advancing its vision of a Green Energy Hub by 2036. ಒಡಿಶಾ ಮುಖ್ಯಮಂತ್ರಿ ಶ್ರೀ @MohanMOdisha ಮತ್ತು ಒಡಿಶಾ ಉಪ ಮುಖ್ಯಮಂತ್ರಿ ಶ್ರೀ @KVSinghDeo1 ಅವರ ಸಮ್ಮುಖದಲ್ಲಿ, #BharatRenewableEnergySummit2026 ರ ಒಡಿಶಾ ರಾಜ್ಯ ಅಧಿವೇಶನವನ್ನು ಉದ್ದೇಶಿಸಿ ಮಾತನಾಡಿದೆನು. 2030 ರ ವೇಳೆಗೆ 10.96 GW ನವೀಕರಿಸಬಹುದಾದ ಇಂಧನ ಸಾಮರ್ಥ್ಯದ ಗುರಿಯೊಂದಿಗೆ, ಒಡಿಶಾ ಸೌರ, ಪವನ, ಪಂಪ್ಡ್ ಸ್ಟೋರೇಜ್ ಮತ್ತು ಹಸಿರು ಹೈಡ್ರೋಜನ್ ಕ್ಷೇತ್ರಗಳಲ್ಲಿ ಅಪಾರ ಸಾಮರ್ಥ್ಯವನ್ನು ಹೊಂದಿದೆ. @PMSuryaGhar ಮತ್ತು #PMKUSUM ಯೋಜನೆಗಳ ಪ್ರಗತಿಯನ್ನು ಪ್ರಸ್ತಾಪಿಸುವುದರ ಜೊತೆಗೆ, ಯೋಜನೆಗಳ ಅನುಷ್ಠಾನಕ್ಕೆ ಮತ್ತಷ್ಟು ವೇಗ ನೀಡುವ ಅಗತ್ಯವನ್ನು ಪುನರುಚ್ಚರಿಸಿದೆನು. ಒಡಿಶಾ ಇನ್ನಷ್ಟು ಮಹತ್ತರ ಸಾಧನೆಗಳನ್ನು ಮಾಡಬಲ್ಲದು ಎಂಬ ದೃಢ ವಿಶ್ವಾಸವಿದೆ. ರಾಜ್ಯದ ಅಪಾರ ಸಾಮರ್ಥ್ಯವನ್ನು ಹೂಡಿಕೆಗಳು, ಉದ್ಯೋಗಗಳು ಮತ್ತು ವಿಶ್ವಾಸಾರ್ಹ #CleanEnergy ಆಗಿ ಪರಿವರ್ತಿಸಲು ಮತ್ತು 2036 ರ ವೇಳೆಗೆ ಒಡಿಶಾವನ್ನು 'ಹಸಿರು ಇಂಧನ ಕೇಂದ್ರ' ಮಾಡುವ ದೃಷ್ಟಿಕೋನವನ್ನು ಮುನ್ನಡೆಸಲು ಕೇಂದ್ರ ಸರ್ಕಾರವು ಸಂಪೂರ್ಣ ಬದ್ಧವಾಗಿದೆ.
5
15
1
58
2,460
Finance Department retweeted
Heartiest congratulations to Parmod Bijarnia on winning the silver medal in the Men’s 1500m event at the #AsianParaGames2026. His determination, endurance and fighting spirit on the track are truly commendable. I wish him continued success and many more achievements in his sporting journey. :Hon'ble CM Shri @MohanMOdisha
5
3
26
7,481
Finance Department retweeted
Odisha warmly welcomes delegates, urban planners, policymakers, industry leaders and experts to the 19th Urban Mobility India Conference & Expo, being held in Bhubaneswar on 23–24 October 2026. Under the vision of Samruddha Sahar, Viksit Odisha, the State is advancing urban transformation through integrated planning, modern infrastructure, accessible public transport, affordable housing, digital governance and sustainable urban services. From strengthening urban mobility and ensuring reliable water supply to promoting clean, green and citizen-centric cities, Odisha continues to focus on building future-ready urban centres. May this conference foster meaningful collaboration, exchange of knowledge and innovative solutions for sustainable and inclusive urban development. #UMI2026 #OdishaOnTheMove
7
8
2
62
7,368
Finance Department retweeted
ଲୋକଙ୍କ ସରକାରରେ ପରିବେଶ ଅନୁକୂଳ ଓ ଆଧୁନିକ ପରିବହନ ବ୍ୟବସ୍ଥାକୁ ମିଳୁଛି ନୂଆ ଗତି। ପିଏମ୍ ଇ-ବସ୍ ସେବା ଅଧୀନରେ ୨୬ଟି ନୂତନ ଇ-ବସ୍‌ର ଶୁଭାରମ୍ଭ ସହ ଆଗାମୀ ଦିନରେ ଆଉ ୫୫୦ଟି ଇ-ବସ୍, ମିଡି ଓ ମିନି ବସ୍ ସାମିଲ ହେବ। ଏହାଦ୍ୱାରା ଆଉ ୯ଟି ସହରକୁ ଆମ ବସ୍ ସେବା ସମ୍ପ୍ରସାରିତ ହୋଇ ଜନସାଧାରଣଙ୍କ ଯାତ୍ରା ହେବ ଅଧିକ ସୁବିଧାଜନକ ଓ ପରିବେଶ ଅନୁକୂଳ। Odisha is strengthening eco-friendly public transport with 26 new e-buses under PM-eBus Sewa, with 550 more buses planned to expand Ama Bus services to 9 additional cities.
12
21
1
81
10,765
Finance Department retweeted
Met with the leadership of L&T in Mumbai to explore new investment opportunities, review the company’s major projects and operations, and strengthen future collaboration. Odisha is expanding its industrial horizons, attracting investments and creating more employment opportunities for the state’s youth.
4
8
36
3,804
Finance Department retweeted
Hon’ble Chief Minister Shri Mohan Charan Majhi visited the L&T facility, where he witnessed the company’s major projects and milestone achievements. L&T CMD Shri S. N. Subrahmanyan briefed him on the company’s global presence, operations and working model. The Chief Minister also interacted with Odia employees and held discussions with the heads of L&T group companies on investment opportunities and future collaboration, with a focus on strengthening Odisha’s industrial ecosystem and creating employment opportunities for the state’s youth.
5
10
2
135
13,915
Finance Department retweeted
ବିଶିଷ୍ଟ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଚିରକାଳ ପାଠକଙ୍କ ହୃଦୟରେ ଅମର ହୋଇ ରହିବ । ତାଙ୍କ ସାହିତ୍ୟକୃତି ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବକୁ ସମୃଦ୍ଧ କରିବା ସହ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।
3
1
19
2,521
Finance Department retweeted
On National Voluntary Blood Donation Day, my heartfelt greetings to all blood donors and organisations serving this noble cause. Every donation can save a precious life. Initiatives like 'Atal Raktadan Abhiyan' are strengthening voluntary blood donation across Odisha. Let us donate blood and inspire others to save lives. #NationalVoluntaryBloodDonationDay #AtalRaktadanAbhiyan
4
3
1
27
2,879
Finance Department retweeted
ଆମ ଐତିହ୍ୟ, ସଂସ୍କୃତି ଓ ପରିବେଶକୁ ସୁରକ୍ଷିତ ତଥା ପରିଷ୍କାର ରଖିବା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ। ସ୍ୱଚ୍ଛତା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ସଂସ୍କାର, ଆମ ଓଡ଼ିଆ ଅସ୍ମିତାର ପ୍ରତୀକ ଏବଂ ଏକ ନିର୍ମଳ ଓଡ଼ିଶା ଗଠନ ପାଇଁ ଆମର ଦୃଢ଼ ସଂକଳ୍ପ। ଆଜି ରାଜଧାନୀ ଭୁବନେଶ୍ୱରର ଗୌରବମୟ ଐତିହ୍ୟ ସ୍ଥଳୀ ଖଣ୍ଡଗିରି ପରିସରରେ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ’ରେ ଶ୍ରମଦାନ କଲି। ପରିବର୍ତ୍ତନ କେବଳ କଥାରେ ନୁହେଁ, ପ୍ରତ୍ୟେକଙ୍କ ସକ୍ରିୟ ଯୋଗଦାନରୁ ହିଁ ସମ୍ଭବ ହୁଏ। ଆଜି ଖଣ୍ଡଗିରିରେ ଯୁବପିଢ଼ି ଓ ଆମର ସ୍ୱଚ୍ଛତା ସୈନିକମାନଙ୍କ ଅଫୁରନ୍ତ ଉତ୍ସାହ ଦେଖି ମୁଁ ଅତ୍ୟନ୍ତ ଅଭିଭୂତ। ଆସନ୍ତୁ, ସ୍ୱଚ୍ଛତାକୁ ଆମ ଜୀବନଶୈଳୀରେ ପରିଣତ କରି ନିଜ ଘର, ଗାଁ ଓ ସହରରୁ ଏକ ନୂଆ ବିପ୍ଳବ ଆରମ୍ଭ କରିବା ଏବଂ ସମୃଦ୍ଧ, ସୁସ୍ଥ ତଥା ବିକଶିତ ଓଡ଼ିଶା ଗଠନର ଏହି ଗଣଆନ୍ଦୋଳନରେ ଏକଜୁଟ ହୋଇ ଆଗେଇ ଚାଲିବା।
6
5
1
32
1,398
Finance Department retweeted
Odisha is strengthening its position in India’s emerging semiconductor ecosystem, with Hon’ble Chief Minister Shri @MohanMOdisha leading high-level industry engagements at SEMICON India 2026 in New Delhi. The State’s participation focused on attracting investments, forging global partnerships and building a future-ready semiconductor ecosystem. ✅ ₹23,600 crore worth of investment proposals received, with potential for 6,100 employment opportunities. ✅ Odisha Silicon Valley to be developed across 870 acres at Naraj near Cuttack, bringing Semiconductor, Electronics and IT projects together in an integrated technology hub. ✅ Letter of Intent signed with QuadQuantum for a facility to manufacture SiC substrate wafers. ✅ Industry engagements with Lam Research, Applied Materials, SiCSem, 3D Glass Solutions, Cyient, Linde and HORIBA India, alongside delegations from Japan, Sweden and Taiwan. ✅ Odisha Pavilion showcased the State’s growing semiconductor capabilities through RIR Power, SiCSem, 3DGS and ARF Design, alongside academic semiconductor projects. @PMOIndia @GoI_MeitY #SEMICONIndia2026 #Odisha #Semiconductor #InvestInOdisha
10
20
5
122
13,575