OGCEA_KENDRAPARA (@OGCEA_KDP) header
OGCEA_KENDRAPARA (@OGCEA_KDP) profile picture
Joined February 2018
Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)Photo by OGCEA_KENDRAPARA (@OGCEA_KDP)
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣାପରେ କେବଳ କନିଷ୍ଠ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି,ସେମାନଙ୍କୁ ନିୟମିତ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ। @CMO_Odisha @MoSarkar5T @pranabpdas @SecyChief @FdOdisha @samirdash01
185
1,290
22
1,003
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣାପରେ କେବଳ କନିଷ୍ଠ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି,ସେମାନଙ୍କୁ ନିୟମିତ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ। @CMO_Odisha @MoSarkar5T @pranabpdas @SecyChief @FdOdisha @samirdash01
247
1,390
28
1,047
ମୁଖ୍ୟ ଶାସନ ସଚିବ ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯଦି କୌଣସି ଅଫିସ ରେଗୁଲାର କିମ୍ବା ଦରମା ବୃଦ୍ଧି ବେଳେ କର୍ମଚାରୀ ମାନଙ୍କୁ ଟଙ୍କାଟିଏ ବି ମାଗନ୍ତି ତାହା ଜଣେଇବାକୁ, ସେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । OGCEA
56
388
4
776
ଓଡ଼ିଶାର ହଜାର ହଜାର ଯୁବକ ଯୁବତୀଙ୍କ ଦୁଃଖ ଓ ସମସ୍ୟା ସରକାରଙ୍କ ପାଖରେ ଉପସ୍ଥାପନ କରିବା ସହିତ ଲୋକଲୋଚନକୁ ଅଣିଥିବାରୁ ସମସ୍ତ ପ୍ରେସ ଓ ମେଡ଼ିଆ, ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଓ ପ୍ରଣାମ @ZeeOdisha @odishabhaskar @OdishaReporter @otvnews @kanak_news @samajalive @NandighoshaTV – at Orissa, India
87
442
8
736
OGCEA_KENDRAPARA retweeted
୭୦ ହଜାର ଠିକା କର୍ମଚାରୀଙ୍କ ଦାବି ହେଲା ପୂରଣ। ୨୦୧୭ର ଦାବିକୁ ଏବେ ପୂରଣ କଲେ ମୁଖ୍ୟମନ୍ତ୍ରୀ...ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ #NaveenPatnaik #Odisha #OTV
12
87
3
449
OGCEA_KENDRAPARA retweeted
ଆଜି ମୋ ପାଇଁ ସବୁଠୁ ବଡ଼ ଖୁସିର ଦିନ। ରାଜ୍ୟରେ କଣ୍ଟ୍ରାକଚୁଆଲ୍ ନିଯୁକ୍ତି ବ୍ୟବସ୍ଥା ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ବହୁତ ଦିନଧରି ମୁଁ ଏ ଦିନକୁ ଅପେକ୍ଷା କରିଥିଲି। ଓଡ଼ିଶାରେ କଣ୍ଟ୍ରାକଚୁଆଲ୍ ନିଯୁକ୍ତିର ଯୁଗ ଶେଷ ହୋଇଛି। ଆସନ୍ତୁ ଆମେ ସମସ୍ତେ ଆହୁରି ନିଷ୍ଠାପର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା।
1,546
1,867
256
7,241
Sir Chief Minister, This is the premier opportunity to win lakh of hearts. Abolish the So-Painful contractual system & watch how odisha beats for you. Thousands of employees waiting for your heartfelt wish "ଅପାଣମାନେ ଖୁସି ତ" #KeepThePromiseGivenToOGCEA #DeclareContractualAbolition
747
2,164
78
1,692
70000 employees and their families are waiting eagerly to witness a special sunrise tomorrow the rays of which will enlight the darken part of their lives forever..Kindly keep ur promise and make it the day Sir. @CMO_Odisha #KeepThePromiseGivenToOGCEA #DeclareContractualAbolition
81
499
10
409
We hope Mr.@pranabpdas, is a man of commitment & will keep his promise to abolish the So-Painful contractual system & will prove "Nabin Sarkar & his Administration is No-1" 🙏 @CMO_Odisha @MoSarkar5T @FdOdisha @LawOdisha #KeepThePromiseGivenToOGCEA #DeclareContractualAbolition
1,241
2,954
119
2,144
OGCEA_KENDRAPARA retweeted
ଏ ପବିତ୍ର ପାର୍ବଣରେ ଜଗତଜନନୀ ମା ଦୁର୍ଗାଙ୍କ ଅପାର କରୁଣାଧାରା ନିସ୍ୱ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୀବନରେ ଖୁସିର ଲହରୀ ସଞ୍ଚାର କରିବ ଯେବେ ଓଡିଶା ମାଟିରୁ ଦୁଷ୍ଟ ମହିଷା ସଦୃଶ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାର ସମୂଳ ବିନାଶ ହେବ।ଏ ମହାନ କାର୍ଯ୍ୟ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ହାତରେ ହେଉ ଏତିକି କାମନା @CMO_Odisha @OGCEA
52
381
4
331
We hope Mr. @pranabpdas, is a man of word and will keep his promise to abolish the heinous contractual system and will prove "Nabin Sarkar is No-1" #KeepThePromiseGivenToOGCEA #DeclareContractualAbolition #AbolishOdishaContractualRules #Count6YearsInServicePeriod
112
1,180
25
825
Your promise was rainbow of our hope, Your 15days was key to unlock our smile, Fulfill your Promise, Give a new morning to 70k employees & their families, Give a reason to shout our “Bijuputra Nabin” is CM No-1. @CMO_Odisha @MoSarkar5T @pranabpdas @SecyChief @FdOdisha @gapg_dept
2,333
3,813
184
2,838
Last Two Decade,Status of Odisha Youth & their Mental Condition😥 Odisha Youth Lost Youth Period. @CMO_Odisha commitment just like hollow voice.Surplus Budget but Youth In Contractual. #IndiaAt75 #OdishaAtContractual #OdishaNotCaresYouth @pranabpdas @MoSarkar5T @odishabhaskar – at Orissa, India
191
1,128
33
856
OGCEA_KENDRAPARA retweeted
Re-up | After completion of 15 days as said by the government to look into the matter of the #ContractualEmployment issue, #Contractemployees continues virtual rally for #demolitionofcontractualrule; demands #AbolishContractualSystemOdisha #EqualPayforEqualWork @OGCEA #Odisha
84
517
16
384
OGCEA_KENDRAPARA retweeted
After completion of 15 days said b the government to look into the matter of the #ContractualEmployment issue, the #Contractemployees continues their virtual rally for #demolitionofcontractualrule; demand #AbolishContractualSystemOdisha #EqualPayforEqualWork @OGCEA #Odisha
209
1,339
24
929
ମୁଖ୍ୟମନ୍ତ୍ରୀଙ୍କ ଏହି tweet ପଡିବାକୁ ଓ ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି,ବାସ୍ତବ ଚିତ୍ର ଅଲଗା। ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ରାଜରାସ୍ତାରେ। ପ୍ରତିଶ୍ରୁତି କେବଳ ଏକ ଫମ୍ପା ଶବଦ ହେଇ ରହିଗଲା। ଚୁକ୍ତିଭିତ୍ତିକ ଜ୍ୱାଳା କେତେ ଯନ୍ତ୍ରଣା ଦାୟକ ଏହି ଫୋଟୋ ରୁ ବାରିହେଉଛି। @CMO_Odisha @pranabpdas @MoSarkar5T @SecyChief – at Orissa, India
Replying to @CMO_Odisha
ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଜାତିର ଗୌରବ। ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ବ ଶିକ୍ଷକମାନେ ନେଉଛନ୍ତି। ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। #OdishaSchoolTransformation
217
1,166
34
826
OGCEA_KENDRAPARA retweeted
ଆମ କ୍ଲାନ୍ତିହୀନ ମୂଖ୍ୟମନ୍ତ୍ରୀ। ଆମ କାରିଗର ଆମ ୭୦୦୦୦ କର୍ମଚାରୀମାନଙ୍କୁ କାହିଁକି ଅସମ୍ପୂର୍ଣ୍ଣ ରଖିଛ।ଆମ ହକ୍କୁ ଫେରାଇ ଦିଅ। ଆମକୁ ନୀୟମିତ ଚାକିରି ଦିଅ ଓ ୬ବର୍ଷକୁ ମୂଳ ଚାକିରିରେ ସଂଯୋଗ କର ।ଆମେ ଭରସାକରୁ ନବୀନ ରାଇଜେ ଅନ୍ୟାୟକୁ କେବେ ପ୍ରଶ୍ରୟ ଦିଆଯାଏ ନାହିଁ।@CMO_Odisha @pranabpdas @SecyChief @MoSarkar5T @OGCEA
107
644
13
487
OGCEA_KENDRAPARA retweeted
#ContractualAppointment ହାୟ ହାୟ.. #Virtual_Rally ଆମର ଦାବି ନାର୍ଯ୍ୟ ଦାବି, ସରକାର ତୁମେ ମାନି ନିଅ ଆରେ ନ ମାନିଲେ ଲଢେଇ ହେବ, ରାଜରାସ୍ତାରେ ଲଢେଇ ହେବ, #କାର୍ଯ୍ୟବନ୍ଦ #ଅଫିସ_ଦପ୍ତର_ଅଚଳ ହେବ #ସ୍କୁଲ_କଲେଜ_ତାଲା ପଡିବ ଆଉ ଏ #ଅନ୍ୟାୟ_ସହିବୁ_ନାହିଁ, ଆରେ ବହୁତ ହେଲା, ବହୁତ୍ ହେଲା @CMO_Odisha @MoSarkar5T @pranabpdas
306
1,044
20
816