Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP) header
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP) profile picture

#Shubhapallaba Publication (#ଶୁଭପଲ୍ଲବ ପ୍ରକାଶନ) is a physical and online book publishing house in Odisha established by @Shubhapallaba Group.

Odisha
Joined March 2021
Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)Photo by Shubhapallaba Publication - ଶୁଭପଲ୍ଲବ ପ୍ରକାଶନ (@ShubhapallabaP)
Panktiyon Me Pankh (पंक्तियों में पंख) has now become the #Bestseller on #Amazon Kindle (free version) and it was on the 4th position by the time we made this recording. Read on Kindle: amazon.in/dp/B09J3T8J9Y #shubhapallabapublication #शुभपल्लब #Shubhapallaba #ଶୁଭପଲ୍ଲବ
1
6
1
13
Devi Durga, an anthology of poems, stories, articles about Maa Durga is available in paperback. It's published by the #ShubhapallabaPublication collecting articles from the #Shubhapallaba magazine. Available on Amazon India with free and fast delivery: link.amazon/B03YKFX3Q
1
3
4
103
Dreaming of publishing your own book? Shubhapallaba Publication is here to turn your manuscript into a professionally published book in Odia, Hindi or English. 📱 WhatsApp: +91 70088 99643 #ShubhapallabaPublication #Shubhapallaba
Dreaming of publishing your own book? Shubhapallaba Publication is here to turn your manuscript into a professionally published book in Odia, Hindi or English. 📱 WhatsApp: +91 70088 99643 #ShubhapallabaPublication #Shubhapallaba
20
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
"Bhakata Bhābare Shree Jagannātha" by @ssgapu22 & @Shubhapallaba is coming to Google Books and Kindle. The ebook will be made available at a nominal price to ensure easy access and reading convenience for digital readers across the globe.
4
1
6
282
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
We are planning to publish a book featuring notable woman from Odisha in various fields. We need your suggestion on those personalities. Your inputs may help us to choose the right person. #ShubhapallabaPublication
🤖 Made with AI
4
4
99
Now, the kindle version of #WeBecameAPoem is available to read from anywhere in this world. Search on Amazon or click on this link: link.amazon/B0fDUYl7N #PrabinaKumarKabi #KindleBook #PoeticNovel #EnglishNovel
1
1
22
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Replying to @ShubhapallabaP
@ShubhapallabaP @Shubhapallaba ରୁ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ମୋର ତୃତୀୟ ଗଳ୍ପ ସଙ୍କଳନ #ଜାତି ଅଶେଷ ଧନ୍ୟବାଦ @ssgapu22 ଭାଇ @sambeetarts ଭାଇ @Viswanath507480 ସାର୍ 🙏🥰
2
5
25
463
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Author's signed copies of #Tapasatwa written by @tapasr10 are now available on both Amazon India with free shipping and on Shubhapallaba Store. Link to buy: link.amazon/B01MCwHHo #OdiaBook #ShubhapallabaPublication
1
5
11
350
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
#ରକ୍ଷାବନ୍ଧନ ଉପରେ #ଶୁଭପଲ୍ଲବ ପ୍ରକାଶନ (@ShubhapallabaP) ଦ୍ୱାରା ଛପାଯାଇଥିବା ଏକ କ୍ଷୁଦ୍ର ଆନ୍ଥେଲୋଜି ଏବେ ୫୦% ରିହାତି ସହିତ ଶୁଭପଲ୍ଲବ ଷ୍ଟୋର୍‌ (@ShubhapallabStr) ଓ ଆମାଜନ୍‌ ଇଣ୍ଡିଆରେ ଉପଲବ୍ଧ । ଆମାଜନ୍ ଲିଙ୍କ: link.amazon/B0g3625gK #Shubhapallaba #Rakshabandhan
3
17
363
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ଖାଲି ଏତିକି ବହି ନୁହେଁ, ଶୁଭପଲ୍ଲବ ପ୍ରକାଶନର (@ShubhapallabaP) ଅଧିକାଂଶ ବହି ଉପରେ ଭାରତୀୟ ସ୍ୱାଧୀନତା ଦିବସ ପାଇଁ ରହିଛି କିଛି ବିଶେଷ ରିହାତି । ଶୁଭପଲ୍ଲବର ଆମାଜନ୍ ଷ୍ଟୋର୍‌ ଏହି ଲିଙ୍କ୍‌ରେ ଦେଖନ୍ତୁ । amazon.in/s?i=merchant-items… #ଶୁଭପଲ୍ଲବ #ଓଡ଼ିଆବହି #ଉପନ୍ୟାସ #OdiaNovel #OdiaBook #EnglishNovel #Novel
🤖 Made with AI
2
4
45
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Privileged. #JaiJaganmath ●!● 🙏 cc: @trimanoz @ssgapu22 @Shubhapallaba
2
4
58
1,875
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
୨୦୧୫ ମସିହାରେ, ପ୍ରଥମ #ରସଗୋଲାଦିବସ ପାଳନ ହୋଇଥିଲା । ଆଜି ସେଦିନକୁ ୧୧ ବର୍ଷ ପୂରିଲା ଓ ଆମେ ୧୨ଶ ରସଗୋଲା ଦିବସ ପାଳନ କରୁଛୁ । ଆମେ ବି ଘରେ ତିଆରି କରିଛୁ #ରସଗୋଲା । *ଚିନିରେ ହୋଇଥିବାରୁ ଧଳା ଦେଖାଯାଉଛି #RasagolaDibasa #Rasagola #FoodieOdia #OdiaFood
2
5
28
637
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ଓଡ଼ିଆ ଲୋକଙ୍କ ମନରେ ନୃସିଂହଙ୍କ ନିମନ୍ତେ ଯେଉଁ ଭଳି ପ୍ରଗାଢ଼ ଶ୍ରଦ୍ଧା ରହିଛି ତାହା ଅନ୍ୟତ୍ର ବିରଳ । ଓଡ଼ିଶାର କିଛି ପ୍ରମୁଖ ନୃସିଂହ ପୀଠ ଯଥା ପାଇକମାଳ, ସୀମାଞ୍ଚଳ ଏବଂ ଶ୍ରୀକ୍ଷେତ୍ର ଏହାର ପ୍ରମାଣ ।
1
3
56
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
#ମହାପ୍ରଭୁ #ଭକତ_ଭାବରେ_ଶ୍ରୀଜଗନ୍ନାଥ ୨ୟ କାହାଣୀ - ନମଇଁ ନୃସିଂହ ଚରଣ ଏହାର ମୂଳରେ ଯଦିଓ ପାଇକମାଳ ନୃସିଂହ ନାଥ ମନ୍ଦିର ଦର୍ଶନ ଓ ବର୍ଣ୍ଣନା ରହିଛି, ତଥାପି ଶେଷ ହୋଇଛି, ଶ୍ରୀକ୍ଷେତ୍ରର ନୃସିଂହ ପୂଜନ ପରମ୍ପରାରେ। ବହୁତ ସୁନ୍ଦର ବର୍ଣ୍ଣନା କରା ଯାଇଛି। @trimanoz @ShubhapallabaP
#ମହାପ୍ରଭୁ #ଭକ୍ତ_ଭାବରେ_ଶ୍ରୀଜଗନ୍ନାଥ #୧ମ କାହାଣୀ - ବଡସିଂହାର ପଖାଳ ପଢିଲା ବେଳ ଅନୁଭବ କଲି, ମୁଁ ଶ୍ରୀମନ୍ଦିର ଭିତରେ ବୁଲୁଛି। ସେହି ଭାଷା, ସେହି ବୋଲି ଶୁଣୁଛି। ଶ୍ରୀମନ୍ଦିର ରୀତିନୀତି, ସେଠାକାର ଭୋଗ ସମ୍ବନ୍ଧୀୟ ବର୍ଣ୍ଣନା ମଧ୍ୟରେ ପାଠକଙ୍କୁ ପଦେ ପଦେ ମହାପ୍ରଭୁ ଙ୍କ ଉପସ୍ଥିତି ଅନୁଭବ କରାଇବା ନିମନ୍ତେ @trimanoz ଙ୍କର ଇଏ ଏକ ନିଷ୍ଠାପର ଓ ନିଛକ ପ୍ରୟାସ।🙏
1
5
1
17
674
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Here is the 2nd edition of the #WeBecameaPoem, a poetic novel by Prabina Kumar Kabi. Available on Amazon India and Shubhapallaba Store. Link to buy: link.amazon/B0fzaNND3 #ShubhapallabaPublication #ShubhapallabaStore #EnglishNovel #PoeticNovel
2
1
7
194
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Mora bi pahanchila aaji , Mummy Padha aarambha Kari deleni – at Bengaluru, India
1
2
1
7
449
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ବହି ଆସିଗଲା । ଜୟ ଶ୍ରୀଜଗନ୍ନାଥ 🙏🏻 @trimanoz @ShubhapallabaP @ss
3
6
1
49
1,999
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
A new addition to our bookshelf! My copy of Bhakata Bhabare Shree Jagannatha (ଭକତ ଭାବରେ ଶ୍ରୀଜଗନ୍ନାଥ) has been delivered by Amazon. Can’t wait to start reading it.
2
8
2
110
3,295
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ବନ୍ଧୁ, ଆପଣ ଲେଖିଥିବା ବହି "ଶ୍ରୀଜଗନ୍ନାଥ" ଆଜି ପାଇଲି। ମହାପ୍ରଭୁଙ୍କ ସମ୍ବନ୍ଧରେ ପ୍ରକାଶିତ ଅନେକ ପୁସ୍ତକ ମଧ୍ୟରୁ ଏହା ନିଶ୍ଚିତ ରୂପେ ଅନନ୍ୟ। ଆପଣଙ୍କୁ ଓ ଶୁଭପଲ୍ଲବ ପ୍ରକାଶନ @ShubhapallabaP ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।🙏 ବହିଟିକୁ ଙ୍କ ଓଲଟାଉ ଓଲଟାଉ ଗେ। ଟିଏ ଜାଗାରେ "ଗେ। ସାମଣି" ପଦ ଉପରେ ନଜର ପଡିଲା। ଏହା ସ୍ପଷ୍ଟ ରୂପେ ମାଦଳାପାଞିଙ୍କ ଅବଦାନ ଯାହା ଚେ।ଡଗଙ୍ଗଙ୍କ ସମୟରେ ଲେଖା ଯାଇଛି - ଗେ। ଷାଣି ମାନଙ୍କୁ କିଳିଲେ। ଗେ। ସାମଣି ଓ ଗେ। ଷାଣି ଏକା ପଦ ଅଟନ୍ତି।
ଆପଣଙ୍କ ରଥ ପ୍ରସ୍ତୁତ ଆପଣଙ୍କ କଥା ମଧ୍ୟ ପ୍ରସ୍ତୁତ ପବିତ୍ର ଘୋଷଯାତ୍ରା ଦିନ ଅଗଣିତ କାଳିଆ ରଙ୍କୁଣାଙ୍କୁ ଭେଟି ଦେଉଛୁ... ଭକତ ଭାବରେ ଶ୍ରୀଜଗନ୍ନାଥ ପ୍ରି-ଅର୍ଡର କରନ୍ତୁ: link.amazon/B0cemWWqM
1
5
1
19
946