Sambeet (@sambeetarts) header
Sambeet (@sambeetarts) profile picture

Ui-Ux designer by profession artist by passion. Always ready to draw for children books. Love to spend time @odisha

Rourkela, Hyderabad
Joined February 2010
Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)Photo by Sambeet (@sambeetarts)
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ମୋ ପୁରୁଣା drawing ରୁ #ଜୟଜଗନ୍ନାଥ #ସୁନାବେଶ #jagannathrathyatra #art #artwork #sambeetarts #Sunabesha #oldDrawing
2
1
24
ଧନ୍ୟବାଦ ଭାଇ 🙏। ମୋ ଜୀବନର ଏ ପ୍ରଥମ ସୋପାନରେ ଆପଣଙ୍କ ଏ ଆଶୀର୍ବାଦ ସର୍ବଦା ମନେ ରହିବ । ଓଡ଼ିଶାର କଳା ସଂସ୍କୃତି ର ଏ ଚିତ୍ର ସହ ମାନବତାର ଅବଗୁଣ ଗାଢ଼ ଛାଇ ଥିବା #ଦୈତ୍ୟ ମାନଙ୍କୁ ସ୍ୱାଗତ ।
new book new cover art new style
1
1
15
309
new book new cover art new style
1
3
2
12
820
ମୁଁ କ'ଣ ଜାଣିଥିଲି ଦିନେ ଦୁଇ ମୋଟା ମଲାଟ ଭିତରେ ମୁଁ ବଞ୍ଚିବାର ଠିକଣା ଖୋଜିପାଇବି! @sambeetarts ଭାଇ ଆଜିବି ମନେ ଅଛି ଆପଣଙ୍କ କହିବା ପରେ ଗଳ୍ପକାନ୍ତି ଲେଖିବା କଥା। ଆପଣ ମୋ ବହିରେ ସୁନ୍ଦର ପ୍ରଛଦପଟ ମାନ କରି ତାକୁ ଗୋଟାପଣେ ଜୀବିତ କରି ଦେଇଛନ୍ତି।
18
6
1
114
4,506
ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ୫୪ଶ ସଂସ୍କରଣ । ଡାଉନ୍‌ଲୋଡ୍ ଲିଙ୍କ: bit.ly/Shubha54 Cover art: @sambeetarts Editorial: @tapasr10 Design: @ssgapu22 #ଶୁଭପଲ୍ଲବ #Shubhapallaba #Shubhapallaba54 ପଢ଼ି କରି ମତାମତ ଦେବାକୁ ଭୁଲିବେ ନାହିଁ 😊
2
2
339
Still not yet finished #sambeetarts
3
78
Not yet complicated
2
75
Replying to @ssgapu22 @tanaya_p
Congratulations Gapu! ଶୁଭପଲ୍ଲବ ଆଜି ଯେଉଁ position ରେ ଅଛି ତାହାର ଶ୍ରେୟ କେବଳ ୩ଜଣଙ୍କର: @ssgapu22 , @tapasr10 ଓ @sambeetarts ବାକି ସମସ୍ତଙ୍କ ଅବଦାନ କେବଳ ଗୁଣ୍ଡୁଚି ମୂଷା ପରି। ଗୋଟିଏ ପତ୍ରିକା ଚଲେଇବା ଆଉ ଏମିତି ରେଗୁଲାର ଚଲେଇବା କିଛି ସହଜ ବ୍ୟାପାର ନୁହେଁ। ଏଥିପାଇଁ ଯେତେ ପ୍ରଶଂସା କଲେ ବି କମ୍ ହେବ!
2
1
4
236
I am in train 11020(konark express) It supposed to be at Hyderabad arround 10:00am but the train is late till now 6hr 30 min late did @RailMinIndia take any steps to improve the timing of tains. @gmscrailway @SCRailwayIndia
2
3
557
ପବିତ୍ର ଦୀପାବଳୀ ଆପଣଙ୍କ ଜୀବନ ରେ ପୂର୍ବ ରୁ ପ୍ରତିଷ୍ଠା, ପଶ୍ଚିମ ରୁ ପ୍ରତିପତ୍ତି, ଉତ୍ତର ରୁ ଉନ୍ନତି, ଦକ୍ଷିଣ ରୁ ଦୈବୀ କୃପା , ଐଶାନ୍ୟ ରୁ ଐଶ୍ୱର୍ଯ୍ୟ, ନୈରୁତ ରୁ ନୈତିକତା, ଆଗ୍ନେୟ ରୁ ଆଦର୍ଶ, ବାୟବ୍ୟ ରୁ ବୈଭବ, ଆକାଶ ରୁ ଆଦର ଓ ପାତାଳ ରି ପ୍ରାଚୂର୍ୟ ଆଣିଦେଉ।
1
8