Pinned Tweet
ଅନ୍ୟର ଉପଦେଶ ମଧ୍ୟରୁ କିଛି ଶିଖି ହୁଏନାହିଁ; ନିଜର ଜୀବନ କ୍ଷୟ କରି ଅଭିଜ୍ଞତା ଅର୍ଜନ କରିବାକୁ ହୁଏ,ଅନ୍ୟ କୌଣସି ପଥ ନାହିଁ...
- ପୁଣି କେବେ ଦେଖାହେବ ତାପସ ?
ଉଛୁଳି ଆସୁଥିବା ଲିଜାର ଆଖିକୁ ନିବିଡ଼ ଭାବରେ ଚାହିଁଲା ତାପସ। ସତେ ଯେମିତି ଆଷାଢ଼ ଆକାଶରେ ମେଘ ବାଦଲର ଅପକ୍ରମ; ଯେମିତି ଏଇନେ ବର୍ଷିଯିବ ଅସରାଏ ! ଦେଢ଼ ଦଶନ୍ଧିର ଗୋପନ ଭାବନା ଲହଡି ଭାଙ୍ଗୁଥାନ୍ତି କୂଳ ଲଙ୍ଘିଯିବା ପାଇଁ। ପ୍ରକମ୍ପିତ ଓଠ ଅକୁହା ଭାଷାକୁ ପ୍ରକାଶ କରିବାକୁ ଶବ୍ଦ ଖୋଜୁଥିଲେ ଯେମିତି !
୧/
ମ୍ଳାନ ପଡ଼ିଆସୁଥିବା ଓଠରେ ଫିକା ହସଟିଏ ଟାଣିବାକୁ ଚେଷ୍ଟାକଲା ତାପସ ଆଉ ନିଃଶବ୍ଦରେ ଲିଜା ଆଡକୁ ପିଠିକରି ଚାଲିବାକୁ ଆରମ୍ଭକଲା। ସତେ ଯେମିତି ଏବେ ବି ଅନେକ ବାଟ ଚାଲିବାକୁ ଅଛି !!!
ଲିଜା ଚାହିଁ ରହିଥାଏ ସେମିତି, ଛାଇଟିଏ ତା' ଦୃଷ୍ଟି ପଟଳରୁ ବିସ୍ମୃତ ହେବାଯାଏ...
୨/୨
#ପ୍ରେମ_ବିଭାବରୀ
(ଶୀଘ୍ର ଆସୁଛି)
Hum to hai pardesh mein, desh mein nikla hoga chand... 😊
#KumarPurnima
ଦଶହରା ଆଉ #ରାବଣପୋଡି ମୋ ପାଇଁ ପରିପୁରକ। ଏତେ ବର୍ଷ ପରେ ବି କାହାଣୀ ନୂଆ ଲାଗେ;ଆପଣାର ଲାଗେ। @OdiaoneOfficial ଏହାର ଦ୍ଵିତୀୟ ଅଧ୍ୟାୟ ଆଣିବା ଉଚିତ ଥିଲା। @samareshroutray ଏ ଦିଗରେ ଆଗକୁ ଚିନ୍ତା କରିବେ ବୋଲି ଆଶା। 🙏
youtu.be/l9b1AvF1wVE?si=tE5Y…
Someone said, you are off trend. I said, I am the trend. 😛🤭
#Retro
@quotesbylipsa
Such a tragic news !
Travel well Nana Ji. Om Shanti. 🙏
Veteran actor Nana Patekar passed away at 5:20 AM today after suffering a severe cardiac arrest at his residence.
Despite 45 minutes of continuous CPR, he could not be revived. A medico-legal case (MLC) has been registered, and a post-mortem will be conducted: Dr. Shekhar Salkar, Chief of Oncology Department, Manipal Hospital
ତାପସ retweeted
ତାପସ ରଞ୍ଜନଙ୍କ ଦ୍ୱାରା ଦସ୍ତଖତ
ତାପସ ରଞ୍ଜନଙ୍କ ଠାରୁ
ତାପସ ରଞ୍ଜନଙ୍କ ତାପସତ୍ଵ.....
ଧନ୍ଯବାଦ @tapasr10 ଭାଇ🙏🏼🙏🏼
ଶୁଭେଚ୍ଛା @Shubhapallaba
ତାପସ retweeted
While Delhi debates how much of Vande Mataram should be sung, Kashmir seems to have settled the matter rather effortlessly - the full song, followed by the full anthem. No debate, no drama, no fuel for the idiot-box. Just music. 🙂
From the inaugural event of the film festival in Srinagar last evening,
ତାପସ retweeted
#ମହାପ୍ରଭୁ
ମାର୍ତ୍ତଣ୍ଡ (ଆଲୋକ)
ଅମାର୍ତ୍ତଣ୍ଡ (ଅନ୍ଧକାର)
ଅଷ୍ଟୌ ପୁତ୍ରାସୋ ଅଦିତେର୍ୟେ ଜାତାସ୍ତନ୍ୱସ୍ପରି। ଦେବାଁ ଉପ ପ୍ରୈତ୍ସପ୍ତଭିଃ ପରା ମାର୍ତାଣ୍ଡମାସ୍ୟତ୍।।
ସପ୍ତଭିଃ ପୁତ୍ରୈରାଦିତିରୂପ ପ୍ରୈତ୍ପୂବ୍ୟଁ ଯୁଗମ୍। ପ୍ରଜୟୈ ମୃତ୍ୟବେ ତ୍ୱତ୍ପୁନର୍ମାର୍ତାଣ୍ଡମାଭରତ୍।।
(ଋଗ ବେଦ ୧୦.୭୨.୮-୯)
From getting inspired by your work to knowing you; from knowing you virtually to meeting you physically, work brought us here today.
Thank you @TheAnsumanRath
It was really a pleasure meeting you. 😊





















