
⚖️ LLB 1st Year | Law Student 🎓 Dinabandhu Sahu Law College 📚 Learning Law • Exploring Justice 🏛️ Future Legal Professional Convener @DERABISSURAKHYA
KENDRAPADA
Joined February 2024
- Tweets3.1K
- Following2.4K
- Followers352
- Likes4.9K
Chandrasekhar retweeted
Dear @PMOIndia @CMO_Odisha @dmkendrapara
I have been waiting since 2021 for the material cost payment of my government-approved Mo Gali Road project (Work Code: 2418002022/RC/10487768, Sanctioned Date: 29/09/2021).
I am not a contractor. I am an ordinary citizen. The work was entrusted to us by the concerned JE, and we completed it as per departmental guidelines. The labour component has already been paid, but the material cost remains pending for nearly 6 years.
For years, I have been told there is "no budget." However, if there is truly no budget, how are material cost payments being released for other beneficiaries? And if there was no budget, on what basis was this project sanctioned and villagers instructed to start the work?
We completed the work only after official approval and assurance from the department, investing our own hard-earned money and even taking loans.
We respectfully request a transparent inquiry and a clear explanation. If the project was approved and executed, why has the material cost still not been released? We only seek our legitimate dues and a definite timeline for payment.
I humbly request the Prime Minister's Office and the Chief Minister's Office, Odisha to kindly intervene in this matter and direct the concerned authorities to resolve this long-pending issue at the earliest.
#kendrapada
@rashtrapatibhvn @MohanMOdisha @narendramodi @SecyChief @PandaJay @AmitShah @RabiNaikBJP @PRDeptOdisha @PradeepJenaIAS @TejeswarParida
Chandrasekhar retweeted
📢 Citizen Alert: Service Migration Update
Applying for your Solvency Certificate and Certified Copy of Record of Rights (RoR) just got easier. As of 01.07.2026, these services have officially migrated to the eDistrict Odisha Portal.
🌐 Apply Here: edistrict.odisha.gov.in
Chandrasekhar retweeted
ତଦନ୍ତ କମିଶନ ସୁପାରିଶ କରିଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୂଳ ଜମା ରସିଦର କୌଣସି ଆବଶ୍ୟକତା ନାହିଁ। ଏହାର ସବିଶେଷ ତଥ୍ୟ ଓଡ଼ିଶା ସରକାର ପ୍ରଦାନ କରିଛନ୍ତି। ସମସ୍ତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେଇପାରିବେ।
Chandrasekhar retweeted
Replying to @koraputdm
@koraputdm @SPkoraput @SdmJeypore @jeyporemplt @CMO_Odisha @SecyChief @RdcsdBerhampur Kindly intervene and action maybe initiated on my appeal on humanitarian grounds without any discrimination urgently.JUSTICE DELAYED IS JUSTICE DENIED.
Chandrasekhar retweeted
ଦୀର୍ଘ କିଛି ମାସ ଧରି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବୃଦ୍ଧବୃଦ୍ଧାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ପଞ୍ଚାୟତ ଅଫିସ ଆଗରେ ହିତାଧିକାରୀମାନେ ଲମ୍ବା ଲାଇନ୍ ଲଗାଇ ଅପେକ୍ଷା କରିବା ସତ୍ତ୍ୱେ ମଧ୍ୟ ପାଇ ପାରୁନାହାନ୍ତି ଭତ୍ତା ଟଙ୍କା।
ମାନ୍ୟବର @SSEPD2 ମନ୍ତ୍ରୀ ଶ୍ରୀ @NityanandaBJP ଏହି ଅଭିଯୋଗ ଉପରେ ହସ୍ତକ୍ଷେପ କରି ଯଥା ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
@CMO_Odisha
#ମିଳୁନି_ବାର୍ଦ୍ଧକ୍ୟ_ଭତ୍ତା
ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ପଞ୍ଚାୟତ ଅଫିସ ଆଗରେ ହିତାଧିକାରୀଙ୍କ ଲମ୍ବା ଲାଇନ୍ । କାହାର ଦୁଇ ମାସ ତ ଆଉ କାହାର ଚାରି ମାସ ହେବ ଆକାଉଣ୍ଟ ଆସୁନି ଭତ୍ତା ଟଙ୍କା ।
#Athagarh #Odisha #KanakNews #mkt
Chandrasekhar retweeted
Pradeep Jena sir’s contribution to Odisha in disaster management, governance, infrastructure and public service will always be remembered. His leadership during cyclones and crises made Odisha a national model.
@PradeepJenaIAS
Chandrasekhar retweeted
Grateful to many kind hearts who stood by Jhilan on this long journey. Thank you @kattimadhu, @Least_ordinary, @Radheyssingh, @drprashantmish6, @LSBjodhpur, @sabyasachi_says, @IamAbhiMishraa & @itzsekhar for the support, guidance, and care. This healing truly took a village. 🙏🏽
A 28-year wait for heart surgery for Jhilan ended at @aiims_jodhpur, with many kind hearts coming together. A long wait, a long journey, and this moment. Ending the year with gratitude and hope.
Thank you, @arunbothra sir.
Thank you, @indiacares_2020. 🙏🏽
Chandrasekhar retweeted
ଯାହା ଫଳରେ ଭକ୍ତମାନେ ଚାରି ଦ୍ୱାରରେ ପ୍ରବେଶ କରିବା ସହିତ ନାଟ ମଣ୍ଡପରୁ ଶୃଙ୍ଖଳିତ ଦର୍ଶନ କରିପାରିବେ। ଚଳିତ ରଥଯାତ୍ରା ଭିଡରେ ଶ୍ରୀମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିରରେ ରାମ୍ପ ବ୍ୟବସ୍ଥା କରି ଶୃଙ୍ଖଳିତ ଦର୍ଶନ କରାଇଥିଲେ। ସରକାର ଓ ପ୍ରଶାସନ ଚାହିଁଲେ ଏହାକୁ ଶ୍ରୀମନ୍ଦିରରେ 4 ଦିନ ଭିତରେ ଲାଗୁ କରି ପାରିବେ।
@PrithivirajBJP 2/2
Chandrasekhar retweeted
ଶ୍ରୀକ୍ଷେତ୍ରକୁ ରାସ୍ତାଘାଟ ଓ ପରିକ୍ରମା ପ୍ରକଳ୍ପର ବିକାଶ ପରେ ମହାପ୍ରଭୁଙ୍କ ପାଖକୁ ଭକ୍ତଙ୍କ ସୁଅ ଛୁଟୁଛି। ଏଥିପାଇଁ ଦୃଷ୍ଟି ଦେଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ଟିମ ଆଟା ତୃଣମୂଳ ସ୍ତରରୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଏକ ପ୍ରସ୍ତାବ ପ୍ରଦାନ କରିଅଛି
@arvindpadhee
@dm_puri @SPPuri1 @SecyChief @CMO_Odisha 1/2
Chandrasekhar retweeted
🚧 Heavy Traffic Alert!
NH-16 stretch from Cuttack to Bhubaneswar faces daily jams at Palasuni Bridge due to a single-lane bottleneck.
🛣️ @NHAI_Official, please take urgent action to construct a new bridge for smoother connectivity and reduced congestion. #Odisha #NH16 #Palasuni
Chandrasekhar retweeted
ମସଜିଦ ପାଖରୁ ଗୌମାତା🐄🐄🐄
ଛଡେଇ ଆଣିଲେ ଗୋ ରକ୍ଷକ 🔥🔥🔥
ଭଦ୍ରକ ଗୁଜିଦରଡା ମସଜିଦ ପାଖରୁ ଆମ ଗୋ ରକ୍ଷକ ଭାଇ ମାନେ ଗୌମାତା ଙ୍କୁ ଉଦ୍ଧାର କଲେ |
ଓଡିଶା ମାଟି ରେ ଗୋ ହତ୍ୟା ଚଳିବ ନାହିଁ |
#Jay_Goumata
#Jay_Shree_ram
#Odisha
#bhadrak
Chandrasekhar retweeted
यह दशहरा आपके लिए जीवन की चुनौतियों पर विजय पाने का साहस, शक्ति और दृढ़ संकल्प लेकर आए।
ଟିମ ଆଟାର ସମସ୍ତ #ସଂଗ୍ରାମୀ ଭାଇ ଭଉଣୀ ମାନଙ୍କୁ ପବିତ୍ର ଦଶହରାର ଅନେକ ଅନେକ ଶୁଭକାମନା।
ଲକ୍ଷ୍ୟ ଭେଦ କରିବାକୁ ହେଲେ ପ୍ରଥମେ ଲକ୍ଷ୍ୟ ସ୍ଥିର କରିବା ଜରୁରୀ।
#Dussehra
#Dussehra2025
#Activists @PradeepJenaIAS
Chandrasekhar retweeted
#ମଲା_ଛୁଆ_ଧରି_ମାଆର_ଧାରଣା
ସୈତନା ବାପା । ନିଜ ଛୁଆର ଚିକିତ୍ସା ପାଇଁ ଦେଲାନି ହେଲଥ୍ କାର୍ଡ । ଚାଲିଗଲା ୬ ଦିନିର ଶିଶୁ ଜୀବନ । ନ୍ୟାୟ ଦାବିରେ ଭୁବନେଶ୍ବର ଖଣ୍ଡଗିରି ଥାନା ଆଗରେ ମଲା ଛୁଆକୁ ଧରି ମାଆର ଧାରଣା
#Odisha #NandighoshaTv #Bhubaneswar
Chandrasekhar retweeted
କେନ୍ଦ୍ରାପଡା ଜିଲ୍ଲାର ନୂଆ କଲେକ୍ଟର ଏବଂ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଭାବରେ ରଘୁରାମ ଆର. ଅୟ୍ୟର (IAS) ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।
#DMKendrapada #collector
#କେନ୍ଦ୍ରାପଡାଜିଲ୍ଲା #kendrapara #Kendrapada #odisha #kendraparadistrict #Derabish #Garadpur #Mahakalapada #Marshaghai #Rajkanika #Pattamundai #Aul #Rajnagar @dmkendrapara
Chandrasekhar retweeted
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ଲୋକେ ବଞ୍ଚିତ । ଦୀର୍ଘ ଚାରିମାସର ଭତ୍ତା ଦିଆଯାଇନାହିଁ । ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଲୋକେ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ଦୟକରି @ChanchalRanaIAS @CMO_Odisha @dm_puri @DssoPuri ମହାଶୟ ଏ ବିଷୟରେ ଟିକେ ଦୃଷ୍ଟି ରଖିବାକୁ ଅନୁରୋଧ । @SSEPD2
Chandrasekhar retweeted
👉#ବାଲେଶ୍ଵର_ଜିଲ୍ଲାରେ_ନାହିଁ_ସ୍ୱତନ୍ତ୍ର_ମହିଳା_ଥାନା
👉#ଅଭିଯୋଗ_ପାଇଁ_କଟକ_ଭରସା
କିଛି ବର୍ଷ ହବ ବାଲେଶ୍ୱର ଜିଲ୍ଲାରେ ମହିଳା ନିର୍ଯାତନା ବଢ଼ିଚାଲିଛି। ବିଭିନ୍ନ କାରଣ ପାଇଁ ନିକଟସ୍ଥ ପୁଲିସ ଷ୍ଟେସନରୁ ସେମାନଙ୍କୁ ନ୍ୟାୟ ମିଳୁନାହିଁ। ଏମିତିକି ଅନେକ ମହିଳା ଏବଂ ନାବାଳିକା ପୁରୁଷ ପୋଲିସଙ୍କ ପାଖରେ ସମସ୍ତ କଥା କହିବାକୁ ଅସହଜ ମନେ କରୁଛନ୍ତି। ଜିଲ୍ଲାର ଅଧିକାଂଶ ମହିଳା କଟକ ଯାଏ ଯାଇ ଅଭିଯୋଗ କରି ପାରୁନଥିବାରୁ ଅନେକ ମହିଳା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।
@homeodisha Sir @PrithivirajBJP Sir ଆପଣଙ୍କୁ ବିନମ୍ର ଅନୁରୋଧ ବାଲେଶ୍ୱର ରେ ଗୋଟିଏ ସ୍ୱତନ୍ତ୍ର ମହିଳା ଥାନା ପ୍ରତିଷ୍ଠା କରନ୍ତୁ।
@SPBalasore @igerbalasore @Satya0168 @gobindamlar @manaskumardutta
@SantoshKhatua6
Thanks & Regards
Manish Jena
Block Coordinator
Association of Twitter Activists (ATA)
Balasore, Odisha
Chandrasekhar retweeted
#ଅସ୍ତି_ପଞ୍ଚାୟତ_PEO_ବିରୋଧରେ_ମୁହଁ_ଖୋଲିଲେ
#ନାଏବ_ସରପଞ୍ଚ
#ଉପମୁଖ୍ୟମନ୍ତ୍ରୀ_ନିର୍ଦେଶ_ଦେବା_ପରେ_ମଧ୍ୟ_ମିଳିଲାନାହିଁ_ଡ଼ାଲି_ଏବଂ_ଚାଉଳ
#ଅସ୍ତି_ପଞ୍ଚାୟତରେ_ନୂତନ_PEO_ଏପର୍ୟ୍ଯନ୍ତ_ନିଯୁକ୍ତ
#ହେଲେ_ନାହିଁ
ବାଲେଶ୍ବର ଜିଲ୍ଲା, ବାଲିଆପାଳ ବ୍ଲକ ଅନ୍ତର୍ଗତ ଅସ୍ତି ପଞ୍ଚାୟତର PEO ଙ୍କ ବିରୋଧରେ ଶେଷରେ ମୁହଁ ଖୋଲିଲେ ଅସ୍ତି ର ନାଏବ ସରପଞ୍ଚ @DBalasore @mvsuryawanshi Sir ଦ୍ବିତୀୟ ଥର ବନ୍ୟାର ଶୁଖିଲା ଖାଦ୍ୟ ଆଜି ଯାଏ ମିଳିଲା ନାହିଁ ସୂର୍ଯ୍ୟାପୁର 13 Number Ward କୁ ତେଣୁ ଏହା ଅତି ଦୁଃଖର ବିଷୟ,ଏହି ୱ।ର୍ଡରେ ହରିଜନ ଲୋକ ୯୦ ପ୍ରତିଶତ ବାସ କରନ୍ତି,@CMO_Odisha ସାର୍ ଆପଣଙ୍କୁ ବିନମ୍ର ଅନୁରୋଧ କରାଯାଉଛି କି ଏହି ଗରିବ ଅସହାୟ ହରିଜନ ଲୋକଙ୍କୂ ଶୁଖିଲା ଖାଦ୍ୟ ବା ଚୁଡ଼ା ଶୀଘ୍ର ଯୋଗାଇ ଦିଆଯାଉ @PRDeptOdisha Sir ଏହି ଅଭିଯୋଗଟି ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି, Sir ଏହି ଗରିବ ଲୋକଙ୍କ ଶୁଖିଲା ଖାଦ୍ୟ କିଏ ହଡ଼ପ କରିଛି ବା ମାରି ଖାଇଛି ତାର ତଦନ୍ତ କରାଯାଇ ଦୋଷୀ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।,@RabiNaikBJP ସାର୍ ଏହି ରିଲିଫ ଖାଦ୍ୟ ଚୁଡ଼ା ଗରିବ ଲୋକଙ୍କୁ କେବେ ମିଳିବ ?
ଏ ବାବଦରେ ବିଡ଼ିଓ ଓ ତହସିଲଦାରଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯାଇଛି, ଦେଖିବାକୁ ବାକି ରହିଲା ସାଧାରଣ ଲୋକଙ୍କୁ ନ୍ୟାୟ କେବେ ମିଳୁଛି ??
Thanks & Regards
Manish Jena
Block Coordinator
Association of Twitter Activists (ATA)
Balasore, Odisha
Chandrasekhar retweeted
#ରିଲିଫ_ବଣ୍ଟନରେ_ଅନିୟମିତା_ଅସ୍ତି_ପଞ୍ଚାୟତରେ @DBalasore @mvsuryawanshi ସାର୍ ଆପଣଙ୍କୁ ବିନମ୍ର ଅନୁରୋଧ ଦୟାକରି ଏହି ସମସ୍ୟା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ @BaliapalB @pcsarangi @SecyChief @CMO_Odisha ସାର୍ ଅଫିସର ମାନେ କାହା ସାହାସରେ ଏମିତି ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି ଦୃଷ୍ଟି ଦିଅନ୍ତୁ 🙏🙏
Chandrasekhar retweeted
ଆଜି ସକାଳେ ଓଡ଼ିଶାର ଟ୍ୱିଟର ଆକ୍ଟିଭିଷ୍ଟ ମାନଙ୍କ ଦ୍ୱାରା ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସକାଳ ୧୦.୫୧ ସମୟରେ ଏକ ଅନୁରୋଧ ପତ୍ର @X ଓ ମେଲ ଦ୍ୱାରା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଟିମ ଆଟାର ସଭାପତି ବିସ୍ମୟ ମିଶ୍ର @MBismaya ଙ୍କ ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓ ବାର୍ତ୍ତା ଅନୁରୋଧ କରାଯାଇଛି। @CMO_Odisha
ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାର ସବୁଠାରୁ ଅଧିକ ଉପଯୋଗୀ ମାଧ୍ୟମ ହେଇଛି ଟ୍ୱିଟର ବା @X । ସ୍ୱଚ୍ଛ ଓ ତ୍ୱରିତ ଶାସନ ପାଇଁ ଟିମ ଆଟାର ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ସମୟରୁ 5 ମିନିଟ ସାକ୍ଷାତ ପାଇଁ ଅନୁମତି ମାଗୁଅଛି। @CMO_Odisha











































