Pinned Tweet
ସାମାଜିକ ଗଣମାଧ୍ୟମ ଟୁଇଟର ର ସଠିକ ବ୍ୟବହାର କରିବା ଦ୍ୱାରା ସାଧାରଣ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ପାରୁଛି । @otvkhabar ରେ @NILAKAN87491782 ଭାଇ ମୋର ପ୍ରତିକ୍ରିୟା ନେଉଛନ୍ତି ।
MR.PRADUMNA retweeted
ସୋସିଆଲ ମିଡିଆରେ ଆସିଥିବା ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ
କୃଷ୍ଣପ୍ରସାଦ ବ୍ଲକର ପରାଳା ବାତ୍ୟା ଆଶ୍ରୟସ୍ଥଳୀ ବାତ୍ୟା ସମୟରେ ବନ୍ଦ ରହିଥିବା ସମ୍ପର୍କରେ ଶ୍ରୀ ପ୍ରଦ୍ୟୁମ୍ନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପ୍ରକାଶିତ ଖବର ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହା ପରେ ତୁରନ୍ତ ପରାଳା ବାତ୍ୟା ଆଶ୍ରୟସ୍ଥଳୀକୁ ଖୋଲାଯାଇ କାର୍ଯ୍ୟକ୍ଷମ କରାଯାଇଛି, ଯାହାଦ୍ୱାରା ଜରୁରୀ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ଆଶ୍ରୟ ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ।
ଜନସାଧାରଣଙ୍କ ଅଭିଯୋଗ ଓ ସୂଚନା ପ୍ରତି ତ୍ୱରିତ ପ୍ରତିକ୍ରିୟା ଏବଂ ଦାୟିତ୍ୱବୋଧ ସହ ପଦକ୍ଷେପ ଗ୍ରହଣ କରିବାରେ ପୁରୀ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ।
କୃଷ୍ଣପ୍ରସାଦବ୍ଲକରେ ପ୍ରସାଶନର ଅବ୍ୟବସ୍ଥା । ବାତ୍ୟା ସମୟର ବାତ୍ୟା ଆଶ୍ରୟସ୍ଥଳୀରେ ତାଲା ।
ବ୍ଲକ୍ ଠାରୁ ମାତ୍ର 3କିମି ଦୂର ଚିଲିକା କୂଳରେ ଥିବା ପରାଳା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଲୋକଙ୍କୁ ମିଳୁନି କିଛି ସୁବିଧା । ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀ ବାରଣ୍ଡାରେ ବସିଛନ୍ତି । @CMO_Odisha @dm_puri @SRC_Odisha
MR.PRADUMNA retweeted
ଆଦାନୀ ପ୍ରସାଦ, ଏବେ ଜିନ୍ଦଲ ବସ୍!
ଗାଁ ଗାଁରୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ହବିଷ୍ୟାଳୀଙ୍କୁ ପୁରୀରେ ପହଞ୍ଚାଇ ସେମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥିତ ରହଣୀରେ ରହିବାକୁ ସହାୟତା ହେଉଥିଲେ ଏବଂ ଯାହାକୁ ସିଧାସଳଖ ସରକାର ସମୀକ୍ଷା କରୁଥିଲେ!
କିନ୍ତୁ ଆଜି ଏହି ମା'ମାନଙ୍କ ଆଖିରେ ଲୁହ ଦେଖିଲେ କଷ୍ଟ ଲାଗୁଛି ଓ ନିଜକୁ ମଧ୍ୟ ଲଜ୍ଜା!
ମାନବିକତା ହରାଇଲା ପୁରୀ ଜିଲ୍ଲା ପ୍ରଶାସନ। ଧାର୍ମିକ କାର୍ତ୍ତିକ ମାସରେ ହବିଶ୍ୟାଳି ଙ୍କୁ ମାଡ ମାରିବା ଓ ନିର୍ଯ୍ୟାତନା ଦେବା କେତେ ଦୂର ଠିକ । ଦୟାକରି ସରକାର ହବିଶ୍ୟାଲି ଙ୍କୁ ମାଡ ମାରିଥିବା ଅଧିକାରି ମାନଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି । @CMO_Odisha @SecyChief @dm_puri @odisha_police
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ @Naveen_Odisha ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରୁଛି।
1
3
135
ପୁରୀ ଜିଲ୍ଲାର ପଣସପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ATM ଅଚଳ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ହଇରାଣ !!
ଦାୟକରୀ ଏହି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଦାବି ।
@BankofIndia_IN @RBI @dm_puri
#ଆପ୍ରୋଚ୍_ବ୍ରିଜ୍ର_ଚାବି_ହଜାଇଲା_କିଏ ?
#ବ୍ରିଜ୍ ଗେଟ୍ ନ ଖୋଲିବାରୁ ଜଳମଗ୍ନ ଗାଁ
ଚିଲିକାଟାପୁରେ ଥିବା ପୁରୀଜିଲ୍ଲା କୃଷ୍ଣପ୍ରସାଦବ୍ଲକ ମାଲୁଦ ଠାରେ ଥିବା କନ୍ଦାଖାଇ ଆପ୍ରୋଚ ବ୍ରିଜର ଗେଟ୍ ଖୋଲିପାରିଲେନି ବିଭାଗୀୟ ଅଧିକାରୀ। କହିଲେ ଚାବି ହଜିଯାଇଛି । ଦାୟକରି ପ୍ରସାଶନ ପକ୍ଷରୁ ଏଦିଗ ପ୍ରତି ଦୃଷ୍ଟି ଦେବାକୁ ଦାବି @CMO_Odisha
3
77
କୃଷ୍ନପ୍ରସାଦ ବ୍ଲକ୍ ଚିଲିକା ଅଞ୍ଚଳ ହୋଇ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିରାମୟ ଯୋଜନା ନାମକୁ ମାତ୍ର । ଗତ 5 ମାସ ହେଲା ନିରାମୟ ରେ ରୋଗୀଙ୍କୁ ମାଗଣାରେ ମେଡ଼ିସିନ୍ ମିଳୁନାହିଁ ଦୟକରୀ ପ୍ରସାଶନ ପକ୍ଷରୁ ଏ ସମ୍ପର୍କରେ ଦୃଷ୍ଟି ଦେବାକୁ ଦାବି । @dm_puri @KRUSNAPRASADCHC @MahalingMukesh @HFWOdisha
MR.PRADUMNA retweeted
Condition of toilets in the schools were terrible. Dilapidated structures within a school complex are also of great concern.
Odisha’s future deserves better.
@CJP_for_India @SauravDassss
MR.PRADUMNA retweeted
Government policy is strong on paper, but absolute negligence by local department officials has cost a minor girl her hand in Puri. Illegal child labor operates openly while officers sleep. We demand strict legal action against the employer and immediate suspension of negligent officials..!! ⚖️
@CMO_Odisha @SecyChief @dept_ga @LESIOdisha @LabourOdisha @homeodisha @indratripathy @dm_puri @JanaSunani @sppuri
#JusticeForChild #StopChildLabor #Odisha #Puri #HoldOfficialsAccountable
Network ପାଇଁ ୨କି.ମି. ଯିବାକୁ ପଡୁଛି । ଗାଁରେ ନାହିଁ ନେଟୱର୍କ । ଦେଶ ସ୍ୱାଧୀନତାର ୭୫ବର୍ଷ ପରେ ବି ଗାଁ ରେ ନାହିଁ ନେଟୱର୍କ । ଲୋକ ମନେ ବାହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ପୁରୀଜିଲ୍ଲା କୃଷ୍ଣପ୍ରସାଦବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମ ର ସମସ୍ୟା । @JioCare @BSNLCorporate @BSNL_OR
Every second counts. Proud of Puri Police for creating an 80-km Green Corridor to help save a young life.
Salute to everyone who made this life-saving mission possible. Wishing the child a speedy recovery. 💙🙏 @SPPuri1 @odisha_police @CMO_Odisha
ଚାଷୀ ମାନଙ୍କ ଉଦ୍ୟାନ ଭିତ୍ତିକ ଚାଷ କାର୍ଯ୍ୟ ରେ ଅସୁବିଧା ରେ ସମ୍ମୁଖୀନ ହେଲେ ଚିଲିକା ଅତିକ୍ରମ କରି ପୁରୀ ଯିବାକୁ ପଡୁଛି ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଦୟାକରି କୃଷ୍ଣପ୍ରସାଦ ବ୍ଲକ ରେ ଉଦ୍ୟାନ ବିଭାଗ ର କାର୍ଯ୍ୟାଳୟ ଖୋଲିବା ପାଇଁ ସାଧାରଣ ଲୋକଙ୍କ ଦାବୀ । @CMO_Odisha @Horticultureod1
ବାହୁଡ଼ା ଯାତ୍ରା ସମୟରେ ଚିଲିକା ଜହ୍ନିକୁଦା ଠାରୁ ସାତପଡ଼ା ରେ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗା ରେ ବିନା ଲାଇଫ ଜ୍ୟାକେଟ ରେ ଚିଲିକା ରେ ଯାତାୟାତ କରାଯାଉଛି । କେତେ ଅଘଟଣ ଘଟିଲେ କିଏ ଦାୟୀ ରହିବ । ପ୍ରସାଶନ କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ । @CMO_Odisha @dm_puri @odisha_police @SPPuri1
3
483
MR.PRADUMNA retweeted
Replying to @biswalp123 @BJP4Odisha @NILAKAN87491782 @umakanta31 @Umesh_OTVnews @Umakant60750299 @sambitswaraj @CMO_Odisha
ଅଶେଷ ଅଶେଷ ଧନ୍ୟବାଦ ।
ବ୍ରହ୍ମଗିରି ଵିଧାୟିକା @UpasnaMohapatra ଆପଣଙ୍କ ଜନ୍ମଦିନ ଉପଲକ୍ଷେ ଅନେକେ ଅନେକ ଶୁଭେଚ୍ଛା ଅଭିନନ୍ଦନ ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଦୀର୍ଘ,ସୁସ୍ଥ ଏଵଂ ନିରାମୟ ଜୀବନ କାମନା କରୁଛି । ଜୟ ଜଗନ୍ନାଥ 🙏
1
7
187























