Debendra Subudhi (@DebendraSubudh1) header
Debendra Subudhi (@DebendraSubudh1) profile picture

ସେବାହି ମୋର ପରମ ଧର୍ମ

Puri, India
Joined May 2019
Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)Photo by Debendra Subudhi (@DebendraSubudh1)
Debendra Subudhi retweeted
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ପେଣ୍ଠକଟା ଗଙ୍ଗାଦେବୀ ବରଫ ଜି. ଜଗାଙ୍କ ଘର ପାଖରେ ଏହି ଲାଇଟ ଆଜକୁ ଏକମାସ ହେବ ଜଳୁନାହିଁ। ଯାହା ଫଳରେ ଏହି ଅଞ୍ଚଳ ଅନ୍ଧାରରେ ସାପ ଭୟ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @puriulb @dm_puri @CMO_Odisha @SPPuri1 @ushapadhee1996 @HUDDeptOdisha
2
4
5
189
Debendra Subudhi retweeted
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ଭିଆଇପି ରୋଡ଼ ୱାଇଲଡ଼ ଗ୍ରାସ ରେଷ୍ଟୁରାଣ୍ଟ ସାମ୍ନା ରାସ୍ତା ଆର ପାଖ ଖୁଣ୍ଟିରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ। ଯାହା ଫଳରେ ଏହି ଅଞ୍ଚଳ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ। @puriulb @dm_puri @HUDDeptOdisha @SecyChief @CMO_Odisha @GovernorOdisha
2
4
4
158
Debendra Subudhi retweeted
ଉଜ୍ୱଳ ଶ୍ରୀକ୍ଷେତ୍ର ପୁରୀ ସହରର ଶ୍ରୀସେତୁ ନିକଟ ରାସ୍ତା ମଝିରେ ଲାଗିଥିବା ଅନେକ ଲାଇଟ ଜଳୁନାହିଁ। ଯାହା ଫଳରେ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଧକାର ହେବା ଫଳରେ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଅଛି। ବିଭାଗୀୟ ଅଧିକାରୀ ଧ୍ୟାନ ଦିଅନ୍ତୁ। @puriulb @dm_puri @HUDDeptOdisha @SecyChief @CMO_Odisha
4
11
28
754
Debendra Subudhi retweeted
ଉଜ୍ୱଳ ଶ୍ରୀକ୍ଷେତ୍ର ପୁରୀ ସହରର ରେଳ ଷ୍ଟେସନ ସାମ୍ନା ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିକଟରେ ଖୁଣ୍ଟି ନଷ୍ଟ ହୋଇ ଯାଇଛି। ଏହା ବିପଦ ସଂକୁଳ ଅବସ୍ଥାରେ ରହିଅଛି। ପର୍ଯ୍ୟଟକ ଓ ଜନସାଧାରଣଙ୍କୁ ବିପଦ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ଅନୁରୋଧ। @TPCentralOdisha @EnergyOdisha @dm_puri @CMO_Odisha
6
8
14
380
Debendra Subudhi retweeted
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ଦରଜି ପୋଖରୀ ଛକ ନିକଟରେ ଥିବା ଏହି ଖୁଣ୍ଟିରେ ଲାଗିଥିବା ଲାଇଟ ଜଳୁନାହିଁ। ଯାହା ଫଳରେ ଏହି ଅଞ୍ଚଳ ଅନ୍ଧାରରେ ରହୁଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ। @puriulb @dm_puri @HUDDeptOdisha @SecyChief @CMO_Odisha @GovernorOdisha @PratyushRPR
3
9
1
20
378
Debendra Subudhi retweeted
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର RWSS ଅଫିସ ସାମ୍ନା ଖୁଣ୍ଟିରେ ଲାଇଟ ଆଜକୁ 5 ଦିନ ହେବ ଜଳୁନାହିଁ। ଯାହା ଫଳରେ ସେହି ସ୍ଥାନ ଅନ୍ଧକାର ରହି ଅସୁରକ୍ଷିତ ମନେ ହେଉଅଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ। @dm_puri @puriulb @SPPuri1 @HUDDeptOdisha @SecyChief @CMO_Odisha @MBismaya
3
7
13
330
Debendra Subudhi retweeted
ଉଜ୍ୱଳ ଶ୍ରୀକ୍ଷେତ୍ର ପୁରୀ ସହରର ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟ କନକ ଦୁର୍ଗା ସାହିରେ ଅନେକ ଦିନ ହେବ 4 ଟି ଷ୍ଟ୍ରିଟ ଲାଇଟ ଜଳୁନାହିଁ। ଯାହା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀ ଧ୍ୟାନ ଦିଅନ୍ତୁ @puriulb @dm_puri @SPPuri1 @HUDDeptOdisha @CMO_Odisha
3
8
21
277
ଶ୍ରୀ @sabyaactor ଭାଇ ଙ୍କୁ ଜନ୍ମଦିନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆପଣ ସର୍ବଦା ସୁସ୍ଥ ଓ ନିରୋଗ ରୁହନ୍ତୁ ଭାଇ
39
ଧାମନଗରର ଲୋକପ୍ରିୟ ବିଧାୟକ ତଥା ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ @suryabanshibjp ଙ୍କୁ ଜନ୍ମଦିନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆପଣ ସର୍ବଦା ସୁସ୍ଥ ଓ ନିରୋଗ ରୁହନ୍ତୁ ଭାଇ
1
48
Debendra Subudhi retweeted
Today, a short while ago, #Odisha #Vigilance apprehended Achyut Kumar Pradhan, Senior Clerk attached to the Court of the JMFC, Mathili, #Malkangiri, for demanding & taking bribe of Rs.50,000/- from a complainant to provide help in connection with 2 NBWs issued against his cousin.
10
14
3
149
37,882
#ମଣିମା_ଶୁଣିମା_ହେଉ_ଗରିବ_ଦୁଃଖ @CMO_Odisha ଆପଣ ବା ଲୋକଙ୍କ ସରକାର, ଆପଣ ଙ୍କୁ କଣ ଏ ବୁଢ଼ୀ ମାଆ ର ବୟସ ଆଉ ଦୁଃଖ ଦେଖା ଯାଉନାହିଁ କି? ଦୟାକରି ଧ୍ୟାନ ଦେବାକୁ @SSEPD2 @dm_puri @KanasSamiti ଙ୍କୁ ବିନମ୍ର ଅନୁରୋଧ। @MohanMOdisha @NityanandaBJP @sambitswaraj @omprakash_916 – at Sakhigopal, India
Request to the @dm_puri to urgently examine the case of 87-year-old Smt. Sushila Mandhata, Madhipur, Kanas. If eligible, kindly ensure her ₹3,500 monthly pension with all legally due arrears from the applicable date. No elderly person should suffer due to administrative lapses.
3
9
10
201
Debendra Subudhi retweeted
ଦଳୀୟ ସରକାର ଯଦି ଲାଇଟ୍ କି ଲିଚୁ ନଲଗାଇଲେ, ଜନସାଧାରଣଙ୍କ ପକ୍ଷରୁ ଗୋଟେ ଦୀପ ଜାଳି ମହାପୁରୁଷଙ୍କୁ ସମ୍ମାନ ଦେଲେ। ୮୦ ତମ ସ୍ବାଧିନତା ଦିବସରେ ଯିଏ ବି ବିପ୍ଳବୀ ଚନ୍ଦନ ହଜୁରୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଦେଇଛନ୍ତି ତାଙ୍କୁ ATA ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା।🙏 @puriulb @dm_puri @SPPuri1 @CMO_Odisha
#ଅନ୍ଧାରରେ_ଚାଖିଖୁଣ୍ଟିଆ ସ୍ୱାଧୀନତା ସଂଗ୍ରାମୀ ଦେଶ ଓ ଦେଶବାସୀଙ୍କ ପାଇଁ ଲଢିଥିଲେ, ସେଥିପାଇଁ ବୋଧେ ଦଳୀୟ ସରକାର ତାଙ୍କୁ ଚିହ୍ନିବାକୁ ଭୁଲିଗଲେ ? ଚାଲ ଆମେ ଦୀପ ଟିଏ ଲଗାଇ ସ୍ଵାଧୀନତା ସଂଗ୍ରାମୀଙ୍କୁ ଆଜି ଦିନରେ ସ୍ମରଣ କରିବା। @TPCentralOdisha @dm_puri @dm_puri @puriulb @EnergyOdisha @OfficialTeamATA
2
17
1
27
641
Debendra Subudhi retweeted
Request to the @dm_puri to urgently examine the case of 87-year-old Smt. Sushila Mandhata, Madhipur, Kanas. If eligible, kindly ensure her ₹3,500 monthly pension with all legally due arrears from the applicable date. No elderly person should suffer due to administrative lapses.
13
11
2
12
694
କଲବଲ କରୁଛି ଏ ଖାଲ ଖମା ରୋଡ ବୋଲ ବୋମ ଭକ୍ତ ଙ୍କୁ ପୁରୀ ସାକ୍ଷୀଗୋପାଳ ଠୁ ଚନ୍ଦନପୁର ରୋଡ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ରାସ୍ତା ଜଲଦି ଠିକି କରିବା ପାଇଁ ଆଉ ଦୁଇ ପାଳି ରହିଲାନି ଭକ୍ତ ଙ୍କ ଦୁଃଖ ଶୁଣିବା ହେଉ ପ୍ରଭୁ 🙏 @dm_puri @SecyChief @omprakash_916 @sambitswaraj @cmoodisha
1
2
69
ଆଉ ଦୁଇ ଦିନ ରେ ପବିତ୍ର ଘୋଷଯାତ୍ରା ପୁରୀ ସାଗର ମୁଖ୍ୟ ରାସ୍ତା ଓ ଛକ ଓଡ଼ିଶା ବେକରୀ ନିକଟ water works road ରାସ୍ତା ରେ ବିଭିନ୍ନ ଜାଗା ରେ ଖାଲ ନଳା ସ୍ଲାପ ଭାଙ୍ଗି ପଡ଼ିଛି। କର୍ତ୍ତୃପକ୍ଷ @dm_puri @snehaias @dm_puri କିଛି agathana ଘଟିବ ପୂର୍ବ ରୁ ରୋଡ ସହ ଏହି ନଳା ର ମରାମତି କରାଯାଉ ।
1
1
70
Debendra Subudhi retweeted
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କିଭଳି ସ୍ୱଚ୍ଛତାର ସହିତ ପାଳନ କରାଯିବ, ତାହା ଉପରେ ୧୬ ଦଫା ବିଶିଷ୍ଟ ପ୍ରସ୍ତାବ ସ୍ମାରକପତ୍ର ପ୍ରଦାନ କରି ମାନନୀୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। #RathaJatra #Puri @dm_puri @puriulb @SPPuri1 @SJTA_Puri @snehaias @arvindpadhee @SecyChief @CMO_Odisha
11
27
3
43
3,560
Debendra Subudhi retweeted
𝐎𝐧𝐥𝐲 𝟒 𝐃𝐚𝐲𝐬 𝐭𝐨 𝐃𝐞𝐯𝐚𝐬𝐧𝐚𝐧 𝐏𝐮𝐫𝐧𝐢𝐦𝐚 𝟐𝟎𝟐𝟔 Puri Police stands prepared to facilitate a safe and smooth pilgrimage experience for all.
9
12
88
2,328
Debendra Subudhi retweeted
ମୋ ଝିଅକୁ ଫେରାଇ ଦିଅ ହେ ମୁଖ୍ୟମନ୍ତ୍ରୀ। ମୋର ଆଉ @odisha_police ଉପରେ ଭରସା ନାହିଁ। ବାପା କାନ୍ଦି କାନ୍ଦି 15 ବର୍ଷର ଝିଅର ଅପହରଣ ହେବାର 100 ଦିନ ପରେ କହୁଛନ୍ତି। ତଥାପି ପୋଲିସ ହାତ ଖାଲି,ମିଡିଆ ବି ଚୁପ। ଏପରି ଅରାଜକତା ଆମେ କେବେ ଦେଖି ନଥିଲୁ ବୋଲି ଜନସାଧାରଣ କହୁଛନ୍ତି। @igerbaleshwar କେବଳ @SPBalasore ଙ୍କୁ ଲେଖି ଚୁପ।
Replying to @SPBalasore
@SPBalasore is requested to look into the matter.
17
34
3
55
1,447
@snehaias ମ୍ୟାମ ମହାପ୍ରଭୁ ଙ୍କ ବିଯେ ଦାଣ୍ଡ ର ଅବସ୍ଥା ଟିକେ ଦେଖନ୍ତୁ। ମହାପ୍ରଭୁ ନଳା ପାଣି ମାଡ଼ି ବିଜେ କରୁଛନ୍ତି, ବହୁତ୍ କଷ୍ଟ ଲାଗୁଛି ମ୍ୟାମ । ଆଶା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଆପଣ। @HUDDeptOdisha @arvindpadhee @MohanMOdisha @narendramodi
2
9
86