OPTCL SRAMIKA KARMACHARI SANGHA retweeted
This is the best use of AI that only Indians can come up with.
Narendra Modi is talking to a baba through AI who died in 1993.
Baba, who is no longer in this world, tells Narendra Modi, “I remember meeting you in 1993, when I asked you to have some prasad.”
Baba then says, “I am proud that you are the PM of this country.”
And then comes the best part: “Narendra, please have some prasad today. Don’t make excuses by saying you’re fasting!”
If you still think India is progressing under his leadership after watching this in 2026, my friend, I’m sorry, but you seriously need help.
OPTCL SRAMIKA KARMACHARI SANGHA retweeted
This Country is beyond any Repairs..
America: Engineering ChatGPT 🌐
China: Scaling DeepSeek 🤖
India: Coding a deceased Baba back to life just to praise Modi Ji and tell him "the country is with you" 😭
OPTCL SRAMIKA KARMACHARI SANGHA retweeted
#IAS_ନୁହଁ_ନେତା_ହୁଅ !
ସଚ୍ଚୋଟ ଅଧିକାରୀ ଭାବେ ପରିଚିତ IAS ତୁକାରାମ ମୁଣ୍ଡେଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା । ନିଜ ପିଲାମାନେ ଭବିଷ୍ୟତରେ IAS ନହୋଇ ନେତା ହୁଅନ୍ତୁ ବୋଲି କହିଛନ୍ତି ତୁକାରାମ । ତାଙ୍କର ଏଭଳି ମତାମତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
#Sambad #TukaramMundhe #IASOfficer #UPSC #CivilServices #IndianPolitics #BureaucracyVsPolitics
OPTCL SRAMIKA KARMACHARI SANGHA retweeted
ଆପଣ ନୂଆ ରାସନ କାର୍ଡ ପାଇ ଖାଦ୍ୟ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ଚାହୁଁଛନ୍ତି କି?
ତେବେ ଆଉ ଚିନ୍ତା କାହିଁକି? ନୂତନ ରାସନ କାର୍ଡ ପାଇଁ ଆପଣ ଘରେ ବସି ଅନଲାଇନ୍ରେ ଅଥବା ଅଫଲାଇନ୍ରେ ଆବେଦନ କରିପାରିବେ।
ଆବେଦନ ପାଇଁ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ବ୍ୟାଙ୍କ ପାସବୁକ୍, ଆୟ ପ୍ରମାଣପତ୍ର, ସକ୍ରିୟ ମୋବାଇଲ୍ ନମ୍ବର ଏବଂ ଠିକଣା ପ୍ରମାଣପତ୍ର ଆବଶ୍ୟକ।
ନୂତନ ରାସନ କାର୍ଡ ପାଇଁ କେମିତି କରିବେ ଆବେଦନ?
ଆବେଦନ ପ୍ରକ୍ରିୟାରୁ ଆରମ୍ଭ କରି ଆବଶ୍ୟକ ଦସ୍ତାବିଜ୍ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।
#RationCard #FoodSecurity #Odisha #PublicAwareness #PDSOdisha
@CMO_Odisha @IPR_Odisha @krushibibhag @Coop_Odisha @PRDeptOdisha @sicaodisha @homeodisha @CTOdisha @OCAC_Odisha @EIT_Odisha @rdmodisha @IND_Odisha @MsmeDepartment @SRC_Odisha @_KrushnaChPatra @KVSinghDeo1 @PravatiPOdisha @RabiNaikBJP @MahalingMukesh
OPTCL SRAMIKA KARMACHARI SANGHA retweeted
जनाब @DelhiPolice अब तो आप को बेनकाब एक प्रतिष्ठित न्यूज़ चैनल News 24 में काम कर चुकी पत्रकार गरिमा जी कर रही है।
आप लोग On Record झूठ बोल रहे है और अब आपके झूठ का पर्दाफाश देश के सम्मानित लोग करने में लगे है।
बाकी धन्यवाद ऐसे ही आप लोग झूठ का दामन थामे रहिए। 🙏
OPTCL SRAMIKA KARMACHARI SANGHA retweeted
Keep your voice down. The country is burning and the justice system is burning with it.
A lawyer said this to a judge.
It is confirmation that Indian courts and the CJI have lost the trust of ordinary citizens and of lawyers alike - no longer a perception
OPTCL SRAMIKA KARMACHARI SANGHA retweeted
Hundreds of people were detained at Nana Chowk, near August Kranti Maidan, the historic site from which the Quit India Movement was launched in 1942. The gathering had been called by Tushar Gandhi, Mahatma Gandhi’s great-grandson, in support of the CJP’s demand for the resignation of Chief Election Commissioner Gyanesh Kumar.
Read more: indianexpress.com/article/ci…
ଓଡ଼ିଶା ର କଳା ଓ ସଂସ୍କୃତି କୁ ପୁନର୍ଜୀବିତ କରିବା ସହିତ କ୍ରୀଡ଼ାରେ ଓଡିଶାର ଯୁବବର୍ଗଙ୍କର ନୂତନ ପରିଚୟ ସୃଷ୍ଚିକରୁଥିବା @Culturedeptt ଓ @DHE_Odisha ର ମନ୍ତ୍ରୀ @suryabanshibjp ଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଅଭନନ୍ଦନ
1
23
OPTCL SRAMIKA KARMACHARI SANGHA retweeted
ପଶ୍ଚିମ ଓଡ଼ିଶାର ମହାନ୍ ସଂସ୍କୃତି, ପରମ୍ପରାର ନିଶାନି ବଡଖା ତିହାର ନୂଆଁଖାଇ ଉଧେ ଓଡ଼ିଶାବାସୀଙ୍କୁ ମୋର୍ ନୂଆଁଖାଇ ଜୁହାର୍। ମାଁ କରୁଣାମୟୀ ସମସ୍ତଙ୍କୁ ଖୁସିରେ ରଖିଥାଉନ୍।
OPTCL SRAMIKA KARMACHARI SANGHA retweeted
On the joyous occasion of Raksha Bandhan, OPTCL extends heartfelt wishes to everyone.
May this beautiful festival celebrating the bond of love, care, trust and protection strengthen the ties that unite us all.
Happy Raksha Bandhan!
#RakshaBandhan #OPTCL #FestivalOfBonds
OPTCL SRAMIKA KARMACHARI SANGHA retweeted
ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ।
୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ। ଆମର ଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା। ରାଜ୍ୟକୁ ରାଜସ୍ୱ ବଳକା କରିବା ସହିତ ଆମେ ଦ୍ରୁତ ପ୍ରଗତି ଆଣିପାରିଥିଲୁ। ଦାରିଦ୍ର୍ୟ ହ୍ରାସ ପାଇଥିଲା, ଭିତ୍ତିଭୂମିର ଉନ୍ନତି ହୋଇଥିଲା ଏବଂ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
କିନ୍ତୁ ଆଜି ଓଡ଼ିଶାର ଅର୍ଥନୀତି ପୁଣି ବିପଦରେ।
ଆପଣମାନେ ଜାଣନ୍ତି, ନିକଟରେ ସଂସଦରେ 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍' (MMDR Amendment Bill) ପାସ୍ ହୋଇଛି। ଏହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅପୂରଣୀୟ କ୍ଷତି କରିବାକୁ ଯାଉଛି। ଏତେ ଗୁରୁତ୍ୱପୂର୍ଣ୍ଣ ଏକ ସଂଶୋଧନ ବିଲ୍କୁ କେନ୍ଦ୍ର ସରକାର ବିନା କୌଣସି ଆଲୋଚନାରେ ପାସ୍ କରିଦେଲେ। କେବଳ ବିଜେଡି ସାଂସଦମାନେ ହିଁ ରାଜ୍ୟସଭାରେ ଏହାକୁ ଦୃଢ଼ ବିରୋଧ କରିଥିଲେ।
ଏହି ବିଲ୍କୁ ବିରୋଧ କରି ମୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏକ ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି।
ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହନ୍ତି। ଦଳମତ ନିର୍ବିଶେଷରେ, ମାଟିର ସ୍ୱାର୍ଥ ପାଇଁ ଆଜି ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ।
ଏହି ସଂଶୋଧିତ ବିଲ୍ ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି। ଆପଣମାନେ ଜାଣନ୍ତି, ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍ର ସର୍ବାଧିକ ଭଣ୍ଡାର ରହିଛି। କିନ୍ତୁ ଏହି ନୂଆ ଆଇନ ଏ ସବୁ ଉପରୁ ଆମ ନିୟନ୍ତ୍ରଣ ହଟାଇ ଦେଇଛି। ଆମ ଲୋକଙ୍କ କଲ୍ୟାଣ ପାଇଁ ଆମେ ଆମ ଖଣିରୁ କାହିଁକି ଟିକସ ଆଦାୟ କରିପାରିବୁ ନାହିଁ? ଆମ ଲୋକ ଧୂଳି-ଧୂଆଁ ସହିବେ, ଅଥଚ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ—ଏହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ।
ଦୀର୍ଘ ୨୪ ବର୍ଷ ଧରି ମୁଁ ଓଡ଼ିଶାର ସ୍ୱାର୍ଥକୁ ଜଗି ରହିଥିଲି। କେନ୍ଦ୍ରରେ ଯେକୌଣସି ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ କେହି ସାହସ କରିପାରୁ ନ ଥିଲେ। ଆପଣମାନେ ୨୦୨୪ରେ ପରିବର୍ତ୍ତନ ଚାହିଁ ନୂଆ ବିଜେପି ସରକାର ଗଠନ କଲେ। କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁକିଛି ବଦଳିଗଲା। ଓଡ଼ିଶାକୁ ଏବେ ପୁଣି କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ।
ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ପଠାଇଲେ, କିନ୍ତୁ ଏ ମାଟିର ସ୍ୱାର୍ଥ ପାଇଁ ସେମାନଙ୍କ ମଧ୍ୟରୁ କେହି ହେଲେ ପାଟି ଖୋଲିଲେ ନାହିଁ। ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହେଲେ।
ବିଜୁ ବାବୁ ସବୁବେଳେ ରାଜ୍ୟର ବିକାଶ ପାଇଁ 'ଆର୍ଥିକ ସ୍ୱୟଂଶାସନ' ଉପରେ ଗୁରୁତ୍ୱ ଦେଉଥିଲେ। ଏହି ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ରାଜସ୍ୱ ଆୟ ବହୁତ କମିଯିବ। ପ୍ରତିବର୍ଷ ଆମକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହି ଅର୍ଥରେ ଓଡ଼ିଶାରେ ଅନେକ ସ୍କୁଲ, କଲେଜ, ଡାକ୍ତରଖାନା ନିର୍ମାଣ ହୋଇପାରିଥାନ୍ତା; ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଥାନ୍ତା; ନୂଆ ନୂଆ ଜନହିତକର ଯୋଜନା ହୋଇ ଚାଷୀ ଓ ଗରିବ ଲୋକ ଉପକୃତ ହୋଇପାରିଥାନ୍ତେ।
କିନ୍ତୁ ଏବେ ଏତେ ବଡ଼ କ୍ଷତି ଓଡ଼ିଶା ସହିପାରିବ ତ? ଆମର ଆଗାମୀ ପିଢ଼ି ତଥା ଯୁବସମାଜକୁ ଆମେ କ’ଣ ଜବାବ ଦେବା? #GenZ ଙ୍କ ଭବିଷ୍ୟତ କ'ଣ ହେବ?
ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ନିଶ୍ଚୟ ଲଢ଼ିବି। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ହକ୍ ପାଇଁ ମୋର ସଂଗ୍ରାମ ଜାରି ରହିବ। ଏହି ଲଢ଼େଇରେ ଏକଜୁଟ ହୋଇ ସାମିଲ ହେବା ପାଇଁ ମୁଁ ସମସ୍ତ ଓଡ଼ିଶାବାସୀଙ୍କୁ ନିବେଦନ କରୁଛି।
#MMDRBill2026 #BJDWithOdisha
OPTCL SRAMIKA KARMACHARI SANGHA retweeted
The new State Load Despatch Centre (SLDC) Building of OPTCL marks a significant milestone in strengthening Odisha’s power grid management. A modern facility supporting efficient, reliable and resilient power system operations for a brighter, energy-secure Odisha.
#OPTCL #SLDC
OPTCL SRAMIKA KARMACHARI SANGHA retweeted
Smt. Anita Mahapatra, CGM(HRD), unfurling the National Flag on the occasion of the 80th Independence Day at OPTCL Power Hospital.
Does government of odisha even know about Analogue Paneer
When will Government of Odisha Ban analogue paneer which is largely sold in local markets. @CMO_Odisha @IPR_Odisha @HFWOdisha @nhmodisha @Food_Odisha @SFC_Odisha @AprajitaSarangi
When will Government of Odisha Ban analogue paneer which is largely sold in local markets. @CMO_Odisha @IPR_Odisha @HFWOdisha @nhmodisha @Food_Odisha @SFC_Odisha @AprajitaSarangi
No More ‘Fake Paneer’: Maharashtra FDA Commissioner Tukaram Mundhe Imposes One-Year Ban on Analogue Paneer
Read More Here- thebarbulletin.com/maharasht…
#analoguepaneerban #ConsumerProtection #dairyanalogue #fakepaneer #foodadulteration #FoodSafetyAct #foodsafetyregulations #MaharashtraFDA #nondairypaneer #paneerqualitystandards #thebarbulletin #legalupdates #legalnews
OPTCL SRAMIKA KARMACHARI SANGHA retweeted
“ना किसी से भीख मांग रहे
हम अपना हक़ मांग रहे…”
ये प्रदर्शन है राजस्थान का
राजस्थान के जालौर जिले में एक शासकीय स्कूल में शिक्षक की कमी से परेशान छात्राओं ने स्कूल में तालाबंद करने के बाद रोड जाम की भी धमकी दी। अभी समझाया बुझा कर इनको उठाया गया है।
OPTCL SRAMIKA KARMACHARI SANGHA retweeted
Youth today are fully aware and determined to claim their rights.
In Jalore, Rajasthan, students held a peaceful sit-in outside their government school for hours over a severe shortage of teachers.
Their collective voice was heard.
Officials responded by ordering the appointment of four teachers immediately and three more within ten days.
This shows that when young people stand united and firm, change is possible.
Rights are secured through awareness and persistent action.
OPTCL SRAMIKA KARMACHARI SANGHA retweeted
#ବାହାବା_ଚକ୍କରରେ_ଫସିଲା_ପୁଲିସ୍
ବାହାବା ନେବା ଚକ୍କରରେ ଫସିଗଲା ନୟାଗଡ଼ ପୁଲିସ୍ । ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତଙ୍କ ହଙ୍ଗାମା । କ୍ୟାମେରା ଆଗରେ ମୁହଁରୁ କପଡ଼ା ଖୋଲି, ପଚାରିଲେ- ମୋ ଅପରାଧ କ’ଣ? ମାଲିକଙ୍କୁ ଛାଡ଼ି ଦେଇ ଡ୍ରାଇଭରକୁ ଗିରଫ କରିଛି ପୁଲିସ୍
#Nayagarh #Odisha #Crime #KanakNews
ଶ୍ରମିକ ଦିବସ ରେ ଅଧିକାରୀ ମାନଙ୍କୁ ଅନୁରୋଧ ଇଂରେଜ ମାନସିକତା ଛାଡି ଶ୍ରମିକ ର ଜୀବନ କୁ ଗୋଡ଼ି ମାଟି ବଦଳରେ ମଣିଷ ଜୀବନ ଭାବେ ବିବେଚନା କରାଇବାକୁ ଅନୁରୋଧ
@CMO_Odisha @KVSinghDeo1 @Culturedeptt @JPradhanBJP @akshaya21805 @LabourOdisha @LESIOdisha @JMMKalpanaSoren @SamalManmohan7 @diluray1
Energy Minister says “no power cut”. Ground reality says something else. Frequent outages, delayed restoration, routine replies and zero accountability. Kesura Area is without power since 7 PM even after 10 PM assurance. @EnergyOdisha @TPCentralOdisha @TataPowe @CMO_Odisha @Energ























