ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ସମସ୍ତ ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜାର ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା।
#DurgaPuja2026 #MSMEOdisha
MS&ME Odisha retweeted
Odisha Seva First Innovation Challenge (OSFIC) District-Level Outreach programme under the banner of Seva Sankalpa Abhiyana was conducted at College Of Fisheries(OUAT), Rangeilunda,Ganjam on 14.10.2026.
@startup_odisha
@MsmeDepartment
@Ganjam_Admin
MS&ME Odisha retweeted
STPI-Bhubaneswar (@StpiBbsr) participated in the sectoral panel in the state-level workshop on “Leveraging Free Trade Agreements (FTAs) – Outreach Programme,” organised by the MSME Department, Government of Odisha, as part of the nationwide initiative of the Department of Commerce, Government of India.
Sh. S.R. Patra, Additional Director, STPI-Bhubaneswar highlighted STPI’s significant role and contribution in building the IT ecosystem and driving Odisha’s IT exports since the early 1990's. The discussion also focused on unlocking the State’s export potential in electronics and IT, leveraging opportunities under FTAs, strengthening access to global markets, and addressing key challenges to enhance Odisha’s competitiveness in international trade.
The programme underscored the importance of collaborative efforts among Government, industry and other stakeholders to expand export opportunities, strengthen global trade linkages, and position Odisha as an emerging hub for IT and electronics exports.
#STPI #STPIBhubaneswar #Odisha #FTAs #ElectronicsExports #ITExports #GlobalTrade #ExportPromotion #DigitalIndia
@StpiIndia @GoI_Meity @EIT_Odisha @EIT_Odisha @InvestInOdisha @Starup_Odisha @Arvindtw @Manas_R_Panda @MsmeDepartment
ରାଜ୍ୟବ୍ୟାପୀ ଅଭିଯାନ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ ହେବାସହ ଏହା ଅଧିନରେ ୨୧ଟି ପ୍ରମୁଖ ବିଷୟରେ ପ୍ରତିଯୋଗିତା ଆୟୋଜନ କରାଯାଉଅଛି।
ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi…ରେ ପଞ୍ଜୀକରଣ କରନ୍ତୁ।
🗓️ଶେଷ ତାରିଖ: ୩୧ ଅକ୍ଟୋବର ୨୦୨୬
#OdishaSevaFirstInnovationChallenge #MSMEOdisha
MS&ME Odisha retweeted
ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଓ କାର୍ଯ୍ୟାଳୟ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର, ଢେଙ୍କାନାଳ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଓଡ଼ିଶା ସେବା ପ୍ରଥା ନବସୃଜନ ଅଭିଯାନ ଆୟୋଜିତ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀକରଣ ଓ ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରାଯାଇଛି।
#ଢେଙ୍କାନାଳ
ଓଡ଼ିଶାର ବ୍ୟବସାୟ ଓ ରପ୍ତାନି କ୍ଷେତ୍ରକୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ କର୍ମଶାଳା, "ମୁକ୍ତ ବାଣିଜ୍ୟ ଚୁକ୍ତି(FTA)ର ସଦୁପଯୋଗ- ଜନସମ୍ପର୍କ କାର୍ଯ୍ୟକ୍ରମ" ଭୁବନେଶ୍ୱର ଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି।
#MSMEOdisha #ExportPromotion #SamruddhaOdisha
A state-level workshop on “Leveraging FTAs – Outreach Programme” was organised in Bhubaneswar to expand Odisha’s global trade footprint and strengthen the export competitiveness of Micro, Small and Medium Enterprises (MSMEs).
The workshop focused on leveraging India’s Free Trade Agreements (FTAs), diversifying Odisha’s export basket beyond steel, expanding international market access and enhancing the competitiveness of local enterprises across key sectors, including engineering, agriculture, marine products, textiles, handicrafts and electronics.
Read more: pib.gov.in/PressReleaseDetai…
#MSME #Odisha #FreeTradeAgreements #ExportPromotion #GlobalTrade #InternationalTrade @PIB_India @RajeshAgrawal94
The MSME Department, Govt. of Odisha, in collaboration with the @DoC_GoI, and @dgftindia, successfully organised the State-Level Workshop on "Leveraging FTAs – Outreach Programme" today at Mayfair Convention, Bhubaneswar.
#MSMEOdisha #LeveragingFTAs #StartupOdisha
Centered on the theme "Translating India's Free Trade Agreements into Global Market Opportunities for Odisha," the event brought together policymakers, trade experts, and local enterprises to unlock overseas market opportunities.
CM-SRIM ପୋର୍ଟାଲ୍ ବର୍ତ୍ତମାନ ଖୋଲା ଅଛି। ୨୦୨୫-୨୬ ଦାବି ଅବଧି ପାଇଁ ଶୀଘ୍ର ଆବେଦନ କରନ୍ତୁ। ଶେଷ ତାରିଖ ୩୧ ଅକ୍ଟୋବର।
#CMSRIM #MSMEOdisha
ମୁଖ୍ୟମନ୍ତ୍ରୀ ଏମ୍ଏସ୍ଏମ୍ଇ ସୁଧ ପ୍ରତିପୂରଣ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ହିତାଧିକାରୀ ମାନେ CM-SRIM ପୋର୍ଟାଲରେ ଚଳିତ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ।
ଏମଏସଏମଇ ପାଇଁ ସୁବିଧା:
• ₹୨୫ ଲକ୍ଷ ପର୍ଯ୍ୟନ୍ତ- ୧୦୦% ସୁଧ ପ୍ରତିପୂରଣ
• ₹୨୫ ଲକ୍ଷରୁ ₹୧ କୋଟି - ୭୫%
• ₹୧ କୋଟିରୁ ₹୩ କୋଟି- ୫୦%
• ₹୩ କୋଟିରୁ ₹୫ କୋଟି ପର୍ଯ୍ୟନ୍ତ - ୨୫%
ଅଧିକ ସୂଚନା ପାଇଁ: cm-srim.odisha.gov.in/
ହେଲ୍ପଲାଇନ: ୧୮୦୦-୩୧୩୯-୪୯୯
[email protected]
#CMSRIM #MSMEOdisha #ViksitOdisha
MS&ME Odisha retweeted
The outreach programme under the Odisha Seva First Innovation Challenge was organised on 9 October 2026 at Government ITI, Puri, as part of the Chhatra Naba Srujana Pratibha initiative.
The programme witnessed the participation of the Principal, Government ITI, Puri, General Manager, District Industries Centre (DIC); DSDEO, Skill Development Officer, successful entrepreneurs, trainers and students.
The initiative aims to encourage innovation, nurture entrepreneurial thinking and motivate students to develop practical, solution-oriented ideas that contribute to socio-economic development.
#OdishaSevaFirst #SkillDevelopment #Entrepreneurship #PuriDistrictAdmin
@startup_odisha
ଡିପିଏମୟୁ ସମ୍ମିଳନୀ କକ୍ଷ, ଭବାନୀପାଟଣା ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ (#IED), ଓଡ଼ିଶା, ଭୁବନେଶ୍ୱର ପକ୍ଷରୁ ରାମ୍ପ୍ (#RAMP) ଯୋଜନା ଉପରେ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧିକାରୀ, ଶିଳ୍ପ ସଂଘ ଓ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ।
#MSMEOdisha #SkillDevelopment
ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏମ୍ଏସ୍ଏମ୍ଇ ନୀତି, ପ୍ରଦତ୍ତ ସୁବିଧା ସୁଯୋଗ, ଡିପିଆର୍ ପ୍ରସ୍ତୁତି ଏବଂ ପ୍ରକଳ୍ପ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ଉପରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।
#MakeInOdisha #VocalForLocal
ବାସ୍ତବ ସମସ୍ୟାର ଅଭିନବ ସମାଧାନ କରି ବିକଶିତ ଓଡ଼ିଶା ଗଠନରେ ଭାଗିଦାର ହୁଅନ୍ତୁ। ଆଜି ହିଁ 'ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ'ରେ ପଞ୍ଜୀକରଣ କରନ୍ତୁ:
🔗osfic.startupodisha.org/regi…
#OSFIC #MSMEOdisha #StartupOdisha #InnovationChallenge #MakeInOdisha
ବାସ୍ତବ ଜୀବନର ପ୍ରତ୍ୟେକ ସମସ୍ୟା ଭିତରେ ଲୁଚି ରହିଥାଏ ଏକ ନୂଆ ସମ୍ଭାବନା। ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’।
ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ କ୍ଷେତ୍ର ରହିଛି। ପ୍ରମୁଖ ସରକାରୀ ଯୋଜନା, ଶିଳ୍ପାନୁଷ୍ଠାନ ଏବଂ ସାଧାରଣ ନାଗରିକଙ୍କଠାରୁ ସଂଗୃହୀତ ସମସ୍ୟାଗୁଡ଼ିକ ଏଥିରେ ସ୍ଥାନ ପାଇଛି। ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କରାଯିବ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଚିହ୍ନିତ ସମସ୍ୟାର ଅଭିନବ ସମାଧାନ କରି ବିକଶିତ ଓଡ଼ିଶା ଯାତ୍ରାରେ ସାମିଲ ହୁଅନ୍ତୁ।
ଆଜି ହିଁ ପଞ୍ଜୀକରଣ କରନ୍ତୁ : osfic.startupodisha.org/regi…
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
MS&ME Odisha retweeted
ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ କ୍ଷେତ୍ର ରହିଛି। ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଓ ଏମଏସଏମଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଚିହ୍ନିତ ସମସ୍ୟାର ଅଭିନବ ସମାଧାନ କରି ବିକଶିତ ଓଡ଼ିଶା ଯାତ୍ରାରେ ସାମିଲ ହୁଅନ୍ତୁ।
ଆଜି ହିଁ ପଞ୍ଜୀକରଣ କରନ୍ତୁ : osfic.startupodisha.org/regi…
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @gokulanandabjp @SecyChief
@msmedepartment @startupindia @SmrutiR2009












































