OASA Nuapada retweeted
Telipali village under Ambabhona block in Bargarh has witnessed a revolution in Mustard cultivation. Mustard cultivation has been done on a total 650 acres of fallow land in the village. Three farmers from the village have cultivated mustard on 120 acres.
OASA Nuapada retweeted
Enforcement activities were carried out in Nuapada on February 9, resulting in seizure of 2220 bags of unauthorized urea stock and an FIR was lodged against the dealer. Krushi Bibhag has been taking actions against black marketing & hoarding of seeds, fertilizer & pesticides.
OASA Nuapada retweeted
Road Show, Farmers Training Program, and Non-Paddy Food Cooking Competition were organized under CDP-MLIP in different areas of Nuapada. The aim was to raise awareness about the benefits of diversifying from paddy to non-paddy crops.
@premcchaudhary @rajaaswain @arvindpadhee
OASA Nuapada retweeted
A Non-Paddy Food Cooking competition was organized under 'Crop Diversification Programme in Mega Lift Irrigation Project' (CDP-MLIP) in Komna block, Nuapada on January 29. The aim was to raise awareness about the benefits of diversifying from paddy to non-paddy crops.
OASA Nuapada retweeted
କୃଷି କବି ଏବଂ କାର୍ଯ୍ୟରତ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର ଙ୍କୁ ୨୦୨୧ ରେ ଶ୍ରେଷ୍ଠ ବିଜ୍ଞାନ ପୁସ୍ତକ "କୃଷକଙ୍କ ଭାଷାରେ କୃଷି ବିଜ୍ଞାନ" ନିମନ୍ତେ ଓଡିଶା ବିଜ୍ଞାନ ଏକାଡ଼େମୀ ଦ୍ଵାରା ସମ୍ମାନସ୍ପଦ "ଡଃ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ" ପୁରସ୍କାରରେ ସମ୍ମାନିତ କରାଯାଉଛି ।
କୃଷି ସେବା ସଂଘ ଗୌରବାନ୍ଵିତ ।
This year we are marking the International Year of Millets.
Millets are a key component of our 'superfood bucket.'
17
OASA Nuapada retweeted
📢 Are you a professional or amateur photographer, or simply passionate about millets?
📸🤳 Join the #YearOfMilletsPhoto Contest to help spread the word about the many benefits of millets!
📆 EXTENDED DEADLINE: 10 November 2023👉 bit.ly/3rixEHt
#IYM2023
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ର ଚାଷୀ ବଳରାମ ମାଝି ସମନ୍ବିତ କୃଷି ପଦ୍ଧତି (IFS) ଦ୍ବାରା ବିଭିନ୍ନ ପନିପରିବା, ଫଳ, କୁକୁଡ଼ା, ବତକ, ମାଛ ଚାଷ ଓ ଗୋ ପାଳନ କରି ହୋଇପାରିଛନ୍ତି ଆର୍ଥିକ ସ୍ୱାବଲମ୍ବୀ ଏବଂ ଅନ୍ୟ ଚାଷୀ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । @rajaaswain @arvindpadhee @krushibibhag @DM_Nuapada @OASA_odisha
OASA Nuapada retweeted
କ୍ୟାଡ଼ର ପୁନଃବିନ୍ୟାସରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେବା ପରେ ହତୋତ୍ସାହିତ ହୋଇ କୃଷି ସେବା ସଂଘ ସମୂହ ଛୁଟି ନିମନ୍ତେ ନିଷ୍ପତ୍ତି ନେଇଅଛି । ଏହି ପରିପ୍ରେକ୍ଷୀରେ ଉଚିତ୍ ପଦପେକ୍ଷ ନେବା ପାଇଁ ଆମ୍ଭେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସହୃଦୟ ସହିତ ନିବେଦନ କରୁଛୁ।
ଓଡ଼ିଶା କୃଷି ସେବା ସଂଘ, କେନ୍ଦ୍ରାପଡ଼ା ଶାଖା.
OASA Nuapada retweeted
Mass Leave- a Silent protest of all Agriculture Officers in the State on its 2nd day term. Our genuine demand shall be considered and we solicit the full support from @CMO_Odisha @Naveen_Odisha @rajaaswain @PradeepJenaIAS @SecyChief @arvindpadhee .
@IPR_Odisha @_anugarg
OASA Nuapada retweeted
OASA, Gajapati Branch during a media interaction on Mass Leave and Cadre Restructuring.
@CMO_Odisha @MoSarkar5T @rajaaswain
@etvodia @NandighoshaTV @IPR_Odisha @otvnews
OASA Nuapada retweeted
We are obliged to Alumni Association of College of Agriculture, OUAT, Bhubaneswar for such a huge support. The Restructuring will definitely boost the students to be a part of Agriculture & FE Dept and serve the farming community.
@CMO_Odisha @MoSarkar5T @IPR_Odisha @arvindpadhee
ଓଡ଼ିଶା ସରକାର ଙ୍କୁ ବିନମ୍ର ଅନୁରୋଧ, ଯଥାଶୀଘ୍ର ଓଡ଼ିଶା କୃଷି ସେବା ର ପୁନର୍ବିନ୍ୟାସ ସମ୍ବନ୍ଧୀୟ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ହେବେ । #ଓଡ଼ିଶାକୃଷିସେବାସଂଘ #OASA
@CMO_Odisha @Naveen_Odisha @SecyChief @PradeepJenaIAS @rajaaswain @arvindpadhee @IPR_Odisha @MoSarkar5T
କ୍ୟାଡ଼ର ପୁନର୍ବିନ୍ୟାସରେ ଅହେତୁକ ବିଳମ୍ବ ର ପ୍ରତିବାଦ ରେ ଓଡ଼ିଶା କୃଷି ସେବା ସଂଘ ନୂଆପଡ଼ା ଶାଖା ତରଫରୁ ସମସ୍ତ କୃଷି ଅଧିକାରୀ ୩୧ ଅଗଷ୍ଟ ୨୦୨୩ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ରେ ଯାଉଛନ୍ତି । @IPR_Odisha @DM_Nuapada @rajaaswain @CMO_Odisha @Naveen_Odisha @arvindpadhee
କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶା ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଶା ର କୃଷି ଅଧିକାରୀଙ୍କ ଅନୁରୋଧ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଶ୍ଚୟ ରଖିବେ ବୋଲି ଆଶା ଓ ବିଶ୍ୱାସ ।
@CMO_Odisha @Naveen_Odisha @rajaaswain @PradeepJenaIAS @IPR_Odisha @SecyChief @arvindpadhee
We humbly request you to take our memorandum into consideration.
Eagerly awaiting for your swift response. @CMO_Odisha @Naveen_Odisha @rajaaswain @SecyChief @PradeepJenaIAS @MoSarkar5T
31
OASA Nuapada retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର @CMO_Odisha @Naveen_Odisha ଙ୍କ ଓତଃପ୍ରୋତ ଭାବେ ସହାୟତା ଲୋଡୁଛି ଓଡ଼ିଶା କୃଷି ସେବା ସଂଘ । ରାଜ୍ୟର ପୃଷ୍ଠଭୂମି ଭାବେ କୃଷି ବିଭାଗର ଗୁରୁତ୍ଵ ସଦାସର୍ବଦା ରହି ଆସିଛି । ଅପେକ୍ଷାରେ......
#JusticeToCadre
@rajaaswain @MoSarkar5T @PradeepJenaIAS @IPR_Odisha @arvindpadhee
କ୍ୟାଡର ପୁନର୍ବିନ୍ୟାସ ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷ ଓ ଅପେକ୍ଷା ସତ୍ତ୍ୱେ ବିଭାଗୀୟ ଟାଳଟୁଳ ନୀତିକୁ ପ୍ରତିବାଦ କରି ଓଡିଶା କୃଷି ସେବା ସଂଘ, ନୂଆପଡ଼ା ଜିଲ୍ଲା ର ପ୍ରତ୍ଯେକ ସଦସ୍ୟ ଦୁଃଖିତ ଓ ମ୍ରିୟମାଣ ହୋଇ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ନୂଆପଡ଼ାଙ୍କ ଜରିଆରେ ସ୍ମାରକପତ୍ର ପ୍ରେରଣ କରିଛନ୍ତି ।
OASA Nuapada retweeted
Conducted enforcement at Pipalchhandi village of Nuapada Block. Seized 220 packets of Urea, DAP, MOP and SSP being sold by Shishudev Rana. Entire stock has been Seized and handed over to PACS, Darlimunda. @CMO_Odisha @krushibibhag @MoSarkar5T @arvindpadhee
OASA Nuapada retweeted
Today Digital Crop Survey training imparted to surveyors, supervisor in Nuapada and Komna block . Objective of DCS , hands-on training on mobile App i.e Agri stack was demonstrated.@DM_Nuapada @arvindpadhee @premcchaudhary @krushibibhag @rajaaswain @rdmodisha

















































