Chief District Agriculture Officer, Nuapada (@CDAONuapada) profile picture
Joined December 2021
Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)Photo by Chief District Agriculture Officer, Nuapada (@CDAONuapada)
Chief District Agriculture Officer, Nuapada retweeted
ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନୂଆପଡ଼ାରେ ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ୨୦୨୬ ଆଜି ଉତ୍ଘାଟିତ ହୋଇଯାଇଛି। @CMO_Odisha @IPR_Odisha @krushibibhag
3
1
4
190
Chief District Agriculture Officer, Nuapada retweeted
Farmers-Buyers Interface Meeting under CDP-MLIP held at Nuapada to boost market linkage. Discussion focused on crop surplus, marketing strategies, value addition, groundnut marketing, MSP, grain quality, and strengthening farmers' opportunities. @KVSinghDeo1 @arvindpadhee
2
8
738
Chief District Agriculture Officer, Nuapada retweeted
ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! କଲରା ଫସଲରେ ବିହନ କିସମ, ବିହନ ପରିମାଣ ଓ ବିହନ ବିଶୋଧନ ପାଇଁ ବିଭାଗ ଦ୍ବାର ପ୍ରଦତ୍ତ ପରାମର୍ଶ ସମୂହ ଗ୍ରହଣ କରନ୍ତୁ କିମ୍ବା ଏ ସମ୍ପର୍କରେ ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନଂ- ୧୫୫୩୩୩ରେ କଲ୍ କରନ୍ତୁ। @KVSinghDeo1 @arvindpadhee
1
10
704
Chief District Agriculture Officer, Nuapada retweeted
Farmers from Nuapada district visited the Millet Processing & Incubation Centre at PJTS Agricultural University, Hyderabad under CDP-MLIP to learn about modern techniques in millet processing, packaging, and value addition. @KVSinghDeo1 @arvindpadhee
2
9
659
Chief District Agriculture Officer, Nuapada retweeted
'ପର୍ ଡ୍ରପ୍ ମୋର୍ କ୍ରପ୍ ' କାର୍ଯ୍ୟକ୍ରମ ଦ୍ବାରା ପାରମ୍ପରିକ ବଦଳରେ ଆଧୁନିକ ବୁନ୍ଦା ସେଚ ପଦ୍ଧତିକୁ ଆପଣେଇ ଚାଷୀ ଭାଇଭଉଣୀ ମାନେ ନିଜର ଉତ୍ପାଦନ ବୃଦ୍ଧି କରିବା ସହିତ ଆର୍ଥିକ ଲାଭବାନ ହେଉଛନ୍ତି । @CMO_Odisha @IPR_Odisha @KVSinghDeo1 @arvindpadhee
1
3
70
3,409
Chief District Agriculture Officer, Nuapada retweeted
ଗତକାଲି ୨୭.୦୩.୨୦୨୫ ଗୁରୁବାର ଦିନ ଜିଲ୍ଲାପାଳ ନୂଆପଡ଼ାଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ କୃଷି ବିଭାଗ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ସମସ୍ତ ଯୋଜନା ଅଧିକାରୀ ପାୱାର ପଏଣ୍ଟ ମାଧ୍ୟମ ରେ ନିଜ ନିଜ ଯୋଜନା ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ।
1
1
7
480
Chief District Agriculture Officer, Nuapada retweeted
ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! ପିଆଜ ଫସଲରେ ପତ୍ରପୋଡ଼ା ରୋଗର ପରିଚାଳନା ପାଇଁ ବିଭାଗ ଦ୍ବାର ପ୍ରଦତ୍ତ ପରାମର୍ଶ ସମୂହ ଗ୍ରହଣ କରନ୍ତୁ କିମ୍ବା ଏ ସମ୍ପର୍କରେ ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନଂ- ୧୫୫୩୩୩ରେ କଲ୍ କରନ୍ତୁ। @KVSinghDeo1 @arvindpadhee
2
10
874
Chief District Agriculture Officer, Nuapada retweeted
#PakhalaDibasa was celebrated under the Forgotten Foods Initiative of SPPIF Scheme at Mission Shakti Café, Nuapada, featuring Ant Dhan Pakhala, Lal Bhaji, Thusi Kalara Bhaja, Dang Kandha Bharta, Badi Chura & Mandia Pej, promoting our rich culinary heritage. @arvindpadhee
1
19
1,022
Chief District Agriculture Officer, Nuapada retweeted
On #WorldWaterDay, let’s reaffirm our commitment to sustainable water management in agriculture. Efficient water use ensures better yields, strengthens farmer livelihoods, and secures our future.@KVSinghDeo1 @arvindpadhee
1
12
746
Chief District Agriculture Officer, Nuapada retweeted
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ କୃଷି ନିର୍ଦ୍ଦେଶକ ତଥା ଯୋଜନା ଅଧିକାରୀ ସ୍ଵାଗତ ଅଭିଭାଷଣ ରଖି ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।
1
1
9
351
Chief District Agriculture Officer, Nuapada retweeted
ଆଜି ନୂଆପଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ସମାରୋହର ସିଧାପ୍ରସାରଣ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ର ୧୯ ତମ କିସ୍ତି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଡି.ବି.ଟି ମାଧ୍ୟମରେ ଦିଆଯାଇଅଛି ।
1
2
18
924
Chief District Agriculture Officer, Nuapada retweeted
Enforcement conducted today in Amsena led by Tahsildar cum Executive magistrate Nuapada, with BAO,Nuapada, AAO Cum Fertilzer inspector Nuapada,IIC Khariar Road, Secretary PACS khariar Road. @CMO_Odisha @krushibibhag @IPR_Odisha
2
2
19
903
Chief District Agriculture Officer, Nuapada retweeted
ଚାଷୀଙ୍କ ପାଇଁ ଫସଲ ବୀମା ପଞ୍ଜିକରଣର ଶେଷ ତାରିଖକୁ ୩୧ ଜୁଲାଇ ବଦଳରେ ୫ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୀମାଭୁକ୍ତ ଫସଲ ଗୁଡିକର ପଞ୍ଜିକରଣ ନିମନ୍ତେ ଜନସେବା କେନ୍ଦ୍ର କିମ୍ବା ନିମ୍ନ ପ୍ରଦତ୍ତ ଯେକୌଣସି ସ୍ଥାନରେ ଯୋଗାଯୋଗ କରନ୍ତୁ। ଅଧିକ ତଥ୍ଯ ପାଇଁ "ଆମ କୃଷି" ଦେୟମୁକ୍ତ ନମ୍ବର ୧୫୫୩୩୩ରେ ଯୋଗାଯୋଗ କରନ୍ତୁ।
21
65
3
475
37,403
Chief District Agriculture Officer, Nuapada retweeted
Cut-off date for enrollment of farmers under PMFBY for Kharif 2023 is extended upto 5th August by GoI. Loanee & non-loanee farmers can register thru Banks/PACS/LAMPCS, CSCs, Insurance Company agents, NCIP Portal. *Odisha Govt has decided to bear farmers’ insurance share upto 2ha.
14
23
5
228
22,583
Digital Crop Survey training imparted to Surveyors, Supervisor and verifiers in Sinapali block.@DM_Nuapada @krushibibhag @arvindpadhee @premcchaudhary @rdmodisha
3
14
1,061
#PMFBY awareness created among farmers in Boden and Sinapali block by Insurance Company i.e SBI GIC Ltd .All farmers of the district are requested to insure their plots with Re1/application upto 2 ha with in 31.7.23. @DM_Nuapada @premcchaudhary @arvindpadhee @krushibibhag .
3
4
13
906
Today Digital Crop Survey training imparted to surveyors, supervisor in Nuapada and Komna block . Objective of DCS , hands-on training on mobile App i.e Agri stack was demonstrated.@DM_Nuapada @arvindpadhee @premcchaudhary @krushibibhag @rajaaswain @rdmodisha
5
15
772
Today an amount of Rs100000/- loan disbursed to 2nos of #JLGs under #BALARAM scheme in Sinapali block .@DM_Nuapada @arvindpadhee @premcchaudhary @rajaaswain @krushibibhag
1
5
21
841
Digital Crop Survey Training for Surveyors of Nuapada block held on today at FIAC building Nuapada.Krushak sathi,CRP,Krushi Mitra were attended the training and demonstrations of mobile App .@DM_Nuapada @premcchaudhary @arvindpadhee @rajaaswain @rdmodisha
6
16
631