Sandipta Das retweeted
ଟାଟା ପାୱାର ହାତରେ ବିଜେପି ସରକାର ବିକ୍ରି ହୋଇଯାଇଛି 💯
🔹ଭାରତୀୟ ଜନତା ପାର୍ଟି ସରକାର ଓଡିଶାକୁ ବିକିବାକୁ ବସିଛି।
🔹ବିଜେପି ପ୍ରତିଶ୍ରୁତିର ଧୂଆଁବାଣର ସରକାର ଏବଂ କେବଳ କମ୍ପାନୀର ଦଲାଲୀ କରିବା ଏହାର ଚରିତ୍ର।
🔹ବିଜେପି ସାଧାରଣ ଲୋକଙ୍କ ସରକାର ନୁହେଁ, ଖଟିଖିଆଙ୍କ ସରକାର ନୁହେଁ, ଏ ସରକାର ପୁଞ୍ଜିପତିମାନଙ୍କର ସରକାର, ଏ ସରକାର ଓଡିଶାକୁ ବିକି ଭାଙ୍ଗି ଖାଉଥିବା ସରକାର।
🔹ଆମ୍ ଆଦ୍ମୀ ପାର୍ଟି ଆଜି ନିଷ୍ପତ୍ତି ନେଇଛି, ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ଦାବି ପୂରଣ ନହୋଇଛି, ଆମର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଆପଣଙ୍କ ସହିତ ଦୃଢତାର ସହିତ ଛିଡା ହେବେ।
🔹ଏ ବିଜେପି ସରକାର ଆପଣଙ୍କ ଆନ୍ଦୋଳନରେ ଫାଟ ପୁରେଇବାକୁ ଚେଷ୍ଟା କରିବ, କିନ୍ତୁ ଆମକୁ ଏକାଠି ରହି ଏ ସରକାର ବିରୋଧରେ ଲଢିବାକୁ ପଡିବ, କାରଣ ଏକତା ହିଁ ବଳ।
🔹ବର୍ତ୍ତମାନ ଏ ଲୁଟିଖିଆଙ୍କୁ ଚେତାଇବା ପାଇଁ ଖଟିଖିଆଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିବ।
🔹ଆମ୍ ଆଦ୍ମୀ ପାର୍ଟି ବିଶ୍ବାସ କରେ ବିଜୁଳି ପରି ଏକ ଅତ୍ୟାବଶ୍ୟକୀୟ ସେବାରେ କର୍ମଚାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ନୁହେଁ ସ୍ଥାୟୀ କର୍ମଚାରୀ ଭାବରେ ଏବଂ ସମସ୍ତ ସୁବିଧା ସୁଯୋଗ ସହିତ ରହିବା ଉଚିତ।
- @nishimohapatra , ରାଜ୍ୟ ସଭାପତି, ଆପ୍ ଓଡ଼ିଶା
Sandipta Das retweeted
ଖରା ବର୍ଷା ଶୀତକୁ ଖାତିର ନ କରି ଚବିଶ ଘଣ୍ଟା ଖଟୁଥିବା କର୍ମଚାରୀଙ୍କ ସହିତ ବିଶ୍ଵାସଘାତକତାକୁ ବରଦାସ୍ତ କରାଯିବ ନାହିଁ✊
Sandipta Das retweeted
ଓଡିଶାରେ ବିଜେପି ସରକାରର ପ୍ରାଥମିକତା -
ବନ୍ୟା ପୀଡିତଙ୍କୁ ସହାୟତା କରିବା ❌
କୋଟିଆ ପ୍ରସଙ୍ଗରେ ମୁହଁ ଖୋଲିବା ❌
ରାସ୍ତାଘାଟର ଅବସ୍ଥା ସୁଧାରିବା ❌
ଆଇନ ବ୍ୟବସ୍ଥା ଠିକ କରିବା ❌
ମିଛ ପ୍ରଚାର କରିବା ଏବଂ ଓଡିଶାବାସୀଙ୍କ ସହିତ ବିଶ୍ଵାସଘାତକତା କରିବା ✅
ଓଡିଶାର ଭୁଲ ପଦମ ଫୁଲ💯
Sandipta Das retweeted
ଓଡିଶାର ଅଯୋଗ୍ୟ ବିଜେପି ସରକାର ଅସହାୟ ନିରୀହ ବୃଦ୍ଧବୃଦ୍ଧାଙ୍କର ଦୀର୍ଘ ମାସ ହେଲାଣି ଦେଉନାହିଁ ଭତ୍ତା। ବର୍ତ୍ତମାନ ଏମାନେ ଅସହାୟ ହୋଇଯାଇଛନ୍ତି, କାରଣ ଏମାନଙ୍କର ବଞ୍ଚିବାର ଏକମାତ୍ର ସାହାରା ହେଉଛି ସରକାରୀ ଭତ୍ତା। ମାତ୍ର ଓଡିଶାର ବାହାପିଆ ମୋହନ ସରକାର କେବଳ ଆତ୍ମ ପ୍ରଚାରରେ ନିଜର ଢିଣ୍ଡିମ ପିଟୁଛି, ଆଉ ଖାଇଯାଉଛି ଏଇ ଅସହାୟ ନିରୀହ ହିତାଧିକାରୀଙ୍କ ଅଧିକାରର ଭତ୍ତା।
Sandipta Das retweeted
ଗଞ୍ଜାମ ଗସ୍ତରେ ଆମ୍ ଆଦ୍ମୀ ପାର୍ଟି ରାଜ୍ୟ ସଭାପତି @nishimohapatra
ବନ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ପ୍ରପୀଡିତଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝୁଛନ୍ତି।
Sandipta Das retweeted
कल दिल्ली में पत्रकारों, वकीलों और महिला प्रदर्शनकारियों के साथ हुई बर्बरता ने सारी हदें पार कर दीं।
BJP-RSS के गुंडों ने पुलिस की मौजूदगी में बच्चियों और छात्र प्रदर्शनकारियों पर हमला किया। पूरी दिल्ली को छावनी में तब्दील कर दिया गया, सिर्फ एक वोट चोर ज्ञानेश कुमार को बचाने के लिए।
- @SanjayAzadSln , राज्यसभा सांसद, AAP
Sandipta Das retweeted
ଭଦ୍ରକରେ ଜିଲ୍ଲା ନେତୃତ୍ୱ ସହିତ ସଂଗଠନ ନିର୍ମାଣ ବିଷୟରେ ଆଲୋଚନା l ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଣି ଏବଂ ଜିଲ୍ଲା ସଭାପତି ବିଶ୍ୱ ରଞ୍ଜନଙ୍କ ନିଷ୍ଠାପର ଉଦ୍ୟମକୁ ସାଧୁବାଦ l
Sandipta Das retweeted
ଆଜି ଆମ ଆଦମୀ ପାର୍ଟି ଭୁବନେଶ୍ୱର ସଂଗଠନର ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତିକ୍ରମେ ଆଗାମୀ 10 ଅକ୍ଟୋବର ସୁଦ୍ଧl ମୁନିସିପାଲିଟି ଅଂଚଳର ସାଙ୍ଗଠନିକ ପ୍ରକ୍ରିୟାକୁ ସମ୍ପୂର୍ଣ କରିବା ପାଇଁ ନିଷ୍ପତ୍ତି ନିଆଗଲା l ଏହି ମିଟିଙ୍ଗରେ ଜିଲ୍ଲା ସଭାପତି ଜୟସୂର୍ଯ୍ୟ କାନୁନଗୋ ଏବଂ ସମସ୍ତ ୱାର୍ଡ ସଂଯୋଜକ ଉପସ୍ଥିତ ଥିଲେ l
Sandipta Das retweeted
ଗଣତନ୍ତ୍ରର ହତ୍ୟାକାରୀ ଦେଶଦ୍ରୋହୀ ଜ୍ଞାନେଶ କୁମାରକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ।
- @nishimohapatra ରାଜ୍ୟ ସଭାପତି, AAP ଓଡିଶା
Sandipta Das retweeted
चुनाव आयोग में चल रही गड़बड़ियों को लेकर 𝐂𝐄𝐂 ज्ञानेश कुमार एक बार फिर 𝐄𝐗𝐏𝐎𝐒𝐄𝐃!
Sandipta Das retweeted
ପଞ୍ଜାବରେ ନିଶା କାରବାରକୁ କଂଗ୍ରେସ, ବିଜେପି ଏବଂ ଅକାଳୀ ଦଳ ପ୍ରୋତ୍ସାହିତ କରିଛନ୍ତି । କିନ୍ତୁ ନିଶା ବିରୁଦ୍ଧରେ ଯୁଦ୍ଧ ଚଲାଉଥିବା AAP ର ମାନ ସରକାରକୁ ବଦନାମ କରିବା ପାଇଁ ପ୍ରଚାର କରୁଛନ୍ତି l
Sandipta Das retweeted
बीजेपी, अकाली दल और कांग्रेस पर पंजाब की जनता अब भरोसा नहीं करती।
अपनी राजनीतिक जमीन बचाने के लिए ये दल गंभीर मुद्दों पर भी राजनीति करने और माहौल बिगाड़ने से पीछे नहीं हट रहे।
पंजाब सब देख रहा है—कौन जनता के साथ है और कौन अपनी सियासत के लिए खेल रहा है।
Sandipta Das retweeted
ସ୍କୁଲକୁ ଯିବାକୁ ରାସ୍ତା ନାହିଁ😲
ମୁଖମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ବିକଳ ଦୃଶ୍ୟ ସାମନାକୁ ଆସିଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏ ପ୍ରସଙ୍ଗରେ ଶୁଣିବା ପାଇଁ ସତେ ଯେମିତି ମୁଖମନ୍ତ୍ରୀ ନିଜ କାନରେ ତୁଳା ଦେଇ ଦେଇଛନ୍ତି। କେବଳ ଆତ୍ମ ପ୍ରଚାରରେ ବ୍ୟସ୍ତ ମୋହନ ମାଝୀ ସରକାର।
Sandipta Das retweeted
ଭଦ୍ରକ ଜିଲ୍ଲା ଆମ୍ ଆଦ୍ମୀ ପାର୍ଟି ସକ୍ରିୟ କର୍ମୀ ସମ୍ମିଳନୀ। ଯୋଗ ଦେଲେ ଆପ୍ ଓଡ଼ିଶା ରାଜ୍ୟ ସଂଗଠନ ସମ୍ପାଦକ @shrikantpani
पंजाब की जागरूक जनता को अब गंदी राजनीति से भ्रमित नहीं किया जा सकता।
“बीजेपी-अकाली दल और कांग्रेस अपनी राजनीति चमकाने के लिए किस हद तक जाएंगे, कहा नहीं जा सकता। जनता सब देख रही है और सच-झूठ को अच्छी तरह पहचानती है।” 👀















