AAP Odisha 🇮🇳 (@AAPOdisha) header
AAP Odisha 🇮🇳 (@AAPOdisha) profile picture

Official Handle of @aamaadmiparty Odisha.

Bhubaneswar
Joined April 2013
Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)Photo by AAP Odisha 🇮🇳 (@AAPOdisha)
ଆପ୍ ଓଡ଼ିଶା ରାଜ୍ୟ ସଭାପତି @nishimohapatra ଙ୍କର ଭୋଟରମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ସନ୍ଦେଶ। ଶୁଣନ୍ତୁ 👇
1
22
30
1,657
ଆପଣ ଜାଣନ୍ତି ମୋଦୀଜୀ ଯେତେବେଳେ ଡରନ୍ତି, ସେତେବେଳେ କ'ଣ କରନ୍ତି?
3
3
145
ମହାକାର୍ତ୍ତିକର ଏହି ପବିତ୍ର ବଡ଼ ଓଷାରେ ମହାଦେବଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ବରଷୁ ଥାଉ।🙏
2
3
152
ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।🙏
3
7
251
ଯେମିତି ଗୁରୁ, ସେମିତି ଚେଲା 😂
1
9
17
542
ଦଳିତ ବୋଲି କ'ଣ ଏମାନଙ୍କର ଭଲରେ ବଞ୍ଚିବାର ଅଧିକାର ନାହିଁ?
1
8
15
306
TATA Power ଠାରୁ ଚାନ୍ଦା ନେଇ ତାର ଗୋଲାମୀ କରୁଛି ବିଜେପି ସରକାର ଆଉ ଠିକା କର୍ମଚାରୀମାନଙ୍କ ପେଟରେ ମିଳିତ ଭାବରେ ମାରୁଛନ୍ତି ଗୋଇଠା ।
2
10
21
333
ଆପ୍ ର ଚ୍ୟାଲେଞ୍ଜ -29💪🔥 ଦେଖନ୍ତୁ AC ହଲରେ ବସି ବାହାସ୍ପୋଟ ମାରୁଥିବା ମନ୍ତ୍ରୀଙ୍କ କଥାର ବାସ୍ତବିକତା।
10
12
288
ଓଡିଶାର ଆଇନ ବ୍ୟବସ୍ଥାକୁ ଧ୍ଵସ୍ତ କରିଦେଇଛି ବିଜେପି ସରକାର! ରାଜ୍ୟରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି, ଆଉ ମହିଳା ସୁରକ୍ଷା ନାମରେ ବିଜେପି ସରକାର କେବଳ ପ୍ରଚାର କରୁଛି ସିନା ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବରୁ କେବେ ଏପରି ଅସହିଷ୍ଣୁ, ଅମାନବୀୟ ଘଟଣା ଓଡିଶା କିମ୍ବା ଓଡିଶାବାସୀ ଦେଖି ନଥିଲେ। ଆଗରୁ କେବଳ ବିଜେପି ଶାସିତ ଉତ୍ତରପ୍ରଦେଶ, ବିହାର ଇତ୍ୟାଦି ରାଜ୍ୟରୁ ଆମେ ଏଭଳି ଖବର ଶୁଣିବାକୁ ପାଉଥିଲେ, କିନ୍ତୁ ଆଜି ଅରାଜକ ବିଜେପି ଶାସନରେ ଓଡିଶାରେ ପ୍ରତିଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି।
7
19
357
ପ୍ରଚାରଜୀବୀ ସରକାର ସରପଞ୍ଚଙ୍କୁ କାମ କରିବାକୁ ଦେଉନି?
15
27
485
ବିଜେପି ସରକାରର ଏଭଳି ଅତ୍ୟାଚାର, ଅନୀତି ବିରୋଧରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା TATA Powerର ଠିକା କର୍ମଚାରୀଙ୍କ ସହିତ କାନ୍ଧକୁ କାନ୍ଧ ମିଶେଇ ଛିଡା ହୋଇଛନ୍ତି।
1
13
21
348
ଆପ୍ ର ଚ୍ୟାଲେଞ୍ଜ -28💪🔥 ବାହାପିଆ ମନ୍ତ୍ରୀଜୀ, ଏଇ ନିଅନ୍ତୁ ଆଉ ଗୋଟେ ଚ୍ୟାଲେଞ୍ଜ ଆସିଗଲା। ଯଦି ଟିକିଏ ଲାଜ ସରମ ଅଛି ଏଇ ରାସ୍ତାକୁ ଠିକ କରି ଦେଖାଅ।
7
12
437
ଆମ ପିଲାଙ୍କ ଭବିଷ୍ୟତ ଏବଂ ସ୍ୱାସ୍ଥ୍ୟ ସହିତ ଖେଳିବା ପାଇଁ ବିଜେପିର ସାହାସ କିପରି ହେଲା?
1
17
33
525
୫୦ ଦିନର ଆନ୍ଦୋଳନ ଭିତରେ ୧୫ ଦିନର ଆମରଣ ଅନଶନ।😢 ଉପାସ ପେଟ ଉପରେ ଦାଉ ସାଜୁଛି ବାତ୍ୟା ବର୍ଷା ପବନ। ବର୍ଷା ପାଣିରେ ତିନ୍ତି ତିନ୍ତି ରାଜରାସ୍ତାରେ ପଡି ରହିଛନ୍ତି ଆନ୍ଦୋଳନକାରୀ। ଶରୀର ଅସୁସ୍ଥ ହେଉଛି, ତାପମାତ୍ରା କମି ଯାଉଛି କିନ୍ତୁ ନିଜ ଜିଦରେ ଅଟଳ 'ଅଧିକାର ଦିଅ, ନହେଲେ ଜୀବନ ନିଅ'। ଜନନାୟକ ଆପ ରାଜ୍ୟସଭାପତି @nishimohapatra ବୁଝେଇଲେ 'ଲଢେଇ ହେବ, ଜିତିବା ପାଇଁ ଲଢେଇ ହେବ। ଜୀବନ ଦେବା ନୁହେଁ, ଅଧିକାର ପାଇବା ପାଇଁ ଲଢେଇ ହେବ।
9
22
453
ଇତିହାସ ସାକ୍ଷୀ ଅଛି ଯେତେବେଳେ କୌଣସି ତାନାଶାହାର ଅହଂକାର ଚରମ ସୀମା ଡେଇଁ ଯାଏ, ଅତ୍ୟାଚାର ଏବଂ ଅନୀତି ଯୋଗୁ ଜନତା ଅଣନିଶ୍ବାସୀ ହୋଇଯାଏ ସେତେବେଳେ ସେହି ତାନାଶାହାର ଅନ୍ତ ଜନତା ହିଁ କରନ୍ତି।
7
1
17
302
ଜନନାୟକ 🙏
13
17
304
ମୋହନ ସରକାରକୁ ଚେତେଇ ଦେଲେ ଆପ୍ ଓଡ଼ିଶା ରାଜ୍ୟ ସଭାପତି ଜନନାୟକ @nishimohapatra - TATA ପାୱାର ବିରୋଧରେ ଠିକା କର୍ମଚାରୀମାନଙ୍କର ଯେଉଁ ଆନ୍ଦୋଳନ ଚାଲିଛି ଏହା ଆଗକୁ ମହାବାତ୍ୟାର ରୂପ ନେବ ଏବଂ ଏଥିପାଇଁ ମୋହନ ସରକାର ପ୍ରସ୍ତୁତ ରହୁ ଏବଂ ଏହି ଆନ୍ଦୋଳନରେ କର୍ମଚାରୀମାନଙ୍କ ସାଥିରେ ଆମ୍ ଆଦ୍‌ମୀ ପାର୍ଟି ଦୃଢତାର ସହିତ ଛିଡା ହୋଇଛି।
3
6
11
427
ଟାଟା ସହିତ କନକବର୍ଦ୍ଧନ ଆନନ୍ଦମର୍ଦ୍ଦନ କରୁଛନ୍ତି🤝 ଆଉ ମୋହନ ଟାଟାର ବନ୍ଦନ କରୁଛନ୍ତି 🤲 - @d_sandiptaa , ରାଜ୍ୟ ସମ୍ପାଦକ(ସଙ୍ଗଠନ), AAP ଓଡିଶା
5
15
29
507
ଓଡ଼ିଶାର ନାୟକ, ଜନନାୟକ ଆପ୍ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ @nishimohapatra ବାତ୍ୟା ସମୟରେ ମଧ୍ୟ Tata Power ଠିକା କର୍ମଚାରୀ ଆନ୍ଦୋଳନକାରୀଙ୍କ ସହିତ ❤️ ସମସ୍ତ ଆନ୍ଦୋଳନକାରୀ ଭାଇ ଓ ଭଉଣୀମାନଙ୍କ ଅସୀମ ସାହସ ଏବଂ ଧର୍ଯ୍ୟକୁ ଅନ୍ତରରୁ ପ୍ରଣାମ 🙏
7
19
59
3,496
ଉପରେ ବର୍ଷା, ତଳେ ପାଣି-ନା ଅଛି ଛତା, ନା ଛାଉଣୀ 🌊🌨️ ନିଜ ପାଇଁ ନୁହେଁ, ଓଡିଶାବାସୀଙ୍କ ଅଧିକାର ପାଇଁ ଲଢେଇର ଏହି କାହାଣୀ 😥
1
9
22
536
କଥାରେ ନୁହେଁ କାମରେ ମଧ୍ୟ💯 ଜନତାଙ୍କ ନେତା. ଜନତାଙ୍କ ସହିତ ସର୍ବଦା 🤝
2
8
13
282