
IT Professional !! Free Thinker !! Nationaliest !! Love to tweet #BloodMatters !! Interested in Spirituality, #SanatanaDharma
India
Joined August 2020
- Tweets1.2K
- Following816
- Followers330
- Likes507
Pinned Tweet
यदा यदा ही धर्मस्य ग्लानिर्भवति भारत I
अभ्युत्थानमधर्मस्य तदात्मानम सृज्याहम II
परित्राणाय साधूनां विनाशाय च दुष्कृताम I
धर्म संस्थापनार्थाय संभवामि युगे युगे II🙏
ମାନବିକତା ର ଉଦାହରଣ ଦେଉଛି.ଅପଣଙ୍କ ରକ୍ତଦାତା ଈଶ୍ଵର ସଦୃଶ। ତାଙ୍କ ଦାନକୁ ତୁଳନା କରିବା ଶବ୍ଦ ବିରଳ। ରୋଗଶଯ୍ଯାରେ ରକ୍ତର ଆବଶ୍ୟକତା ଅନୁଭବୀ ହିଁ ଜାଣେ।
ରକ୍ତସଂଗ୍ରହ ଭଳି ଏକ ମହନୀୟ କାମରେ ବ୍ରତ କରିଥିବା ସମସ୍ତଙ୍କୁ ସାାଧୁବାଦ ଓ ପ୍ରଣାମ।
MBA PAN WALA retweeted
#latepost
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ କୁଚିଣ୍ଡା ଡ଼ାକ୍ତରଖାନାରେ ଥିବା ରକ୍ତ ଭଣ୍ଡାରରେ ଆୟୋଜିତ ରକ୍ତଦାନ ଶିବିର ଓ ସଭାରେ ଯୋଗଦାନ କରି ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ସାଂଗଠନିକ ଆଲୋଚନା କରିଥିଲୁ ।
@pranabpdas @Naveen_Odisha @bjd_odisha @BYJD_Odisha @manasrmangaraj
MBA PAN WALA retweeted
ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ବିଷୟରେ ଜାଣି ମୁଁ ଚିନ୍ତିତ। ଏହା ବାସ୍ତବରେ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳକୁ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରାଯିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
ଜୀବନରେ_କେବେ_ବି_ଛଳନା_କରି_କପଟ_କରି_ମିଛ_କହି କାହା_ଆତ୍ମାକୁ ଦୁଃଖ_ଦିଅନା_କର୍ମର_ଚାପୁଡ଼ା_ଏତେ_ଭୟଙ୍କର ଏବଂ_ଦୟନୀୟ_ଥାଏ_ଯେ_ତୁମେ କରିଥିବା_ପୂଣ୍ୟ_ସରି_ଗଲେ ଗୋଟେ ରାଜାକୁ_ମଧ୍ୟ_ଭିକ_ମାଗିବା_ପାଇଁ_ପଡ଼ିଥାଏ_ଯେମିତି କର୍ମ_ସେମିତି_ଫଳ_ଏଇ_ହେଉଛି_ବିଧି_ର_ବିଧାନ"
#ଜୟ_ଜଗନ୍ନାଥ🙏
MBA PAN WALA retweeted
#Cuttack #Odisha Need B+ #Blood @ SCB Medical.
Call 8984084057
#BloodAid via @TheBloodMatters #BloodMatters
MBA PAN WALA retweeted
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତେଲେନପାଳି ପଞ୍ଚାୟତ ଝୁପୁଡ଼ିପଡ଼ାର ଜଳେନ ଖର୍ସେଲଙ୍କୁ କୌଣସି ଏକ ବଡ ଡାକ୍ତରଖାନରେ ଉନ୍ନତ ଚିକିତ୍ସା ପ୍ରଦାନ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ @dm_jharsuguda ଙ୍କୁ ଅନୁରୋଧ.@CMO_Odisha @MoSarkar5T @HFWOdisha
MBA PAN WALA retweeted
Urgent action needed as kidney disease rates surge in Bargarh district! We appeal to Hon'ble Chief Minister @Naveen_Odisha Sir & @SecyChief Sir to take steps to safeguard our community's health. @MoSarkar5T
. #KidneyHealth #PublicHealth #BargarhDistrict #GovernmentAction
MBA PAN WALA retweeted
ରାୟଗଡ଼ା ଜିଲ୍ଲା ଗୁଣପୁର କାମ୍ପ ସାହିର ମନୋଜ କୁମାର ପଟ୍ଟନାୟକ କର୍କଟ ରୋଗରେ ପୀଡିତ, ତାଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ପଦକ୍ଷେପ ନେବା ସହ ମୂଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ @CMO_Odisha ଙ୍କୁ ଅନୁରୋଧ.@MoSarkar5T @HFWOdisha @DM_Rayagada @Naveen_Odisha
MBA PAN WALA retweeted
ଜୟପୁର ଢେପ ସାହିର ଦୟାଧନ ଧାନଫୁଳଙ୍କ ଆଠ ବର୍ଷର ପୁଅଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ପଦକ୍ଷେପ ନେବା ସହ ମୂଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ @Naveen_Odisha ଙ୍କୁ ବିନମ୍ର ଅନୁରୋଧ.@CMO_Odisha @MoSarkar5T @dmkoraput @CdmoKoraput @SecyChief @HFWOdisha
MBA PAN WALA retweeted
ରାୟଗଡା ଜିଲ୍ଲା ଲୁହାଖାଲ ଗ୍ରାମର ରିତା ପିଡ଼ିକାଙ୍କୁ ଉଚ୍ଚତର ଚିକିତ୍ସା ସହାୟତା ଯୋଗାଇ ଦେବାକୁ @DM_Rayagada ଙ୍କୁ ଅନୁରୋଧ.@CMO_Odisha @MoSarkar5T @HFWOdisha
MBA PAN WALA retweeted
ବୌଦ୍ଧ ଜିଲ୍ଲା ବାଉଁଶୁଣି ଠାରେ ଥିବା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି. ଯଥାଶୀଘ୍ର ମରାମତି କରିବାକୁ ଅନୁରୋଧ.@CMO_Odisha @MoSarkar5T @krushibibhag @dmboudh @Naveen_Odisha
MBA PAN WALA retweeted
Kindly look into the matter and take necessary action.@CMO_Odisha @MoSarkar5T @HFWOdisha @PRDeptOdisha @dmboudh @GovernorOdisha
MBA PAN WALA retweeted
କଟକ ମହାନଗର ନିଗମ ଦୋକାନଘର ଭଡା ଦୁର୍ନୀତି ଘୋଡାଇବା ପାଇଁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ନୂଆ ଯୋଜନା !!! @CMCCuttack @CuttackDM
MBA PAN WALA retweeted
Please look @MoSarkar5T @HFWOdisha
@SecyChief @Naveen_Odisha @CMO_Odisha @CuttackDM @SoubhagyaBharat #ପ୍ରମେୟ
#Odisha #Cuttack required B+ve at Scb Medical, CUTTACK, call 8984084057 @bloodhub_odisha @BloodDonorsIn @iCanSaveLife @BloodAid @Abhisek13484 @hydblooddonors @spcuttack @CuttackDM
#Odisha #Bhubaneswar required 1unit B+ SDP at Capital hospital, Bbsr, Call 9337786971 @bloodhub_odisha @AnubhavMohanty_ @bloodconnectorg
We are very delighted for your efforts towards the noble cause. Thanks a lot Mr Rashmi Ranjan Behera for donating (B+ve) #blood to a needy patient at SCB Medical College, #cuttack
#BloodMatters #blooddonation #DonateBlood #SaveLife #Lifelinecharitabletrust #Odisha
ଏ ଦୃଶ୍ୟ ଦେଖିଲା ପରେ କିଏ କିଏ ଆମିଷ ଛାଡ଼ି ଦେବା ପାଇଁ ଭାବୁଛ ? ନ ଛାଡ଼ ପଛେ ଯଦି ତୁମ ଭାବନାରେ ଆସୁଛି ତାହାଲେ ତୁମେ ଜଣେ ଭଲ ମଣିଷ 🙏
ଗୋଟେ ସପ୍ତାହରେ ଯେତେ ଦିନ ଆମିଷ ଖାଉଚ ସେଥିରୁ ଗୋଟେ ଦିନ ଖାଇବା ବନ୍ଦ କରି ଦିଅ
MBA PAN WALA retweeted
Kindly look into the matter and take necessary steps.@CMO_Odisha @MoSarkar5T @PRDeptOdisha @CollectorBgr @HFWOdisha @Naveen_Odisha @OdishaSbtc

























