ବଲାଙ୍ଗିର ଜିଲ୍ଲାର ଏକ ଗରିବ ପରିବାରର ଶିଶୁଟି ଜନ୍ମରୁ ଖାଦ୍ୟନଳୀ ସମସ୍ୟାରେ ପୀଡ଼ିତ। ଚିକିତ୍ସା ପାଇଁ ପରିବାର ପାଖରେ ଜମି ବାଡ଼ି ନାହିଁ କି ଆଉ ଅର୍ଥ ନାହିଁ।ସରକାରଙ୍କୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ🙏🙏
@balangir_cdmo
@sabyaactor
@balangir_allfoundr
@MLA_balangir
@CHC_dipartBalangir
@CMOodisha
ମୟୂରଭଞ୍ଜ ଜିଲ୍ଲା, କରଞ୍ଜିଆର ନୂଆ ବସ୍ ଷ୍ଟାଣ୍ଡ ଟି ଏତେ କଦର୍ଯ୍ୟ ଅବସ୍ଥାରେ ଅଛି କିନ୍ତୁ କାହାର ଦୃଷ୍ଟି ପଡୁନି ସରକାରଙ୍କୁ ଅନୁରୋଧ ତଦନ୍ତ କରି ସମଧାନ କରନ୍ତୁ🙏
@CMO_Odisha
@OSRTC_Odisha
@narendramodi
@PWD_Mayurbhanj
@MayurbhanjRto
@DM_Mayurbhanj
କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ ଅନ୍ତର୍ଗତ ମେଦିନୀପୁର ଗ୍ରାମରେ ବହୁ ଜଣଙ୍କ ଘରେ ଆଜିକୁ ନଅ ଦିନ ହେଲାଣି କରେଣ୍ଟ ରହୁନି,,, ସାହାରପଡ଼ା କରେଣ୍ଟ ଅଫିସ କୁ ଫୋନ କଲ୍ କହୁଛନ୍ତି ଟିକେ ଲେଟ ହେବ,,,ତାହେଲେ ଯେତିକି ଦିନ କରେଣ୍ଟ ନାହିଁ ସେତିକି ଦିନର ବିଲ ନେବେନି ତ??? ଏହାର ତୁରନ୍ତ ସମାଧାନ କରନ୍ତୁ🙏
@tpnodl_odisha
ମୟୂରଭଞ୍ଜ ଜିଲ୍ଲାର ସୁକୃଳି ବ୍ଲକ୍ ଅନ୍ତର୍ଗତ ଜାମୂତି ଗ୍ରାମପଞ୍ଚାୟତ ଏରିଆରେ ସଂଧ୍ୟା 6 ରୁ ଲାଇନ ଯାଇଛି ଯେ ଏ ପର୍ଯ୍ୟନ୍ତ ଆସିନାହିଁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ🙏
@tpnodl_odisha
କେନ୍ଦୁଝର ଜିଲ୍ଲାର ସହାର ପଡା ବ୍ଲକ୍ ରାଇଡିହା ପଞ୍ଚାୟତ ରେ ଚାଉଳ ଦେବାରେ ପଛୁଆ,,ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଲୋକେ ବହୁତ୍ ଅସୁବିଧାରେ ଅଛନ୍ତି ଯାହାକି ଚାଉଳ ଏ ପର୍ଯ୍ୟନ୍ତ ପାଇ ନାହାଁନ୍ତି,ତେଣୁ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ
@spplySaharpada
@CMO_Odisha
@dr_kcmahapatra
@Dmkendujhar
🙋
ଆମ କୁନିପୁଅ ଶିବାଂଶ
ମୁହଁଟି ତା'ର ହସ-ହସ !
ଆଜିଏଇ ଶୁଭଦିନରେ
କି ସୁନ୍ଦରଦିଶେ ରୂପବେଶ!
ଜଗାପଦେ କରୁବିନତି
କରନ୍ତୁ ଦୀର୍ଘାୟୁ ଶ୍ରୀକୃତି !
ଶିବାଂଶ ବଂଶର ମାନ ରଖୁ
ବଢାଇ ସମାଜେ ସୁଖ୍ୟାତି !
ପଢିବଢି ଉଠୁ-'ନନ୍ଦନ'
କରି ଗୁରୁ-ଗୁରଜନ ବନ୍ଦନ
ସେବାଚର୍ଯ୍ୟାରେ ହେଉସରସ
ବିଭୂ,ଶିରେ ଢାଳିଦ୍ୟନ୍ତୁ ପୁଣ୍ଯକଳସ !
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ସନ୍ଧିକୁଲିଆରୀ
ଗ୍ରାମରେ ଥିବା ଆୟୁର୍ବେଦିକ ହସ୍ପିଟାଲରେ ଥିବା ବରୱେଲ
ଟି ଦୀର୍ଘ ମାସ ମାସ ଧରି ଅସଜଡା ହେଇ ପଡ଼ି ରହିଛି ତେଣୁ ଯଥାଶୀଘ୍ର ମରାମତି ପାଇଁ ଅନୁରୋଧ🙏
@phdBhawanipatana
@BDODharmagarh
@DMkalahandi
@CDMOkalahandi


















