ମା' ଜଗତଜନନୀଙ୍କ ଆରାଧନାରେ ଝଙ୍କୃତ ହେଉ ସାରା ଧରା,
ସୁରକ୍ଷାର ଶପଥ ନେଇ ଆଲୋକିତ ହେଉ ଆମ ଜୀବନର ଧାରା।
ପବିତ୍ର ମହାଷ୍ଟମୀର ଆନ୍ତରିକ ଶୁଭେଚ୍ଛା!
State Transport Authority, Odisha retweeted
Under Seva Sankalp Abhiyan–2026 RTO Debagada organised Road Safety Awareness Prog. along with training on First Aid and Fire Safety during road accidents.The initiative aims to equip participants with essential skills to respond promptly during road emergencies helping save lives
State Transport Authority, Odisha retweeted
The RTO,Kalahandi organised Seva Sankalpa Abhijan Valedictory walkathon on 16.10.2026 at Joradobra +2 college. The programme aimed to promote awareness, social responsibility and a strong spirit of public service among students and the community.
State Transport Authority, Odisha retweeted
Joint Motor Vehicle Enforcement Drive with Lakhana PS, promoting road safety through vehicle checking and free helmet distribution. 🪖🏍️ Wear a helmet, save a life!❤️
@STAOdisha @DM_Nuapada @SPNUAPADA
State Transport Authority, Odisha retweeted
Today an Awareness Programme organised by RTO,Subarnapur under SSA at Govt. High School,Kartang of Binka Block. Around 150 nos of students participated in this programme. Road Safety videos were displayed & other road safety measures were discussed by Jr.MVI with School staff.
State Transport Authority, Odisha retweeted
A Joint MV Enforcement & Free Helmet Distribution Drive was successfully conducted under the jurisdiction of Dharambandha PS .
Commuters were sensitized on traffic regulations, and free helmets were distributed to encourage safe riding habits. Let’s make our roads accident-free!
State Transport Authority, Odisha retweeted
ଏହି ସମାରୋହରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। – at Rourkela Industrial Township, India
State Transport Authority, Odisha retweeted
ଝାରସୁଗୁଡ଼ାରେ ୨୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପରିବହନ ପ୍ରକଳ୍ପ; ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପିତ, ଲଖନପୁରରେ ଶିଳାନ୍ୟାସ
-ପ୍ରାୟ ୧୭.୭୭ କୋଟି ଟଙ୍କା ବ୍ୟୟରେ ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ
-ପ୍ରାୟ ୯.୪୦ କୋଟି ବ୍ୟୟରେ ଲଖନପୁରରେ ନିର୍ମାଣ ହେବ ନୂଆ ବସ୍ଷ୍ଟାଣ୍ଡ @STAOdisha @IPR_Odisha @CMO_Odisha – at Rourkela Industrial Township, India
ମା’ଙ୍କ ଆଖି ସବୁ ଦେଖୁଛି... ଆମ ଭକ୍ତି ବି, ଆମ ସଡ଼କ ଆଚରଣ ବି !
ଏହି ପାର୍ବଣରେ ଆସନ୍ତୁ ସଡ଼କ ସୁରକ୍ଷା ନିୟମ ମାନି ସୁରକ୍ଷିତ ରହିବା ଏବଂ ‘ସଡ଼କ ଦୁର୍ଘଟଣା’ ରୂପୀ ମହିଷାସୁରକୁ ନିଜ ଜୀବନରୁ ଦୂରେଇ ରଖିବା।
ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଭାବେ ପୂଜା ମଣ୍ଡପ ବୁଲନ୍ତୁ ।
#SafeFestiveSeason #RoadSafety #Odisha #MaaDurgasBlessings
ମା' ଦୁର୍ଗାଙ୍କ ଦ୍ୱାରା ମହିଷାସୁର ବଧ ପରି ଆସନ୍ତୁ ସଡ଼କରୁ ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚାଳନା ଓ ଅସାବଧାନତା ଭଳି ଅସୁରମାନଙ୍କୁ ବିନାଶ କରିବା। ଅଭିଭାବକ ଭାବେ ନିଜର ଦାୟିତ୍ୱ ବୁଝନ୍ତୁ, ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଦିଅନ୍ତୁ ନାହିଁ।
#DurgaPuja #Odisha #ObeyTrafficRules #ComeHomeSafe
State Transport Authority, Odisha retweeted
'ସେବା ସଙ୍କଳ୍ପ ଅଭିଯାନ' ଅବସରରେ ବାରିପଦାର ଶୁଳିଆପଦା ବ୍ଲକ ବଡ଼ଦେଉଳି ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ନିଃଶୁଳ୍କ ହେଲମେଟ୍ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।
#ComeHomeSafe
State Transport Authority, Odisha retweeted
As part of the Seva Sankalpa Abhiyan, students and staff of Sohela Higher Secondary school came together for a walkathon in Sohela, spreading an important message about road safety and responsible travel throughout the community.@STAOdisha @DMBargarh
ରାସ୍ତା ଉପରେ ଗାଡ଼ି ରଖନ୍ତୁ ନାହିଁ। ଏହାଦ୍ୱାରା ବଡ଼ ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ ଏବଂ ଏହା ଅନ୍ୟମାନଙ୍କ ଯାତାୟାତରେ ବାଧା ସୃଷ୍ଟି କରେ। ଭିଡିଓ ଦେଖି ସଚେତନ ହୁଅନ୍ତୁ। ଏଥର ଅଳ୍ପକେ ବର୍ତ୍ତିଗଲେ ଚାଳକ, କିନ୍ତୁ ଆପଣ ସଚେତନ ରହିବାକୁ କେବେ ବି ଭୁଲନ୍ତୁ ନାହିଁ।
#NoRoadParking #RoadSafetyOdisha #SafeDriving #TrafficRules
ସତର୍କତା ହିଁ ସୁରକ୍ଷା !
ବଡ଼ ଗାଡ଼ି ପଛରେ ବା ପାଖରେ ଗାଡ଼ି ଚଲାଇବା ବେଳେ ବ୍ଲାଇଣ୍ଡ ସ୍ପଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ ।
#BlindSpotAwareness #DriveSafeStaySafe #Odisha #SafeDriving
State Transport Authority, Odisha retweeted
Make This Puja Special with OSRTC!
Enjoy comfortable rides at reduced festive fares.
Plan Your Journey & Book Now: booking.osrtc.org
State Transport Authority, Odisha retweeted
On the eve of "Seva Sankalpa Abhiyan," a road safety programme for SHG women under Brahmani Tarang PS focused on accident reduction at black spots, traffic rules, juvenile driving, PM Rahat, and Good Samaritan guidelines, concluding with a quiz and pledge. @STAOdisha @CTOdisha
State Transport Authority, Odisha retweeted
Replying to @STAOdisha
@STAOdisha ସେବା ସଂକଳ୍ପ ଅଭିଯାନ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ଅନୁଗୋଳ ପକ୍ଷରୁ ଆଦର୍ଶ ଆଇନ ମହାବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ।,#SevaSankalpaAbhiyan #RTOAnugola #AdarshaLawCollege #PMRahat #SafeOdisha #RoadSafety #GoldenHour

























































