RTO CUTTACK retweeted
ସୁରକ୍ଷିତ ଯାତ୍ରା ପାଇଁ
ସଡ଼କ ସୁରକ୍ଷା ନିୟମ ସହ ହେଉ ବନ୍ଧୁତ୍ୱ
ଚାରି ଚକିଆ ଧରିଲେ, ସିଟବେଲ୍ଟ ଲଗାଇବାକୁ ଯେମିତି ନଭୁଲ
ବନ୍ଧୁତ୍ୱ ଦିବସର ଶୁଭେଚ୍ଛା
#HappyFriendshipDay
#RoadSafety
#Odisha
#ComeHomeSafe
RTO CUTTACK retweeted
ଜଣେ ଭଲ ବନ୍ଧୁ ଆପଣଙ୍କୁ ସୁରକ୍ଷା ଦିଏ
ଯେମିତି ବାଇକରେ ଗଲେ ଆପଣଙ୍କ ବନ୍ଧୁ ହେଲମେଟ୍
ନିଜ ସୁରକ୍ଷାର ସାଥୀଙ୍କୁ କେବେ ବି ଅଲଗା କରନ୍ତୁ ନାହିଁ
ବନ୍ଧୁତ୍ୱ ଦିବସର ଅନେକ ଶୁଭେଚ୍ଛା
#HappyFriendshipDay
#RoadSafety
#Odisha
#ComeHomeSafe
RTO CUTTACK retweeted
ଶୂନରୁ ହିଁ ସୃଷ୍ଟି, ଶୂନ ତ ସଂସାର
ଆସନ୍ତୁ, ଶୂନକୁ ପାଳନ କରିବା, ଏକ ବିରାଟ ଶୂନ୍ୟସ୍ଥାନ ପୂରଣ ପାଇଁ।
ଆପଣ ବି ଯୋଡି ହୁଅନ୍ତୁ ଏହି ଅଭିଯାନରେ
#ZeroAccidentDay #RoadSafety #Odisha
RTO CUTTACK retweeted
ଇ-ଚାଲାଣ ସମ୍ପର୍କରେ କୌଣସି ବାର୍ତ୍ତା ପାଇଲେ ତାହା ଅସଲି କି ନକଲି ପ୍ରଥମେ ପରଖି ନିଅନ୍ତୁ । ଆପଣଙ୍କ ସେବାରେ ଆମର ୨୪ ଘଣ୍ଟିଆ କଲ୍ ସେଣ୍ଟର - 18003451073
#EChallan #Fraudalert #ScamAlert #RoadSafetyOdisha
RTO CUTTACK retweeted
ଶ୍ରୀଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ପଥ ସଦା ସୁଗମ ହେଉ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଅଭିନନ୍ଦନ ।
#ଜୟଜଗନ୍ନାଥ #JaiJagannath





