RTO CUTTACK retweeted
ସୁରକ୍ଷିତ ଯାତ୍ରା ପାଇଁ
ସଡ଼କ ସୁରକ୍ଷା ନିୟମ ସହ ହେଉ ବନ୍ଧୁତ୍ୱ
ଚାରି ଚକିଆ ଧରିଲେ, ସିଟବେଲ୍ଟ ଲଗାଇବାକୁ ଯେମିତି ନଭୁଲ
ବନ୍ଧୁତ୍ୱ ଦିବସର ଶୁଭେଚ୍ଛା
#HappyFriendshipDay
#RoadSafety
#Odisha
#ComeHomeSafe
RTO CUTTACK retweeted
ଜଣେ ଭଲ ବନ୍ଧୁ ଆପଣଙ୍କୁ ସୁରକ୍ଷା ଦିଏ
ଯେମିତି ବାଇକରେ ଗଲେ ଆପଣଙ୍କ ବନ୍ଧୁ ହେଲମେଟ୍
ନିଜ ସୁରକ୍ଷାର ସାଥୀଙ୍କୁ କେବେ ବି ଅଲଗା କରନ୍ତୁ ନାହିଁ
ବନ୍ଧୁତ୍ୱ ଦିବସର ଅନେକ ଶୁଭେଚ୍ଛା
#HappyFriendshipDay
#RoadSafety
#Odisha
#ComeHomeSafe
Come Home Safe | ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ | Sidhant Mohapatra | Amitab... youtu.be/UiFIaWyG6JE?si=LRyQ… via @YouTube
RTO CUTTACK retweeted
ଶୂନରୁ ହିଁ ସୃଷ୍ଟି, ଶୂନ ତ ସଂସାର
ଆସନ୍ତୁ, ଶୂନକୁ ପାଳନ କରିବା, ଏକ ବିରାଟ ଶୂନ୍ୟସ୍ଥାନ ପୂରଣ ପାଇଁ।
ଆପଣ ବି ଯୋଡି ହୁଅନ୍ତୁ ଏହି ଅଭିଯାନରେ
#ZeroAccidentDay #RoadSafety #Odisha
TENDER FOR THE WORK " DEPLOYMENT OF 6 NOS. OF BATTERY OPERATED E RICKSHAWS AT THE NEW PARKING SPACE OF HON'BLE HIGH COURT OF ORISSA FOR TO & FRO JOURNEY OF HON'BLE JUDGES AND ADVOCATES FROM PARKING SPACE TO HIGHCOURT VIS-A-VIS FOR 2 YEARS , 2025-2026 AND 2026-2027
On the eve of Vigilance Awareness Week,the officers and staff of RTO cuttack taking integrity pledge.
@STAOdisha
ସ୍ୱଛତା ହିଁ ସେବା.
ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଛତା.
(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ.)
@STAOdisha
RTO CUTTACK retweeted
ଇ-ଚାଲାଣ ସମ୍ପର୍କରେ କୌଣସି ବାର୍ତ୍ତା ପାଇଲେ ତାହା ଅସଲି କି ନକଲି ପ୍ରଥମେ ପରଖି ନିଅନ୍ତୁ । ଆପଣଙ୍କ ସେବାରେ ଆମର ୨୪ ଘଣ୍ଟିଆ କଲ୍ ସେଣ୍ଟର - 18003451073
#EChallan #Fraudalert #ScamAlert #RoadSafetyOdisha
RTO CUTTACK retweeted
ଶ୍ରୀଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ପଥ ସଦା ସୁଗମ ହେଉ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଅଭିନନ୍ଦନ ।
#ଜୟଜଗନ୍ନାଥ #JaiJagannath
RTO CUTTACK retweeted
ଭାରିଯାନ ଚାଳନା ପ୍ରଶିକ୍ଷଣର ସୁବର୍ଣ୍ଣ ସୁଯୋଗ, ରହିବା-ଖାଇବା-ଶିଖିବା ସଂପୂର୍ଣ୍ଣ ବିନା ମୂଲ୍ୟରେ । କେବଳ ସେତିକି ନୁହେଁ ଲାଇସେନ୍ସ ପ୍ରସ୍ତୁତି ମଧ୍ୟ ବିନା ମୂଲ୍ୟରେ ଏବଂ ସଫଳତାର ସହ 30 ଦିନିଆ କୋର୍ସ କରିବା ପରେ 3000 ଟଙ୍କାର ଭତ୍ତା ବ୍ୟବସ୍ଥା ରହିଛି ।
Notice :-
Please be informed that the Sarathi Portal will be unavailable until 10:00 AM on 18/05/24 (Saturday) due to urgent database maintenance. Hence, online services relating to Driving Licences will not be accessible. We regret any inconvenience this may cause.
Thank you.
the data of the vehicle is available at Bhubaneswar and RTO BBSR1 has been informed on this matter so kindly contact RTO BBSR1 xitter.cf/ajitimit/status/970547…
Vehicle No. – OR02AD0701, VAHAN shows “No records found” where as RTO Cuttack said Charges including penalty Rs.8000/- (approximately) for non-payment of NOC fees towards transfer of RC from BBSR-1 to Cuttack back in 2009. Ownership transfer prob. Pls help @CTOdisha @STAOdisha.





















