Rojalin Sahoo (@Rojalin98) header
Rojalin Sahoo (@Rojalin98) profile picture

ସମାଜିକ କାର୍ମୀ

ଜଗତସିଂହପୁର
Joined December 2022
Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)Photo by Rojalin Sahoo (@Rojalin98)
ମାନ୍ୟବର @CollectorBgr ମହୋଦୟ, ଦୟାକରି ଏହି ରାସ୍ତାର ସମସ୍ୟାକୁ ଗୁରୁତ୍ୱର ସହ ନେଇ ଯଥାଶୀଘ୍ର ମରାମତି କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ରାସ୍ତାର ଦୁରବସ୍ଥା ଯୋଗୁଁ ସାଧାରଣ ଲୋକ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। @CMO_Odisha @PRDeptOdisha @RDOdisha @RabiNaikBJP
1
5
80
ଦୀର୍ଘଦିନ ହେବ @RDC_Central ମହୋଦୟଙ୍କ ଟ୍ୱିଟର X ଆକାଉଣ୍ଟଟି ସକ୍ରିୟ ନାହିଁ। ଏହି ଆକାଉଣ୍ଟ ମାଧ୍ୟମରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ ହେଉନାହିଁ। ଶୀଘ୍ର ଏହି ଆକାଉଣ୍ଟକୁ ସକ୍ରିୟ କରିବାପାଇଁ @CMO_Odisha ମହୋଦୟଙ୍କୁ ବିନମ୍ର ନିବେଦନ। @SRC_Odisha @SecyChief @rdmodisha @arvindpadhee @_anugarg @IPR_Odisha
6
9
1
43
2,854
କମଳା ଆଦର୍ଶ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା -: ଉଚ୍ଚସ୍ତରୀୟ ତଦନ୍ତ ଦାବି, ସ୍କୁଲ ଆଗରେ ଧାରଣା ରେ ପରିବାର ଲୋକ ତଥା ସେ ଗ୍ରାମର ଗ୍ରାମବାସୀ (ମହାଦେଇ ଆଡ଼ିଆ ଗ୍ରାମବାସୀ, ଆୟତନ) ରାଜକନିକା @CMO_Odisha @NityanandaBJP @dmkendrapara @BDORajkanika @SecyChief @dcmo_pravati ନ୍ୟାୟ ପାଇବା ଆଶାରେ ଧାରଣା
1
4
61
🚰 ନଳକୂପ ଅଚଳ, ନାହିଁ ପାଇପ୍‌ ଜଳ ଯୋଗାଣ ରାଜକନିକା ବ୍ଲକ୍‌ ବାରହା ଦୋମଣ୍ଡା ପଞ୍ଚାୟତର କାଏମା, କନପୁର,ଡିହସାହିର ୭୫ ପରିବାର ପାଣି ପାଇଁ ହନ୍ତସନ୍ତ। ସମାଧାନ ନହେଲେ ଭୋଟ୍ ବର୍ଜନ ଚେତାବନୀ। ତୁରନ୍ତ ପଦକ୍ଷେପ ନିଅନ୍ତୁ। @BDORajkanika @PRDeptOdisha @dmkendrapara @CMO_Odisha @PandaJay @RabiNaikBJP
1
5
81
ଯୋଜନା ପରେ ଯୋଜନା ତଥାପି ମିଳୁନି ପିଇବା ପାଣି ପାଣି ପାଇଁ ଯାଉଛନ୍ତି ଗୋଟେ କିଲୋମିଟର ପାଖା ପାଖି ଏଠି ଯୋଜନା ମାଳ ମାଳ କାଏମା, ଢ଼ୀହସାହି, କନପୁର ( ପଂଚାୟତ -ବାରହା ଦୋମଣ୍ଡା ) ରାଜକନିକା, କେନ୍ଦ୍ରାପଡ଼ା @CMO_Odisha @dmkendrapara @BDORajkanika @PRDeptOdisha @RWSS_Odisha @RWSS_kendrapara @RabiNaikBJP
2
5
42
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଲଟିଛି ‘ରେଫର୍ ପଏଣ୍ଟ’ ୧୧୦ କୋଟିର ଚକାଚକ୍ କୋଠା, ହେଲେ ମିଳୁନି ଉପଯୁକ୍ତ ଚିକିତ୍ସା ସେବା। ଆଉ କେତେଦିନ ଏମିତି ରୋଗୀଙ୍କୁ ରେଫର୍ କରାଯିବ? କଟକ ବଡ଼ ମେଡିକାଲ୍ ବିନା ଆମ ଜିଲ୍ଲା ଚିକିତ୍ସାଳୟରେ ରୋଗୀମାନେ ଉନ୍ନତ ଚିକିତ୍ସା ପାଇପାରିବେ ନାହିଁ କି?@HFWOdisha @MahalingMukesh @dmkendrapara
1
2
5
67
ପାଠପଢ଼ା ବେଳେ ଟଳିପଡ଼ି ଛାତ୍ରୀଙ୍କ ମୃତ୍ୟୁ ଆୟତନ, ରାଜକନିକା, କେନ୍ଦ୍ରାପଡ଼ା । ଆମ୍ବୁଲାନ୍ସ ଆସିବା ପରେ ହସ୍ପିଟାଲ ନିଆଯାଇଥିବା କହିଲେ ପ୍ରଧାନଶିକ୍ଷୟିତ୍ରୀ। ବିଳମ୍ବ ହୋଇଥିବା ଅଭିଯୋଗ କଲେ ଅଭିଭାବକ। ମୃତ ଛାତ୍ରୀ: ବିଶ୍ୱରୂପା ବେହେରା। @CMO_Odisha @NityanandaBJP @SMEOdisha @dmkendrapara @BDORajkanika
2
6
136
Rojalin Sahoo retweeted
୨–୪ ବର୍ଷ ଧରି ଅଚଳ ନଳକୂପ, ନୂତନ ନଳକୂପ ସ୍ଥାପନ ପାଇଁ ଦାବି। କାଏମା–ଡିହସାହି (କନପୁର), ବରହାଦୋମଣ୍ଡା ପଞ୍ଚାୟତ, ରାଜକନିକା, କେନ୍ଦ୍ରାପଡ଼ା। ମରାମତି ସମ୍ଭବ ନହେବାରୁ ନୂତନ ନଳକୂପ ସ୍ଥାପନ ପାଇଁ ଗ୍ରାମବାସୀଙ୍କ ଦାବି। ତୁରନ୍ତ ପଦକ୍ଷେପ ନିଆଯାଉ। 🙏 @CMO_Odisha @PRDeptOdisha @RWSS_Odisha @dmkendrapara @BDORajkanika
2
4
1
6
247
ଆବର୍ଜନାରେ ପରିପୂର୍ଣ୍ଣ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ, ହବିଷିଆଳିଙ୍କ ସ୍ନାନ ଓ ପୂଜାରେ ବାଧା, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି...!! Hon’ble @CMO_Odisha Sir, this matter requires urgent attention. I respectfully request your good office to review the issue and issue necessary directions to the concerned authorities for immediate action. Kindly ensure that the matter is resolved fairly and without further delay.@dept_ga @SecyChief @HUDDeptOdisha @dept_ga @SecyChief @HUDDeptOdisha @dm_puri @JanaSunani @konarknac
1
4
11
220
Rojalin Sahoo retweeted
ଦୀର୍ଘଦିନ ଧରି ଅଚଳ ନଳକୂପ, ପାଣି ପାଇଁ ହନ୍ତସନ୍ତ ଲୋକେ। ପ୍ରାୟ ୫୦–୭୦ ଜଣ ଲୋକ ନିର୍ଭର କରୁଥିବା ନଳକୂପରୁ ଆସୁନି ପାଣି। ତୁରନ୍ତ ମରାମତି ପାଇଁ ଦାବି। ଡିହସାହି, କାଏମା (କନପୁର) ପଞ୍ଚାୟତ, ରାଜକନିକା, କେନ୍ଦ୍ରାପଡ଼ା। @CMO_Odisha @dmkendrapara @BDORajkanika @RWSS_kendrapara @RWSS_Odisha @PRDeptOdisha
4
8
1
13
250
Rojalin Sahoo retweeted
ନର୍ସିଂହୋମରେ ବେଆଇନ ଗର୍ଭପାତ ରାକେଟ୍ ଅଭିଯୋଗ କଟକ, ଓଡ଼ିଶା ପ୍ରକାଶିତ ଖବରର ସତ୍ୟାସତ୍ୟ ଯାଞ୍ଚ କରି ଅଭିଯୋଗରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ। 🙏 @CMO_Odisha @HFWOdisha @KatakaDM @odisha_police @MahalingMukesh #Cuttack #Odisha #IllegalAbortion
1
2
4
93
Rojalin Sahoo retweeted
ଜଗତସିଂହପୁର ବାଇପାସ୍ ରାସ୍ତା ପାଲଟିଛି ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ ପୋଲିସ ପାଟ୍ରୋଲିଂ ଢିଲା, ବାଉଁଶ ବାନ୍ଧି ରାସ୍ତା ଅବରୋଧ ମଦ୍ୟପଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା ଜଗତସିଂହପୁର, ଓଡ଼ିଶା 🛣️ ୫୫ ନମ୍ବର ଜାତୀୟ ରାଜପଥ @CollectorJspur @jspurpolice @odisha_police @CMO_Odisha @NHAI_Official
1
1
35
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅଧିନ ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗାଁର ଭାନି ଭୋଇଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଆବେଦନକୁ ଶୀଘ୍ର ଅନୁମୋଦନ କରିବାପାଇଁ ମାନନୀୟ@HFWOdisha ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @SSEPD2 @MahalingMukesh @CollectorJspur @PravatiPOdisha @CDMO_JSPUR @SecyChief
13
13
1
28
981
@TPCentralOdisha @MohanMOdisha sir 🙏 ଏହି ସମସ୍ୟା ଦୀର୍ଘ ୬ ମାସରୁ ଅଧିକ ଦିନ ହେବ ବାରମ୍ବାର ଅଭିଯୋଗ ହୋଇ ଆସୁଛି ଆଜି ପର୍ଯ୍ୟନ୍ତ । କେବେ ସମସ୍ୟା ସମାଧାନ ହେବ ଆଜ୍ଞା ? ଆଜି ଘଟଣା ସ୍ଥଳରୁ ଭିଡିଓ ଵାଇଟ୍ ମାଧ୍ୟମରେ ଅବଗତ କରୁଛୁ ପୁନର୍ବାର । @EnergyOdisha @dm_puri @KVSinghDeo1 @JanaSunani
5
1
2
90
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ଭୁଦାନ ବରଗଛ ଛକ ଠାରୁ ଶେଷ ଚାମ୍ବର ପର୍ଯ୍ୟନ୍ତ 10 ଟି ଖୁଣ୍ଟିରେ ଲାଇଟ ଆଜକୁ ଏକମାସ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @puriulb @dm_puri @CMO_Odisha @SPPuri1 @ushapadhee1996
2
6
7
253
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ବଳିଆପଣ୍ଡା ମଦନ ଭୀଲ୍ଲା ପଛପଟ ତ୍ରିନାଥ ଯୁବ ଜ୍ୟୋତି କ୍ଲବ ସାହିର ସବୁ ଖୁଣ୍ଟିର ଲାଇଟ ଆଜକୁ 15 ଦିନହେବ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @puriulb @dm_puri @CMO_Odisha @SPPuri1
4
8
15
354
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ରେଢୁଆ ପଞ୍ଚାୟତ ବାରତିରା ଗାଁର ତପସ୍ବିନି ମହାନ୍ତି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ। ତପସ୍ୱିନି ଙ୍କ ନାମ ରାସନ୍ କାର୍ଡ଼ରେ ଯୋଡ଼ିବା ପାଇଁ ମାନନୀୟ @Food_Odisha ମହୋଦୟଙ୍କୁ ବିନମ୍ର ନିବେଦନ । @CMO_Odisha @CollectorJspur @CSOJAGATSINGHP1 @BDORaghunathpur 🙏
3
8
233
Rojalin Sahoo retweeted
Replying to @CMO_Odisha
@CMO_Odisha @SecyChief @dm_puri pl look this matter and take necessary action.
1
2
3
27
କଣାସ/କୃଷ୍ଣପ୍ରସାଦ, ପୁରୀ: ‘ଓର୍ଣାବ’ ପ୍ରଭାବରେ ଫସଲ ଉଜାଡ଼ିଲା! 🌧️ ବ୍ୟାପକ କ୍ଷୟକ୍ଷତିକୁ ନେଇ ଚିନ୍ତାରେ ଚାଷୀ। କାମଧନ୍ଦା ହରାଇ ହାତବାନ୍ଧି ବସିଛନ୍ତି ଦିନମଜୁରିଆ। ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ, ବିଦ୍ୟୁତ୍‌ ଯୋଗାଣରେ ବ୍ୟାଘାତ। ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉ। @dm_puri @SRC_Odisha @krushibibhag
1
2
2
36