ଯେବେ ମୁଁ ସୁର ଭାଇଙ୍କୁ ପ୍ରଥମ ଥର ଭେଟିବି।ଦେଖନ୍ତୁ ଭିଡ଼ିଓ ଟି।କେମିତି ଲାଗିଲା କହିବେ ନିଶ୍ଚୟ। #WhenSuraBhaiMetRakesh
1% ବି ଲକ୍ଷ୍ମୀ ମା ଙ୍କ ପରି ଲାଗୁନାହିଁ।
ଏ ପ୍ରତିଯୋଗିତା ଦୁନିଆରେ ଆମେ ଦେବା ଦେବୀ ଙ୍କୁ ବି ବ୍ୟବହାର କରି ସାରିଲୁଣି।
🥺
ଯାଜପୁର ରୁ ବିଞ୍ଝାରପୁର ର ରାସ୍ତା ଅବସ୍ଥା ଏତେ ଖରାପ ଅଛି ଯେ
କେବଳ ଗୋଟେ ମୁଖ୍ଯମନ୍ତ୍ରୀ ଙ୍କ ଗସ୍ତ ହିଁ ଏହା ଠିକ କରିପାରିବ।
#ହାଇରେବିଧାତା
ଝିଅ ଙ୍କ ପାଇଁ - ଓଷା କର ଚାନ୍ଦ ପୂଜା କର ପାଇଯିବ।
ପୁଅ ଙ୍କ ପାଇଁ - ପାଠ ପଢ଼, Govt job କର ତା ପରେ ପାଇବ।
ଏ ଭେଦ୍ ଭାବ୍ କ୍ୟୁଁ ପ୍ରଭୁ।
#ହାଇରେବିଧାତା
ଓଡ଼ିଆ ସିନେମା ରେ ଜଣେ ହିରୋ ଆସିଛନ୍ତି।
ଫିଲ୍ମ୍ produce ସେ ନିଜେ କରୁଛନ୍ତି ।
ଫିଲ୍ମ୍ Hero ବି ସେ ନିଜେ ହେଉଛନ୍ତି ।
ଫିଲ୍ମ୍ କୁ hit ବି ସେ ନିଜେ କହୁଛନ୍ତି।
ଫିଲ୍ମ୍ ବି ସେ ନିଜେ ଦେଖୁଛନ୍ତି ।
ଆଜି ଯାଏ ୭/୮ ଟି ଫିଲ୍ମ୍ ରେ ହିରୋ ହେଲେଣି ହେଲେ ଗୋଟେ ବି ହିଟ୍ ହେଇନି।
କହିଲେ ସେ କିଏ?
ଦଶହରା ଆଉ #ରାବଣପୋଡି ମୋ ପାଇଁ ପରିପୁରକ। ଏତେ ବର୍ଷ ପରେ ବି କାହାଣୀ ନୂଆ ଲାଗେ;ଆପଣାର ଲାଗେ। @OdiaoneOfficial ଏହାର ଦ୍ଵିତୀୟ ଅଧ୍ୟାୟ ଆଣିବା ଉଚିତ ଥିଲା। @samareshroutray ଏ ଦିଗରେ ଆଗକୁ ଚିନ୍ତା କରିବେ ବୋଲି ଆଶା। 🙏
youtu.be/l9b1AvF1wVE?si=tE5Y…
ଏ ଧନ
Its Sunday, It's ଗର୍ଭଣା ସଂକ୍ରାନ୍ତି।
କଣ କରୁଚୁ?
ସୁରା ପାନ କରୁଚୁ
ଧୂମ୍ରପାନ କରୁଚୁ
ଦାଣ୍ଡିଆ ନାଚ କରୁଚୁ
ଗର୍ବା ଖେଳୁଚୁ
ବତା ଗଜ ପୂଜା କଲୁଣି ତ?
#ହାଇରେବିଧାତା
Last week was full of unexpected experiences! Explored new places, missed a train for the 1st time in my life, and travelled without a confirmed ticket 1st time.
Thank God,everything finally went smoothly without any trouble.🙏
Thank you @bisnuprasadacha sir for all ur guidance .
Is there anyone who can help me get 3 confirmed Tatkal AC tickets for tomorrow from Hyderabad to Bhubaneswar? I tried booking today, but all tickets went to the waiting list. Please help if anyone can. 🙏
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Really saddened by the news of Nana ji’s passing.
He was one of those rare actors who never needed to do too much to make you sit up and watch. That voice, that intensity, that honesty in every performance… he was completely his own.
I feel fortunate that we got to work together in Welcome, and then again more recently in Housefull 5. There are so many memories from those sets that I’ll always hold close.
Nana ji was truly one of a kind. It’s hard to believe you’re gone.
Thank you for all the memories. You will be missed more than words can say. 🙏
Shocking news to wake up.
Omm Shanti 🙏
Veteran actor Nana Patekar passed away at 5:20 AM today after suffering a severe cardiac arrest at his residence.
Despite 45 minutes of continuous CPR, he could not be revived. A medico-legal case (MLC) has been registered, and a post-mortem will be conducted: Dr. Shekhar Salkar, Chief of Oncology Department, Manipal Hospital
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Hello Twitter! #myfirstTweet
My first tweet
My most liked tweet
My most retweeted tweet
My most bookmarked tweet
My most viewed tweet
My tweet with most replies
@grok
















