Odisha Fire & Emergency Services retweeted
ବାତ୍ୟା ‘ଅର୍ଣ୍ଣବ’ ପରେ ପ୍ରଭାବିତ ଅଞ୍ଚଳରେ ଜନଜୀବନକୁ ଶୀଘ୍ର ସ୍ୱାଭାବିକ କରିବା ଓ ଲୋକଙ୍କ ଅସୁବିଧା ଦୂର କରିବାକୁ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ରାସ୍ତାଘାଟର ପୁନଃସ୍ଥାପନ ଓ ଜନଜୀବନର ସ୍ୱାଭାବିକତା ଫେରାଇ ଆଣିବା ଦିଗରେ ନିରନ୍ତର ପଦକ୍ଷେପ ଜାରି ରହିଛି।
Odisha Fire & Emergency Services retweeted
ବନ୍ୟାଜଳ ହ୍ରାସ ପରେ ବିଭିନ୍ନ ସାହି ଓ ବସ୍ତିରେ ଜମି ରହିଥିବା ପାଣି ନିଷ୍କାସନ କାର୍ଯ୍ୟ ଜାରି ରହିଛି। ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ସହ ଉଦ୍ଧାରକାରୀ ଦଳ ଜଳ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
Odisha Fire & Emergency Services retweeted
Fire Department teams are working tirelessly to clear roads and restore safe passage, while cooked meals and snacks are being provided at cyclone shelters to ensure the safety, comfort, and well-being of people during the cyclone.
#CyclonePreparedness #EmergencyResponse #PublicSafety #OdishaGovernment #DisasterManagement #mohana @DM_Gajapati @BDO_Mohana @DMnabarangpur @CMO_Odisha @RabiNaikBJP @SecyChief @SRC_Odisha @OdishaFS
#WATCH | Bhubaneswar, Odisha | Fire and Emergency Services IGP Dr Umashankar Dash says, “In view of the heavy rainfall in the last few days in Odisha, the fire department had made elaborate arrangements by placing equipment, personnel, and vehicles at very critical junctures as per the prediction of the Met Department… Our team have so far rescued more than 150 persons who were trapped. We have already cleared 500 road blockages. Our teams have cut down the trees and cleared the roads so that communication can remain free…”
#WATCH | Bhubaneswar, Odisha | Fire and Emergency Services IGP Umashankar Dash says, "... Every day, new technologies are coming to the market. New challenges are also being faced by the fire department, such as electric vehicle fires, solar panel fires, high-rise building fires, and different industrial and chemical-related fires... To give a transparent, open, and equal platform to all the manufacturers in India, we have invited everyone to showcase their products. Our officers are seeing it and gaining knowledge about different products that can address our needs better..."
Odisha Fire & Emergency Services retweeted
ନୟାଗଡ଼ର କାଣୀପଡ଼ା ଜଙ୍ଗଲରେ ଅସହାୟ ସ୍ଥିତିରେ ରହିଥିବା ଜଣେ ୧୪ ବର୍ଷର ବାଳକକୁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ଅତି ସଫଳତାର ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଜଟିଳ ପରିସ୍ଥିତିରେ ଆମ ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।
ଆମ ସରକାର ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଆମର ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ। ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ। #ଲୋକଙ୍କସରକାର
Odisha Fire & Emergency Services retweeted
A big salute to @OdishaFS.
Rescuing a boy whose head was trapped between massive rocks in difficult hilly terrain, with an Indian python (ଅଜଗର) nearby, was nothing short of extraordinary.
The boy had got stuck while trying to collect a honeycomb lodged deep inside a rock crevice in Nayagarh forest.
Using specialized tools and immense patience, @OdishaFS safely rescued him before evening.
A big salute to the entire team. They deserve every bit of praise for this brave operation. 🙏
@SarangiSudhansu @CMO_Odisha
Odisha Fire & Emergency Services retweeted
ଅଗ୍ନିଶମ ସେବା ସପ୍ତାହ-୨୦୨୬ ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟ୍ରାଇକିଂ ଫାୟାର ଫୋର୍ସ (ଦକ୍ଷିଣାଞ୍ଚଳ) ପକ୍ଷରୁ ଏକ ଅଭିଯାନ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିଯାନରେ
Odisha Fire & Emergency Services retweeted
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସ୍ଥିତ ମାଉଲିମା ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜଣେ ସ୍ଥାନୀୟ ବ୍ୟକ୍ତି ଅସାବଧାନତା ବଶତଃ ଏକ ୩୦ ଫୁଟ ଗଭୀର କୂଅ ଭିତରକୁ ଖସି ପଡ଼ିଥିଲେ ।
Odisha Fire & Emergency Services retweeted
The Four-Legged Soldier & Guardian of Lives
Meet Anshi, a fearless soldier with fur and a heart of pure gold, who stands as a pillar of strength within the K-9 squad. Anshi joined the fire service on April 4, 2024, as a mere three-month-old pup. Now as an elite K9 soldier,
Odisha Fire & Emergency Services retweeted
'ଚତୁର୍ଥ ମହଲାରେ ପହଞ୍ଚି ହେଉନଥିଲା, କାନ୍ଥ ଭାଙ୍ଗିକି ଭିତରେ ପଶିଲୁ..ଆହୁରି ୩-୪ ଘଣ୍ଟା ଲାଗିବ !': Fire DG Sudhanshu Sarangi | Massive Fire at Lingipur Super Market #sudhanshusarangi #lingipur #supermarketfire #prameyanews7 #bhubaneswar #firetragedy @OdishaFS
Odisha Fire & Emergency Services retweeted
Hon’ble CM Sri Mohan Charan Majhi inaugurated the Odisha State Watermanship and Life Guard Institute at Ramachandi, near Chandrabhaga on 12 Dec.
This will be a national level training centre for rescue workers from different Fire Services, Disaster Response Forces & Life Guards.
Odisha Fire & Emergency Services retweeted
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଉପସ୍ଥିତିରେ ଓଡ଼ିଶା ଅଗ୍ନିଶମ ସେବା (@OdishaFS ) ଏବଂ ଓଡ଼ିଶା ପର୍ଯ୍ୟଟନ (@odisha_tourism) ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ସବୁବେଳେ ଆମ ସରକାର ଗୁରୁତ୍ୱ ଦେଇଆସିଛନ୍ତି । ଏହି ଏମ୍ଓୟୁ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ସହ ତାଲିମପ୍ରାପ୍ତ ଜୀବନରକ୍ଷୀମାନଙ୍କର ଏକ ନେଟୱାର୍କ ସୃଷ୍ଟି କରିବ । ଆଗାମୀ ଦିନରେ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବା ଦିଗରେ ଏହା ସହାୟକ ହେବ । ଏହି ଅବସରରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ; ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ଡିଆଜି ଡକ୍ଟର ଉମାଶଙ୍କର ଦାଶ; ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅଧ୍ୟକ୍ଷ, ପୋଲିସ୍ ହାଉସିଂ ଓ କଲ୍ୟାଣ ନିଗମ; ଅନ୍ୟ ଅଧିକାରୀଗଣ ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ ।
Odisha Fire & Emergency Services retweeted
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଉପସ୍ଥିତିରେ ରାମଚଣ୍ଡୀ ମୁହାଣ ସମ୍ମୁଖ କୁଶଭଦ୍ରା ନଦୀ କୂଳରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ରାଜ୍ୟ ଜଳଦକ୍ଷତା ଓ ଜୀବନରକ୍ଷା ପ୍ରଶିକ୍ଷଣ କେନ୍ଦ୍ର (ଓସ୍ୱାଲି)ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଲି । ଏହି ପ୍ରଶିକ୍ଷଣ କେନ୍ଦ୍ର ଉଚ୍ଚମାନର ତାଲିମ ଦେବା ସହ ଜଳଦକ୍ଷତା ଓ ଜୀବନରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ । ଏହି ଅବସରରେ ସ୍କୁବା ଟ୍ରେନିଂ ଫାସିଲିଟି ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଥିଲା । ଏହି ଅବସରରେ ଅଗ୍ନିଶମ ବାହିନୀ ତରଫରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ, ଡଃ ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ, ଜଗତସିଂହପୁର; ଅନ୍ୟ ବିଧାୟକଗଣ, ବରିଷ୍ଠ ଅଧିକାରୀଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଯୋଗଦେଇଥିଲେ ।
Odisha Fire & Emergency Services retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ର ଉଦ୍ଘାଟନ କରିଛନ୍ତି । ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବାକୁ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷରିତ ହୋଇଛି।
ଜଳ ସୁରକ୍ଷା, ଲାଇଫ ଗାର୍ଡ ତାଲିମ ଏବଂ ଉପକୂଳବର୍ତ୍ତୀ ସହନଶୀଳତା ପାଇଁ OSWALI ପ୍ରତିଷ୍ଠାନ ଏକ ଉତ୍ସର୍ଗୀକୃତ ଜାତୀୟ ତଥା ଅନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଓଡ଼ିଶାର କ୍ଷମତାକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
Hon'ble CM Shri @MohanMOdisha inaugurated the Odisha Watermanship and Life Guard Institute at Ramchandi, Konark, establishing a national level centre for professional water safety training. Hon'ble CM also laid the foundation for the upcoming Scuba Training Facility, further strengthening Odisha’s coastal safety and adventure training ecosystem.
Odisha Fire & Emergency Services retweeted
#WATCH | Bhubanewar: Chief Fire Officer, Odisha, Ramesh Chandra Majhi says, "Yesterday on Diwali, there were 69 incidents of fire in Odisha....According to our information, no casualties resulted from the fire. There were 21 road accidents. The lives of 27 people were saved by the Odisha Fire and Emergency Services. 7 people lost their lives due to drowning...43 animals were saved yesterday...In total, there were 149 accidents yesterday..."































