OGCEA KORAPUT (@OGCEAKORAPUT) header
OGCEA KORAPUT (@OGCEAKORAPUT) profile picture

ARISE AWAKE! STOP NOT TILL THE GOAL IS REACHED.

Joined November 2021
Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)Photo by OGCEA KORAPUT (@OGCEAKORAPUT)
୪.୫ କୋଟି ଓଡିଆଙ୍କ ଆଶାର ପ୍ରତୀକ କର୍ମବୀର ମୁଖ୍ୟମନ୍ତ୍ରୀ ଶ୍ରୀ @CMO_Odisha #କନିଷ୍ଠ_ଶିକ୍ଷକଙ୍କୁ ଦେଇଥିବା ପ୍ରତିଶୃତି,ଆସନ୍ତା କାଲି ର କ୍ୟାବିନେଟରେ ଘୋଷଣା କରିବେ ବୋଲି ଆଶା l #AbolishContractualSystem_JUNIOR_TEACHER #count6yearinserviceperiod @MoSarkar5T @pranabpdas @SecyChief @FdOdisha @SMEOdisha
1,110
2,270
106
1,454
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣାପରେ କେବଳ କନିଷ୍ଠ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି,ସେମାନଙ୍କୁ ନିୟମିତ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ। @CMO_Odisha @MoSarkar5T @pranabpdas @SecyChief @FdOdisha @samirdash01
185
1,290
22
1,003
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣାପରେ କେବଳ କନିଷ୍ଠ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି,ସେମାନଙ୍କୁ ନିୟମିତ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ। @CMO_Odisha @MoSarkar5T @pranabpdas @SecyChief @FdOdisha @samirdash01
247
1,390
28
1,047
ମୁଖ୍ୟ ଶାସନ ସଚିବ ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯଦି କୌଣସି ଅଫିସ ରେଗୁଲାର କିମ୍ବା ଦରମା ବୃଦ୍ଧି ବେଳେ କର୍ମଚାରୀ ମାନଙ୍କୁ ଟଙ୍କାଟିଏ ବି ମାଗନ୍ତି ତାହା ଜଣେଇବାକୁ, ସେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । OGCEA
56
388
4
776
ଓଡିଶାରୁ କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ପ୍ରଥାର ଅବିଳମ୍ବେ ଉଛେଦ ଆମର ଦାବି | #Junior_Teacher #AbolishContractualSystem_JtJtcOdisha @BPSethi @rdmodisha @SMEOdisha1 @SMEOdisha @CMO_Odisha @Naveen_Odisha @MoSarkar5T @samirdash01 @dr_arunsahoo @ojtabbsr @OGCEA @BIJAYMALLA – at Orissa, India
11
94
86
ମୁଖ୍ୟମନ୍ତ୍ରୀଙ୍କ ଶଙ୍ଖ ନାଦରେ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ। ପ୍ରତିଟି ଜୁବାଙ୍କ ଓଠରେ ଗୋଟିଏ ବାକ୍ୟ #NaveenForOdishaYouth. Request One Step For Odisha Primary Teacher ଆପଣଙ୍କୁ କୋଟି କୋଟି ଜୁହାର
68
475
5
588
ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ କରିଥିବା ଯୋଗୁଁ OGCEA କୋରାପୁଟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, 5T ସଚିବ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ, ପ୍ରଭାତ ସାର, ବିଜୟ ଭାଇ, ରାଜ୍ୟ ଓ ଜିଲ୍ଲାର ସମସ୍ତ ନେତୃତ୍ୱମଣ୍ଡଳୀ ଓ କର୍ମଚାରୀମାନଙ୍କୁ ବହୁତ ବହୁତ ଧନ୍ୟବାଦ @CMO_Odisha @pranabpdas @OGCEA
36
149
208
OGCEA KORAPUT retweeted
Odisha Government abolishes contractual recruitment in the state. "All contractual employees will be regularised," announces Chief Minister Naveen Patnaik. (ANI)
18
71
2
248
Welcome move by government to abolish contractual employment. It’s been a long struggle for @OGCEA. Hope it is implemented in letter & spirit.
13
70
259
ଜଗନ୍ନାଥଙ୍କ ପ୍ରଥମ ସେବକ,ଓଡ଼ିଆଙ୍କ ମଉଡ଼ମଣି, ଦେଶର ହିରୋ, ଓଡ଼ିଶାର ଗର୍ଵ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odishaଙ୍କୁ ୭୬ତମ ଜନ୍ମଦିନରେ ଶୁଭେଚ୍ଛା ଓ ଅଭିନନ୍ଦନ।ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମ୍ୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା।ଆପଣଙ୍କ ଜନ୍ମଦିନ ଉପହାର ଚିରଦିନ ସ୍ମରଣୀୟ। #OdishaEndsContractualRecruitment – at Orissa, India
87
471
5
746
Full Hearted Birthday Wishes to Our Hon'ble CM🎂🎂🎂🙏🙏 #HeroForOdisha #VisionaryArchitectOfModernOdisha. #Commitment2ProtectOdishaYouth #ServantofLordJagannathAndOdisha #TrueLeaderOfNation #NaveenOdishaForDevelopment Pray to Lord Jagannath That Your every Wishes Comes True – at India
64
256
3
418
-ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି -୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । -କାଲି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । #Odisha #Sambad #ContractualEmployee
15
108
277
A sigh of relief for 70000 employees as @CMO_Odisha promised to fulfill the long standing demands of Contractual Employees. Hon'ble @MoSarkar5T promise won't be an empty one, Hon'ble @Naveen_Odisha will be once again proved as No-1 CM by historic decision fb.watch/ga2kvdM9AU/
137
636
7
731
In Odisha, the era of contractual recruitment has come to an end: CM @Naveen_Odisha 👉Contractual recruitment system in #Odisha started in 2013. Last year, the state govt had substituted the contractual recruitment posts with initial appointees. #OdishaEndContractRecruitment
4
74
1
124
OGCEA KORAPUT retweeted
ଠିକା କର୍ମଚାରୀଙ୍କୁ ଆଶ୍ୱସ୍ତି...ଆଲୋଚନା ପରେ ଦାବି ପୂରଣ ନେଇ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ #ContractualEmployeesProtest #OdishaNews #NewsUpdates
21
263
347
OGCEA KORAPUT retweeted
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମାଧାନ ପାଇଁ ବାଟ ଫିଟିଲା #ChiefMinister #NaveenPatnaik #OdiaNews @OGCEA zeenews.india.com/hindi/zeeo…
114
757
2
731
ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି: ଏକମାସ ଭିତରେ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା #Sambad #Odisha #NaveenPatnaik sambad.in/state/contractual-…
118
761
3
877
OGCEA KORAPUT retweeted
-ଏକ ମାସ ଭିତରେ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା -ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି -ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି -ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିସି ମାଧ୍ୟମରେ ଆଲୋଚନା #ContractualSystem #Job #Odisha #OTV
164
885
10
1,304
-ଏକମାସ ଭିତରେ ଉଠିବ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । -ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି । #Sambad #Odisha
115
816
5
1,000