Orissa Agricultural Services Association,Puri retweeted
ବୈଷୟିକ ଶିକ୍ଷା, କୃଷି କ୍ଷେତ୍ରରେ ଚାକିରିର ଅଭାବ ଏବଂ କ୍ଷୁର୍ଣ୍ଣ ପଦମର୍ଯ୍ୟାଦା ଯୋଗୁଁ ପ୍ରଶାସନିକ ସେବା ପାଇଁ ୩-୪ ବର୍ଷ ଅପେକ୍ଷା କରନ୍ତି କୃଷି ବିଦ୍ୟାର୍ଥୀ । ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ କୃଷି ବିଦ୍ୟା ଓ ବୈଜ୍ଞାନିକଙ୍କ ଆବଶ୍ୟକତା ।
Orissa Agricultural Services Association,Puri retweeted
କ୍ୟାଡର ପୁନଃବିନ୍ୟାସ ବିଳମ୍ବ ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନରତ କୃଷି ଅଧିକାରୀ ସମୂହ ଛୁଟିରେ ରହି ମଧ୍ୟ କୃଷକ ସମାଜର ସେବାରେ ନିରନ୍ତର ପ୍ରତିବଦ୍ଧ ।
@CMO_Odisha @Naveen_Odisha @rajaaswain @PradeepJenaIAS @SecyChief @IPR_Odisha @krushi
@arvindpadhee @MoSarkar5T
youtu.be/QfrZ3CFHx98?si=1r0Y…
Orissa Agricultural Services Association,Puri retweeted
We are obliged to Alumni Association of College of Agriculture, OUAT, Bhubaneswar for such a huge support. The Restructuring will definitely boost the students to be a part of Agriculture & FE Dept and serve the farming community.
@CMO_Odisha @MoSarkar5T @IPR_Odisha @arvindpadhee
Day-2 of protest continues at office of the Chief District Agriculture Officer, Puri. Hope our plea is heard and answered @CMO_Odisha @rajaaswain @OASA_odisha @MoSarkar5T @arvindpadhee @IPR_Odisha @SecyChief @PradeepJenaIAS @premcchaudhary 🙏
କ୍ୟାଡ଼ର ପୁନଃବିନ୍ୟାସରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେବା ପରେ ହତୋତ୍ସାହିତ ହୋଇ କୃଷି ସେବା ସଂଘ ସମୂହ ଛୁଟି ନିମନ୍ତେ ନିଷ୍ପତ୍ତି ନେଇଛି । ଯଥାଶୀଘ୍ର ସରକାର ଏହି ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ ।@CMO_Odisha @Naveen_Odisha @rajaaswain @PradeepJenaIAS @IPR_Odisha @SecyChief @MoSarkar5T @arvindpadhee
କ୍ୟାଡ଼ର ପୁନଃବିନ୍ୟାସରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେବା ପରେ ହତୋତ୍ସାହିତ ହୋଇ କୃଷି ସେବା ସଂଘ ସମୂହ ଛୁଟି ନିମନ୍ତେ ନିଷ୍ପତ୍ତି ନେଇଛି । ଯଥାଶୀଘ୍ର ସରକାର ଏହି ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ ।@CMO_Odisha @Naveen_Odisha @rajaaswain @PradeepJenaIAS @IPR_Odisha @SecyChief @MoSarkar5T @arvindpadhee
Orissa Agricultural Services Association,Puri retweeted
Orissa Agricultural Service Association, Kendrapara submitted memorandum to Honourable Chief Minister via Collector & District Magistrate, Kendrapara on 18.08.2023 for approval of cadare restructuring proposal.
Orissa Agricultural Services Association , Puri submitted memorandum to Honourable Chief Minister via Office of District Magistrate, Puri on 17.8.2023 for approval of cadre restructuring proposal.
@CMO_Odisha @IPR_Odisha @DMPuri @rajaaswain @OASA_odisha @MoSarkar5T
Orissa Agricultural Services Association,Puri retweeted
A sincere request..
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର @CMO_Odisha @Naveen_Odisha ଙ୍କ ଓତଃପ୍ରୋତ ଭାବେ ସହାୟତା ଲୋଡୁଛି ଓଡ଼ିଶା କୃଷି ସେବା ସଂଘ । ରାଜ୍ୟର ପୃଷ୍ଠଭୂମି ଭାବେ କୃଷି ବିଭାଗର ଗୁରୁତ୍ଵ ସଦାସର୍ବଦା ରହି ଆସିଛି । ଅପେକ୍ଷାରେ......
#JusticeToCadre
@rajaaswain @MoSarkar5T @PradeepJenaIAS @IPR_Odisha @arvindpadhee

OASA, Odisha's displeasure continues wrt Cadre restructuring and for the cause DEB of all 30 districts have submitted a memorandum to Honourable Chief Minister, Odisha through respective District Collectors.
@CMO_Odisha @MoSarkar5T @rajaaswain @PradeepJenaIAS @OASA_odisha
District Executive Body of 30 Districts of OASA has submitted memorandum to Honourable Chief Minister through respective District Collectors for fulfillment of Cadre restructing demand by August end.
@CMO_Odisha @PradeepJenaIAS @MoSarkar5T
Orissa Agricultural Services Association,Puri retweeted
Requesting authorities to fulfil the long standing demand of the agriculture officers and approve the restructuring proposal at the earliest for the greater intrest of the welfare of the farming community and the state.
Orissa Agricultural Services Association,Puri retweeted
କ୍ୟାଡର ପୁନର୍ବିନ୍ୟାସ ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷ ଓ ଅପେକ୍ଷା ସତ୍ତ୍ୱେ ବିଭାଗୀୟ ଟାଳଟୁଳ ନୀତିକୁ ପ୍ରତିବାଦ କରି ଓଡିଶା କୃଷି ସେବା ସଂଘ, ନୂଆପଡ଼ା ଜିଲ୍ଲା ର ପ୍ରତ୍ଯେକ ସଦସ୍ୟ ଦୁଃଖିତ ଓ ମ୍ରିୟମାଣ ହୋଇ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ନୂଆପଡ଼ାଙ୍କ ଜରିଆରେ ସ୍ମାରକପତ୍ର ପ୍ରେରଣ କରିଛନ୍ତି ।
Orissa Agricultural Services Association,Puri retweeted
କ୍ୟାଡର ପୁନର୍ବିନ୍ୟାସ ପାଇଁ ଚାଲିଥିବା ଦୀର୍ଘ ଦିନ ଧରି ସଂଘର୍ଷ ଓ ଅପେକ୍ଷା ସତ୍ତ୍ୱେ ବିଭାଗୀୟ ଟାଳଟୁଳ ନୀତିକୁ ପ୍ରତିବାଦ କରି କୃଷି ସେବା ସଂଘ ତରଫରୁ ସମସ୍ତ ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଜି ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଛି । #JusticeAwaited
@CMO_Odisha @MoSarkar5T @PradeepJenaIAS
Orissa Agricultural Services Association,Puri retweeted
Odisha continuously achieving milestones in Agriculture sector and crowned with prestigious awards in several occasion but forgot to take care of the people working hard for those glorious moments. The demands are very basic and genuine. Do support us🙏
Orissa Agricultural Services Association,Puri retweeted
Replying to @OASA_odisha @CMO_Odisha @rajaaswain @IPR_Odisha @krushibibhag @SecyChief @PradeepJenaIAS @MoSarkar5T @arvindpadhee @premcchaudhary
"ଚାଷୀ ହୁଡ଼ିଲେ ବରଷେ, ପାଠ ହୁଡ଼ିଲେ ପୁରୁଷେ ।"
ଏହି ସ୍ଥିତିରେ ଆମ ଓଡିଶା କୃଷି ସେବା ସଂଘ ର ଆନ୍ଦୋଳନ ହୁଏତ କୃଷକ ମାନଙ୍କର ଅହିତ ସାଧନ କରିପାରେ । କିନ୍ତୁ ଆମେ ସମସ୍ତ ସଦସ୍ଯ ଓ ସଦସ୍ଯା ମାନେ ଆମ କୃଷକ ମାନଙ୍କ ପାଇଁ ଆମର ସେବା ଜାରି ରଖିବୁ । – at Bhubaneshwar, India
We request you to consider our legitimate demands. Awaiting an early action. 🙏🙏
@CMO_Odisha @Krushibibhag @IPR_Odisha @rajaaswain @arvindpadhee @premcchaudhary @SecyChief @MoSarkar5T @PradeepJenaIAS
Orissa Agricultural Services Association,Puri retweeted
Please consider our plea and do not ignore our existence in the system. Awaiting for your earliest action. @CMO_Odisha @rajaaswain @IPR_Odisha @krushibibhag @SecyChief @PradeepJenaIAS @MoSarkar5T @arvindpadhee @premcchaudhary
m.sambadepaper.com/imageview…
prameyaepaper.com/preview/72…