
night watcher!! Monday 9.15 am to Friday 3.30 pm my heart beats. reporter @samayaepaper
India
Joined September 2010
- Tweets4.5K
- Following759
- Followers117
- Likes6.1K
youtu.be/zSAXY4yGvuU?si=NPIZ… #puriupdate #odisha #Bhubaneswar ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ର ଆକ୍ରମଣକାରୀ ବାଲା କୁ ଗିରଫ କରା ଯାଉ।
27
ADITYA MAHARANA (A+ve) 🇮🇳 retweeted
ପୁରୀ ସମୟ live ର ରିପୋର୍ଟର ଆଜି କାର୍ତିକ ପୂର୍ଣମୀ ର ସମ୍ବାଦ ସଂଗ୍ରହ ସମୟ ରେ ପଶ୍ଚିମ ଦ୍ୱାର ନିକଟରେ କିଛି ସେବାୟତ ତାଙ୍କୁ ଜୀଵନ ରେ ମାରିଦେବାକୁ ଉଦ୍ୟମ କରି ନିସ୍ତୁକ ମାଡ଼ ମାରି ତାଙ୍କର ଏକ ଲକ୍ଷ୍ୟ ରୁ ଉର୍ଧ୍ଵ ଟଙ୍କା କ୍ୟାମେରା, ମୋବାଇଲ ନେଇ ଯିବା ସହିତ ପୋଲିସ କୁ ଜଣାଇଲେ ସମ୍ପୂର୍ଣ୍ଣ ମାରିଦେବାର ଧମକ @CMO_Odisha
ADITYA MAHARANA (A+ve) 🇮🇳 retweeted
Take necessary action immediately please @CMO_Odisha @homeodisha @SJTA_Puri @dm_puri @JagannathaDhaam @SPPuri1 @prsprateek @Moh83150Mohanty @TapasReporter @surajmallik
ଆଜି କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ସମୟ ଲାଇଭ ଡିଜିଟାଲ ଚ୍ୟାନେଲ ର ପୁରୀ ଜିଲ୍ଲା ପ୍ରତିନିଧି ଆଦିତ୍ୟ ମହାରଣା ଖବର ସଂଗ୍ରହ କରୁଥିବା ସମୟରେ 6-7 ଜଣ ମନ୍ଦିର ସେବାୟତ ସଂଘବଦ୍ଧ ଆକ୍ରମଣ କରିବା ସହ ସାମ୍ବାଦିକ ଜଣଙ୍କ ମୋବାଇଲ ଓ boom ଭାଙ୍ଗିଦେଇଥିଲେ @CMO_Odisha @SPPuri1 @prsprateek
ADITYA MAHARANA (A+ve) 🇮🇳 retweeted
ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ସାମ୍ବାଦିକଙ୍କୁ ଆକ୍ରମଣ କରି କଲେ ଲହୁଲୁହାଣ । ତା ସହିତ କ୍ୟାମେରା,ମୋବାଇଲ ଭାଙ୍ଗିଲେ, ଆଖି,କାନ ମାରି ଫଟେଇ, ଛାତି କୁ ମାଡ ମାରିଲେ ଏବଂ ଆଙ୍ଗୁଠି ମୋଡ଼ିଦେଲେ #puri sp_odisha #puri Admin_odisha #CMO_Odisha #Jagannath temple_Odisha #All ministry _Odisha #All odisha midea_odisha
facebook.com/share/v/1KsBhcX… @arvindpadhee Sir, ଯଦି ଦିନ ଦ୍ୱିପ୍ରହରରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ରେ ସେବାୟତ ମାନେ ଜୀବନ ନେଲା ଭଳିଆ ଆକ୍ରମଣ କରିବେ। ଓ @SPPuri1 sir, ସେଠୀ ପୁରୀ ପୋଲିସ୍ ଥାଇ ମଧ୍ୟ ଅନ୍ଧ ହୋଇ ଠିଆ ହେବ। ତାହାଲେ ସାଧାରଣ ଜନତା କେତେ ଯେ ହଇରାଣ ହେଉଥିବେ!?
@CMO_Odisha @DGPOdisha @dm_puri
16
#BreakingNews on cyclone in #Odisha and #AndhraPradesh
#CycloneArnab update puri.
youtu.be/0pw-Ih_I2zQ?si=IPwe…
1
60
#BreakingNews
youtu.be/sh3t2dDt5kg?si=TIa-… ପୁରୀ ରେ କାର୍ତ୍ତିକ ମାସ ପାଇଁ ହବିଷ୍ୟାଲି ମାନଙ୍କ ଭିଡ଼। ପୁରୀ ରୁ ଲାଇଭ।
16
youtu.be/21V7l_HCWrg?si=xuGe…
ପୁରୀ ଘୋଷାଣି ଯାତ୍ରା। #dussehracelebration
1
8
Dear Prime Minister Ambani,
Please accept my humble apologies for not realizing that you are the real boss of India.
Naturally, you would prefer to maintain your monopolistic exploitation of the great people of India, but would you nonetheless consider allowing Starlink to compete?
There are many areas of India, as there are in all countries, with no Internet access, which denies children the opportunity for education and for small businesses the opportunity to sell their goods to a global market. Starlink would change their lives for the better.
Thank you 🙏
In the name of puja encroaching public roads are how far justified. Shops near Saheed club ganesh puja pandal in saheed nagar area have squeezed roads to 10ft width. And it's the main road to dispensary and 2 hospitals situated on that road.
@bmcbbsr @DCP_TRAFFIC @CMO_Odisha
@MayorofBBSR @ChanchalRanaIAS
Plz remove the shops from road. Orelse general public will face traffic jam.
25
କି ଫାର୍ସ ଲୋ ମା। ଜବରଦସ୍ତିଆ ପ୍ରଚାର ଚାଲିବ ଗୋଟେ ଏବେ।
ଆସନ୍ତୁ, ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ଆମେ ସମସ୍ତେ ଗୋଟିଏ ଦୀପ ଜାଳି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ପ୍ରତି ଆମର ଆଶୀର୍ବାଦ ଓ କୃତଜ୍ଞତା ଜଣାଇବା । ଦୀପ ଜାଳିବାର ଫଟୋ ଓ ଭିଡିଓ #AshirwadKaDiya ହ୍ୟାଶ୍ଟ୍ୟାଗ୍ ସହ ସୋସିଆଲ ମିଡିଆରେ ଶେୟାର କରିବା । #SevaSankalpAbhiyan
16
Thanks @bmcbbsr @CMO_Odisha @MohanMOdisha sir, a long time problem has been solved by demolishing road side encroched commercial shops. It was a big reason for traffic jam towards AG SQUARE. #Bhubaneswar
30
youtu.be/w-WTNe9AMb4?si=G262… Gen Alpha celebrating rakhi in ecofriendly way. #GenAlpha #RakshaBandan #Rakhi2026
1
50












