NHM Bhadrak retweeted
ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା ବୈଠକ ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
NHM Bhadrak retweeted
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଭଦ୍ରକ ଜରୁରୀକାଳୀନ କକ୍ଷ ର ତଦାରଖ କରୁଛନ୍ତି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଙ୍କ ସମେତ ଡେପୁଟି କଲେକ୍ଟର ମଧ୍ୟ ଉପସ୍ଥିତ ଅଛନ୍ତି।
NHM Bhadrak retweeted
ବାତ୍ୟା ‘ଅକବାନ୍'କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ରେ ଗର୍ଭବତୀ ମାଆ ମାନଙ୍କୁ ନିକଟସ୍ଥ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯିବା ସହିତ ବିପଦପୁର୍ଣ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରାପଦ ଆଶ୍ରୟସ୍ଥଳରେ ରଖାଯାଉଛି।
NHM Bhadrak retweeted
ବାତ୍ୟା ‘ଆକ୍ଭାନ" ର ପ୍ରଭାବ ପାଇଁ ବିଭିନ୍ନ ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତରିତ ହୋଇଆସିଥିବା ଜନସାଧାରଣ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ସହିତ ଡାକ୍ତରୀ ଦଳ ଦ୍ୱାରା ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି।
#CyclonePreparedness
#Akvan
#Bhadrak
ଭଦ୍ରକ ଜିଲ୍ଲାରେ ପଲ୍ସ ପୋଲିଓ ଅଭିଯାନ! 🩺💧
୦ ରୁ ୫ ବର୍ଷର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଅନ୍ତୁ ଓ ଭାରତକୁ ପୋଲିଓ ମୁକ୍ତ ରଖନ୍ତୁ।
📅 ୨୨ ନଭେମ୍ବର: ନିକଟସ୍ଥ ଅଙ୍ଗନବାଡ଼ି ଓ ପୋଲିଓ ବୁଥ୍ରେ
🏠 ୨୩ ଓ ୨୪ ନଭେମ୍ବର: ଘରକୁ ଘର ବୁଲି ଟୀକାକରଣ
#PulsePolio #Bhadrak #Odisha #PolioFreeIndia
ଭଦ୍ରକ ଜିଲ୍ଲାରେ ପଲ୍ସ ପୋଲିଓ ଅଭିଯାନ! 🩺💧
୦ ରୁ ୫ ବର୍ଷର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଅନ୍ତୁ ଓ ଭାରତକୁ ପୋଲିଓ ମୁକ୍ତ ରଖନ୍ତୁ।
📅 ୨୨ ନଭେମ୍ବର: ନିକଟସ୍ଥ ଅଙ୍ଗନବାଡ଼ି ଓ ଟୀକାକେନ୍ଦ୍ର ବୁଥ୍ରେ
🏠 ୨୩ ଓ ୨୪ ନଭେମ୍ବର: ଘରକୁ ଘର ବୁଲି ଟୀକାକରଣ
#PulsePolio #Bhadrak #Odisha #PolioFreeIndia
NHM Bhadrak retweeted
ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) କାର୍ଯ୍ୟାଳୟରେ ହାଇବ୍ରିଡ୍ ମୋଡ୍ରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଜୋଶ୍ (Joint Squad for Health-JOSH) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍ଘାଟନ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ କେନ୍ଦ୍ର ସ୍ତରରେ ଆୟୋଜିତ ଜାତୀୟ ଉଦ୍ଘାଟନର ଅଂଶବିଶେଷ।
The visits focus on ANC follow-up, nutrition, IFA/calcium supplementation, danger signs, birth preparedness, institutional delivery and timely referral.
👏 Appreciation to all ANMs, CHOs & ASHAs for taking essential MCH services to every household in Bhadrak District.
1
292
During Maternal & Child Health Week, ANMs, CHOs and ASHAs are conducting house-to-house visits to pregnant women, including women in their 8th month of pregnancy, to ensure timely and quality maternal care.
supporting safe motherhood and healthy newborns in Bhadrak District.
2
235
Home visit to pregnant women was conducted at Korkora, Bhadrak, during MCH Week by ADPHO (FW), DM-RCH, along with the Medical Officer I/c, Barapada CHC with focus on ANC care, nutrition, danger signs, birth preparedness, institutional delivery and timely referral.
Blood donation camp organised on the eve of Seva Sankalp Divas, on 2nd October at DHH Bhadrak. Felicitated by Honorable MP Mr Abhimanyu Sethi and Dr Pramod Kumar Praharaj @CdmoBhadrak for attending blood donation camp the occasion of Seva Sankalpa Abhiyan at DHH Bhadrak
🤖 Made with AI
2
312
Dt. 02.09.2026
Field visit and Counselling of a high risk Pregnant Woman with severe Anaemic by @CdmoBhadrak
for Hospital Admission
at Fishery Colony Barapada in presence of DMRCH and other health staffs.
6
368
Dt. 02.09.2026
@CdmoBhadrak visited several immunisation sessions in Bhadrak block.
3
542
ADPHO (DC) and AM-RBSK, along with BPM Tihidi and PRI members, interacted with the people of Nua Sahi, Tihidi Block, in the flood-affected area. The team sensitized the community on hygiene, safe drinking water, and prevention of water-borne diseases during the flood situation.
Medical Officer, Aradi PHC, along with the health team, visited Bankamuhan village under Sundarpur Sub-Centre and Nandapur village of Chandabali Block to assess the health situation and provide necessary healthcare services to the community.
#PublicHealth #Bhadrak #Odisha
3
307
Dt. 23.08.2026
Flood Situation and Health Review at Prayas-Conference hall, Bhadrak by honourable Health Minister Dr. Mukesh Mahaling Sir in presence of
@cdmobhadrak and all wing officers of district health department.
2
223
NHM Bhadrak retweeted
ଜିଲ୍ଲା ପ୍ରଶାସନ ତରଫରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ଚିକିତ୍ସ ଶିବିର କରାଯିବା ସହିତ ଘରେ ଘରେ ଶୁଦ୍ଧ ପାନୀୟ ଜଳ ପାଇଁ ଆଶା କର୍ମୀ ଙ୍କ ଦ୍ୱାରା ହାଲୋଜେନ ବଟିକା ବଣ୍ଟନ କରାଯାଉଛି।ତେଣୁ ଜନ ସାଧାରଣଙ୍କୁ ଅନୁରୋଧ ସତର୍କ ରହୁନ୍ତୁ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ।
NHM Bhadrak retweeted
ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ମୁକ୍ତ ରଖି ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ – ଅଗଷ୍ଟ ପର୍ଯ୍ୟାୟ ୨୦୨୬ ପାଳିତ ହୋଇଯାଇଛି।


























































