CDM&PHO Bhadrak retweeted
ସରକାର ଙ୍କ 2 ବର୍ଷ ପ୍ରତି ଅବସରରେ ଜୁନ 15 ତାରିଖ ରେ ସହିଦ ସ୍ମୃତି ଭବନ ରେ ସ୍ୱାସ୍ଥ୍ୟ ସେବା ପ୍ରଦର୍ଶନୀ ସହିତ ଅଣସଂକ୍ରମକ ରୋଗ, ଆନିମିଆ, ମ୍ୟାଲେରିଆ ରୋଗ ଚିହ୍ନଟ ସେବା ଅନୁଷ୍ଠିତ ହେଇଥିଲା ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଭାରତୀ ପରିଡା ମାହୋଦୟ ଙ୍କ ସହିତ ବିଧାୟକ, ସାଂସଦ ମାହୋଦୟ @CdmoBhadrak, @DM_Bhadrak ଉପସ୍ଥିତ ଥିଲେ I
CDM&PHO Bhadrak retweeted
27/06/2024
27 Children attended the Clubfoot screening and Follow-up camp organized by ZSS out of which 2 are eligible for casting at DHH. 4 cases are to be referred to tertiary facility for surgical correction and 6 Children will be provided slint shoes under RBSK, Bhadrak.
CDM&PHO Bhadrak retweeted
Date: 29/06/2024
In order to reduce complication of deformity-producing position serial POP casting of 06 nos of #CTEV children has been done at DHH, Bhadrak.
CDM&PHO Bhadrak retweeted
A meeting for field functionaries on Clubfoot Identification and Management was organized involving Cure India team @clubfootindia on eve of Clubfoot Awareness Month and felicitated best performing teams to acknowledge their efforts in CTEV case identification at DHH Bhadrak.
CDM&PHO Bhadrak retweeted
Serial POP casting of 4Club Foot Children done at Deptt of Orthopedics, DHH,Bhadrak on eve of National Club Foot Awareness Month. @DM_Bhadrak @nhmodisha @CdmoBhadrak
#RBSK
CDM&PHO Bhadrak retweeted
କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ସୁସ୍ଥ ଶରୀର ଏବଂ ସମାଜ ଗଠନ ପାଇଁ ଯୋଗାସନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
CDM&PHO Bhadrak retweeted
List of registered clinical establishment in Bhadrak district with vide registration no.
CDM&PHO Bhadrak retweeted
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭଦ୍ରକ ଜିଲ୍ଲାରେ #5T ଉପକ୍ରମ ଅଧିନରେ ୧୨୪ ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କରାଯାଇଛି।ଏହି ବିଦ୍ୟାଳୟ ଗୁଡିକର ସୌନ୍ଦର୍ଯ୍ୟକରଣ ସହିତ ବିଜ୍ଞାନ ପରୀକ୍ଷାଗାର, କମ୍ପୁଟର ଲାବ,ଇ-ପାଠାଗାର,ଆଧୁନିକ ଶ୍ରେଣୀଗୃହ, ଶୌଚାଳୟ,ପାନୀୟ ଜଳ,ବହୁଉପଯୋଗୀ ପ୍ରକୋଷ୍ଠ,ଖେଳ ପଡିଆ ଇତ୍ୟାଦିର ବ୍ୟବସ୍ଥା ରହିଛି।
CDM&PHO Bhadrak retweeted
ଭୟଙ୍କର ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ : ୧୦ ମୃତ, ୪୦ରୁ ଅଧିକ ଆହତ otvkhabar.in/news/internatio…
CDM&PHO Bhadrak retweeted
#ମାଆ_ତାରିଣୀ
ମାଆ ତାରିଣୀଙ୍କ ଆଳତି ଦର୍ଶନ କରନ୍ତୁ.. ଥରୁଟେ କୁହନ୍ତୁ ଜୟ ମାଆ ତାରିଣୀ.. ସବୁ କଷ୍ଟ ଦୂର ହୋଇଯିବ..
#JayMaaTarini #Aalati #Keonjhar #OTV
CDM&PHO Bhadrak retweeted
Artistic value addition by a young artist of Raghurajpur, #Puri on plain tusar cloth.
CDM&PHO Bhadrak retweeted
When something bad happens, we have three choices.
1. We can let it define us, or
2. Let it destroy us, or
3. We can let it strengthen us.
CDM&PHO Bhadrak retweeted
Replying to @subhranshu1997 @gyana_r_das @CdmoBhadrak @NHMBhadrak @AdmGenBhadrak @SubCol_Bhadrak @CChandabali @CHC_Barpada
No . Please book slot next time .ty
This is the Annexure 1(B) : Certificate to identify indivisuals with comorbidies that enhance the risk of mortality in Covid19 disease for priority vaccination (To be filled by medical practitioners) Age Limit: 45-60
CDM&PHO Bhadrak retweeted
#COVID19Vaccine
#OdishaCares
#Bhadrak
Collector interacted with frontline Sanitation Worker who received vaccine first at Session Site in PPC Bhadrak.
CDM&PHO Bhadrak retweeted
#LargestVaccineDrive
#Odisha
#Bhadrak
ଭଦ୍ରକ ଜିଲ୍ଲାରେ ପ୍ରଥମ ଦିନରେ ୩ଟି ଏବଂ ଦ୍ଵିତୀୟ ଦିନରେ ୯ଟି ଟୀକାକରଣ କେନ୍ଦ୍ରରେ ମୋଟରେ ୧୬୩୯ ଜଣ ଆଗ ଧାଡିର କୋଭିଡ଼୍ ଯୋଦ୍ଧା ମାନଙ୍କୁ ଟୀକାକରଣ କରାଯାଇଛି ।
CDM&PHO Bhadrak retweeted
ଡାକ୍ତର ମୀନକେତନ ମହାନ୍ତି, ସିନିୟର୍ ସେଡିସିନ ସ୍ପେସିଆଲିଷ୍ଟ୍, ଭଦ୍ରକ ମେଡିକାଲ ଆଜି କରୋନା ଟୀକା #covishield ନେଲେ । ଏହା ସମ୍ବନ୍ଧ ରେ ସେ ନିଜର ମତ ଦେଉଛନ୍ତି । କରୋନା ଟୀକା ନିରାପଦ ଅଟେ।
#vaccinationCovid #vaccination – at Bhadrak, India
CDM&PHO Bhadrak retweeted
Covid Vaccination experience of Archanamayee Panda, District Data Center, Bhadrak.
#COVIDvaccinated #CovishieldVaccine – at Bhadrak, India
















































