Zilla Parishad Nuapada (@NAdministration) header
Zilla Parishad Nuapada (@NAdministration) profile picture

Zilla Parishad , Nuapada

Nuapada, India
Joined August 2018
Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)
Zilla Parishad Nuapada retweeted
Office Order for Control Room duty "AKVAN" Panchayat Samiti, Komna.
2
3
158
Zilla Parishad Nuapada retweeted
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶା ପାଇଁ ନୂତନ ଆବାସ ଲକ୍ଷ୍ୟ ବଣ୍ଟନର ଶୁଭାରମ୍ଭ ଅବସରରେ ଆଜି ନୂଆପଡ଼ା ସଦର ମହକୁମା ସ୍ଥିତ ପୋଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। @CMO_Odisha @IPR_Odisha @NAdministration @PRDeptOdisha @mopr_goi @NuapadaHousing
2
4
17
1,706
ପକ୍କା ଘରର ସ୍ୱପ୍ନ ହେବ ସାକାର, ସମ୍ମାନର ସହ ବଞ୍ଚିବେ ଗ୍ରାମୀଣ ପରିବାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ହେବାକୁ ଯାଉଛି। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ସଦୟ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। 📅 ୧୪ ନଭେମ୍ବର ୨୦୨୬ 📍 ପଥରଚେପା ପଡ଼ିଆ, ବଲାଙ୍ଗିର 🔴 ସିଧାପ୍ରସାରଣ ଦେଖନ୍ତୁ: youtube.com/live/IQ8HWqX2zQY… #PMAYG #PradhanMantriAwasYojana #RuralDevelopment #Odisha @CMO_Odisha @RabiNaikBJP @IPR_Odisha
1
7
50
3,083
ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ବାସଗୃହ ବଣ୍ଟନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ। #PMAYG #RuralHousing #Odisha @CMO_Odisha @RabiNaikBJP
9
48
2,542
Zilla Parishad Nuapada retweeted
ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନ୍ୟା ଦାସ ଆଜି ବୋଡ଼େନ ବ୍ଲକର ଭଇସାଦାନୀ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗସ୍ତ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗ୍ରାମୀଣ ଭିତ୍ତିଭୂମି ଓ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। @CMO_Odisha @IPR_Odisha @PRDeptOdisha @SecyChief
1
2
12
1,019
Zilla Parishad Nuapada retweeted
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନୂଆପଡ଼ାଙ୍କ ନିର୍ଦ୍ଦେଶକ୍ରମେ, ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷା ଓ ପବନ ଆଶଙ୍କାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ନୂଆପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ JNV, KV, EMRS ଓ OAV ଗୁଡ଼ିକ ୨୮ ଓ ୨୯ ଅକ୍ଟୋବର ୨୦୨୬ ରେ ବନ୍ଦ ରହିବ।
2
2
29
12,374
Zilla Parishad Nuapada retweeted
ବାତ୍ୟା ସମ୍ପର୍କିତ ଗୁଜବରୁ ସତର୍କ ରୁହନ୍ତୁ ✅ IMD, SRC ଓ ଜିଲ୍ଲା ପ୍ରଶାସନର ସରକାରୀ ସୂଚନା ଉପରେ ଭରସା କରନ୍ତୁ। 🚫 ଅଯାଞ୍ଚିତ ଖବର କିମ୍ବା ମିଥ୍ୟା ବାତ୍ୟା ପୂର୍ବାନୁମାନ ସେୟାର କରନ୍ତୁ ନାହିଁ। ⚖️ ମିଥ୍ୟା ବିପର୍ଯ୍ୟୟ ସତର୍କ ସୂଚନା ପ୍ରସାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।
5
8
3,477
Zilla Parishad Nuapada retweeted
ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ। @CMO_Odisha @IPR_Odisha @rdmodisha @SRC_Odisha
3
15
1,416
Amrut Sarovar Safai Abhiyan in Nuapada District A cleanliness drive was conducted in Nuapada district to promote cleanliness, protect water bodies and encourage community participation in the conservation of local water resources. #AmrutSarovar #SafaiAbhiyan #Nuapada #WaterConservation #Swachhata #Odisha @CMO_Odisha @RabiNaikBJP @DM_Nuapada @NAdministration @MoRD_GoI @mopr_goi
3
13
1,288
Zilla Parishad Nuapada retweeted
ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଖଡ଼ିଆଳ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
2
15
5,385
Village Awareness Walkathon on SWM Rules, 2026 | Nuapada District A village awareness walkathon on Solid Waste Management (SWM) Rules, 2026, was organised at Goijhar village under Agren Gram Panchayat of Komna Block, led by the CDO-cum-EO, Nuapada. The initiative aimed to sensitise villagers about proper waste management, waste segregation and the importance of maintaining clean, healthy and sustainable villages. #SWM2026 #SolidWasteManagement #Swachhata #Nuapada #Komna #RuralDevelopment #Odisha @CMO_Odisha @RabiNaikBJP @DM_Nuapada @NAdministration
2
11
1,826
Zilla Parishad Nuapada retweeted
ପରିବର୍ତ୍ତନର କାହାଣୀ – ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିମାର ଗ୍ରାମର ସଞ୍ଜୁ ସାହୁଙ୍କ ପରିବାର ପାଇଁ ଦିନେ ମାଟି ଘର ହିଁ ଥିଲା ଏକମାତ୍ର ଆଶ୍ରୟ। ବର୍ଷା ଓ ଝଡ଼ ଆସିଲେ ଘରର ସୁରକ୍ଷାକୁ ନେଇ ବଢ଼ୁଥିଲା ଚିନ୍ତା। ୧/୨ @CMO_Odisha @IPR_Odisha @PRDeptOdisha
1
2
10
1,199
Zilla Parishad Nuapada retweeted
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ନୂଆପଡ଼ା ଜିଲ୍ଲାରେ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନୂଆପଡ଼ା ସଦର ମହକୁମାସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। #SHS2026 #SwachhataHiSeva2026 #Ashirwadkadiya
1
2
5
1,182
Zilla Parishad Nuapada retweeted
‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ୍ ୩.୦’ କାର୍ଯ୍ୟକ୍ରମ ଅବସରରେ ନୂଆପଡ଼ା ବ୍ଲକର ଡୁମେରପାଣି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl @CMO_Odisha @IPR_Odisha @PRDeptOdisha @moefcc @ForestDeptt @WCDOdisha
1
1
3
634
Zilla Parishad Nuapada retweeted
ପରିବର୍ତ୍ତନର କାହାଣୀ ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡାରେ ଶାଳ ପତ୍ରର ଖଲିଦନା ତିଆରି କରୁଛନ୍ତି ପ୍ରାୟ ୩୦ଜଣ ଗ୍ରାମୀଣ ମହିଳା।ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନ ଏବଂORMAS,ନୂଆପଡ଼ାର ସହଯୋଗରେ ସ୍ଥାପିତ ଏହି କେନ୍ଦ୍ର ଏକପଟେ ପରିବେଶ-ଅନୁକୂଳ ବିକଳ୍ପ ସୃଷ୍ଟି କରୁଥିବାବେଳେ,ଅନ୍ୟପଟେ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରୁଛି
1
4
10
693
Zilla Parishad Nuapada retweeted
🌱 ପରିବର୍ତ୍ତନର କାହାଣୀ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ‘ଲକ୍ଷପତି ଦିଦି’ ଯୋଜନାର ସହାୟତାରେ ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଞ୍ଚାୟତର କଳ୍ପଲତା ପ୍ରଧାନ ନିଜ ଜୀବିକାକୁ ସୁଦୃଢ଼ କରି ଆତ୍ମନିର୍ଭରତାର ନୂଆ ପରିଚୟ ଗଢ଼ିଛନ୍ତି। ତାଙ୍କ ସଫଳତାର କାହାଣୀ ଆଜି ଅନ୍ୟ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା।
1
1
3
763
Zilla Parishad Nuapada retweeted
Today, PM-RH, Nuapada, visited Sunabeda GP along with the BPC (RH) and BFT to inspect the incomplete houses under PM-JANMAN and PMAY-G. @CMO_Odisha @IPR_Odisha @PRDeptOdisha @NAdministration @DM_Nuapada
1
2
3
141
Zilla Parishad Nuapada retweeted
36 nos of PMAY 2.0 work order distributed at NAC KHARIAR ROAD
3
4
92
ପ୍ରକୃତିରୁ ରୋଜଗାର, ରୋଜଗାରରୁ ଆତ୍ମନିର୍ଭରତା। ନୂଆପଡ଼ାର ଗଙ୍ଗା ପ୍ରଡୁସର ଗ୍ରୁପ୍‌ର ୩୦ ଜଣ ମହିଳା ଓରମାସ ସହଯୋଗରେ ଆଧୁନିକ ମେସିନ୍‌ ମାଧ୍ୟମରେ ପ୍ରସ୍ତୁତ କରୁଛନ୍ତି ପରିବେଶ ଅନୁକୂଳ ପତ୍ରର ଖଲିଦନା। ଏହି ଉଦ୍ୟମର ଶୁଭ ଉଦ୍‌ଘାଟନ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା କରାଯାଇଥିଲା। ଏହି ପଦକ୍ଷେପ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ହ୍ରାସ ସହ ଗ୍ରାମୀଣ ମହିଳାଙ୍କ ପାଇଁ ଆୟର ନୂଆ ସୁଯୋଗ ସୃଷ୍ଟି କରୁଛି। ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିକୁ ଏକାସାଙ୍ଗରେ ସୁଦୃଢ଼ କରୁଛି ଏହି ଉଦ୍ୟମ। ସ୍ଥାନୀୟ ବଜାର, ହୋଟେଲ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏହି ଖଲିଦନା ବିକ୍ରି କରି ପ୍ରତ୍ୟେକ ମହିଳା ମାସିକ ପ୍ରାୟ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ପ୍ରକୃତିରୁ ମିଳୁଥିବା ସମ୍ପଦକୁ ନେଇ ରୋଜଗାରର ରାସ୍ତା ଖୋଜିଥିବା ଏହି ମହିଳାଙ୍କ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। #ORMAS #WomenEmpowerment #RuralLivelihood #Nuapada #PlasticFree #Odisha @ormas_odisha @CMO_Odisha @RabiNaikBJP @DM_Nuapada
1
3
1
20
2,435
Zilla Parishad Nuapada retweeted
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକ ଟିକସ ଆଦାୟ ଲକ୍ଷ ହାସଲ କରି ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଠାରୁ ୦୨ କୋଟି ସମାନ୍ନଜନକ ପୁରସ୍କାର ରାଶି ଲାଭ କରିଛନ୍ତି ।
1
7
101