Zilla Parishad Nuapada (@NAdministration) header
Zilla Parishad Nuapada (@NAdministration) profile picture

Zilla Parishad , Nuapada

Nuapada, India
Joined August 2018
Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)
Zilla Parishad Nuapada retweeted
Office Order for Control Room duty "AKVAN" Panchayat Samiti, Komna.
2
3
158
*ବିଶ୍ୱ ଶୌଚାଳୟ ଦିବସ – ୨୦୨୬ | ନୂଆପଡ଼ା* “*ସ୍ୱଚ୍ଛ ଶୌଚାଳୟ, ଗରିମାମୟ ଭବିଷ୍ୟତ*” ବାର୍ତ୍ତାକୁ ଆଧାର କରି ନୂଆପଡ଼ା ଜିଲ୍ଲାରେ ବିଶ୍ୱ ଶୌଚାଳୟ ଦିବସ – ୨୦୨୬କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଉଦ୍‌ଘାଟନ କରିଥିଲେ। @CMO_Odisha @IPR_Odisha @PRDeptOdisha @RWSS_Odisha
1
1
1
218
ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସମସ୍ତ ବିଡିଓ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ମାନବୀୟ ମର୍ଯ୍ୟାଦା ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଦିଗରେ ସାମୂହିକ ସଂକଳ୍ପକୁ ଦୋହରାଇଥିଲେ।
1
23
*ସ୍ୱଚ୍ଛ ଶୌଚାଳୟ – ଗରିମାମୟ ଭବିଷ୍ୟତ; ସୁସ୍ଥ ସମାଜ ଗଠନର ମୂଳଦୁଆ।* #WorldToiletDay2026 #SwachhSouchalaya #SSGB #SBMG #Nuapada #SanitationForAll #Cleanliness #PublicHealth
25
ନୂଆପଡ଼ାସ୍ଥିତ ଏସ୍‌ବିଆଇ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କରି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଧରୁଆ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର, ନୂଆପଡ଼ାର ସାଧାରଣ ପରିଚାଳକ (ଜିଏମ୍) ଶ୍ରୀ ସମୀର ମୁଦୁଲି ମହିଳା ଟେଲରିଂ ପ୍ରଶିକ୍ଷାର୍ଥୀଙ୍କ ସହ ମତବିନିମୟ କରିଥିଲେ।
1
2
3
105
ଏଥିରେ ନୂଆପଡ଼ା ଜିଲ୍ଲାର ପାଞ୍ଚଟି ବ୍ଲକ୍‌ରୁ ୩୪ ଜଣ ଯୁବତୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ପ୍ରବାସୀ ପରିବାରର ସଦସ୍ୟ। ସ୍ଥାନୀୟ ସ୍ତରରେ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
1
1
30
ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଧରୁଆ କହିଥିଲେ ଯେ, ଦକ୍ଷତା ବିକାଶ ହେଉଛି ଆତ୍ମନିର୍ଭରଶୀଳତାର ମୂଳ ଆଧାର। ପ୍ରଶିକ୍ଷଣ ସମାପ୍ତ ପରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ନିଜସ୍ୱ ଉଦ୍ୟମ ଆରମ୍ଭ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ସେ ଆହ୍ୱାନ ଦେଇଥିଲେ।
1
25
Today, the Addl. EO (Admin), ABDO and PM (RH) visited Sialati GP to inspect incomplete houses under the PMAY-G and AGJ schemes. Red notices were issued to defaulting beneficiaries, and they were motivated to complete their houses at the earliest.
1
2
118
Zilla Parishad Nuapada retweeted
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶା ପାଇଁ ନୂତନ ଆବାସ ଲକ୍ଷ୍ୟ ବଣ୍ଟନର ଶୁଭାରମ୍ଭ ଅବସରରେ ଆଜି ନୂଆପଡ଼ା ସଦର ମହକୁମା ସ୍ଥିତ ପୋଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। @CMO_Odisha @IPR_Odisha @NAdministration @PRDeptOdisha @mopr_goi @NuapadaHousing
2
4
17
1,706
ପକ୍କା ଘରର ସ୍ୱପ୍ନ ହେବ ସାକାର, ସମ୍ମାନର ସହ ବଞ୍ଚିବେ ଗ୍ରାମୀଣ ପରିବାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ହେବାକୁ ଯାଉଛି। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ସଦୟ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। 📅 ୧୪ ନଭେମ୍ବର ୨୦୨୬ 📍 ପଥରଚେପା ପଡ଼ିଆ, ବଲାଙ୍ଗିର 🔴 ସିଧାପ୍ରସାରଣ ଦେଖନ୍ତୁ: youtube.com/live/IQ8HWqX2zQY… #PMAYG #PradhanMantriAwasYojana #RuralDevelopment #Odisha @CMO_Odisha @RabiNaikBJP @IPR_Odisha
1
7
50
3,083
ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ବାସଗୃହ ବଣ୍ଟନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ। #PMAYG #RuralHousing #Odisha @CMO_Odisha @RabiNaikBJP
9
48
2,542
ନୂଆପଡ଼ା ଜିଲ୍ଲାର ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ବୈଠକ ଆଜି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। @CMO_Odisha @IPR_Odisha @PRDeptOdisha @sird_pr_odisha @DM_Nuapada
1
85
ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ଅନ୍ୟା ଦାସ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଓ ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସମେତ ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଉପସ୍ଥିତ ଥିଲେ।
1
29
ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ବିଭାଗୱାରୀ ଭାବେ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଲକ୍ଷ୍ୟଧାର୍ଯ୍ୟ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
20
Zilla Parishad Nuapada retweeted
ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନ୍ୟା ଦାସ ଆଜି ବୋଡ଼େନ ବ୍ଲକର ଭଇସାଦାନୀ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗସ୍ତ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗ୍ରାମୀଣ ଭିତ୍ତିଭୂମି ଓ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। @CMO_Odisha @IPR_Odisha @PRDeptOdisha @SecyChief
1
2
12
1,019
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା ସିନାପାଲି ବ୍ଲକ୍ ଗସ୍ତ କରି ବାତ୍ୟା ଅର୍ଣ୍ଣବ ମୁକାବିଲା ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଏହା ସହ "ମାଁ ଗୃହ" ପରିଦର୍ଶନ କରି ଗର୍ଭବତୀ ମାଁମାନଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
1
3
154
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ଅଂଶସ୍ୱରୂପ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା, ବିଡିଓ ସିନାପାଲି, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବରଗାଁ ଗ୍ରାମ ପଞ୍ଚାୟତସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। @CMO_Odisha @IPR_Odisha @SRC_Odisha @rdmodisha
1
1
4
128
ଏହି ଅବସରରେ ବାତ୍ୟାର ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା।
1
43