ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__) header
ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__) profile picture

#Deploma in Early Child hood care and Education ମୁଁ ଓଡ଼ିଶା ଝିଅ,ମୁଁ ଓଡ଼ିଆ ବୋହୂ #Social Activist #Cordinator of @kriaafoundation #ChiefAdviser of @Blood_4_Odisha

Boudh,Odisha,India
Joined August 2020
Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)Photo by ପୂଜାରାଣୀ ପାତ୍ର🇮🇳MissPuja_ (@MissPuja__)
For your kind information and take necessary action immediately. @KRIAAFOUNDATION @jenamani_lili
ଢେ଼ଙ୍କାନାଳ: ହିନ୍ଦୋଳ ବ୍ଲକ ଅସରଡ଼ା ପଞ୍ଚାୟତ ବାର୍ଷିଙ୍ଗା ଗ୍ରାମର ପିଣ୍ଟୁ ଭୂତିଆ କ୍ୟାନ୍ସର ରୋଗରେ ପିଡିତ ଅଛନ୍ତି, ଅର୍ଥ ଅଭାରୁ ଚିକିତ୍ସା କରିପାରୁ ନାହାଁନ୍ତି l ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଉ l Respected @CMO_Odisha @MahalingMukesh @HFWOdisha @OdishaRedcross @IndianRedCross @dept_ga
1
55
ପୂଜାରାଣୀ ପାତ୍ର🇮🇳MissPuja_ retweeted
Please resolve this issue.@CMO_Odisha @TPCentralOdisha @KatakaDM
2
2
86
ପୂଜାରାଣୀ ପାତ୍ର🇮🇳MissPuja_ retweeted
1
9
18
217
ପୂଜାରାଣୀ ପାତ୍ର🇮🇳MissPuja_ retweeted
9
13
982
ପୂଜାରାଣୀ ପାତ୍ର🇮🇳MissPuja_ retweeted
Dear @CMO_Odisha @KVSinghDeo1 @EnergyOdisha ବାରମ୍ବାର କହୁଥିଲେ power cut ହେବନି ବୋଲି । @dmboudh ଜିଲ୍ଲା ର sarasara ରେ ଦିନ ୧ ରୁ ମନ ଇଚ୍ଛା ବିଦ୍ୟୁତ ଯିବା ଆସିବା କରୁଚି। ଠିକ୍ ରେ ୧୫ ମିନିଟ୍ ବି ରହୁନି । ଏତେ ଖରାରେ କଣ କାମ ରହୁଚି ଯେ ଏତେ ହୋଇରାନ୍ କରା ହେଉଚି । @TPSouthOdisha ଏତେ ଗଲୁଆମୀ ଠିକ୍ ନୁହେଁ ।
4
5
14
823
ପୂଜାରାଣୀ ପାତ୍ର🇮🇳MissPuja_ retweeted
ଢ଼େଙ୍କାନାଳ: କାମାକ୍ଷାନଗର ବ୍ଲକ ମୋଟା ଗାଁର ପ୍ରତାପ ମଲ୍ଲିକ ୧୦୦% ଭିନ୍ନକ୍ଷମ।୫ବର୍ଷ ତଳେ ଟ୍ରାଇ ସାଇକେଲ ପାଇଥିଲେ।ତାହା ଭାଙ୍ଗି ଗଲାଣି।୨ଥର IOCL କ୍ୟାମ୍ପ ଯାଇ ମଧ୍ୟ କିଛି ମିଳିନାହିଁ। ବାରମ୍ୱାର ଅଭିଯୋଗ ସତ୍ବେ ସୁଫଳ ମିଳୁନି। @SSEPD2 @districtadmndkl @CMO_Odisha @SecyChief @_anugarg @NityanandaBJP @JanaSunani
6
20
30
988
ପଣା ସଂକ୍ରାନ୍ତି ହେଉଛି ନୂଆ ଆରମ୍ଭର ସମୟ 🌞 ନୂଆ ଲକ୍ଷ୍ୟ, ନୂଆ ଚିନ୍ତାଧାରା, ନୂଆ success 💼 Health + Wealth + Happiness — ଏହି ବର୍ଷର mission କରନ୍ତୁ ନିଜେ ସୁସ୍ଥ ରହିବା ସହିତ ନିଜ ପାରିବାର ସହିତ ଖୁସି ରୁହନ୍ତୁ ✨ ଶୁଭ ଓଡ଼ିଆ ନବବର୍ଷ 🙌
7
59
Gd evening friends 🙏🩷🙏 କିଛି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ମୁଁ online ରେ ଆସି ପାରି ନଥିଲି, ତେଣୁ ମୁଁ ଦୁଃଖିତ। ମୁଁ ପୁଣି ଆସୁଛି ଆପଣଙ୍କ ସମସ୍ୟା ର ସମାଧନ କରାଇବା ପାଇଁ।
2
57
ପୂଜାରାଣୀ ପାତ୍ର🇮🇳MissPuja_ retweeted
Replying to @CMO_Odisha
@CMO_Odisha @nhmodisha @HFWOdisha @MahalingMukesh @dmboudh @BoudhgarhNac @BoudhCdmo ବୌଦ୍ଧ DHH ମେଡିକାଲ ପରିସରରେ ଥିବା ପିଇବା ପାଣି ଅନେକ ଦିନ ହେଲାଣି ଖରାପ ହୋଇଚି । ତୁରନ୍ତ ଏହାକୁ ମରାମତି କରିବାକୁ ଅନୁରୋଧ @AmaShasana @SecyChief @kanak_news
1
4
7
152
ପୂଜାରାଣୀ ପାତ୍ର🇮🇳MissPuja_ retweeted
Replying to @CMO_Odisha
@CMO_Odisha @SecyChief @TPSouthOdisha @dmboudh For your kind information & take necessary action.
2
2
6
124
ପୂଜାରାଣୀ ପାତ୍ର🇮🇳MissPuja_ retweeted
For your kind information & take necessary action. @CMO_Odisha @PRDeptOdisha @dmboudh
2
4
167
ପୂଜାରାଣୀ ପାତ୍ର🇮🇳MissPuja_ retweeted
Please resolve this issue.@CMO_Odisha @DistAdmKeonjhar
1
1
2
111
ପୂଜାରାଣୀ ପାତ୍ର🇮🇳MissPuja_ retweeted
🔸ବାପାଙ୍କ ସଂଘର୍ଷମୟ ଜୀବନ ଭିତରେ ଝିଅର ବାହାଘର ଚିନ୍ତା। 🔸ନାବାଳକ ୨ ପୁଅ ଶାରୀରିକ ଅକ୍ଷମ। 🔸ବଡ଼ପୁଅ ରୋହିତ ଙ୍କୁ ଆବଶ୍ୟକ ଅନୁଯାୟୀ ମିଳୁନି ସରକାରୀ ସହାୟତା। 🔸ସାନପୁଅ ଆକାଶ କୁ ଉଚ୍ଚତର ଚିକିତ୍ସା ପାଇଁ ଦାଉ ସାଜିଛି ଅର୍ଥ। 🔸ଦୁଃଖଭରା କାହାଣୀ ଟି ତରଭା ବ୍ଲକ ଅଧୀନ ରୁଗୁଡ଼ିପାଲି ର ପବିତ୍ର ମେହେର ଙ୍କ ପରିବାରରେ। @CMO_Odisha
11
13
29
999
ଅନୁଗୋଳ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ନିକଟକୁ ଜନଶୁଣାଣୀ ମାଧ୍ୟମରେ ଆସୁଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ହୋଇପାରୁନାହିଁ, ସମସ୍ତ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିମନ୍ତେ @MohanMOdisha ଙ୍କ ନିର୍ଦେଶ ଥିଲେ ସୁଦ୍ଧା ବେଖାତିରି କରୁଛନ୍ତି ଶିକ୍ଷାଅଧିକାରୀ, ତୁରନ୍ତ ଅଭିଯୋଗର ସମାଧାନ କରାଯାଉ @SMEOdisha @CMO_Odisha
Replying to @SMEOdisha
@SMEOdisha @NityanandaBJP @ThirumalaNaik4 ଅନୁଗୋଳ ଜିଲ୍ଳା ଆଠମଲ୍ଲିକ ବ୍ଲକ କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଭାଙ୍ଗି ବିଦ୍ୟାଳୟ ପରିସରରେ GPLF ଗୃହ ନିର୍ମାଣ କରାଯାଉଥିଲେ ସୁଦ୍ଧା ଚୁପ କାହିଁକି? @CMO_Odisha କେବେଠୁ ବିଦ୍ୟାଳୟ ପରିସର ଭିତରେ ମିଶନଶକ୍ତି କାଫେ ନିର୍ମାଣ କରିବାକୁ ଅନୁମତି ଦେଇଛି I
4
6
27
1,691
ପୂଜାରାଣୀ ପାତ୍ର🇮🇳MissPuja_ retweeted
Replying to @PravatiPOdisha
ଯନ୍ତ୍ରଣା ଯୋଜନା ଏହି ଲୋକର ତୃତୀୟ କିସ୍ତି ଛାତ୍ର ବୃତ୍ତି ପାଇଁ କାଟିଛନ୍ତି ବୟସ 53 ଓ ମୁଖ୍ୟ କଥା ତାଙ୍କର ଛୁଆପିଲା ନାହାନ୍ତି
1
1
3
202
ପୂଜାରାଣୀ ପାତ୍ର🇮🇳MissPuja_ retweeted
Kindly look into this matter @homeodisha @odisha_police @spdhenkanal @DGPOdisha
I am Satyabrat Naik, father- Sunia Naik, Ruchir Naik, father- Chihiru Naik have filed a false case in my name. Which is causing me mental stress as well as damaging my self-respect. But Hindol police is not accepting my complaint. @homeodisha @DGPOdisha @spdhenkanal
4
14
1,052
ଏଥିପ୍ରତି ଦୃଷ୍ଟିଦେବାକୁ ସ୍ୱାସ୍ଥ୍ୟବିଭାଗ କୁ ଅନୁରୋଧ @BoudhCdmo @dmboudh @HFWOdisha @nhmodisha @MahalingMukesh @sarojpofficial @CMO_Odisha @SecyChief @SecyAgriGoI @SKPanigrahiBJP
ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ MRI & CT SCAN ହେଉନଥିବାରୁ ରୋଗୀ ଠିକ୍ ସମୟରେ ଉତ୍ତମ ଚିକିତ୍ସା ପାଇପରୁନାହାନ୍ତି।ଅନେକ ସମୟରେ ରୋଗୀ ବୁର୍ଲା କିମ୍ବା କଟକ ରେଫର୍ ହେଉଛନ୍ତି ।ବୌଦ୍ଧଜିଲ୍ଲାର ରୋଗୀ କିମ୍ବା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ଭର କରୁଥିବା ରୋଗୀ ନାହିଁନଥିବାର ଅସୁବିଧା ସମ୍ମୁଖୀନହେଉଛନ୍ତି 1/2 @BoudhCdmo
3
8
538
ପୂଜାରାଣୀ ପାତ୍ର🇮🇳MissPuja_ retweeted
ନାକଟିଦେଉଳ ତହସିଲ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ଏବଂ ବଳମ ଅଞ୍ଚଳରୁ ଦୀର୍ଘଦିନ ହେଲା ଶଙ୍ଖନଦୀରୁ ବାଲି ଚୋରାଚାଲାଣ ହେଉଛି ଦିନଦ୍ୱିପ୍ରହରରେ l ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ @CMO_Odisha / @rdmodisha ଙ୍କୁ ଅନୁରୋଧ @sureshkpujari @DmSambalpur @homeodisha @TNaktideul
2
1
11
299