ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଯେତିକି ମହାନ କାର୍ଯ୍ୟ, ରକ୍ତଦାନ ପରେ ନିଜ ଶରୀରକୁ ସୁସ୍ଥ ଓ ସତେଜ ରଖିବା ମଧ୍ୟ ସେତିକି ଆବଶ୍ୟକ।
ରକ୍ତଦାନ ପରେ ଏହିସବୁ କଥା ନିଶ୍ଚିତ ଭାବେ ଧ୍ୟାନରେ ରଖନ୍ତୁ।
#BloodDonationAwarene #PostDonationCare #OdishaRedCross
1
47
ଆମ ଶିରାରେ ହିଁ ରହିଛି ଜୀବନ ବଞ୍ଚାଇବାର ମହାଶକ୍ତି, ଯାହାର ସଦୁପଯୋଗ କରି ଆମେ କାହାର ଅମୂଲ୍ୟ ଜୀବନରେ ନୂତନ ଆଶା ଓ ଆଲୋକ ଭରିପାରିବା। ଆସନ୍ତୁ, ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ନିଜର ଯୋଗଦାନ ଦେବା।
#BloodDonation #SaveLives #OdishaRedCross
41
ବିପତ୍ତି ସମୟରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା ହିଁ ପ୍ରକୃତ ମାନବସେବା। ଓଡ଼ିଶା ରେଡକ୍ରସ୍ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ଓ ଜନସେବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।
#OdishaRedCross #DisasterRelief
1
42
Red Cross Odisha retweeted
School kids at the Indian Red Cross Society stall (#24) at #IITF2026 explored WASH, personal hygiene & safe water treatment—building resilient communities through youth engagement.
Check out their emergency relief & humanitarian work! 💧🧼🌟
#MoHFW #IFRC #ICRC #SafeWater
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ରେଡକ୍ରସ୍ ଭବନ, ଭୁବନେଶ୍ୱରଠାରେ ଯୁବ ରେଡକ୍ରସ୍ ପରାମର୍ଶଦାତାମାନଙ୍କର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରଶିକ୍ଷଣ ଶିବିରରେ ଜରୁରୀକାଳୀନ ପରିସ୍ଥିତିର ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଛି।
39
ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତି, ମାନବସେବା ଓ ରିଲିଫ୍ କାର୍ଯ୍ୟରେ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି।
#OdishaRedCross #DisasterRelief
#CycloneAkvan
1
67
ବାତ୍ୟା ସମୟରେ ସତର୍କ ରୁହନ୍ତୁ ଏବଂ ସରକାରଙ୍କ ଦ୍ୱାରା ଦିଯାଉଥିବା ସୂଚନା ଏବଂ ପରାମର୍ଶକୁ ମାନି ଚଳନ୍ତୁ l
ସାମାନ୍ୟ ସାବଧାନତା ଆପଣଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ।
#CycloneAkvan
2
66
ବାତ୍ୟା ଅକୱାନ୍ର ମୁକାବିଲା କରିବା ସହ ବିପଦ ସମୟରେ ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ରିଲିଫ୍ ସାମଗ୍ରୀ ଓ ଆବଶ୍ୟକୀୟ ସହାୟତା ପାଇଁ ପ୍ରସ୍ତୁତି କରାଯାଇଛି।
#CycloneAkvan #Odisha #RedCrossSociety #DisasterPreparedness
1
70
ସମ୍ଭାବ୍ୟ ବାତ୍ୟା ଅକୱାନ୍କୁ ଦୃଷ୍ଟିରେ ରଖି ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ରିଲିଫ୍ ପ୍ରସ୍ତୁତି ଜୋରଦାର କରାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ୍ ପରେ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି।
#CycloneAkvan #Odisha #RedCrossSociety #DisasterPreparedness
1
83
ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ। ନିଜେ ସଚେତନ ହୁଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଡ଼କ ସୁରକ୍ଷା ପ୍ରତି ସଚେତନ କରାନ୍ତୁ। ଆପଣଙ୍କର ଟିକିଏ ସତର୍କତା, ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରେ।
#RedCrossOdisha #RoadSafety
1
51
ଆପଣଙ୍କ ଦ୍ୱାରା ଦାନ କରାଯାଇଥିବା ବୁନ୍ଦାଏ ରକ୍ତ, ମାନବିକତାର ସବୁଠାରୁ ବଡ଼ ପରିଚୟ। ଆସନ୍ତୁ ସ୍ୱେଚ୍ଛାକୃତ ରକ୍ତଦାନ କରି କାହାର ହଜିଯାଉଥିବା ଆଶାକୁ ନୂତନ ଜୀବନ ଦେବା।
#BloodDonation #RedCrossOdisha
1
1
44
ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପରିସରରେ ୧୨ ନଭେମ୍ବରରୁ ୧୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୬’ ଅବସରରେ ଜୁନିୟର ରେଡ୍କ୍ରସ୍, ଓଡ଼ିଶା ରାଜ୍ୟ ଶାଖା ତରଫରୁ ‘ଆଶୁ ଚିକିତ୍ସା ସେବା କେନ୍ଦ୍ର’ ଶୁଭାରମ୍ଭ ହୋଇଛି।
1
61
ଏହି ମହୋତ୍ସବରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ, ଅଂଶଗ୍ରହଣକାରୀ ଏବଂ ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ଆମର ସମର୍ପିତ ଜୁନିଅର ରେଡକ୍ରସ୍ ଟିମ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିଲେ ।
#OdishaRedCross
15
Red Cross Odisha retweeted
IRCS Secretary General Mr. Lalit Wadhwa, along with @MoHFW_INDIA officials, inspected Stall No. 24 at #IITF2026 today.
The Indian Red Cross Society is showcasing its vital Relief and WASH (Water, Sanitation & Hygiene) initiatives. Visit us to learn more!
#MoHFW #IFRC #ICRC
ଆପଣ ଜାଣନ୍ତି କି?
O+ ରକ୍ତଗ୍ରୁପ୍ ହେଉଛି ସବୁଠାରୁ ସାଧାରଣ ଏବଂ ଅଧିକ ମିଳୁଥିବା ରକ୍ତଗ୍ରୁପ୍ ଅଟେ ଏବଂ ଏହା ପ୍ରାୟ ୩୭% ରୁ ୪୦% ଲୋକଙ୍କ ଶରୀରରେ ଦେଖିବାକୁ ମିଳିଥାଏl
1
44
ଜୀବନରେ ଏକ ସ୍ୱତନ୍ତ୍ର ଓ ମହାନ ପରିଚୟ ସୃଷ୍ଟି କରିବାର ସବୁଠାରୁ ସୁନ୍ଦର ମାଧ୍ୟମ ହେଉଛି ସ୍ୱେଚ୍ଛାକୃତ ରକ୍ତଦାନ। ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ କାହା ନିରାଶାପୂର୍ଣ୍ଣ ଜୀବନରେ ନୂତନ ଆଶାର ସଞ୍ଚାର କରିପାରିବ ଏବଂ ଜରୁରୀକାଳୀନ ସମୟରେ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ।
#GiveBloodGiveHope #OdishaRedCross
44
ରକ୍ତଦାନ କେବଳ ଗୋଟିଏ ପ୍ରକ୍ରିୟା ନୁହେଁ, ଏହା କାହା ଜୀବନରେ ନୂଆ ଆଶାର କିରଣ ଭରିଦେବାର ଏକ ମହାନ ସଂକଳ୍ପ। ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ ଆଉ କାହାକୁ ଜୀବନର ଏକ ନୂତନ ସୁଯୋଗ ଦେଇପାରିବ।
ଆସନ୍ତୁ, ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ମହାନ କାର୍ଯ୍ୟ ପାଇଁ ଉତ୍ସାହିତ କରିବା।
#BloodDonation #RedCrossOdisha
44
ରକ୍ତଦାନ ଏକ ମହତ ଦାନ, ନିୟମିତ ଭାବେ ରକ୍ତଦାନ କରନ୍ତୁ ଏବଂ ଅମୂଲ୍ୟ ଜୀବନ ରକ୍ଷା କରନ୍ତୁ।
#BloodDonation #SaveLives #RedCrossOdisha
40












































