Dileswar Jena retweeted
#NoNPS_NoUPS_OnlyOPS
#NoTET_BeforeRTE
#NoNPS_NoUPS_OnlyOPS
ନା NPS, ନା UPS କେବଳ OPS
@PMOIndia
@narendramodi
@CMO_Odisha
@MohanMOdisha
@KVSinghDeo1
@PravatiPOdisha
@NmopsO
@vijaykbandhu
@BIJAYMALLA
Dileswar Jena retweeted
Replying to @CMO_Odisha
@CMO_Odisha @GovernorOdisha @IPR_Odisha @PravatiPOdisha @HFWOdisha OSSSC has selected MPHW Male since some months.. choice locking closed as directed by honourable Government of Odisha.Nijulti mela date has published,but postponed due to inconvenience caused at Govt level.
ସମ୍ମାନୀୟ 🙏@MohanMOdisha @SecyChief @HFWOdisha ଙ୍କୁ #MPHW(M)#Pharmacist ପ୍ରାଥୀ ବିନମ୍ର ଅନୁରୋଧ କରୁ କି ଯଥା ଶୀଘ୍ର ଆମ୍ଭମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡିଶା ର ମାନ ବୃଦ୍ଧି ହେବା ସହ ରାଜ୍ୟ ବାସୀଙ୍କୁ ଉତ୍ତମ୍ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ସହାୟକ ହେବ।
Dileswar Jena retweeted
ସମ୍ମାନୀୟ 🙏@MohanMOdisha @SecyChief @HFWOdisha ଙ୍କୁ #MPHW(M)#Pharmacist ପ୍ରାଥୀ ବିନମ୍ର ଅନୁରୋଧ କରୁ କି ଯଥା ଶୀଘ୍ର ଆମ୍ଭମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡିଶା ର ମାନ ବୃଦ୍ଧି ହେବା ସହ ରାଜ୍ୟ ବାସୀଙ୍କୁ ଉତ୍ତମ୍ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ସହାୟକ ହେବ।
Dileswar Jena retweeted
Replying to @CMO_Odisha
Dileswar Jena retweeted
OSSSC ର ଫାର୍ମାସି ଅଫିସର ଏବଂ MPHW M ନିଯୁକ୍ତି ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ Dr mukesh Mahaling ସାର ଙ୍କୁ ନିବେଦନ କରୁଛୁ.
@CMO_Odisha @MohanMOdisha @MahalingMukesh @sambitswaraj
Dileswar Jena retweeted
ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରରେ ଆୟୁର୍ବେଦର ପ୍ରଚାର ପ୍ରସାର ଓ ଆୟୁର୍ବେଦ ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଭାଗ ଗଠନ ହେବ। ଆମେ ଆୟୁର୍ବେଦର ପ୍ରଚାର ପ୍ରସାର ଓ ଲୋକଙ୍କ ପାଖକୁ ଆୟୁର୍ବେଦିକ ଔଷଧ ପହଞ୍ଚାଇବା ପାଇଁ ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଗଠନ ହେବ ଯେଉଁଥିରେ ଜଣେ ଯୋଗ ଶିକ୍ଷକ ରହିବେ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁର୍ବେଦ ଔଷଧ ମିଳିବ । ଆଗାମୀ ଦିନରେ ଆମେ ରାଜ୍ୟରେ ଆହୁରି ଆୟୁର୍ବେଦିକ କଲେଜ ଖୋଲିବା ସହ ପିଜି ପାଠ୍ୟକ୍ରମ ଉପଲବ୍ଧ କରିବୁ । ଏହା ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ।
#9thAyurvedaDay #AyurvedaInnovationforGlobalHealth
Dileswar Jena retweeted
ପ୍ରତି ଜନ ଆରୋଗ୍ୟ ମନ୍ଦିର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଫାର୍ମାସି ଅଫିସର ପୋଷ୍ଟିଙ୍ଗ ଦିଆ ଯାଉ. ଫାର୍ମାସି ଅଫିସର ମାନେ ତୃଣ ମୂଳ ସ୍ତର ରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗେଇ ଦେଇ ପାରିବେ. @MohanMOdisha @MahalingMukesh @dpradhanbjp @JPNadda @PMOIndia @HFWOdisha @MoHFW_INDIA @DrMontuPatel
Dileswar Jena retweeted
ଓଡିଶା ରେ ନିରାମୟ ଯୋଜନା ଫେଲ, ମାଗଣା ଔଷଧ ଯୋଜନା ଫେଲ,ଘଣ୍ଟା ଘଣ୍ଟା ଲାଇନ ରେ ଛିଡା ହେଇ ଔଷଧ ନ ନେଇ ଫେରୁଛନ୍ତି ରୋଗୀ. ଆବଶ୍ୟକ 30000 ଫାର୍ମାସି ଅଫିସର ଅଛନ୍ତି 2600. @CMO_Odisha @mohanmajhi_BJP @MohanMOdisha @dpradhanbjp @MahalingMukesh @AprajitaSarangi @Naveen_Odisha @vkpandianod @rashtrapatibhvn
Dileswar Jena retweeted
ସାଧାରଣ ଲୋକ ଟିଏ ବୁଝି ପାରୁଛନ୍ତି କିନ୍ତୁ ଓଡିଶା ସ୍ୱାସ୍ଥ୍ୟ ବିଭାଗ ବୁଝି ପାରୁ ନାହାନ୍ତି. ହଜାର ହଜାର ଫାର୍ମାସିଷ୍ଟ ବେକାର ହେଇ ଦାଦନ ଖଟିବାକୁ ଯାଉଛନ୍ତି ଆଶା ଅଙ୍ଗନବାଡି anm ନର୍ସ ଶିକ୍ଷକ ଔଷଧ ବାଣ୍ଟୁ ଛନ୍ତି. @CMO_Odisha @Vkpandianfancl1 @dpradhanbjp @AprajitaSarangi @dasraghubar @HFWOdisha @otvkhabar
Dileswar Jena retweeted
ଜିଲ୍ଲା ସଦରମହକୁମାରୁ ଶ୍ରୀକ୍ଷେତ୍ର ପୁରୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha 'ଶ୍ରୀଜଗନ୍ନାଥ ଏକ୍ସପ୍ରେସ' ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦% ରହିବ। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଚଳାଚଳ ଆରମ୍ଭ କରିବାକୁ ଯାଉଛି।
Dileswar Jena retweeted
ସ୍ୱାସ୍ଥ୍ୟ ବିଭାଗ 5009 ଫାର୍ମାସି ଅଫିସର ଜାଗାରେ 2619 ଫାର୍ମାସି ଅଫିସର ଙ୍କୁ କାମ କରାଉଛି. ଆଜି ଛତ୍ରପୁର ହସ୍ପିଟାଲ ଗଞ୍ଜାମ ରେ ଜଣେ ଫାର୍ମାସି ଅଫିସର କୁ ସହ ସହ ରୋଗୀ. Osssc ଏବଂ ସ୍ୱାସ୍ଥ୍ୟ ବିଭାଗ 1002 ଫାର୍ମାସି ଅଫିସର ପୋଷ୍ଟ କୁ କାଟି 206 କରି ଦେଲା. ବିଜେଡି ସରକାର କଣ ବୁଝବ ଆମ ଦୁଃଖ??? @CMO_Odisha @vkpandianod
Dileswar Jena retweeted
ଯେଉଁ ଭଳି ଭାବରେ @HFWOdisha ହଜାର ହଜାର ଫାର୍ମାସୀ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ ଖେଳିଲା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ରେ ପଦବୀ ସଂଖ୍ୟା ବୃଦ୍ଧି ହେବା ବଦଳରେ Cadre Restructure କୁ ଆଳ କରି ପଦବୀ ସଂଖ୍ୟା ଆଶ୍ଚଯ୍ୟଜନକ ଭାବରେ ୧୦୦୨ ରୁ ୨୦୬ କୁ କମିବା। କଦାପି ଗ୍ରହଣୀୟ ନୁହେଁ।@CMO_Odisha
Dileswar Jena retweeted
"Haikyu!!" spin-off manga "Haikyu-bu!!" Volume 6 by Kyohei Miyajima.
On sale in Japan May 2nd.
Dileswar Jena retweeted
Elite box with TMC Metal card is here! 🎉🍻
Let's go @tmcnft_ 🚀




























