Odisha Registered Pharmacist Association (@OdishaRegister1) header
Odisha Registered Pharmacist Association (@OdishaRegister1) profile picture

Official Twitter handle of Odisha Registered Pharmacist Association affiliated under Akhila Bharatiya Pharmacist Association regn.- 1508/2019 (ABPA)

Bhubaneshwar, India
Joined May 2022
Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)Photo by Odisha Registered Pharmacist Association (@OdishaRegister1)
"Odisha Govt must intervene in OSSSC's delay in releasing results for Pharmacy Officer & MPHW (M) posts. With 1657 vacancies, applicants deserve timely updates on the recruitment process. @CMO_Odisha @MahalingMukesh @MohanMOdisha @dpradhanbjp @JPNadda @KVSinghDeo1 @MoHFW_INDIA
42
62
2
85
2,258
Odisha Registered Pharmacist Association retweeted
आदरणीय @BhajanlalBjp जी आप प्रधानमंत्री जी @narendramodi के हर सपने को पूरा करने की पूरी कोशिश कर रहे है, अभी हाल ही में PM मोदी जी ने मन की बात कार्यक्रम में #फार्मासिस्ट की चिकित्सा विभाग में महत्त्वपूर्ण भूमिका निभाने के बारे में सराहना की थी, लेकिन माननीय मुख्यमंत्री जी हमारे राजस्थान में निःशुल्क दवा योजना के कर्णधार #फार्मासिस्ट की स्थिति अच्छी नहीं है, फार्मासिस्ट की पूरे राजस्थान में समान रूप से कमी है, जिस कारण चिकित्सा विभाग का पूरा सिस्टम चरमराया हुआ, अत: मेरा @KumariDiya ओर @GajendraKhimsar जी से निवेदन है कि इस मामले को संज्ञान लेते हुए तुरंत @RajGovOfficial को 10,000 पदों पर भर्ती निकालनी चाहिए। @8PMnoCM @aishwaryam99 @arvindchotia @pantlp
9
47
51
669
Odisha Registered Pharmacist Association retweeted
ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଫାର୍ମାସିଷ୍ଟମାନେ ହେଉଛନ୍ତି ଆମ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଏବଂ ପ୍ରଚ୍ଛଦପଟର ନାୟକ। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ସମର୍ପଣ ଭାବ ସହିତ ଗୁଣାତ୍ମକ ସେବା ପ୍ରଦାନ ଜାରି ରଖିବା ପାଇଁ ଆହ୍ଵାନ କରୁଛି। #WorldPharmacistDay
28
18
2
139
3,561
ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଉଛି। ଫାର୍ମାସିଷ୍ଟମାନେ ଆମ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଏବଂ ପ୍ରଚ୍ଛଦପଟର ନାୟକ। ସମସ୍ତଙ୍କୁ ସମର୍ପଣ ଭାବ ସହିତ ଗୁଣାତ୍ମକ ସେବା ପ୍ରଦାନ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରୁଛି। #WorldPharmacistDay
2
1
3
82
Odisha Registered Pharmacist Association retweeted
Happy #WorldPharmacistDay! 💊 Today, we celebrate the dedicated professionals who ensure our health and safety with their knowledge, care, and commitment. Thank you for being the bridge between medicine and wellness, and for tirelessly working to make the world a healthier place.
45
78
6
270
18,662
"Happy Birthday to Hon'ble Education Minister @dpradhanbjp! Wishing you a day filled with joy, love, and celebration. May your vision for education continue to inspire and empower millions! #HappyBirthday #EducationMinister"
2
1
11
181
Odisha Registered Pharmacist Association retweeted
The Indian Air Force (IAF) has successfully executed its assigned tasks in Operation Sindoor, with precision and professionalism. Operations were conducted in a deliberate and discreet manner, aligned with National Objectives. Since the Operations are still ongoing, a detailed briefing will be conducted in due course. The IAF urges all to refrain from speculation and dissemination of unverified information. #OpSindoor #IndianArmedForces #IndianAirForce #OperationalCapability @DefenceMinIndia @MEAIndia @MIB_India @SpokespersonMoD @HQ_IDS_India @adgpi @IndiannavyMedia
7,814
27,649
3,945
122,321
7,979,917
Odisha Registered Pharmacist Association retweeted
ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ @MahalingMukesh sir ଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।।
11
7
1
27
648
Inclusion of Pharmacists in Upcoming Online Training on Wound Management and Infection Prevention and Control (IPC). @MoHFW_INDIA @PMOIndia @JPNadda @narendramodi @dpradhanbjp @WHO @HFWOdisha @CMO_Odisha @SpokespersonMoD
2
5
20
363
ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ସାର, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ @MahalingMukesh ସାର ଏହା ଉପରେ ଧ୍ୟାନ ଦେବାକୁ ଅନୁରୋଧ. @CMO_Odisha @HFWOdisha @otvkhabar @kanak_news @ZeeOdisha @NEWS7Odia @satyapathalive @dpradhanbjp
9
11
20
416
Odisha Registered Pharmacist Association retweeted
ନୂତନ ସରକାର ଙ୍କ ଉପରେ ବହୁତ ଭରସା ଲୋକ ମାନଙ୍କର ତେଣୁ ଶୁଭ ଦୃଷ୍ଟି ଏକାନ୍ତ କାମ୍ୟ @CMO_Odisha @DBalasore @MahalingMukesh @OdishaRegister1 @CDMPHOBalasore @HFWOdisha @PravatiPOdisha @PMOIndia
2
3
2
4
226
ଭାରତ ସ୍ୱାଧୀନତା ପର ଠୁ ଓଡିଶା ର ୮୦ ଶତକଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସି ଅଫିସର ମାନେ ରୋଗୀ ସେବା ଯୋଗେଇ ଦେଇ ଆସୁଛନ୍ତି. କିନ୍ତୁ ଓଡିଶା ସରକାର ନୂତନ ଫାର୍ମାସି ଅଫିସର ପୋଷ୍ଟିଙ୍ଗ ଦେଉ ନାହାନ୍ତି.@CMO_Odisha @MohanMOdisha @MahalingMukesh @dpradhanbjp @KVSinghDeo1 @suryabanshibjp 2/1
9
9
22
344
ଓଡିଶା ରେ ୪. ୮୬ କୋଟି ଜନତା ଙ୍କ ପାଇଁ ଅଛନ୍ତି ମାତ୍ର ୨୨୦୦ ଜଣ ଫାର୍ମାସି ଅଫିସର.୨୨୦୦୦ ଜନତାଙ୍କ ପାଇଁ ଜଣେ ଫାର୍ମାସି ଅଫିସର ଅଛନ୍ତି. ୱାର୍ଲଡ ହେଲଥ ଅର୍ଗାନାଇଜେସନ @WHO ଅନୁସାରେ ୨୦୦୦ ଲୋକ ରେ ଜଣେ ଫାର୍ମାସି ଅଫିସର ଆବଶ୍ୟକ.WHO ଅନୁସାରେ ଓଡିଶା ରେ ୨୪୩୦୦ ଫାର୍ମାସି ଅଫିସର ଆବଶ୍ୟକ. @CMO_Odisha @MahalingMukesh 2/2
1
1
8
164
ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ସାର,ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ @MahalingMukesh ସାର ଙ୍କୁ ଅନୁରୋଧ osssc ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ. ଯଦି osssc ଉପରେ କୌଣସି କାର୍ଯନୁଷ୍ଠାନ ନ ନିୟା ଯାଏ ଆମେ ମାନେ ଜାଣିବୁ ଜେ ଓଡିଶା ସରକାରଙ୍କ ଉପରେ ଟ୍ୱିଟର ର ପ୍ରଭାବ କିଛି ନାହିଁ.@CMO_Odisha
20
44
1
70
956
Odisha Registered Pharmacist Association retweeted
#BreakingNews ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। #PrakashMishra #FormerDGP
16
14
3
152
6,085
Odisha Registered Pharmacist Association retweeted
ମୋର ସ୍ୱର୍ଗତ ମା'ଙ୍କ ଏକାଦଶାହ କାର୍ଯ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1, ଦଳର ରାଜ୍ୟ ସଭାପତି ଶ୍ରୀ @SamalManmohan7, ମାନ୍ୟବର ମନ୍ତ୍ରୀଗଣ, ମାନ୍ୟବର ସାଂସଦ ଗଣ, ମାନ୍ୟବର ବିଧାୟକବୃନ୍ଦ, ଦଳର ବରିଷ୍ଠ ନେତୃବୃନ୍ଦ, ଗୁରୁଜନ ଏବଂ ସହଯୋଗୀମାନଙ୍କ ଉପସ୍ଥିତି ପାଇଁ ମୁଁ କୃତଜ୍ଞ।
16
6
1
309
6,638
OSSSC ର ଫାର୍ମାସି ଅଫିସର ଏବଂ MPHW M ନିଯୁକ୍ତି ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ Dr mukesh Mahaling ସାର ଙ୍କୁ ନିବେଦନ କରୁଛୁ. @CMO_Odisha @MohanMOdisha @MahalingMukesh @sambitswaraj
19
39
1
58
752