DFO Anugola retweeted
On world heritage day, sharing these century old DFO residences-from Parlakhemundi, Sambalpur, Angul & Keonjhar- silent witnesses to the evolution of forest governance in India.
These are not mere buildings; within these walls were shaped our conservation history.
DFO Anugola retweeted
ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କାବୁ କରିବା ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ କର୍ମଶାଳା, ସ୍ଥାନୀୟ ଲୋକକଳା ଓ ଭିଡିଓ ବାର୍ତ୍ତା ମାଧ୍ୟମରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଏନେଇ ସଚେତନ କରାଯାଉଛି।
ଏଥିରେ ବନ ସଂରକ୍ଷଣ ସମିତିର ସଦସ୍ୟଙ୍କ ସକ୍ରିୟ ସହଭାଗିତା ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିଛି। ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆବାସ ଓ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ କାମ୍ପା ଓଡ଼ିଶା ପକ୍ଷରୁ ସର୍ବଦା ଏଭଳି ପ୍ରୟାସ ଜାରି ରହିଛି।
#ForestFirePrevention #WildlifeProtection #CAMPAOdisha
@CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFO_Angul
DFO Anugola retweeted
ବନାଗ୍ନି ଓ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନର ମୁକାବିଲା ପାଇଁ ଆମ ସରକାର AI ଓ ଡ୍ରୋନ୍ ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର ସହ ବଜେଟରେ ପର୍ଯ୍ୟାପ୍ତ ଅର୍ଥର ବ୍ୟୟବରାଦ କରିଛନ୍ତି। ଜଙ୍ଗଲ ହ୍ରାସ ପାଇଲେ ବନ୍ୟପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସଂଘର୍ଷ ବଢ଼ିଥାଏ। ତେଣୁ ବନ ସୁରକ୍ଷା ଓ ପ୍ରାକୃତିକ ପରିବେଶକୁ ସୁଦୃଢ଼ କରିବା ଦିଗରେ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି। ଆଜି ଆମେ ଯେଉଁ ଗଛ ଲଗାଉଛୁ, ତାହା ଭବିଷ୍ୟତ ପାଇଁ ଏକ ସୁନ୍ଦର ପୃଥିବୀ ଗଠନ କରିବାରେ ସହାୟକ ହେବ। ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ 'ଏକ୍ ପେଡ୍ ମା କେ ନାମ୍' ଅଭିଯାନକୁ ସଫଳ କରିବା ଓ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇ ଏକ ସମୃଦ୍ଧ ଓଡ଼ିଶା ଗଢ଼ିବା।
DFO Anugola retweeted
ଅନୁଗୋଳ ବଅଁରପାଳ ସ୍ଥିତ ଡ଼େରଜାଙ୍ଗ ଡ୍ୟାମ ଠାରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲି । ଅନୁଗୋଳ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଡବଲ ଇଞ୍ଜିନ ସରକାରର ମିଳିତ ପ୍ରୟାସରେ ଅନେକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜିର ବୋଟିଂ ସୁବିଧା ସ୍ଥାନୀୟ ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ତିଆରି କରିବ । ଡ଼େରଜାଙ୍ଗର ପ୍ରାକୃତିକ ଶୋଭାରାଜି ମଧ୍ୟରେ ଏହି ପର୍ଯ୍ୟଟନ ସୁବିଧା ଜିଲ୍ଲାକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ ।
DFO Anugola retweeted
Women are playing a vital role in making #Odisha greener through various initiatives supported by CAMPA. From managing forest nurseries and raising plantations to protecting biodiversity and supporting eco-restoration activities, women as officers and frontline staff of Forest, Environment and Climate Change Dept to members of rural and tribal communities are at the forefront of environmental conservation.
This International Women's Day, #CAMPAOdisha salutes the remarkable leadership, commitment, and hard work of women who are nurturing Odisha’s forest ecosystems and shaping a more sustainable future for generations to come.
#InternationalWomensDay #WomenForNature
@CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha
DFO Anugola retweeted
ଆର୍ଥିକ ବର୍ଷ ୨୦୨୬ -୨୭ ବଜେଟରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିମନ୍ତେ ୧୯୦୬ କୋଟି ଟଙ୍କା ସହିତ ଚିଲିକା ହ୍ରଦର ପୁନରୁଦ୍ଧାର, ସାନଘାଗରାଠାରେ ଆଞ୍ଚଳିକ ଉପକେନ୍ଦ୍ର ପ୍ରତିଷ୍ଠା, କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ପରିମଳ ଓ ପାନୀୟ ଜଳ ସୁବିଧା ଉପଲବ୍ଧ ହେବ। #OdishaBudget2026 #SamruddhaOdishaBudget
DFO Anugola retweeted
Collector & District Magistrate, Angul visited Derjang Eco-Tourism Centre and reviewed progress of key infrastructure including tourism gate, park, herbal garden, tourist facilities, boating and picnic spot development, with focus on timely completion and promotion of eco-tourism and local livelihood.
@CMO_Odisha
@IPR_Odisha
DFO Anugola retweeted
ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ନିମନ୍ତେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୩୧ ଜାନୁଆରୀ ୨୦୨୬ ଯାଏଁ ଚାଲୁଥିବା "ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍-ମୁକ୍ତ ପିକନିକ୍ କ୍ୟାମ୍ପେନ୍ ୨୦୨୫" ରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ମୁଁ ସମସ୍ତ ରାଜ୍ୟବାସୀଙ୍କୁ ଆହ୍ୱାନ କରୁଛି। ପର୍ଯ୍ୟଟନ ଓ ବନ୍ଧୁମିଳନର ଏହି ଆନନ୍ଦମୟ ସମୟରେ ଆମର ପର୍ଯ୍ୟଟନସ୍ଥଳୀଗୁଡ଼ିକର ସ୍ୱଚ୍ଛତା ଓ ଗରିମା ବଜାୟ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଆସନ୍ତୁ, ପରିବେଶ ପ୍ରତି ସଚେତନ ରହି ଆମର ପ୍ରାକୃତିକ ଐତିହ୍ୟଗୁଡ଼ିକୁ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଏକ ସମ୍ମିଳିତ ପ୍ରୟାସ କରିବା।
ଏହି ଅଭିଯାନର ସଫଳତା ପାଇଁ ମୁଁ ଆପଣମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ (Single Use Plastic) ସମ୍ପୂର୍ଣ୍ଣ ବର୍ଜନ କରିବା ସହ ପରିବେଶ ଅନୁକୂଳ ତଥା ପୁନଃବ୍ୟବହାର ଯୋଗ୍ୟ ସାମଗ୍ରୀ ଆପଣାଇବାପାଇଁ ଅନୁରୋଧ କରୁଛି । ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା ଦ୍ୱାରା ହିଁ ଆମେ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିପାରିବା। ଆପଣଙ୍କର ସହଯୋଗ ଓ ଦାୟିତ୍ୱସମ୍ପନ୍ନ ବ୍ୟବହାର ଆମ ରାଜ୍ୟକୁ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ଆଦର୍ଶ ଭାବେ ଉପସ୍ଥାପିତ କରିବ ବୋଲି ମୋର ଦୃଢ ବିଶ୍ୱାସ।
DFO Anugola retweeted
ଆମର ବିଭିଦତା ହେଉଛି ଭାରତର ଆତ୍ମା ଏବଂ ସର୍ଦ୍ଦାର ପଟେଲ ଏହାକୁ ଏକଟରେ ପରିଣତ କରିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଏହି ଦୃଷ୍ଟିକୋଣକୁ ଆଗକୁ ବଢାଇଛନ୍ତି ।
ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକ ପାଳନ କରିବା ଏବଂ ଏକତା ପାଇଁ ଦୌଡ଼ରେ ଯୋଗଦାନ କରିବା ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ କରିବା ।
#EktaDiwasBharat #EktaDiwas #SardarPatel150 #RunForUnity #RashtriyaEktaDiwas150
DFO Anugola retweeted
#Highmastlights in the #Angul Forest Division area are used to enhance safety and visibility, for #monitoring and managing #wildlife, especially for reducing human-elephant conflict.
#WildlifeProtection #conservation
@ForestDeptt @PCCFWL_Odisha @pccfodisha
DFO Anugola retweeted
A long journey of 900kms but it hardly took anytime for ‘Jamuna’ , the tigress brought from TATR to find its foot.
For enhancing the genetic diversity of the Simlipal Tigers, it is anticipated to play a key role. It’s doing fine in its soft enclosure.
DFO Anugola retweeted
The second one in Odisha for guarding our Tiger Reserve…
Special Tiger Protection force comes up in Satkosia as per the mandate of NTCA to take on the poachers.
Wish them all the best as it is going to be a hard & arduous task for our green soldiers in days to come 🙏🙏
DFO Anugola retweeted
In a major crack down,tusk weighing 30.9 kg with 10 persons-poachers, middle man & end users- apprehended by team Simlipal ( STPF, JTF & Department Personnel).
DFO Anugola retweeted
Rengali Backwaters....Ultimate Birding Paradise in Deogarh Forest Division. #Mid-Winter Waterfowl Census -2024 @CMO_Odisha @ForestDeptt @pccfodisha @PCCFWL_Odisha @Deogarhdistadmn @angul_dm @DFOAngul @odisha_tourism
DFO Anugola retweeted
Nature never fails to surprise us. This is one of the rarest of the rare…
A complete Pseudo melanistic tiger family from the forests of Odisha😌
DFO Anugola retweeted
Bhimadunguri a mountain of belief located in the Balangir Forest Division. Take a look at sustainable ecotourism with tremendous livelihood opportunities. @CMO_Odisha @pccfodisha @PCCFWL_Odisha @ForestDeptt @MoSarkar5T @moefcc @NitishK55555670
youtu.be/tBiWfnZEJIw
DFO Anugola retweeted
It’s nothing unusual. Common for the herd to rests & this is the way they sleep. The tusker is very much part of the group & enjoying his slumber. Recent photos. @SonaliD82403754
Replying to @SonaliD82403754 @Suparnastar @CMO_Odisha @PCCFWL_Odisha @susantananda3 @RCCF_Angul @Sangita4eles
May be you are right, but we never experienced such things before, from outside he looks healthy but his behaviour have changed a lot, that's why we are worried,hope, he is in good condition and we must pray to Lord Jagannath for his good health. Thanks for your advice.🐘🙏













































