Anugulia (@angulspeaks) header
Anugulia (@angulspeaks) profile picture

Love Angul

Angul
Joined May 2023
Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)Photo by Anugulia (@angulspeaks)
ଅନୁଗୁଳରେ ଚୁଲିକୁ ଗଲାଣି କ୍ରୀଡା @sports_odisha @CMO_Odisha
11
ଯନ୍ତ୍ରୀମାନେ କଣ କୋଳି ଖାଇ ମଞ୍ଜି ପୋତିଛନ୍ତି। ନା ଦୁର୍ନୀତି କରିବା ପାଇଁ ରାସ୍ତା ସଫା କରି ଦେଇଛନ୍ତି ସରକାର। @CMO_Odisha @PRDeptOdisha @angul_dm
14
କୋଟିଏ ଟଙ୍କା ଖର୍ଚ୍ଚ କରା ହୋଇଛି କଣ ଠିକାଦାର ପୋଷିବା ପାଇଁ କି ? Plz look into @angul_dm @angulmun @HUDDeptOdisha @CMO_Odisha
14
Political situation of angul
15
BJD 1st list for #Odisha Assembly Polls Dhenkanal: Sudhir Ku Samal Kamakhyanagar: Prafulla Mallik Parjang: Nrusingha Sahu Pallahara: Mukesh Pal Chendipada: Susant Ku Behera
1
60
Good news
Ray of hope for people of Bantala, Angul
24
୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ୪ ଦିନ ହେଲା ଗଣ ଧାରଣା। ହେଲେ ସରକାର ନିଦାବିଷ୍ଣୁ @angul_dm @dpradhanbjp @CMO_Odisha @NHAI_Official @nitin_gadkari @NHAIPIUDhenkan1
1
25
୩୩/୧୧ କେଭି ଆର୍ସିଏମ୍ଏସ ଵିଦ୍ୟୁତ୍ ସବ୍ ଷ୍ଟେସନର ବାର୍ଷିକ ମରାମତି ପାଇଁ ୧୬.୦୧.୨୦୨୪ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ ଅନୁଗୋଳ ଆର୍ସିଏମ୍ଏସ୍ ଅଧିନ ଥାନା, ପିଟିସି, କଲେଜ୍, ଖଲାରୀ, ବଣିଆ ବାହାଲ, ପଞ୍ଚ ମହଲା, ହରୀ ମହୁରୀ, ଆରୀ -୨ ଓ ଏଣ୍ଡଷ୍ଟ୍ରିଆଲ ଅଧିନ ଇଣ୍ଡ ଷ୍ଟ୍ରିଆଲ ୧୧ କେଭି ଫିଡରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ l
14
Ex MLA of angul Sri Ramesh Chandra Jena is no more.
37
ବିଶିଷ୍ଟ କଂଗ୍ରେସ ନେତା ତଥା ଅନୁଗୋଳର ପୂର୍ବତନ ବିଧାୟକ ଶ୍ରୀ ସନ୍ତୋଷ ପ୍ରଧାନଙ୍କ ମଙ୍ଗଳବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ପରଲୋକ ଘଟିଛି l ସେ ଗତ କିଛି ଦିନ ଧରି ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ।
1
20
ଡିସେମ୍ବର ୧୯ ତାରିଖରୁ ଦୈନିକ ୧୦୦ ଲୋକଙ୍କ ପ୍ରବେଶ ପାଇଁ ଖୋଲା ହେବ BLACKDAIMOND. ୧୦ଟଙ୍କା ପ୍ରବେଶ ଶୁଳ୍କ ଦେଇ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ସମସ୍ତ କାର୍ଯ୍ୟ ଦିବସରେ ସକାଳ ୯ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। #angul
32
ହାତୀ କଣ କରୁଚି ?
19
Get Ready
Get ready to witness the fire of Odia Rap with the incredible artist lineup featuring Phoenix at Talcher Mahotsav! 🎤🔥 Join us from 22nd to 24th Dec at Talcher Autonomous College Ground for Angul Mahotsav - it's going to be epic!" #TalcherMahotsav #OdiaRapFever #AngulMahotsav
11
Elephant near Angul Town Photo- Raghunath
2
27