Kamal Charan Tandi (@tandi_charan) header
Kamal Charan Tandi (@tandi_charan) profile picture

Former INC Candidate,Assembly Khariar-72.Secretary OPCC

Odisha
Joined June 2014
Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)Photo by Kamal Charan Tandi (@tandi_charan)
Meeting of the INDIA Alliance's floor leaders held today, in the presence of Congress President & LoP in the Rajya Sabha Shri Mallikarjun kharge Ji and LoP Shri Rahul Gandhi, to discuss the Delimitation Bill. 📍10 Rajaji Marg, New Delhi
34
ଭୁବନେଶ୍ୱର ଠାରେ ୫୦ ଦିନରୁ ଉର୍ଧ୍ଵ ହେବ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀମାନେ ମନମୁଖୀ ଛଟେଇ ବିରୋଧରେ ଆନ୍ଦୋଳନ ଓ ଆମରଣ ଅନଶନ ଜାରି ରଖିଛନ୍ତି,ତାଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଲି ।
22
ଆଜି ଭୁବନେଶ୍ୱର ଠାରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ସମ୍ବିଧାନ ରକ୍ଷା ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଲି । @LaljiDesaiG @Jettikk @Cocopadhi @BhaktaCharanDas
26
ଆଜି ଭୁବନେଶ୍ୱର ଠାରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ସମ୍ବିଧାନ ରକ୍ଷା ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଲି । @BhaktaCharanDas @INCOdisha @Cocopadhi
1
3
105
Jai Samvidhan 🇮🇳✊🏻
14
ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ଆମର ନେତା ଶ୍ରୀ ଭକ୍ତ ଚରଣ ଦାସ ଜୀଙ୍କ ଜନ୍ମଦିନ ଅବସରରେ ତାଙ୍କ ବାସଭବନରେ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି। @BhaktaCharanDas
1
3
5
58
ଭକ୍ତ ଚରଣ ଦାସ ନାମ ହିଁ ଯଥେଷ୍ଟ । ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । @BhaktaCharanDas
1
3
4
39
Long Live Democracy! 🇮🇳
2
2
25
संविधान इस देश के लोकतंत्र की नींव है। संविधान इस देश के लोकतंत्र का वाहक है। संविधान इस देश के लोकतंत्र का सुरक्षा कवच है। संविधान तानाशाही और मनमानी करने वालों पर लगाम है। संविधान दिवस की हार्दिक-हार्दिक शुभकामनाए ।
3
3
32
ଭୁବନେଶ୍ୱର ଚାଲ...
4
4
87
वोट चोरों की खैर नहीं - सब नपेंगे
1
15
छत्तीसगढ़ के लाल, अखिल भारतीय कांग्रेस कमेटी के सचिव एवं ओडिशा कांग्रेस के सह-प्रभारी आदरणीय श्री पूर्णचंद्र पाढ़ी कोको जी का ओडिशा की पावन धरती पर हार्दिक अभिनंदन एवं आत्मीय स्वागत है। आपका ओडिशा आगमन हम सभी कांग्रेसजनों के लिए हर्ष और उत्साह का विषय है। @Cocopadhi
4
6
91
राष्ट्रीय सचिव और ओडिशा कांग्रेस की सह प्रभारी श्री पूर्ण चंद्र पाढ़ी (कोको)जी का ओडिशा की मिट्टी मैं स्वागत है ।@Cocopadhi
3
3
39
ପ୍ରଭୁ ଶ୍ରୀଜଗନ୍ନାଥ ଓ ମହାପ୍ରଭୁ ଶ୍ରୀକାର୍ତ୍ତିକେଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା, ଗୋକୁଳ ନଗର ବାସୀଙ୍କ ଏବଂ ଖଡ଼ିଆଲବାସୀଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ହେଉ । ଗୋକୁଳ ନଗରର ସମସ୍ତ ସାଥି ମାନଙ୍କୁ ଧନ୍ୟବାଦ ।
3
3
70
ଆପଣମାନେ ମୋତେ ନିମନ୍ତ୍ରଣ କରି ଯେଉଁ ସମ୍ମାନ ଓ ଭଲ ପାଇବା ଦେଇଛନ୍ତି ମୁଁ ଚିରଋଣୀ, ମୁଁ ଓ କଂଗ୍ରେସ ଦଳ ସଦା ସର୍ବଦା ଆପଣ ମାନଙ୍କ ସହିତ ଅଛୁ ।
3
2
31
''Never lose your curiosity. Never stop questioning. That’s what keeps you young.''
3
3
45
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
3
3
35
ଆଜି କିଛି ଛାତ୍ରଛାତ୍ରୀଙ୍କ ସହ ମିଶି ସେମାନଙ୍କୁ ମନଦେଇ ପାଠପଢ଼ିବା, ନିଜ ଜୀବନରେ ଉଚ୍ଚ ଲକ୍ଷ୍ୟ ରଖିବା ଏବଂ ଜଣେ ଭଲ ମଣିଷ ହୋଇ ସମାଜ ଓ ଦେଶର ସେବା କରିବା ପାଇଁ ପରାମର୍ଶ ଦେଲି। ମୁଁ ସେମାନଙ୍କୁ କହିଥିଲି, ଶିକ୍ଷା କେବଳ ଚାକିରି କିମ୍ବା ନିଜର ଭବିଷ୍ୟତ ଗଢ଼ିବାର ମାଧ୍ୟମ ନୁହେଁ, ଶିକ୍ଷା ହେଉଛି ସମାଜକୁ ବଦଳାଇବାର ସବୁଠାରୁ ବଡ଼ଶକ୍ତି
3
4
106
Satyameva Jayate 🇮🇳
24