Sub-Collector & SDM, Brahmapur retweeted
ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ ପ୍ରଭାବିତ ଚିକିଟି ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାପାଳ ଘର ଓ ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। କେ. ନୂଆଗାଁ ଗ୍ରାମ ପଞ୍ଚାୟତର ଲିଆଖାଇ ଗ୍ରାମରେ ଘର କ୍ଷୟକ୍ଷତି ଏବଂ ଚାନ୍ଦପୁର ଗ୍ରାମ ପଞ୍ଚାୟତର ଡୋଭର ଗ୍ରାମରେ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟର ସ୍ଥଳୀୟ ଯାଞ୍ଚ କରିଥିଲେ। ଏହି ସମୟରେ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ବ୍ଲକ୍ କୃଷି ଅଧିକାରୀ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @SRC_Odisha @rdmodisha
Sub-Collector & SDM, Brahmapur retweeted
ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ବ୍ରହ୍ମପୁର ଜୋନ୍ରେ ପରୀକ୍ଷା କେନ୍ଦ୍ର ପାଇଥିବା ଏବଂ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧା ଭୋଗୁଥିବା ପ୍ରାର୍ଥୀମାନେ ସହାୟତା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିମ୍ନଲିଖିତ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ପ୍ରାର୍ଥୀମାନଙ୍କ ପାଇଁ ମାଗଣା ଖାଦ୍ୟ, ରହିବା ଏବଂ ପରିବହନ ବ୍ୟବସ୍ଥା କରାଯାଇଛି।
ଯୋଗାଯୋଗ:
• ଶ୍ରୀ ବିକାଶ ସାମଲ – ୬୩୫୧୭୫୦୭୫୫
• ଶ୍ରୀ କହ୍ନାଇ ଚରଣ ଗୌଡ଼ – ୯୩୩୭୪୫୮୩୩୪
• ଶ୍ରୀ ସମୀର କୁମାର ଦାଶ – ୮୬୫୮୧୧୧୧୮୬
ଜିଲ୍ଲା ପ୍ରଶାସନ, ଗଞ୍ଜାମ
@CMO_Odisha @IPR_Odisha @sdmbam
Sub-Collector & SDM, Brahmapur retweeted
ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିବା ପରେ ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ (CDO), ବ୍ରହ୍ମପୁର ମହାନଗର ନିଗମ (BeMC) ଆୟୁକ୍ତ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ତାଙ୍କୁ ସ୍ୱାଗତ ଜଣାଇଥିଲେ।
@CMO_Odisha @IPR_Odisha
Sub-Collector & SDM, Brahmapur retweeted
ଗଞ୍ଜାମ ଲକ୍ଷ୍ୟ ନିକେତନ ‘ଉତ୍କର୍ଷ ଅଗ୍ନିବୀର’ ଅଧୀନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବପିଢ଼ିଙ୍କୁ ସେନା, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ସେବାର ପରୀକ୍ଷା ପାଇଁ ମାଗଣା ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି। ଏହି ପଦକ୍ଷେପ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏକ ପ୍ରୟାସ। ଅଧିକ ସୂଚନା ଓ ପଞ୍ଜୀକରଣ ପାଇଁ ପୋଷ୍ଟରରେ ଥିବା QR କୋଡ୍ ସ୍କାନ୍ କରନ୍ତୁ।
#LakshyaNiketan #UtkarshaAgniveer #Ganjam #YouthEmpowerment #SkillDevelopment
@CMO_Odisha
@IPR_Odisha
Sub-Collector & SDM, Brahmapur retweeted
ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପ-ଜିଲ୍ଲାପାଳ, ବିଏମ୍ସି ଆୟୁକ୍ତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ।
@CMO_Odisha @IPR_Odisha
Sub-Collector & SDM, Brahmapur retweeted
The ERO-cum-Sub-Collector and AERO-cum-BDO conducted visits to various polling booths under Rangeilunda Block of 132-Gopalpur AC to monitor and review the Minutes of the BLO-BLA Meetings (MoM) @Ganjam_Admin @ZP_Ganjam @sdmbam @OdishaCeo
Sub-Collector & SDM, Brahmapur retweeted
ନୀଟ୍ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଃଶୁଳ୍କ ବସ୍ ସେବା :
ନୀଟ୍ (ୟୁଜି) ପୁନଃ ପରୀକ୍ଷା–୨୦୨୬ ପରୀକ୍ଷାର୍ଥୀମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାରେ ନିଃଶୁଳ୍କ ବସ୍ ସେବା ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ସ୍ଥଳରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ୧୦–୧୫ ମିନିଟ୍ ଅନ୍ତରରେ ବିଶେଷ ନିଃଶୁଳ୍କ ବସ୍ ସେବା ଚାଲିବ। ପରୀକ୍ଷାର୍ଥୀମାନେ ଏହି ସୁବିଧାର ଲାଭ ଉଠାଇ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ ଅନୁରୋଧ
Sub-Collector & SDM, Brahmapur retweeted
ରାଜ୍ୟ ବାହାରେ ଅଛନ୍ତି କି? ଚିନ୍ତା କରନ୍ତୁ ନାହିଁ। 🗳️
SIR 2026 ଅନ୍ତର୍ଗତ ପରିଗଣନା ଫର୍ମ ଏବେ ଅନଲାଇନ୍ରେ ମଧ୍ୟ ପୂରଣ କରାଯାଇପାରିବ। voters.eci.gov.in ୱେବସାଇଟ୍ ପରିଦର୍ଶନ କରି ଘରେ ବସି ସହଜରେ ନିଜ ପରିଗଣନା ଫର୍ମ ପୂରଣ କରନ୍ତୁ।
#SIR2026 #SIR #CEOodisha #ECI
Sub-Collector & SDM, Brahmapur retweeted
ଏବେ ଘରେ ବସି ସହଜରେ ଅନଲାଇନ୍ରେ ପୂରଣ କରନ୍ତୁ ଆପଣଙ୍କ ପରିଗଣନା ଫର୍ମ। 🗳️
SIR 2026 ପାଇଁ ପରିଗଣନା ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬।
voters.eci.gov.in website କୁ ଭିଜିଟ୍ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ।
#SIR2026 #OnlineEnumerationForm #OdishaVotes
Sub-Collector & SDM, Brahmapur retweeted
Awareness activities on Special Intensive Revision (SIR) 2026 were conducted at Gopalpur Sea Beach alongside the “Ama Ganjam, Swachha Ganjam” cleanliness campaign.
The programme witnessed enthusiastic participation from the Sub-Collector, Berhampur, Additional Sub-Collector, Tahasildar, Deputy Collector, government officials, students and local residents. The initiative aimed to spread awareness about SIR 2026, encourage active public participation and highlight the importance of an accurate, inclusive and updated electoral roll.
#SIR2026 #ElectionCommission #SVEEP #Gopalpur #Ganjam #Odisha #ElectoralAwareness #SIR2026Odisha #AmaGanjamSwachhaGanjam
Sub-Collector & SDM, Brahmapur retweeted
ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମରେ ପରିଚାଳିତ “ଗଞ୍ଜାମ ଲକ୍ଷ୍ୟ ନିକେତନ” ଇଣ୍ଟରଭ୍ୟୁ ଗାଇଡେନ୍ସ ପ୍ରୋଗ୍ରାମ୍ ମାଧ୍ୟମରେ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ସିଭିଲ ସର୍ଭିସ ପରୀକ୍ଷା–୨୦୨୫ ରେ ସଫଳତା ଅର୍ଜନ କରିଥିବା ଓଡ଼ିଶାର ମେଧାବୀ ଯୁବ ପ୍ରତିଭାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା।
Sub-Collector & SDM, Brahmapur retweeted
ପ୍ରାର୍ଥୀମାନଙ୍କ ଅନୁରୋଧ କ୍ରମେ, ଗଞ୍ଜାମ ଲକ୍ଷ୍ୟ ନିକେତନ (GLN) Entrance ପରୀକ୍ଷା ପାଇଁ ଆବେଦନ ଦାଖଲର ଶେଷ ତାରିଖ ୨୧ ଜାନୁଆରୀ ନିର୍ଦ୍ଧାରଣ କରାଯାଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ସୀମାରେ ନିଜ ଆବେଦନ ଦାଖଲ କରିବାକୁ ଅନୁରୋଧ କରାଯାଉଛି।
Sub-Collector & SDM, Brahmapur retweeted
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜିଲ୍ଲା ପ୍ରଶାସନ ,ଗଞ୍ଜାମ ପକ୍ଷରୁ ଗୋପାଳପୁର ବେଳାଭୂମିଠାରେ ତା ୦୫.୧୧.୨୦୨୫ ଠାରୁ ୦୭.୧୧.୨୦୨୫ ରିଖ ପର୍ଯ୍ୟନ୍ତ ଆୟୋଜିତ ' ବୋଇତ ବନ୍ଦାଣ ଉତ୍ସବ - ୨୦୨୫' ସାଂସ୍କୃତିକ ମହାସମାରୋହରେ ଅଂଶଗ୍ରହଣ କରିବାକୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ କରୁଛୁ।
@CMO_Odisha
@IPR_Odisha
Sub-Collector & SDM, Brahmapur retweeted
⚠️ #CycloneMontha Emergency ⚠️
24x7 Helpline numbers of all Blocks & ULBs in Ganjam are active for immediate assistance. For any emergency, contact DEOC: 06811-263978 / 1077.
Check the attached list for your Block/ULB helpline.
Please stay alert & follow official updates.
Sub-Collector & SDM, Brahmapur retweeted
ଆସନ୍ତା ତା: ୦୬.୧୦.୨୦୨୫ ରିଖ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ।
@CMO_Odisha
@IPR_Odisha
Sub-Collector & SDM, Brahmapur retweeted
ଗଞ୍ଜାମ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଦିଗପହଣ୍ଡି ବ୍ଲକ୍ର ବର୍ଷା ପ୍ରଭାବିତ ଅଞ୍ଚଳରେ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
@CMO_Odisha
@SRC_Odisha
Sub-Collector & SDM, Brahmapur retweeted
ଗଞ୍ଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି 'ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର' ଆୟୋଜିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳ,ଗଞ୍ଜାମ, ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।
@CMO_Odisha
@IPR_Odisha ra
Sub-Collector & SDM, Brahmapur retweeted
Collector & DM, Ganjam, Chatrapur and Sub-Collector, Berhampur visited Pradhan Mantri Aadarash Garm Yojana project and Ek Ped Maa Ke Naam 2.0 plantation under Badakusasthali GP
@Ganjam_Admin @ZP_Ganjam @sdmbam @IPR_Odisha @PRDeptOdisha
Sub-Collector & SDM, Brahmapur retweeted
"The Sub-Collector sir visited the ODRP site at Kirtipur and discussed the shifting process of Nolia families from New Golabandha. He instructed to complete the survey process within the deadline.RI,Gopalpur and Revenue Supervisor were present at the site. @sdmbam @Ganjam_Admin
Sub-Collector & SDM, Brahmapur retweeted
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳର ଡମ୍ଭରୁ ଶବର (ପିତା- ଲଣ୍ଡା ଶବର) ଙ୍କର ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।















































