May truth triumph over evil, faith overcome fear, and Almighty bless us with peace, strength, and prosperity. 🙏✨
Warm wishes !!
#sambidita
11
Some artists entertain us, but a few touch our soul.
Nana Patekar has always been one of those rare artists for me.Not just a great actor, but an artist I deeply respect and admire.
Thank you for the memories, Nana.
Tribute always !!
#NanaPatekar #Legend #Respect #Sambidita
64
sambittpatnaik retweeted
I am deeply humbled and honoured to be elected uncontested as the President of the Youth Hostels Association of India (YHAI), Odisha State Branch, for the 2026–2029 term. @yhaindia
Today I thank You for everything and everyone in my journey—my parents, Guru, family, friends, well-wishers, and every soul You have connected with my life.
For every blessing, every struggle, every lesson and every moment—I am grateful.
Always grateful. Always Yours !!
11
🌾🙏 ନୂଆଖାଇ ଜୁହାର୍! 🙏🌾
ମା’ ସମଲେଇଙ୍କର୍ ଆଶୀଷ୍ରେ ସବୁର୍ ଜୀବନ୍ ସୁଖ୍, ଶାନ୍ତି ଆର୍ ସମୃଦ୍ଧିରେ ଭରି ରହୁ।
ଗୁରୁଜନ୍କେ ଜୁହାର୍, ସାନ୍ମାନକେ ଆଶୀର୍ବାଦ୍। 🌾❤️
– ସମ୍ବିଦିତା | Sambidita #NuakhaiJuhar #Nuakhai
65
“For every lesson, every blessing, and every step guided — my heartfelt gratitude. 🙏”
#sambidita
8
ହେ କାହ୍ନା, ଜୀବନ ଯେମିତି ବି ହେଉ, ମୋ ହାତଟି ସବୁବେଳେ ଧରି ରଖ। 🙏
ତୁମେ ସାଥିରେ ଥିଲେ, ଆଉ କିଛି ମାଗିବାର ନାହିଁ… ତୁମ ଇଚ୍ଛା ହିଁ ମୋର ଇଚ୍ଛା। 🪷
— #ସମ୍ବିଦିତା
13
ପବିତ୍ର ଗହ୍ମା ପୂର୍ଣ୍ଣିମାରେ ହଳଧର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଚରଣେ ମୋର କୋଟି କୋଟି ପ୍ରଣାମ। 🙏
ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ଘରେ ହସ ରହୁ,
ପ୍ରତ୍ୟେକ ହୃଦୟରେ ଶାନ୍ତି ରହୁ,
ପ୍ରତ୍ୟେକ ପରିବାରରେ ସୁଖ ଓ ସମୃଦ୍ଧି ରହୁ।
ହେ ପ୍ରଭୁ, ଆମର ସମସ୍ତ ଚିନ୍ତା ତୁମ ଚରଣରେ ସମର୍ପିତ।
ତୁମେ ହିଁ ଆମର ଶକ୍ତି, ତୁମେ ହିଁ ଆମର ଭରସା।
28
sambittpatnaik retweeted
#ରଥଯାତ୍ରା_୨୦୨୬
ଭୀଷଣ ବର୍ଷାରେ ଭିଜିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। କଳାଶ୍ରୀମୁଖରୁ ଥପ୍ ଥପ୍ ଗଡ଼ୁଛି ପାଣି
#RathaJatraWithOtv #ShreeJagannath #Puri #RathaJatra #GhoshaYatra #GundichaJatra #LordJagannath #RathaJatra2026 #JayJagannath #Odisha #OTV
ରଥ ଚାଲୁଥାଉ, ଭକ୍ତି ବଢ଼ୁଥାଉ, ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଜୀବନକୁ ଆଲୋକିତ କରୁ।
ଜୟ ଜଗନ୍ନାଥ।
#ସମ୍ବିଦିତା ❤️🙏
20
May the divine bath of Lord Jagannath cleanse our hearts and inspire us to live with faith, humility, and gratitude. Happy Snana Yatra! 🙏
#sambidita
67
Life has taught me that parents are God's greatest blessings.I bow my head in gratitude for every sacrifice, every prayer, and every silent act of love.A father's love is often quiet, but it becomes the strength we carry through every storm . Grateful today and every day.
22
sambittpatnaik retweeted
ଭକ୍ତ ହୃଦୟ ପଦ୍ମରେ ବିରାଜିତ ମହାପ୍ରଭୁ। ଗୀତାରେ ଭଗବାନ କହିଛନ୍ତି, "ଯେଉଁ ଭକ୍ତର ଅନ୍ତଃକରଣ ଶୁଦ୍ଧ, ସେ ପ୍ରେମ ଭାବରେ ପତ୍ର, ପୁଷ୍ପ, ଫଳ, ଏପରିକି ଜଳ ମଧ୍ୟ ଅର୍ପଣ କଲେ, ମୁଁ ତାହା ଗ୍ରହଣ କରେ"।
ସେହିଭଳି ଜଣେ ଭକ୍ତ ଥିଲେ ମନୋହର ଦାସ ଓ ତାଙ୍କ ଭକ୍ତିର ନିଦର୍ଶନ ଚକାନୟନଙ୍କ ଅପୂର୍ବ #ପଦ୍ମବେଶ 🙏
#JayJagannath
@SJTA_Puri
sambittpatnaik retweeted
ସମ୍ପୂର୍ଣ ବିଶ୍ଵ ବ୍ରହ୍ମାଣ୍ଡରେ ଏଭଳି ନୟନ ଆଉ କାହାର ଅଛି ଯେ ମହାପ୍ରଭୁ 🔴❗🔴
ଚକା ଆଖି ହଳକ ପାଇଛ ମଣିମା
ଯିଏ ତେ ଦେଖୁଛି, ସିଏ ତ କହୁଛି
ତମେ ତା' ଆଡ଼େ ଚାହିଁଛ🙏🕉️🌸
#JaiJagannath
#Mahaprabhu
sambittpatnaik retweeted
Presided over the Annual General Body Meeting of the Alumni Association of #UtkalUniversity #AAUU. AAUU was established on 2020 & as a relatively new organisation we appeal the alumni of the one of the oldest public Univs to strengthen the Assn.
#BREAKING: GST Council approves the rationalisation of GST rates. The Council has approved the abolition of 12 per cent and 28 per cent rates. Council approved a new Slab of 40 per cent for Sin and luxury Goods. The decision of the GST Council will come into effect from Sep 22.
106


































