Sagar Kumar 🇮🇳 (@sagar_kumar_) header
Sagar Kumar 🇮🇳 (@sagar_kumar_) profile picture

#SocialWorker | Working with Poor & Backward Communities , 𝐎𝐟 𝐓𝐡𝐞 𝐏𝐞𝐨𝐩𝐥𝐞, 𝐁𝐲 𝐓𝐡𝐞 𝐏𝐞𝐨𝐩𝐥𝐞, 𝐅𝐨𝐫 𝐓𝐡𝐞 𝐏𝐞𝐨𝐩𝐥𝐞✊Views my personal ✍

Kataka,India
Joined September 2015
Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)Photo by Sagar Kumar 🇮🇳 (@sagar_kumar_)
ଓଡ଼ିଆ ଘରର ସଂସ୍କୃତି, ଆସ୍ଥା ଓ ପରମ୍ପରାର ପ୍ରତୀକ ପବିତ୍ର ମାଣବସା ଗୁରୁବାର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । @BBSRBuzz @odiajagat
1
22
My humble tributes to the victims of the 26/11 Mumbai terror attacks and remember the bravehearts who made the supreme sacrifice in defence of our nation.
17
आप सभी को संविधान दिवस की हार्दिक शुभकामनाएं। भारतीय संविधान हमारे लोकतंत्र की आत्मा है। आइए, संविधान के मूल्यों को आत्मसात कर न्याय और समानता के आदर्शों को मजबूत बनाएं। #ConstitutionDay
22
ଆଦି ନାଟ୍ୟକାର ଜଗମୋହନ ଲାଲଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।ତାଙ୍କର ସାହିତ୍ୟ ଓ ନାଟ୍ୟକଳା ପ୍ରତି ଅବଦାନ ଆମ ଓଡ଼ିଆ ଜାତି ପାଇଁ ଚିରସ୍ମରଣୀୟ ହୋଇ ରହିବ । 🙏 @BBSRBuzz @odiajagat
5
गुरु नानक जयंती की हार्दिक शुभकामनाएँ। #GuruNanakDevJi #Gurupurab
16
ମୁରୁଜ ପ୍ରତିଯୋଗିତା ! @BBSRBuzz @odiajagat
1
1
29
କଟକ-ଛତିଆ ପୂର୍ତ୍ତ ରାସ୍ତାର ମନୋହରପୁର ବଜାର ଠାରୁ ପିକୋଳ ପଞ୍ଚାୟତ କାର୍ଯ୍ୟଳୟ ପର୍ଯ୍ୟନ୍ତ ରାସ୍ତାଟି ଉଭୟ ପାଶ୍ଵ ନ ଦେଖା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗକୁ ଗ୍ରାମବାସୀ ବାରମ୍ବାର ଜଣାଇଥିଲେ ମଧ୍ୟ ବିଭାଗ ନିରବ ଦ୍ରଷ୍ଟା । @CMO_Odisha @PrithivirajBJP @PWD_Odisha @KatakaDM
11
ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାସ୍କୃଂତିକ ଐତିହ୍ୟ ବହନ କରୁଥିବା ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପରମ୍ପରା ଓଡ଼ିଶାର ଗର୍ବ ଓ ସଂସ୍କୃତିର ଜୀବନସ୍ପନ୍ଦନ। #BaliJatra #OdishaHeritage #PrideOfOdisha
1
24
ପବିତ୍ର ବଡ଼ ଓଷାର ଶୁଭେଚ୍ଛା ଓ ଶୁଭକାମନା #badaosa @BBSRBuzz @odiajagat
1
24
ବାବା ଧବଳେଶ୍ୱର ଙ୍କ ଗଜ ବସା ହଣ୍ଡା ! ଜୟ ବାବା ଧବଳେଶ୍ୱର ! @BBSRBuzz @odiajagat
17
ଆଜି ବାବାଙ୍କ ବଡ଼ସିଂହାର ବେଶ ! @BBSRBuzz @odiajagat
6
ଶନିବାର ରେ ବାବା ଧବଳେଶ୍ଵର ଙ୍କ ଚନ୍ଦ୍ରଚୁଡ ବେଶ ଦର୍ଶନ ! @BBSRBuzz @odiajagat
2
131
ॐ ନମଃ ଶିବାୟଃ । @BBSRBuzz @odiajagat
1
44
ରାଜସ୍ଥାନ ଭଳି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଫଳ ହେବନି ତ ! @BJP4Odisha
29
.@PradeepJenaIAS ସାର୍, ଆମର କଟକ ଜିଲ୍ଲା ସାଲେପୁର ତହସିଲ୍ ରେ ବହୁ ଦିନ ହେବ ଆବଶ୍ୟକିୟ କାଗଜପତ୍ର ନେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଆମର ଜମି ପଟ୍ଟା ରୁ ତିନିଖାନା ସଂଶୋଧନ ହୋଇନାହିଁ। ବାରମ୍ବାର ତହସିଲ୍ ଯାଇ ଦେଖାକରି କହିଲେ ମଧ୍ୟ ହେବ ହେବ ବୋଲି କହି ନିରାଶ ହୋଇ ଫେରିବାକୁ ପଡ଼ୁଛି। ଦୟା କରିବେ ଟିକେ ସାର୍ ,ବିନମ୍ର ଅନୁରୋଧ।
2
1
40
5,295
ଯଦି ଓଡ଼ିଶା ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ଲଢ଼ି ପରାଜୟ ବରଣ କରିଥିବା ପ୍ରାର୍ଥୀମାନେ ନିଜର ପ୍ରତିନିଧି ଭାବେ ଜିଲ୍ଲାସ୍ତରରେ ପ୍ରତିନିଧି ନିଯୁକ୍ତି କରନ୍ତି, ତେବେ ପ୍ରଶାସନିକ ବ୍ୟବସ୍ଥା ଏବଂ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ କେଉଁଭଳି ହେବ ତାହା ଜାଣିପାରୁଥିବେ। @CMO_Odisha @BJP4Odisha @BJP4India
39
Deeply saddened to hear about the passing of the mother of Hon'ble Uttar Pradesh Chief Minister Yogi Adityanath ji. May God give strength to Maharaj ji and his family to bear this irreparable loss. Om Shanti. 🙏 @myogiadityanath
36
ଜୟ ବାବା ଧବଳେଶ୍ଵର ମହାପ୍ରଭୁ 🙏🔱🙏 @BBSRBuzz @odiajagat
15