
I Am The Hero Of My Story😊 #livingthebestlife #working_Journalist ll #writer ll #socialworker
Joined September 2017
- Tweets12.3K
- Following366
- Followers20.4K
- Likes53.4K
Pinned Tweet
ଫେରି ହୁଅନ୍ତା କି ସେ ଦିନ ଗୁଡାକୁ
ଖଡି ସିଲଟ ଧରି ଟିକେ
ବ୍ରହ୍ମା, ବିଷ୍ନୁ, ମହେଶ୍ବର
ଲେଖି ଆସନ୍ତେ
ମା କୋଳରେ ବସି
'ଆମ ଘର' ଘୋଷା ଶୁଣାନ୍ତେ
ଅତୀତ ପୃଷ୍ଠାକୁ ଚିରି ଫିଙ୍ଗି ଦେଇ
ପୁଣିଥରେ ନୂଆ କରି ଲେଖି ବସନ୍ତେ 😢
#ମନେ #ଅଛି #ନା #ଭୁଲି #ଗଲଣି
#ସେ #ପିଲାଦିନକୁ #ଅଭୁଲା_ଅତୀତ
ରାତି ସାରା ଅନିଦ୍ରା, ହେଲେ ମୁଗୁରା ମୁହଁ ମେଲା। ଏବେର କୋଟିଆ ସ୍ଥିତି ପାଇଁ ଧାଡ଼ିଟି ଉପଯୁକ୍ତ। ଶାସକ ଦଳଠୁ ବିରୋଧୀ ଯାଏ ଜଗି ରହିଛନ୍ତି। ସମାନ ସରକାର ଥାଇ ବି ଉତ୍ତେଜନା ସ୍ଥିତି। ଆଜି ପଡ଼ିଛି ୮୫୦ ଭୋଟ୍। କ’ଣ କହିବା। ବିଜେଡି ବେଳେ ଯାହା ଭାଜପା ବେଳେ ନ କହିବା ଭଲ...
#kotiaissue #OdishaAndhraDispute
#trending 🤦🏻♀️
ପାରିବାରିକ ଜଞ୍ଜାଳ ଭିତରେ ନଇଁ ପଡ଼ିଥିବା ବେଳେ ନିଜ ଲେଖାକୁ ନେଇ କିଛି ପ୍ରଶଂସା ଆଶାବାଡ଼ି ସାଜେ।
ଧନ୍ୟବାଦ ଧରିତ୍ରୀର ସାହିତ୍ୟାୟନ ପରିବାରକୁ, ମୋ ଲେଖାକୁ ସ୍ଥାନ ଦେଇଥିବାରୁ। ନିରବି ଯାଇଥିବା ମୋ’ କଲମ ପୁଣି ସାହସ ଜୁଟାଉ, ସବୁ ମଣିଷ ଭିତରେ ଥିବା କାହାଣୀକୁ କାଗଜରେ ଗାରାଉ। ପ୍ରଶଂସିତ ହେଉ।
ପଢ଼ିବେ ଆଉ ମତାମତ ଦେବେ...🙏🏻🧿
ରାଜ୍ୟରେ ସେମିତିରେ ବି ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ। ସେଥିରେ ଏବେ କଲେଜରେ ଭୋଟ୍। ବିଭିନ୍ନ ଜିଲାରୁ ଆସୁଥିବା ହିଂସା, ମାରପିଟ୍, ଅପହରଣ ଖବର ଦେଖିବା ପରେ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିବାକୁ ଇଚ୍ଛା। ଯେଉଁ ଉଦ୍ଦେଶ୍ୟ ରଖି କ୍ୟାମ୍ପସ୍ରେ ଭୋଟ କରାଯାଉଛି, ତାହା ସଫଳ ହେବ ତ?
#odisha
#trending
#collegelection
Sagarika Patnaik 🇮🇳 retweeted
Sabuja Sankalp organisation has planted 11,000+ trees, including 8,000+ palm seeds, over the past decade. For its contribution to environmental protection, Sabuja Sankalp was awarded the #DharitriClimateGrant in 2025.
Apply now: tinyurl.com/DYC-2026
Last date: 10 October 2026
ନେପାଳ ବନ୍ୟାରୁ ଭାରତ ସରକାର ଏବଂ ରାଜ୍ୟ ସରକାର କିଛି ଶିଖନ୍ତୁ। ଗଛ କାଟୁଛନ୍ତି କେତେ ଲଗାଉଛନ୍ତି କେତେ ତାର ହିସାବ ରଖନ୍ତୁ। ନହେଲେ ପରିଣାମ ବିନାଶକାରୀ ହେବ। ଏଥିରେ ଦ୍ୱିଧା ନାହିଁ। ରାସ୍ତା ପ୍ରଶସ୍ତିକରଣ ନାମରେ ଗଛକଟା ବନ୍ଦ କରାଯାଉ। ଲୋକମାନେ ବି ଏଥିପ୍ରତି ସଚେତନ ହୁଅନ୍ତୁ।
#Nepaltragedy
#treesforlife
#trending
Good Morning 💐
There will be haters, doubters, nonbelievers and there will be us, proving them wrong.✌🏻❤
ତୁମେ ଯେତେ କୁହ, ଯାହା କୁହ। ସବୁ ତା ଇଚ୍ଛା ହୋଇ ବି ଥାଉ। ହେଲେ ଏଥରର ରଥଯାତ୍ରାରେ କାଳିଆକୁ ଦେଖି ଛାତିଟା ରୁନ୍ଧି ହୋଇଯାଇଥିଲା। ସେ ଭିଡିଓଗୁଡ଼ାକ ଏବେବି ବ୍ୟଥିତ କରୁଛି। କ’ଣ ପାଇଁ... ସେ ବର୍ଷା, ତା ମୁହଁ...ସବୁକିଛି। ଭାରି ବାଧିଲା। କାହା ପାଇଁ ସେ ଅଟକିଲା..
ତୋତେ ପଢିବା ଭାରି କଷ୍ଟରେ କାଳିଆ, ବୁଝିବା...
🥺🥺
#RathaYatra























