Himansu Sekhar Sahu (@himansupress) header
Himansu Sekhar Sahu (@himansupress) profile picture

Journalist KalingaTv,Boudh Harabhanga ZeeMedia(ଜୀ ଓଡିଶା) District_Correspondence_Boudh #ମା_ବନଦୁର୍ଗା_ତୁ_ହିଁ_ଶାହାଭରଷା #nature_photography #write_twiter_poem_story

Odisha, India
Joined May 2012
Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)Photo by Himansu Sekhar Sahu (@himansupress)
ମାର୍ଚ୍ଚ ୨୦୨୭ ରେ କାମ ସରିବାକୁ ଯୋଜନା ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ #IndianRailway #OdishaRailway #OdishaTour #OdishaNews #OdishaTourUpdate #RailwayLine #KhordhabalangirRailwayLine @AshwiniVaishnaw @AmitShah @PMOIndia @narendramodi @CMO_Odisha @indianrailway @DRMSambalpur
20
ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ନେଇ ଆସିଲା ବଡ଼ ଅପଡେଟ.. ବୌଦ୍ଧ ରେ ପ୍ରତିଷ୍ଠା ହେବ ରେଳ ଡାକ ସେବା..! #BoudhRailwayStation #RMS #RailwayMailCoach #IndianRailway #OdishaRailway #OdishaTour @AshwiniVaishnaw @PMOIndia @DRMSambalpur @Indianrailgadi @CMO_Odisha @AmitShah
21
ବୌଦ୍ଧ ରେଳ ଷ୍ଟେସନ କୁ ନେଇ ଆସିଲା ବଡ଼ ଅପଡେଟ ! ଖୁବ ଶୀଘ୍ର ଘୋଷଣା ହେବ ରେକ ପଏଣ୍ଟ ! #BoudhaRailwayStation #RackPoint #IndianRailway #OdishaTour @AshwiniVaishnaw @DRMSambalpur @indianrailway__ @RailMinIndia @RailwaySeva @WesternRly @PMOIndia
41
Big Update Khordha-Bolangir Railway Line @SKPanigrahiBJP
60
ଏମିତି ଚାଲିଛି ଚାରିଛକ ରେଳ ଷ୍ଟେସନର ପ୍ଳାଟଫର୍ମ କାମ #Phato_3 #IndianRailway #Charichhak #CharichhakRailwayStation #StationWorkUpdate #RailwayLineUpdate #OdishaTour
29
ଏମିତି ଚାଲିଛି ଚାରିଛକ ରେଳ ଷ୍ଟେସନର ପ୍ଳାଟଫର୍ମ କାମ #Phato_2 #IndianRailway #Charichhak #CharichhakRailwayStation #StationWorkUpdate #RailwayLineUpdate #OdishaTour
27
ଏମିତି ଚାଲିଛି ଚାରିଛକ ରେଳ ଷ୍ଟେସନର ପ୍ଳାଟଫର୍ମ କାମ #Phato_1 #IndianRailway #Charichhak #CharichhakRailwayStation #StationWorkUpdate #RailwayLineUpdate #OdishaTour
16
Railway level crossing on nh57 in Khordha-Bolangir railway line front of charichhak railway station @indianrailway__ @RailMinIndia @IndianRailUsers @RailwayNorthern @AshwiniVaishnaw
1
1
263
ଓଡ଼ିଶାର ଏକମାତ୍ର ନିରପେକ୍ଷ ଟିଭି ନ୍ୟୁଜ ଚ୍ୟାନେଲ #କଳିଙ୍ଗଟିଭି #kalingatv ର 12 ତମ ପ୍ରତିଷ୍ଠା ଦିବସ ଅବସରରେ #କଳିଙ୍ଗଟିଭି ର ପ୍ରତିଷ୍ଠାତା #DrAchyutSamanta @DrAchyutSamanta ଏବଂ ସମସ୍ତ କର୍ମକର୍ତ୍ତା ଏବଂ କଳିଙ୍ଗ ଟିଭିର ଅଗଣିତ ଦର୍ଶକଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ, ଶୁଭେଚ୍ଛା ଓ ଅଭିନନ୍ଦନ
1
130
#ବାଘ_ନଥିଲେ_ମିରିଘ_ନାଟ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ଯାଳୟ ରେ ନାହାନ୍ତି ଅଧିକାରୀ ଓ କର୍ମଚାରୀ, କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ମୁକୁଳା ପଡ଼ିଛି ଚେୟାର, ଲୋକେ ନିରାଶ @DMKandhamal #phulbanicollector #mlaphulbani #mpkandhamal @CMO_Odisha @SecyChief
2
2
66
"ଧୂସର ଆକାଶେ ଅସ୍ତଗାମୀ ରବି, ଅରଖ ପାଖୁଡ଼େ ଆଙ୍କେ ନୂଆ ଛବି। ନିଃସ୍ୱାର୍ଥ ପ୍ରେମର ନୀଳିମା ଜାଳି, ଫୁଟିଛି ଅରଖ ସଞ୍ଜକୁ ସାଉଁଟି।" #ମହାଦେବଙ୍କ_ପ୍ରିୟ_ଫୁଲ
28
#ଚର୍ଚ୍ଚାରେ_ହରଭଙ୍ଗା_ବିଡ଼ିଓ_ବିଜୟ_ପ୍ରଧାନ 👉ରାସ୍ତାରେ ଗାଡ଼ି ନଯିବାରୁ ରାସ୍ତାରେ ଥିବା ପଥର ହଟାଇ ଚାଲିଚାଲି ୫ କିମି ବାଟ ଗଲେ, ଆଉ ଗାଁ ଲୋକଙ୍କ ସହିତ ଆଲୋଚନା କଲେ @dmboudh @CMO_Odisha @PRDeptOdisha @KVSinghDeo1 @PravatiPOdisha @PMOIndia
1
1
33
ଜଙ୍ଗଲ ମଝି ରାସ୍ତା ଉପରେ ପ୍ରକୃତିର ତୋରଣ Wooo...Wanderful 💚🌿🌿⛩️
30
ପକ୍ଷ ହୁଅନ୍ତୁ ଅବା ନିରପେକ୍ଷ ମତାମତ ନିଶ୍ଚୟ ଦିଅନ୍ତୁ...... @BJP4India @bjpodisha1 @BjpOdisha01 @bjd_odisha @pccodisha @Naveen_Odisha @CMO_Odisha @BhaktaCharanDas
49
ପଡ଼ିଲା ଜବନିକା ଶେଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ଏବେ ପାଳି ଦୁର୍ନୀତି ଗ୍ରସ୍ତ OAS ଅଧିକାରୀଙ୍କୁ କେବେ ବାନ୍ଧିବେ ସରକାର ? ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ଆଉ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗର ଦାୟିତ୍ୱ ଦିଅନ୍ତୁ @BJP4India @bjd_odisha @bjpodisha1
56
ଜଣେ OAS ଅଧିକାରୀ ଙ୍କୁ ନିସ୍ତୁକ ମାଡ ମାରିବା ଘଟଣାରେ ଆନ୍ଦୋଳନ କୁ ଓହ୍ଲାଇବ କି OAS ସଙ୍ଘ ? @OAS_official
51
ସୁନ୍ଦର ସତରେ ସେ ବହୁତ ସୁନ୍ଦର @flower @beautiful
71