Office of the District Magistrate, Malkangiri

Malkangiri, India
Joined June 2019
Collector & DM, Malkangiri retweeted
🗳️ ନୂଆ ଭୋଟର, ନୂଆ ଉତ୍ସାହ, ଗଣତନ୍ତ୍ରକୁ ଆଉ ଏକ ମଜବୁତ ସ୍ୱର! 💙 ✨ ଆପଣଙ୍କ ପ୍ରଥମ ଭୋଟ୍, ଆପଣଙ୍କ ଗଣତାନ୍ତ୍ରିକ ଅଧିକାର! ଭୋଟର ତାଲିକାରେ ନାମ ନାହିଁ କି? ଯୋଗ୍ୟ ନୂତନ ଭୋଟର ଭାବେ Form-6 ଦାଖଲ କରନ୍ତୁ ଏବଂ ଆଜି ହିଁ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ। ✅ ଅନଲାଇନ୍‌ରେ ଆବେଦନ କରନ୍ତୁ: voters.eci.gov.in 💙 ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ପରିଚୟ! #NewVoter #Form6 #CEOOdisha #ElectoralRoll #ECI
10
8
1,390
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକ ଓ ତହସିଲର ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ଜରୁରୀକାଳୀନ ସେବା, ରିଲିଫ୍ ବ୍ୟବସ୍ଥା
1
1
4
528
ଏବଂ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗର ସମୀକ୍ଷା କରାଯାଇଥିଲା। ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଏବଂ ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷା ଜିଲ୍ଲା ପ୍ରଶାସନର ପ୍ରାଥମିକତା।
1
106
ବାତ୍ୟା ଅର୍ଣ୍ଣବ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗୋପାଳକ ଏବଂ ପଶୁପାଳକ ଭାଇଭଉଣୀମାନଙ୍କୁ ସଚେତନ କରାଯାଉଛି। ବାତ୍ୟା ସମୟରେ ଓ ପୂର୍ବରୁ ଗାଈ, ଗୋରୁ, ଛେଳି, ମେଣ୍ଢା ଏବଂ କୁକୁଡ଼ାଙ୍କୁ କିପରି ସୁରକ୍ଷିତ
1
5
6
759
ସ୍ଥାନକୁ ନିଆଯିବ, ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଉଛି। ଆପଣମାନଙ୍କ ମୂଲ୍ୟବାନ ପଶୁସମ୍ପଦ ଆମର ସମ୍ପତ୍ତି, ତେଣୁ ବିଭାଗୀୟ ନିର୍ଦ୍ଦେଶାବଳୀ ମାନନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। @farddepartment @rdmodisha @SRC_Odisha @IPR_Odisha
60
ଜିଲ୍ଲାପାଳ ଆଜି ମୋଟୁ ଠାରେ ଆସୁଥିବା ଘୂର୍ଣ୍ଣିବାତ୍ୟା ଅର୍ଣ୍ଣବକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହା ସହିତ ସେ ମୋଟୁ, ଗିରକାନପଲ୍ଲୀ ଓ କନ୍ୟାଶ୍ରମ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି। @rdmodisha @SRC_Odisha @IPR_Odisha #CyclonePreparation #Malkangiri #OdishaUpdates #Disastermanagement
2
7
811
ଆସୁଥିବା ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖି ପ୍ରତ୍ୟେକ ଗ୍ରାମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ କରାଯାଉଛି ଏବଂ ସଚେତନତା ସୃଷ୍ଟି କରାଯାଉଛି।
1
1
4
584
ଏହା ସହିତ ଗର୍ଭବତୀ ମାଆମାନଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ଯେପରି ସେମାନଙ୍କର ଏବଂ ସେମାନଙ୍କ ଗର୍ଭସ୍ଥ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ଓ ସୁରକ୍ଷା ନିଶ୍ଚିତ ହୋଇପାରିବ।ବିପଦ ସମୟରେ ଧୈର୍ଯ୍ୟ ଧରନ୍ତୁ, ପ୍ରଶାସନର ନିର୍ଦ୍ଦେଶକୁ ମାନନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। @HFWOdisha @SRC_Odisha @rdmodisha
1
3
154
ବାତ୍ୟା ଓ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ। ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଗର୍ଭବତୀ ମହିଳାଙ୍କୁ ଆଗୁଆ ଚିକିତ୍ସାଳୟରେ ଭର୍ତ୍ତି ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
11
796
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅକ୍ଟୋବର ୨୭ ଓ ୨୮ ତାରିଖ ପାଇଁ ଜାରି କରାଯାଇଥିବା ବାତ୍ୟା ସତର୍କତାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ଲାଇନ ବିଭାଗର ଅଧିକାରୀ, ବିଡିଓ ଏବଂ
1
2
718
ତହସିଲଦାରମାନେ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ। ଏଥିସହ ପରିସ୍ଥିତିର ସଫଳ ପରିଚାଳନା ନିମନ୍ତେ ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରିବା, ତୁରନ୍ତ ତଥା ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିବା ଏବଂ ସର୍ବସାଧାରଣଙ୍କ ସୁରକ୍ଷାକୁ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
1
77
Collector & DM, Malkangiri retweeted
🌟 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଆପଣ ହିଁ ଗଣତନ୍ତ୍ରର ଅସଲି ଶକ୍ତି! 🗳️ 🎯 ୧୮ ବର୍ଷ ହୋଇଗଲା କି? ତେବେ ଆଉ ଡେରି କାହିଁକି? ଆଜି ହିଁ ନୂତନ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରନ୍ତୁ! 📲 ECINET ଆପ୍ ଡାଉନଲୋଡ୍ କରନ୍ତୁ 📝 Form-6 ପୂରଣ କରନ୍ତୁ ✅ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ। 💪 ଆଜି ପଞ୍ଜୀକରଣ କରନ୍ତୁ, ଆସନ୍ତାକାଲି ଗଣତନ୍ତ୍ରକୁ ଆହୁରି ମଜବୁତ କରନ୍ତୁ! ✨ ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ର ପାଇଁ ଏକ ବଡ଼ ଅବଦାନ! #ECINET #Form6 #NewVoter #CEOOdisha #MyVoteMyRight #ମୋଭୋଟମୋଅଧିକାର
12
25
2,852
Collector & DM, Malkangiri retweeted
ପ୍ରତ୍ୟେକ ଭୋଟରଙ୍କ ଗଣତାନ୍ତ୍ରିକ ଯାତ୍ରାର ପ୍ରଥମ ପଦକ୍ଷେପ ହେଉଛି ଭୋଟର ପଞ୍ଜୀକରଣ! 🗳️ ନୂଆ ନାମ ଯୋଡ଼ିବା ହେଉ କିମ୍ବା ଥିବା ତଥ୍ୟରେ ସଂଶୋଧନ, ପ୍ରତ୍ୟେକ ଆବଶ୍ୟକତା ପାଇଁ ରହିଛି ଉପଯୁକ୍ତ ଫର୍ମ। ✅ 📋 ଜାଣନ୍ତୁ, କେଉଁ କାମ ପାଇଁ କେଉଁ ଫର୍ମ? 🔹 ଫର୍ମ ୬ (Form 6) – ନୂତନ ଭୋଟର ଭାବେ ପଞ୍ଜୀକରଣ 🔹 ଫର୍ମ ୬A (Form 6A) – ପ୍ରବାସୀ ଭାରତୀୟ (NRI) ଭୋଟରଙ୍କ ପଞ୍ଜୀକରଣ 🔹 ଫର୍ମ ୭ (Form 7) – ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ନାମ ଅନ୍ତର୍ଭୁକ୍ତି ପ୍ରତି ଆପତ୍ତି 🔹 ଫର୍ମ ୮ (Form 8) – ଭୋଟର ତଥ୍ୟରେ ସଂଶୋଧନ, ଠିକଣା ପରିବର୍ତ୍ତନ ଓ EPIC ସମ୍ବନ୍ଧୀୟ ସେବା ଆପଣଙ୍କ ନାମ, ଆପଣଙ୍କ ପରିଚୟ, ଆପଣଙ୍କ ଅଧିକାର। 🇮🇳 ସଚେତନ ଭୋଟର, ସଶକ୍ତ ଗଣତନ୍ତ୍ର! #VoterRegistration #Form6 #Form6A #Form7 #Form8 #ECI #CEOOdisha
15
39
3,016
Collector & DM, Malkangiri retweeted
ରାଜ୍ୟ ସରକାରଙ୍କ ଉଦ୍ୟମ ତଥା ଜିଲ୍ଲା ପ୍ରଶାସନର ସମୟୋଚିତ ପ୍ରଚେଷ୍ଟାରେ ସ୍ବାଭିମାନ ଅଞ୍ଚଳ ଯୋଡୁଛି ସଫଳତାର ନୂଆ ଅଧ୍ୟାୟ। ବାର୍ଷିକ ୬ ହଜାର ଟନ୍ ହଳଦୀ ଉତ୍ପାଦନ କରି ଆର୍ଥିକ ଆତ୍ମନିର୍ଭରଶୀଳ ହୋଇଛନ୍ତି ମାଲକାନଗିରିର ସ୍ବାଭିମାନ ଅଞ୍ଚଳବାସୀ।
4
3
34
6,808
Collector & DM, Malkangiri retweeted
📢 No Eligible Voter Left Behind! 🗳️ CEO Odisha and the Election Commission of India are conducting a Special Drive across all 147 Assembly Constituencies in Odisha to ensure that every eligible citizen gets an opportunity to be enrolled in the electoral roll. 🗳️ Have you checked your name in the electoral roll? If you are eligible but your name is missing, don’t wait! Apply for voter registration using Form 6. 📄 Form 6: New voter registration 📄 Form 7: Objection to inclusion / Application for deletion of a name 📄 Form 8: Shifting of residence, correction of particulars, replacement of EPIC and marking as a Person with Disability (PwD) voter 📞 Need assistance? Call the 1950 Voter Helpline or contact your concerned election official. 🎯 Our Mission: Every Eligible Voter Included 📢 Special Drive to Include Eligible Voters in the Electoral Roll #CEO_Odisha #ECI #VoterAwareness #ElectoralRoll #Form6 #Form7 #Form8 #EveryVoteMatters #NoVoterLeftBehind #SpecialCamp
2
10
20
2,120
Collector & DM, Malkangiri retweeted
📢 କେହି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 🗳️ ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା (CEO Odisha) ଓ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। 🗳️ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ? ନାମ ନଥିଲେ, ଆଉ ଡେରି କାହିଁକି? Form 6 ଦାଖଲ କରି ଆଜି ହିଁ ପଞ୍ଜୀକରଣ କରନ୍ତୁ! 📄 Form 6 – ନୂତନ ଭୋଟର ପଞ୍ଜୀକରଣ 📄 Form 7 – ନାମ ଅନ୍ତର୍ଭୁକ୍ତି ଉପରେ ଆପତ୍ତି / ନାମ ବାଦ୍ ପାଇଁ ଆବେଦନ 📄 Form 8 – ବାସସ୍ଥାନ ପରିବର୍ତ୍ତନ, ବିବରଣୀ ସଂଶୋଧନ, EPIC ବଦଳ ଓ ଦିବ୍ୟାଙ୍ଗ ଭୋଟର ଭାବେ ଚିହ୍ନଟ ପାଇଁ 📞 ସହାୟତା ପାଇଁ ୧୯୫୦ ହେଲ୍ପଲାଇନ୍ କିମ୍ବା ନିଜ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। 🎯 ଆମ ସଂକଳ୍ପ: କୌଣସି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 📢 Special Drive to Include Eligible Voters in the Electoral Roll #CEO_Odisha #ECI #VoterRegistration #Form6 #NoVoterLeftBehind #SpecialCamp
4
23
1
48
5,829
ମାଲକାନଗିରି ଏଫଏଲସି ହଲ୍ ଠାରେ ‘ବେଟି ବଚାଓ ବେଟି ପଢ଼ାଓ’ (BBBP) ସମନ୍ୱୟ ସମିତି ବୈଠକ ଏବଂ ଡିଜିଟାଲ, ଆର୍ଥିକ, ସାମାଜିକ ଓ ଆଇନଗତ ସାକ୍ଷରତା ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଝିଅମାନଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ପାଇଁ ବିଭିନ୍ନ ବିଭାଗର ମିଳିତ ପ୍ରୟାସ କରାଯାଇଛି । @WCDOdisha @IPR_Odisha
2
505
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ଉପ-ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମସ୍ତ ବିଡ଼ିଓ , ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଓ ମାଷ୍ଟର ଟ୍ରେନରମାନେ ଭୋଟର ତାଲିକା ନବୀକରଣ
1
1
550
ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଉପରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନୀ କାର୍ଯ୍ୟକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ଓ ନିରପେକ୍ଷ କରିବାକୁ ଆହ୍ୱାନ ଦେଇଛନ୍ତି। @OdishaCeo @IPR_Odisha
1
121
Collector & DM, Malkangiri retweeted
🗳️ ଭୋଟର ହେବାର ପ୍ରଥମ ପାଦ, Form-6 ଆପଣଙ୍କ ସାଥୀ! 🙋‍♀️🙋‍♂️ ଆପଣ ଜଣେ ଯୋଗ୍ୟ ନାଗରିକ, କିନ୍ତୁ ଏପର୍ଯ୍ୟନ୍ତ ଭୋଟର ଭାବେ ପଞ୍ଜୀକୃତ ହୋଇନାହାନ୍ତି କି? ତେବେ ଆଉ ଡେରି କାହିଁକି? ଆଜି ହିଁ Form-6 ମାଧ୍ୟମରେ ଆବେଦନ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ! 🌐 ଅନଲାଇନ୍ ଆବେଦନ: voters.eci.gov.in 📲 QR କୋଡ୍ ସ୍କାନ୍ କରନ୍ତୁ ଏବଂ ଆବେଦନ କରନ୍ତୁ। 📞 ଅଧିକ ସୂଚନା ପାଇଁ କଲ୍ କରନ୍ତୁ: ୧୯୫୦ ✨ ସଚେତନ ହୁଅନ୍ତୁ, ପଞ୍ଜୀକରଣ କରନ୍ତୁ, ଗଣତନ୍ତ୍ରକୁ ସଶକ୍ତ କରନ୍ତୁ! 🗳️ ମନେରଖନ୍ତୁ, ଭୋଟ ଦେବା ପାଇଁ ଭୋଟର ତାଲିକାରେ ଆପଣଙ୍କ ନାମ ଥିବା ଆବଶ୍ୟକ। #VoterRegistration #Form6 #SIR2026 #CEOOdisha #ECI #MyVoteMyRight #EveryVoteMatters
3
6
11
991