Manas R Dash retweeted
ଝଙ୍କଡ ମା ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା
ଆଜି କାକରା ସହିତ ଚୁଡ଼ାଘଷା ଭୋଗ ଲାଗେ
#ମହାଷ୍ଟମୀ
#ଦୁର୍ଗାପୁଜା – at Jagatsinghapur, India
Manas R Dash retweeted
ସକାଳୁ ସକାଳୁ ଆଜି ପବିତ୍ର ଅମାବାସ୍ୟା ରେ ମା ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ ଦର୍ଶନ
🙏🌺ଜୟ ମା ସମଲେଶ୍ବରୀ🌺🙏
🌺ତା:୧୦.୧୦.୨୦୨୬,ଶନିବାର🌺
Manas R Dash retweeted
Pls listen to other bhajan also and kindly share
open.spotify.com/track/3sxl1…
open.spotify.com/track/3Bu3K…
@csharpian
Manas R Dash retweeted
Nuakhai Juhar!
Warm greetings on Nuakhai, a festival that celebrates our farmers, the harvest and the spirit of togetherness.
May this special occasion strengthen bonds of harmony and bring happiness and prosperity in our society.
ନୂଆଁଖାଇ ଜୁହାର୍ !
ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା ।
ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ।
Manas R Dash retweeted
ଗୁଟେ ସମିୟା ଥିଲା, ଛୁଆ ବେଲେ, ନୂଆଖାଇ ଆସଲେ ଗାଁ ଯାଉଥିଲୁ, ନୂଆଁ ଖାଉଁଥିଲୁଁ, ବଡ ମାନକେ ମୁଣ୍ଡିଆ ମାର୍ଲା ପରେ ଜେନ ମଜା ଆସୁଥିଲା ଏବେ ଆର ନାଇନ; ଫେର୍ ଜେନ ଭୋଜି ଥି ଆମବିଲ ଆରୁ କର୍ଡି ଭଜା; ତାର ଉତାରୁ ଉପର ବେଲା ଘୁମୁରା ବଜା; ଯିଏ ଦେଖିଚେ, ସେ ବୁଝି ପାରବା, ନୁଆଁଖାଇ ବାସି ଆରୁ ଶିକାର ଭୋଜି କଥା ଅଲଗା
Manas R Dash retweeted
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳରେ ପରିପୂର୍ଣ୍ଣ ହେଉ।
ଜୟ ଶ୍ରୀଜଗନ୍ନାଥ🙏🏽🙏🏽
Manas R Dash retweeted
ଭାବ, ଭକ୍ତି ସହ ବର୍ଷାରେ ଜୁଡୁବୁଡୁ ଆଜି ବଡଦାଣ୍ଡ ।
#RathaJatra
Manas R Dash retweeted
ଗୁଣ୍ଡିଚା ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ
#RathaJatra – at Hyderabad, India
Manas R Dash retweeted
Understanding each other is the first pillar of a successful marriage. That pillar vanished after our generation.
Gen Z is more about EGO than compromise n understanding.
Manas R Dash retweeted
Dear @amazonIN
Are you listening to customer?
Since yesterday I followed up almost 10 times and yet to get any resolution. Usually I don't put such kind of things in social media but it is really frustrating. Can you look at it and do the needful.
Manas R Dash retweeted
API Design Playbook
Giveaway Alert!!!
• Core API fundamentals.
• Clean & scalable design principles.
• Popular patterns used in real-world systems.
• Practical concepts for interviews & building projects.
(24 hours only.)
To get it for free:
1 Follow @systemdesignone [MUST]
2 Like & Retweet to get DM
3 Reply "Playbook"
Then I'll DM you the details.
Manas R Dash retweeted
ଓଡ଼ିଆ ଜାତିର ପ୍ରାଣପ୍ରିୟ ଠାକୁର, ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ।
#ଉତ୍କଳଦିବସ 🙏
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ
ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ ।
ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍
ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।।
Today's Patitapabana Darshan at Shree Jagannatha Temple.
#Puri #Jagannatha
Manas R Dash retweeted
People don't want to hear your opinion.
They want to hear their opinion... coming from your mouth.
Manas R Dash retweeted
Good morning! Hope you have a Mantra Muugdha Sunday!
Watch Teaser 🔗: youtu.be/mCxwmNkXGDI?si=0GUn…
The questions end. The magic begins. The world of Mantra Muugdha begins. 🔮🔥
Teaser Out Now. 🎹
In Cinemas – May 1st, 2026. #teaserlaunch #horrorcomedy #mantramuugdha #odiacinema
Manas R Dash retweeted
सिलसिला ही न होता, कोई गिला ही न होता, या तो मिल गया होता या फिर मिला ही न होता" - यह एक लोकप्रिय दर्दभरी शायरी है जो अधूरी चाहत के गम को दर्शाती है।।
Manas R Dash retweeted
Our song is waiting for your love ❤️ This is my first ever composition. Beautifully rendered by Kuldeep Patnaik and Divyanka.
youtu.be/rsX7SoIr1lM?si=ftcC…




































