BDO Bonth (@bdo_bonth) profile picture

Bonth

Joined April 2018
Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)Photo by BDO Bonth (@bdo_bonth)
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଜନଶୁଣାଣି ଶିବିର ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଅଧ୍ୟକ୍ଷ,ବନ୍ତ ପଞ୍ଚାୟତ ସମିତି,ଉପ ଜିଲ୍ଲାପାଳ ଓ ବିଡ଼ିଓ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତି ରହି ଅଭିଯୋଗ ଶୁଣାଣି କରିଥିଲେ।
3
1
20
476
ଆସନ୍ତା ତା ୮.୬.୨୦୨୬ ରିଖ (ସୋମବାର) ଦିନ ସକାଳ ୭.୦୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମାନ୍ୟବର ଜିଲ୍ଲାପାଳ ଭଦ୍ରକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ରେ ପଞ୍ଚାୟତ ସମିତି ବନ୍ତ ପରିସରରେ ଅନୁଷ୍ଠିତ ହେବ। @CMO_Odisha @DM_Bhadrak
1
3
81
ଆଜି ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ବନ୍ତ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ନୂତନ ରାସନ କାର୍ଡ ବଣ୍ଟନ,ନୂତନ ମଧୁବାବୁ ଭତ୍ତା ବଣ୍ଟନ ଅନ୍ତୋଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା.
1
1
106
ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ପଞ୍ଚାୟତ ସମିତି ବନ୍ତ
1
68
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ତୋଡଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ-ଜିଲ୍ଲାପାଳ, ବିଡିଓ ଓ ତହସିଲଦାର ବନ୍ତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
6
118
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି ବନ୍ତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ବିଡିଓ ଓ ତହସିଲଦାର, ବନ୍ତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
1
10
147
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
2
107
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
2
3
22
724
Karunakara Nayak S/o Suryamani Nayak, residing at Panchabatia, GP Tillo has a disability of 62%. One hearing aid has been provided to him by the BDO, Bonth under the BBSA Scheme.
1
103
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
8
427
Mega Plantation on "EK PED MAA KE NAAM 2.0" in different GP's of Bonth Block.
1
8
384
Block-level 'Har Ghar Tiranga, Har Ghar Swachhata' Selfie Points in different Blocks of Bhadrak District. #HarGharTiranga #HarGharSwachhata @PRDeptOdisha @MoJSDDWS @DM_Bhadrak
2
3
358
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
5
128
ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ବ୍ଲକ୍ କାର୍ଯ୍ୟାଳୟ ରେ ଜିଲ୍ଲାପାଳ,ଭଦ୍ରକ ଙ୍କ #ମିଳିତ_ଜନ_ଅଭିଯୋଗ ଶୁଣାଣି ତା-୨୩-୬-୨୦୨୫ ରିଖ ରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ପ୍ରକୋଷ୍ଠ ରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ସହିତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ.
4
143
#BikashBahanYatra #OneYearOfMohanMajhi #OneYearofSushasan #BikashitaOdishaBikashitaBharat ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ଦଶମ ଦିବସ ରେ ତୋଡୋଗାଁ, କେନ୍ଦୁଆପଦା, ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ଭତ୍ତାବଣ୍ଟନ,ଜବକାର୍ଡ ବଣ୍ଟନ,ରାସନକାର୍ଡ ବଣ୍ଟନ କରାଯାଇଥିଲା
2
4
147
"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ - ୨୦୨୫ ଅବସରରେ ଆଜି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ପୁରୀ ଜିଲ୍ଲାସ୍ତରୀୟ ଯୋଗ ଦିବସ ସମାରୋହରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମାନ୍ୟବର ସାଂସଦ, ପୁରୀ ଡଃ ସମ୍ବିତ ପାତ୍ର ଓ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିଛନ୍ତି। #IYD2025 #YogaForOneEarthOneHealth
9
48
1,292
ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ-୨୦୨୫ ପଞ୍ଚାୟତ ସମିତି ବନ୍ତ ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଅଧକ୍ଷ ବନ୍ତ ପଞ୍ଚାୟତ ସମିତି ଙ୍କ ସମତେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ.
7
124
ଆଜି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଭଦ୍ରକ ଜିଲ୍ଲାର ଲକ୍ଷପତି ଦିଦି ଶ୍ରୀମତୀ ସୁମିତ୍ରା ପଣ୍ଡା ଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ @narendramodi ସମ୍ବର୍ଦ୍ଧିତ କରିଥିଲେ ।
1
2
16
730
ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ ନିମନ୍ତେ ଆଜି ଭୁବନେଶ୍ୱରରୁ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ଗ୍ରାମକୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ପାଇଁ ବରପୁତ୍ର ଐତିହ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହେବାନେଇ ଘୋଷଣା କରିଛନ୍ତି।
2
1
25
658
#BikashBahanYatra #OneYearOfMohanMajhi #OneYearofSushasan #BikashitaOdishaBikashitaBharat ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ନବମ ଦିବସ ରେ ରାମକୃଷ୍ଣପୁର, ରାମପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତାବଣ୍ଟନ,ଜବକାର୍ଡ ବଣ୍ଟନ,ରାସନ କାର୍ଡ ବଣ୍ଟନ କରାଯାଇଥିଲା.
3
74