
॥ Proud Bhartiya & Proud Odia ॥ #DogParent. #ଗପସପ #ଗଳ୍ପ #କବିତା #ଗୁଲିଖଟି #ଖେଳକୁଦ । ଦୃଢ଼ #ଈଶ୍ୱର ବିଶ୍ଵାସୀ। ମତ ସମ୍ପୂର୍ଣ୍ଣରୂପେ ବ୍ୟକ୍ତିଗତ। #ଜୟଜଗନ୍ନାଥ। 🙏
Bhubaneswar, Odisha
Joined November 2009
- Tweets35K
- Following1.8K
- Followers4.8K
- Likes72.7K
This is unfortunate! How the team will manage without Sir Prasidh Krishna? Even Sir Harshit Rana is not there!!!! 😞
🚨 News 🚨
Prasidh Krishna ruled out of ODI series.
Mohd. Siraj will join the India A squad for the 2nd four-day game.
Nitish Kumar Reddy will link up with the India A squad for the 3rd four-day game
More details 🔽 | #TeamIndia | #NZvIND
bcci.tv/news/article/india-a…
ବିଜୁଳି ତାର ଉପରେ ଗଛ କିମ୍ବା ଡାଳ ପଡିଲେ, ଆଗରୁ ବିଜୁଳି କଟୁଥିଲା, ଏବେ ବି କଟୁଛି। କିନ୍ତୁ, ଡାଳ ପଡିଛି କହି ୭ ଘଣ୍ଟା ବିଜୁଳି କାଟିବା ଦେଖି ପୁଳାଏ ଖୁସି ଲାଗିଲା।
ଖୁସି ଏଇଥି ପାଇଁ ଲାଗିଲା ଯେ ୨୦୨୬ ରେ @TPCentralOdisha ଆମକୁ ୧୯୮୦ର ସ୍ମୃତି ରୋମନ୍ଥନ କରେଇବାରେ ସହାୟକ ହେଲେ। ପିଲା ଦିନ କଥା ମନେ ପଡିଗଲା।
ଗତ କାଲି ଖେଳ ଦେଖି ମୋ ମନ ଖରାପ ହୋଇଗଲା।
ମାରିବ ଠିକ ଅଛି, ହେଲେ ଏମିତିଆ ମାଡ଼!!!
ଖେଳ ଦେଖିଲା ବେଳେ ହାଇଲାଇଟ୍ସ୍ ଦେଖିଲା ପରି ଲାଗୁଥିଲା।
ବୋଲରଗୁଡିକ ବଲ୍ ପକେଇବା ପରେ ବଲ୍ କୁଆଡେ ଗଲା ନ ଦେଖି ମୁହଁ ଶୁଖେଇ ବୋଲିଂ ରନଅପ୍ କୁ ଫେରି ଯାଉଥିଲେ।
#INDvsNZ
Can't understand what they are trying to show!
1. This is not a new concept. Many Universities have implemented it long back.
2. These are called Safe Fan Rods; not anti suicide ceiling fans. A spring fitted rod is installed replacing the existing rods. Fan remains the same.
So, Ishan is out of the second T20 match due to injury! Highly likely that Vaibhav will get a chance. Situation for the captain now.
Will Vaibhav open or will bat at no 3? Will not be an easy decision to push Sanju to no 3 position. Not wise to put Vaibhav down. Let’s see!!!
Unfortunately, Vaibhav Sooryavanshi, though supremely talented, is not getting a chance to play in these matches. Difficult for the captain to drop/rest any of the batters to give him a go. But, if given a chance, he should be given an extended run like others.
🚨 Toss 🚨
#TeamIndia have won the toss and elected to bowl in the 1️⃣st T20I.
Here's a look at the Playing XI 🙌
Updates ▶️ bcci.tv/matches/b8a52270-eed…
#NZvIND
|| SR || 🇮🇳 retweeted
माननीय प्रधानमंत्री श्री @narendramodi जी को उनके 76वें जन्मदिन पर हार्दिक शुभकामनाएँ।
आज का दिन मेरे 40,000 प्यारे @kissfoundation आदिवासी बच्चों के लिए सेवा और प्रार्थना का विशेष अवसर रहा। सुबह ओडिशा सरकार द्वारा आयोजित रक्तदान कार्यक्रम में लगभग 3,000 KIIT और KISS के बच्चों ने रक्तदान कर मानव सेवा में अपना योगदान दिया।
इसके बाद सभी 40,000 KISS आदिवासी बच्चों ने मिलकर माननीय प्रधानमंत्री जी का जन्मदिन मनाया। बच्चों ने महाप्रभु जगन्नाथ के समक्ष पूजा-अर्चना की, दीप जलाए और उनके अच्छे स्वास्थ्य, सुख एवं दीर्घायु के लिए प्रार्थना की।
40,000 पवित्र हृदयों से निकली ये प्रार्थनाएँ और शुभकामनाएँ अपने आप में बहुत विशेष हैं। महाप्रभु जगन्नाथ माननीय प्रधानमंत्री जी को सदैव स्वस्थ रखें और उन्हें देश की सेवा करते रहने की शक्ति प्रदान करें।
माननीय प्रधानमंत्री जी को उनके 76वें जन्मदिन पर पुनः हार्दिक शुभकामनाएँ।
जय जगन्नाथ।
@PMOIndia
|| SR || 🇮🇳 retweeted
ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ସୃଷ୍ଟି ଓ ନିର୍ମାଣର ଦେବତା
ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ
ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସଫଳତା
ଓ ଶାନ୍ତି ଭରିଯାଉ।
କର୍ମକ୍ଷେତ୍ରରେ ସଫଳତା ମିଳୁ,
ବ୍ୟବସାୟରେ ଉନ୍ନତି ଏବଂ ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେଉ ଏତିକି କାମନା।
ମୁଁ ଏମିତି ଦିଶୁଥିଲି ବୋଲି କହିଲା ଯେ - ହେଲେ ମୁଁ chatgpt କାହିଁକି ବ୍ୟବହାର କରୁଥିଲି!!!!! 😳😳😳😳
ସେମିତିରେ ବି ତ ୮୦ ଦଶକର ଫଟୋ ମୋ ପାଖରେ ଅଛି। 😂😂😂
🤖 Made with AI
ପ୍ରଥମେ ମୁଁ ଭାବିଥିଲି ଯେ ମେସି କେବେ ରିଟାୟାର୍ କରି ପୁଣି ରିଟାୟାର୍ ରୁ ରିଟାୟାର୍ ହୋଇଗଲେ।
Messi retired from international retirement!!!!!!!!!!!! 🫣😳😬
ଏ କନକ ଭାଇ!
ଲେଖିଦେବା ଆଗରୁ ଥରଟିଏ ଭାବି ଦେଖ।
ପୋଷ୍ଟ୍ କରିବା ଆଗରୁ ଥରଟିଏ ପଢି ଦେଖ।
କୋଉ ପୋଷ୍ଟ୍ ପାଇଁ କୋଉ ହ୍ୟାସଟ୍ୟାଗ୍,
କୋଉ ପୋଷ୍ଟ ପାଇଁ କୋଉ ହ୍ୟାସଟ୍ୟାଗ୍।
ନିଜକୁ ପଚାରି ଦେଖ।
ଥରଟିଏ ପଢି ଦେଖ।
#ପାଣ୍ଡିଆନଙ୍କ_ଇମେଲ୍_ପାଇଛୁ
ପ୍ରବଳ ବର୍ଷା ହେଉଛି । ଧୀରେ ଧୀରେ ଗାଡ଼ି ଚଳାଇବାକୁ ଆମେ ପରାମର୍ଶ ଦେଉଛୁ । ସୁନା ବେଶରେ ଉତ୍ତରା ଛକରୁ ଆମେ ସଚେତନ କରୁଛୁ : ଭୁବନେଶ୍ୱର ଡିସିପି
#BhubaneswarDCP #Odisha #KanakNews
ଓଡ଼ିଶାର ପାଇଁ ଗୋଟିଏ ଖୁସି ଖବର ଆସିଲା। ଆମ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ରାଷ୍ଟ୍ରୀୟ ସ୍ତରର ଏକ ପ୍ରତିଯୋଗିତା ଜିତିବା ନିହାତି ଖୁସିର ବିଷୟ।
ଭୟଙ୍କର ଏ ସୋସିଆଲ ମେଡିଆ। ଏଠି logic ବୋଲି କିଛି ନ ଥାଏ। ସମସ୍ତେ ଏଠି ବିଶେଷଜ୍ଞ, ସବୁ ବିଷୟରେ ଅପାର ଜ୍ଞାନର ଅଧିକାରୀ। ଯାହାର ଯାହା ଇଛା ଲେଖିବେ।
କିଛି ଗୋଟାଏ ସୀମାରେଖା ନ ରଖିଲେ, ଭବିଷ୍ୟତରେ ପରିସ୍ଥିତି ଭୟଙ୍କର ହେବା ନିଶ୍ଚିତ।
Can anyone from the @BCCI let the Indian public know what’s the role of the Head/Batting/Bowling Coach in the team?
When you’re letting your players to play their natural game without getting worried for the result/situation the team is in, then there’s no role of the coach.















