Dr. M. Dhinadhayalan, Adviser (PHEE), CPHEEO, MoHUAvisited Odisha during Urban Conclave 2026 and reviewed the 24×7 Drink from Tap project at the 129 MLD WTP, Cuttack & also visited WATCO HO, the Command Control Centre and Satyanagar DMA with the MD and Director (Projects), WATCO.
206
Watco Odisha retweeted
ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳର ଉପଲବ୍ଧତା ସହ ଜଳର ସଂରକ୍ଷଣ ଓ ସୁବିନିଯୋଗ ନେଇ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଚାଲିଛି #ସୁଜଳ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ସଚେତନତାମୂଳକ ଓ ଜନସହଭାଗିତାଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ନାଗରିକଙ୍କୁ ଜଳର ଅପଚୟ ରୋକିବା ସହ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରିବା ନେଇ ସଚେତନ କରାଯାଉଛି।
another Fraudulent WhatsApp messages are being circulated from +91 9274339441 under the name “HEAD OFFICE.” This number is not authorized by WATCO. Ignore such messages. Do not make payments or share personal information.
@dcpbbsr @bmcbbsr @HUDDeptOdisha
1
1
254
💧 Every Drop Today Shapes Tomorrow! 📷 As part of the ongoing ULB-wise Sujala Awareness Campaign, Jalasathis are connecting with school students across Berhampur, distributing leaflets and spreading the message of water conservation and responsible water use. #WATCO
2
192
ଚିତ୍ରରୁ ସଚେତନତା, ଜଳ ସଂରକ୍ଷଣର ବାର୍ତ୍ତା! ସୁଜଳ ସଚେତନତା ଅଭିଯାନ ଅବସରରେ ରାଉରକେଲା ସହରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜ ନିଜ ଚିତ୍ର ମାଧ୍ୟମରେ ଜଳ ସଂରକ୍ଷଣ, ଏବଂ ଜଳର ଗୁରୁତ୍ୱ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି।
2
155
Watco Odisha retweeted
ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳର ଗୁରୁତ୍ୱ ସହ ଜଳ ସଂରକ୍ଷଣ ଓ ସୁବିନିଯୋଗ ନେଇ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଚାଲିଛି #ସୁଜଳ ସଚେତନତା ଅଭିଯାନ। ଏହି କ୍ରମରେ ଜଳସାଥୀମାନେ ବିଦ୍ୟାଳୟ, ଥାନା ଓ ବିଭିନ୍ନ ସ୍ଥାନରେ ଲିଫ୍ଲେଟ୍ ବଣ୍ଟନ କରିବା ସହ ଜଳ ଅପଚୟ ରୋକିବା ଏବଂ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରିବାର ବାର୍ତ୍ତା ଦେଉଛନ୍ତି।
⚠️ Fraud Alert!
Fraudulent WhatsApp messages are being circulated from +91 93651 55535 under the name “HEAD OFFICE.” This number is not authorised by WATCO.
Ignore such messages. Do not make payments or share personal information.
WATCO Helpline: 155359 (Toll-Free)
ସେବା ଜ୍ୟୋତି ଯାତ୍ରା ଅବସରରେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ପଦଯାତ୍ରା କରୁଥିବା ସମୟରେ, ଜଳସାଥୀମାନଙ୍କ ପକ୍ଷରୁ ‘ସୁଜଳ’ ଜଳ ସଚେତନତା କାର୍ଯ୍ୟକ୍ରମର ଅଂଶସ୍ୱରୂପ ଜଳ ସଂରକ୍ଷଣ ଓ ସଚେତନତା ସମ୍ବନ୍ଧୀୟ ଲିଫଲେଟ୍ ପ୍ରଦାନ କରାଯାଇଛି।
1
150
As part of the ongoing SUJAL IEC Campaign (2–16 October), vibrant IEC activities were conducted in Sambalpur Town, featuring Debate, Essay, and Drawing Competitions that engaged school students and encouraged them to understand the importance of water conservation. 🌱
#IECActions
2
160
💧 ସଂରକ୍ଷିତ ଜଳ, ସୁରକ୍ଷିତ ଜୀବନ | ବିଶୁଦ୍ଧ ଜଳ, ସୁସ୍ଥ ସହର 💧
“ସୁଜଳ”
ପ୍ରତ୍ୟେକ ବୁନ୍ଦା ଜଳ, ଭବିଷ୍ୟତର ସମ୍ବଳ।
ଆସନ୍ତୁ, ଜଳର ସଦୁପଯୋଗ କରିବା, ଅପଚୟ ରୋକିବା ଏବଂ ଜଳ ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା। 🌱💧
#WaterConservation
1
2
182
Watco Odisha retweeted
ସହରର ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ପହଞ୍ଚାଇବା ସହ ଜଳର ସୁବିନିଯୋଗ ଓ ସଂରକ୍ଷଣକୁ ଜନଆନ୍ଦୋଳନର ରୂପ ଦେବା ଦିଗରେ #ସୁଜଳ ଏକ ଅନନ୍ୟ ପ୍ରୟାସ। ପ୍ରତ୍ୟେକ ବୁନ୍ଦା ଜଳର ସଚେତନ ଓ ସଠିକ୍ ଉପଯୋଗ ହିଁ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ, ସ୍ୱଚ୍ଛ ଓ ସୁନ୍ଦର ସହର ନିର୍ମାଣର ମୂଳ ଆଧାର।
Watco Odisha retweeted
ଜଳ ସଂରକ୍ଷଣ ଓ ନିରାପଦ ପାନୀୟ ଜଳ ବ୍ୟବହାର ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର #ସୁଜଳ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୨ରୁ ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଜଳର ସୁବିନିଯୋଗ ଓ ଜଳବାହିତ ରୋଗର ପ୍ରତିରୋଧ ଦିଗରେ ଜନସହଭାଗିତାକୁ ପ୍ରୋତ୍ସାହିତ କରିବ।
Sujala – Water Conservation Campaign
Statewide ‘Sujala’ Awareness Campaign inaugurated in Bhubaneswar by Hon’ble H&UD Minister Dr. Krushna Chandra Mahapatra, in the presence of MLA Shri Babu Singh & senior officials.Organised by WATCO, the campaign runs 2–16 Oct 2026 .#Sujala
“ଜଳ”- ଆମର ଦାୟିତ୍ବ, ଆପଣଙ୍କ କର୍ତ୍ତବ୍ୟ
ଜଳ – ଜୀବନର ଆଧାର। ପ୍ରରିଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଆମର ଦାୟିତ୍ୱ, ଏବଂ ଜଳ ସଂରକ୍ଷଣ କରିବା ଆପଣଙ୍କ କର୍ତ୍ତବ୍ୟ। ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ, କଟକ ସହରର ବିଭିନ୍ନ ସ୍ଥାନରେ ଚାଲିଛି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ।
@HUDgov @CMCCuttack
12
1
1,168
ୱାଟକୋ ଅଧିନସ୍ଥ ୨୯ଟି ସହରରେ ବ୍ୟାପକଭାବେ ଚାଲୁ ରହିଛି, ଜନସଚେତନତା କାର୍ଯ୍ୟକ୍ରମ। ଆମ ପାଇଁ ଜଳର ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ! ଆସନ୍ତୁ ଜଳ ଅପଚୟ ବନ୍ଦ କରିବା ଏବଂ ଭବିଷ୍ୟତକୁ ସୁରକ୍ଷିତ କରିବା।
4
4
947
Watco Odisha retweeted
💧"ତୁଷାର୍ତ୍ତକୁ ଜଳଦାନ ହେଉଛି ଏକ ମହାଦାନ" 💧
ଖୋର୍ଦ୍ଧା ପୌରପରିଷଦ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୱାଟର କିଓସ୍କ (ପାନୀୟ ଜଳ ବିତରଣ କେନ୍ଦ୍ର) ର ଶୁଭ ଉଦ୍ଘାଟନ ମାନନୀୟ ଖୋର୍ଦ୍ଧା ବିଧାୟକ, ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କରକମଳରେ ସଫଳତାର ସହିତ ଅନୁଷ୍ଠିତ ହୋଇଅଛି।
@DMKhordha
@HUDDeptOdisha @WatcoOdisha @CMO_Odisha
Watco Odisha retweeted
ଆସନ୍ତୁ, ସମସ୍ତେ ମିଳିମିଶି ଏକ ଶପଥ ନେବା—
💧ଜଳ ସଂରକ୍ଷଣ କରିବା, ଭବିଷ୍ୟତ ପିଢ଼ିକୁ ଜଳ ଉପହାର ଦେବା । ଜଳ ହେଉଛି ଜୀବନ — ଏହାର ସଠିକ୍ ବ୍ୟବହାର ଆମର ଦାୟିତ୍ୱ।
#SaveWater #SujalOdisha
#Amrut2.0
@HUDDeptOdisha
@WatcoOdisha
@DMKhordha @IPR_Odisha @amrut_MoHUA



















































