Subhashree Nayak retweeted
ଭାରତୀୟ 'ବ୍ଲୁ ଇକୋନୋମିର' ଏକ ପ୍ରମୁଖ ସ୍ଥଳ ହେବ ଓଡ଼ିଶା । ମେରାଇନ ବାୟୋ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାର ଜୈବ ବିବିଧତା ଆଣିଛି ବିପୁଳ ସମ୍ଭାବନା । ଏହାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଏକ ସମୟୋପଯୋଗୀ ଏବଂ ଭବିଷ୍ୟମୁଖୀ ପଦକ୍ଷେପ ହେଉଛି 'ଓଡ଼ିଶା ମେରାଇନ ବାୟୋ ଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ କରିଡର- ଓମ୍ବ୍ରିକ୍' । ଓଡ଼ିଶାରେ ‘ମେରାଇନ ବାୟୋଟେକ୍ନୋଲୋଜି’ କ୍ଷେତ୍ରକୁ ସମୃଦ୍ଧ କରି ଶିଳ୍ପ ଏବଂ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha 'ଓମ୍ବ୍ରିକ୍' ର ଲୋକାର୍ପଣ କରିଛନ୍ତି ।
@ScAndTechOdisha
Subhashree Nayak retweeted
On the occasion of International Women’s Day, IFI Foundation, in association with Swasthya Plus Network and OdishaLIVE, presents "Women’s Health" - a public health awareness campaign from March 6 to March 10, 2025.
This initiative focuses on important health topics like adolescent health, nutrition, bone health, pregnancy care, and mental well-being. It aims to spread awareness and help women make healthier choices for a better future.
#AccelerateAction #IWD2025
@womensday @WHO @UNICEF @UNICEFIndia @MoHFW_INDIA @HFWOdisha @NHMOdisha @WCDOdisha @MinistryWCD @SwasthyaPlusO @SwasthyaP @OdishaLIVE
Subhashree Nayak retweeted
As a sanctuary of hope and compassion, the Bagchi Karunashraya Palliative Care Centre supports those who are facing life-limiting illnesses due to cancer. Nestled within a serene 20-acre campus at Info Valley in Bhubaneswar, this facility is designed not just to treat, but to nurture the human spirit. With 110 patient beds, including 6 dedicated pediatric beds, it provides a warm and welcoming environment for patients and their families.
What sets Karunashraya apart is its holistic approach to care, offering a blend of medical, emotional, spiritual, and social support; all free of charge.
@PMOIndia @CMO_Odisha @MoHFW_INDIA @HFWOdisha @Karunashraya @shankaracancer @Helpageindia @UNICEF @UNICEFIndia @skilledinodisha @Susmita4Odisha
#Cancer #palliativecare #health
youtu.be/xie1Y9QyCsA
ଓଡ଼ିଆ ସଙ୍ଗୀତ ଜଗତରେ ଏବେ ଟ୍ରେଣ୍ଡରେ ଥିବା ଗାୟକ ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ବେଶ୍ ମାଇଲେଜ୍ ଦେଇଥିଲା।
1
28
Subhashree Nayak retweeted
From the unique sculptures of #Konark Temple to advanced Bullet Train, from intricate craftmanship to modern farm produces, Odisha showcases its ancient knowledge with India's future technological prospects under '#ViksitBharat @2047' at the 43rd India International Trade Fair 2024
Visit Odisha Mandap at IITF
Hall No-2 | Pragati Maidan, New Delhi, 14-27 November, 2024
#IITF2024 #Odisha
Subhashree Nayak retweeted
ଓଡ଼ିଆ ଯାତ୍ରା ଜଗତର ଜଣେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ୨୦୧୯ ମସିହାରେ ଖଣ୍ଡଗିରି ଯାତ୍ରାରୁ ଚର୍ଚ୍ଚାକୁ ଆସିଥିଲେ ରାଣୀ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ରାଣୀ ପଣ୍ଡାଙ୍କ ଜୀବନ ଓ ସଂଘର୍ଷର କାହାଣୀ।
#RaniPanda #JatraActressRaniPanda #Odisha
odisha.live/2024/11/06/journ…
Subhashree Nayak retweeted
A must watch. 👌🏻
ଡକ୍ଟର ସରୋଜିନୀ ସାହୁ – ଜୀବନ, ସାହିତ୍ୟ, କଥା | Dr Sarojini Sahoo – Exclusive Interview
ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ। ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ପାଠକ ମହଲରେ ବେଶ ଆଦୃତ। ସାହିତ୍ୟ ଜଗତକୁ ତାଙ୍କର ଏଇ ବିଶେଷ ଅବଦାନ ଲାଗି ସେ ଶାରଳା ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି।
ଓଡ଼ିଶାଲାଇଭର ବିଶେଷ ସାକ୍ଷାତକାରରେ ଦେଖନ୍ତୁ ବିଶିଷ୍ଟ ଲେଖିକା ଡକ୍ଟର ସରୋଜିନୀ ସାହୁଙ୍କ ସାହିତ୍ୟ-ଜୀବନ-କାହାଣୀ।
ସାକ୍ଷାତକାର: ଶୁଭଶ୍ରୀ ନାୟକ
#odisha #author #literature
Subhashree Nayak retweeted
ମତେ ଯିଏ ବାହା ହେବ ସେ ନାଚକୁ ସାଙ୍ଗରେ ନେବ କହିଥିଲି | Dr Aruna Mohanty
‘‘ସେତେବେଳେ ମୋର ବାହାଘର ପାଇଁ ଅନେକ ପ୍ରସ୍ତାବ ଆସୁଥାଏ। କିନ୍ତୁ ଓଡ଼ିଶୀ ନାଚୁ ଥିବାରୁ ବାହାଘର ଭାଙ୍ଗିଯାଉଥିଲା। କାରଣ ସେମାନେ ଓଡ଼ିଶୀକୁ ଗ୍ରହଣ କରିପାରୁନଥିଲେ। ତେଣୁ ମୁଁ କହୁଥିଲି ଯେ, ଯିଏ ମତେ ବାହା ହେବ ସେ ମୋ ଓଡ଼ିଶୀ ନାଚକୁ ମଧ୍ୟ ସାଙ୍ଗରେ ନେବ। ତାହେଲେ ଯାଇ ମୁଁ ହେବି।’’, ଜୀବନର ଏମିତି ଏକ ସ୍ମୃତି ବାଣ୍ଟିଛନ୍ତି ଡକ୍ଟର ଅରୁଣା ମହାନ୍ତି।
To Watch Full Interview: youtube.com/watch?v=ef1RSEXe…
#Odisha #OdiaCulture #Odissi
Subhashree Nayak retweeted
As the whole world prepares to shift manufacturing and industry into the zone of Bio-economy, the Govt of India's #BioE3 Policy gives a major push to ecofriendly industries while creating employment and contributing to the growth in economy.
It is an opportune time for startups and entrepreneurs in the #Biotechnology sector to innovate in diverse areas and come forward with unique products and solutions. Odisha, with its vast Biotech potential owing to a treasure trove of natural resources, has a great opportunity to lead this revolution from the front.
@GlobalBioIndia @BIRAC_2012 @ScAndTechOdisha
ଗ୍ଲୋବାଲ ବାୟୋ ଇଣ୍ଡିଆରେ ଚମକିଲା ଓଡ଼ିଶା | Odisha at Global Bio-India 2024
ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ଓଡ଼ିଶାକୁ କରିଛି ଅନନ୍ୟ। ଏହି ଜୈବ ବିବଧତା ସହିତ ନୂତନ ବୈଷୟିକ ଜ୍ଞାନକୌଶଳ ମିଶି ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ଆଜି ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସାମିଲ ହୋଇ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ଏହି ଅପାର ସମ୍ଭାବନାକୁ ପ୍ରଦର୍ଶନ କରିଛି ଓଡ଼ିଶା।
Unique biodiversity, vast marine resources, industry friendly ecosystem, dynamic biotechnology policy complimented with innovative startups have made Odisha a future destination for Indian bioeconomy. The Odisha Pavilion at Global Bio-India, highlighted Odisha Biotechnology prospects. The biotech startups, from the state featured at the pavilion, showcased their cutting-edge technologies & solutions.
#bioscience #bioeconomy #biotechnology
Subhashree Nayak retweeted
It is worth watching the full interview of #ArunaMohanty, a veteran face of #Odissi dance and Odia culture. Thank you, @OdishaLIVE.
ମୁଁ ଯେବେ ପାଦରେ ଘୁଙ୍ଗୁର ବାନ୍ଧିଲି – ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି | Padma Shri Dr. Aruna Mohanty
#Odisha #Odissi #Odissidancer
Subhashree Nayak retweeted
ରସଗୋଲା ପରି ମିଠା ଅଛି କି ଜଗତେ… | Rasagola Song | Rasagolla - King of India Sweets
#Odisha #RasagolaDibasa #RasagolaSong
Subhashree Nayak retweeted
ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ମାନବଲୀଳା କରୁଛନ୍ତି। ତେଣୁ ଏଠାରେ ମଧ୍ୟ ପୁରୁଣା ଶରୀର ତ୍ୟାଗ କରି ନୂତନ କଳେବର ଧରିଥାନ୍ତି ଠାକୁର। ନୂତନ ଦାରୁରେ ଶ୍ରୀବିଗ୍ରହଙ୍କ ବ୍ରହ୍ମ ପ୍ରବେଶ କରି ଦାରୁବ୍ରହ୍ମ ରୂପରେ ଠାକୁର ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।
#Odisha #RathYatra2024 #RathaJatra
Subhashree Nayak retweeted
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ମାନବୀୟ ଠାକୁର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ଗାଧୋଇ ଜ୍ୱରରେ ପଡ଼ିବା ତାଙ୍କର ସେଇଭଳି ଏକ ମାନବୀୟ ଲୀଳା। ତେଣୁ ଅଣସର ପିଣ୍ଡିରେ ଚାଲେ ଠାକୁରମାନଙ୍କ ଗୁପ୍ତସେବା। ଏହି ଅଣସର ନୀତି ସମ୍ପନ୍ନ କରନ୍ତି ଶବର ରାଜା ବିଶ୍ୱାବସୁଙ୍କ ବଂଶଧର ଦଇତାପତି ସେବାୟତ।
Subhashree Nayak retweeted
ଓଡ଼ିଶାଲାଇଭ ସ୍ୱତନ୍ତ୍ର ସାକ୍ଷାତକାରରେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା | Barnali Hota - Singer
#Odisha #BarnaliHota #Singer
Subhashree Nayak retweeted
Watch the special and comprehensive capsule covering the FAQs on #MenstrualHygiene on the occasion of #MHDay2024. Menarche to menopause - the changing story of womanhood!
An awareness campaign by @IFIFoundation in collaboration with @OdishaLIVE and @SwasthyaPlusO.
#LetsTalkPeriods and work Together for a #PeriodFriendlyWorld.
@MHDay28May @WASHUnited @UNICEF @UNICEFIndia @WHO @WHOSEARO @MoHFW_INDIA
@HFWOdisha @SwasthyaP @sidharthrath @UNFPA @UN @nhmodisha @rashtrapatibhvn @PMOIndia @dpradhanbjp @DPD_India
Subhashree Nayak retweeted
ପିରିୟଡସକୁ ଲାଜ କରିବା ନାହିଁ – ଡକ୍ଟର ଶ୍ରୁତି ମହାପାତ୍ର | Embrace Menstrual Cycles Without Shame | Dr Sruti Mohapatra
Let us work Together for a #PeriodFriendlyWorld.
@MHDay28May @WASHUnited @UNICEF @UNICEFIndia @WHO @WHOSEARO @MoHFW_INDIA
@HFWOdisha @SwasthyaP @sruti_mohapatra
Subhashree Nayak retweeted
ପ୍ରଥମକରି ୠତୁସ୍ରାବ ବା ପିରିୟଡ୍ ହେବାକୁ ଇଂଲିସ୍ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ମେନାର୍କି ବିଷୟରେ ସବିଶେଷ ଜାଣିବା।
Subhashree Nayak retweeted
Replying to @nilambarrath
@SPPuri1 and @DGPOdisha
2 cases with similar style of the roadside roberry gangs reported in the same area in 2 consecutive days.
How many cases go unreported no one knows!
Police has no clues, yet!
Can we expect a swift action from the local police?
@CMO_Odisha @SecyChief
Subhashree Nayak retweeted
Amazing to see the response on our video, titled #LetsTalkPeriods, a discussion show in Odia language, which was produced during #MHDay2023.
This video posted to @OdishaLIVE #YouTube channel (Link: youtu.be/RFgUvPl2_AY) has reached the following numbers which looks encouraging!
👉🏻Views: 180.4K
👉🏻Watch Hours: 16.0K
👉🏻Impressions: 5.5M
👉🏻Average View Duration: 5.18 minutes
👉🏻Audiences: Female - 45.9%, Male - 54.1%
👉🏻Audience Age Groups: 18-24 Yrs - 26.4% | 25-34 Ys - 33.0% | 35-44 Yrs - 18.9% | 45-64 Yrs - 11.4% | 55-64 Yrs - 5.3%. (Source: YouTube Analytics)
This was just an example on the outreach and audience engagement under the prog.
The longform video was a comprehensive and open discussion show on the subject which had a doctor, young boys and girls, media professionals and social activists (working in the sector) on the studio floor.
The video was published across web and social channels (say YouTube, Facebook, Instagram etc.) of both OdishaLIVE and Swasthya Plus Odia platforms. Over 15 short videos were created during the campaign which includes the 'first menstruation' story of many renowned personalities from various fields.
It was a great show during the campaign on Menstrual Hygiene Day 2023 jointly hosted by @IFIFoundation @SwasthyaP and @OdishaLIVE
The Team is now preparing the strategy and the outline for the content and the campaign for #MHDay2024. #PeriodFriendlyWorld
@UNICEFIndia @UN @UNFPAIndia @WASHUnited @MHDay28May @SwasthyaPlusO @HFWOdisha @MoHFW_INDIA











