Sub-Collector & SDM Athamallik (@SubCollectorAlk) header
Sub-Collector & SDM Athamallik (@SubCollectorAlk) profile picture

Official Twitter Handle of Athamallik Sub-Collector Office. Shri Upendra Luha, OAS(SB) is the current Sub-Collector & SDM of Athamallik Sub-Division.

Joined July 2023
Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)Photo by Sub-Collector & SDM Athamallik (@SubCollectorAlk)
The District Level Award Ceremony was successfully organized in Angul District to felicitate students selected in the Electoral Literacy Club (ELC) Essay and Quiz Competitions, promoting voter awareness and active civic participation among youth.
1
2
37
Sub-Collector & SDM Athamallik retweeted
📜🇮🇳 ଆମ ସମ୍ବିଧାନ, ଆମ ଗର୍ବ! ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ମହାନ ଆଦର୍ଶରେ ପ୍ରତିଷ୍ଠିତ ଭାରତୀୟ ସମ୍ବିଧାନ ଆମ ଗଣତନ୍ତ୍ରର ମୂଳଦୁଆ ଏବଂ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କବଚ। ଆସନ୍ତୁ, ଏହାର ମୂଲ୍ୟବୋଧକୁ ସମ୍ମାନ ଜଣାଇ ଏକ ସଚେତନ, ଦାୟିତ୍ୱବାନ ଓ ପ୍ରତିବଦ୍ଧ ନାଗରିକ ଭାବେ ଆମ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବା। ଜାତୀୟ ସମ୍ବିଧାନ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! 🇮🇳 ଜୟ ହିନ୍ଦ୍! ଜୟ ଭାରତ! ଜୟ ସମ୍ବିଧାନ! #ECI #CEOOdisha #NationalConstitutionDay #IndianConstitution #November26
5
7
775
Sub-Collector & SDM Athamallik retweeted
1
5
68
The District-Level ELC Quiz Competition was successfully organised with enthusiastic participation from the selected students. The programme effectively achieved its objective of promoting electoral awareness and encouraging active democratic participation among the youth.
1
1
93
📝 Read-Participate-Empower 📷 An institution-level Essay and Quiz Competition was organised under the Electoral Literacy Club (ELC) initiatives at Janata College, Boinda, Govt. ITI Athamallik, Solapada Degree College, Thakurgarh & Solapada Higher Secondary School, Thakurgarh.
1
1
108
📝 Read-Participate-Empower 🏆 An institution-level Essay and Quiz Competition was organised under the Electoral Literacy Club (ELC) initiatives at Govt. Degree College, Athamallik and Govt. Degree College, Kishorenagar.
72
Sub-Collector & SDM Athamallik retweeted
📚✍️ ଜ୍ଞାନରେ ଦକ୍ଷତା, ଲେଖନୀରେ ପ୍ରତିଭା, ଗଣତନ୍ତ୍ର ପ୍ରତି ସଚେତନତା! 🏆 ଯୁବପିଢ଼ିଙ୍କ ଚିନ୍ତାଧାରାକୁ ନୂଆ ଦିଗ, ଜ୍ଞାନକୁ ନୂଆ ପରିଚୟ! ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ନିର୍ବାଚନୀ ସାକ୍ଷରତା କ୍ଲବ୍‌ (ELCs) ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା। 📝 ପ୍ରବନ୍ଧ ପ୍ରତିଯୋଗିତା: ନିଜ ଭାବନା, ସୃଜନଶୀଳତା ଓ ଲେଖନୀ ମାଧ୍ୟମରେ ଗଣତନ୍ତ୍ରର ମହତ୍ତ୍ୱକୁ ପ୍ରକାଶ କରନ୍ତୁ। ❓ କୁଇଜ୍‌ ପ୍ରତିଯୋଗିତା: ନିର୍ବାଚନୀ ପ୍ରକ୍ରିୟା, EVM ଓ VVPAT, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନୀ ସଚେତନତା ସମ୍ପର୍କିତ ଜ୍ଞାନର ପରିଚୟ ଦିଅନ୍ତୁ। 📅 ୨ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬ 🏫 ବିଦ୍ୟାଳୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ନିଜ ପ୍ରତିଭାର ପରିଚୟ ଦିଅନ୍ତୁ ଓ ଶ୍ରେଷ୍ଠତାର ନୂଆ ଅଧ୍ୟାୟ ରଚନ୍ତୁ। 💙 କଲମ ଧରନ୍ତୁ। ଜ୍ଞାନ ପରଖନ୍ତୁ। ଗଣତନ୍ତ୍ରକୁ ଜାଣନ୍ତୁ! #ELC #ElectoralLiteracyClubs #CEOOdisha #SVEEP #Democracy #VoterAwareness #Odisha
9
1
18
1,370
Sub-Collector & SDM Athamallik retweeted
🗳️ ସଠିକ୍ ଭୋଟର ତାଲିକା, ସଶକ୍ତ ଗଣତନ୍ତ୍ରର ଆଧାର! ଆସନ୍ତୁ, ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୦୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇ ଏହି ସଂଶୋଧନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 📋 ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ? ଆଜି ହିଁ ଯାଞ୍ଚ କରନ୍ତୁ! ✅ ନାମ ନଥିଲେ, ନୂତନ ଭୋଟର ଭାବେ ପଞ୍ଜୀକରଣ କରନ୍ତୁ। ✅ ତାଲିକାରେ ତ୍ରୁଟି ଥିଲେ, ସଂଶୋଧନ କରନ୍ତୁ। ✅ ଯୋଗ୍ୟ ନାଗରିକ ଭାବେ ନିଜର ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରନ୍ତୁ। 📅 ଗୁରୁତ୍ୱପୂର୍ଣ୍ଣ ତାରିଖ ମନେ ରଖନ୍ତୁ! 🔹 ୩୦ ନଭେମ୍ବର ୨୦୨୬ – ଚିଠା ଭୋଟର ତାଲିକା ପ୍ରକାଶ 🔹 ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ – ଦାବି ଓ ଆପତ୍ତି ଦାଖଲ 🔹 ୨୧ ଜାନୁଆରୀ ୨୦୨୭ – ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ 🌟 ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆପଣଙ୍କ ଗଣତନ୍ତ୍ର! ଆସନ୍ତୁ, SSR-୨୦୨୭ରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସୁନିଶ୍ଚିତ କରିବା ଯେ କୌଣସି ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି। ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ନାମ, ସଶକ୍ତ ଗଣତନ୍ତ୍ରର ପରିଚୟ! #SSR2027 #CEO_Odisha #Odisha #VoterRegistration #ECI
1
19
40
2,541
Sub-Collector & SDM Athamallik retweeted
🗳️ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଘୋଷଣା ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR-2027) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 📌 ଗୁରୁତ୍ୱପୂର୍ଣ୍ଣ ତାରିଖ: 🔹 ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ/ ପୁନଃ ସଜ୍ଜିକରଣ: ୨୦.୧୧.୨୦୨୬ ସୁଦ୍ଧା 🔹 ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ: ୩୦.୧୧.୨୦୨୬ 🔹 ଦାବି ଓ ଆପତ୍ତି ଦାଖଲ: ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬ 🔹 ଦାବି ଓ ଆପତ୍ତିର ଫଇସଲା: ୧୬.୦୧.୨୦୨୭ ସୁଦ୍ଧା 🔹 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧.୦୧.୨୦୨୭ ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟର ହେବାକୁ ଯାଉଥିବା ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ। କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତୁ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ। #SSR2027 #CEO_Odisha #Odisha #VoterRegistration #ECI
1
22
1
61
33,098
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ କର୍ମଚାରୀ ସଂକଳ୍ପ ନେଇଛନ୍ତି।
1
154
ଅନୁଗୋଳ କଲେକ୍ଟର ଅଠମଲ୍ଲିକ ବ୍ଲକର ବନ୍ୟା ପ୍ରଭାବିତ ଜାମୁଡ଼ୋଲି ଓ କୁଦଗା ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶୁଖିଲା ଖାଦ୍ୟ, ORS, ଔଷଧ, ବୋଟ୍ ମୁତୟନ, ବିଦ୍ୟୁତ ସୁରକ୍ଷା ଓ ପାନୀୟ ଜଳ ବିଶୋଧନ ସମେତ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ।
1
312
Eumeration Form(EFs) distributed by Booth Level Officer in Deulbeda village in respect of 63-Athamallik Assembly Constituency.
1
387
ଆଠମଲ୍ଲିକ ତହସିଲ ସଭାଗୃହ ରେ ପ୍ରଶାସନ ତରଫରୁ ଚଳିତ ବର୍ଷ ଗ୍ରେଡ ପ୍ରଥମ ରେ ଉପଖଣ୍ଡ ରୁ ପାସ କରିଥିବା ୪ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
1
305
"୬୩-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଂଘନ ନିର୍ବାଚକ ତାଲିକା ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ସାତକୋଶିଆ ଅଭୟାରଣ୍ୟର ଦୁର୍ଗମ ଓ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବସବାସ କରୁଥିବା ନିର୍ବାଚକମାନଙ୍କୁ ଗଣନା (Enumeration) ଫର୍ମ ବଣ୍ଟନ କରାଯାଇଥିଲା।
1
262
ENUMERATION FORM DISTRIBUTION TO ELECTORS in various booths ( involving Volunteers, BLO, peoples ) IN ATHMALLIK A/C by AERO -BDO ATHMALLIK
229
"Enumeration Forms distributed to electors under the Special Intensive Revision (SIR)–2026 programme in respect of 63-Athamallik Assembly Constituency.
218
"Enumeration Forms distributed to electors under the Special Intensive Revision (SIR)–2026 programme in respect of 63-Athamallik Assembly Constituency.
1
1
259
"Enumeration Forms distributed to electors under the Special Intensive Revision (SIR)–2026 programme in respect of 63-Athamallik Assembly Constituency.
1
214
Training of BLOs and BLO supervisors for Special Intensive Revision 2026, 63 -Athamallik constituency angul
1
229
Training of BLOs and BLO supervisors for Special Intensive Revision 2026 63 Athamallik constituency angul @OdishaCeo @ECISVEEP @IPR_Odisha @dd_odia @dm_angul
1
231