SUNDARGARH MUNICIPALITY (@SngMunicipality) header
SUNDARGARH MUNICIPALITY (@SngMunicipality) profile picture

Hello! This is the official account of Sundargarh Municipality.

Sundargarh
Joined August 2017
Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)Photo by SUNDARGARH MUNICIPALITY (@SngMunicipality)
Door to Door Survey has been started at different booths by Survey Team for preparation of error-free Electoral Roll for General Election to ULBs-2027 in respect of Sundaragada Municipality
61
Awareness regarding Door to Door Survey for preparation of Voter List for upcoming ULB General Election -2027
46
Connecting people. Expanding opportunities. Bhubaneswar, Odisha hosted the #UMI2026 inaugural session, graced by Hon’ble Union MoS Shri Tokhan Sahu & Hon’ble Odisha H&UD Minister Dr. Krushna Chandra Mahapatra—advancing the vision of inclusive urban mobility. #OdishaOnTheMove
35
From Bhubaneswar, Odisha—a shared vision for better-connected cities! Hon’ble Union MoS Shri Tokhan Sahu & Hon’ble Odisha H&UD Minister Dr. Krushna Chandra Mahapatra graced the #UMI2026 inaugural session, setting the stage for dialogue on sustainable mobility. #OdishaOnTheMove
43
Bhubaneswar, Odisha takes centre stage for urban mobility! Hon’ble Union MoS Shri Tokhan Sahu and Hon’ble Odisha H&UD Minister Dr. Krushna Chandra Mahapatra graced the inaugural session of the 19th Urban Mobility India Conference & Exhibition. #UMI2026 #OdishaOnTheMove
2
56
🌱 ଆଜି ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା–୨୦୨୬ ଅବସରରେ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ୱାର୍ଡ ନଂ–୧୭ ପତ୍ରାପାଲି ପାର୍କରେ “ମାଆଙ୍କ ପାଇଁ ଗଛଟିଏ” ଅଭିଯାନ ଅଧୀନରେ ବୃକ୍ଷରୋପଣ କରାଯାଇଥିଲା। 🌳 ଗଛ ଲଗାଇବା, ଯତ୍ନ ନେବା—ସବୁଜ ସୁନ୍ଦରଗଡ଼ ଗଢ଼ିବା। #SwachhataHiSeva2026 @SwachhBharatGov @SwachhOdishaU
1
1
62
"ସ୍ୱଚ୍ଛତା ହିଁ ସେବା–୨୦୨୬" ଅବସରରେ ସୁନ୍ଦରଗଡ଼ ପୌରପାଳିକା ଓ UPHCର ମିଳିତ ଆନୁକୂଲ୍ୟରେ ‘ସଫେଇମିତ୍ର ସୁରକ୍ଷା ଓ ସମ୍ମାନ ଶିବିର’ ଆୟୋଜିତ ହୋଇଥିଲା। ପୌରାଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଶିବିରରେ ୨୩୦ରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ପାଇଥିଲେ। #SwachhataHiSeva2026 #SafaiMitra
1
1
78
🌿 ସ୍ୱଚ୍ଛତା ହିଁ ସେବା – ୨୦୨୬ 🌿 ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ଶୌଚାଳୟର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇ ପୌରପାଳିକାର ସମସ୍ତ ସାର୍ବଜନୀନ ଓ ଗୋଷ୍ଠୀ ଶୌଚାଳୟକୁ ଜେଟିଂ ମେସିନ୍ ସାହାଯ୍ୟରେ ସଫେଇ କରାଯାଉଛି। 🙏ସମସ୍ତ ନାଗରିକଙ୍କୁ ଅନୁରୋଧ—ଖୋଲା ସ୍ଥାନରେ ମଳତ୍ୟାଗ କରନ୍ତୁ ନାହିଁ। ଶୌଚାଳୟ ବ୍ୟବହାର କରନ୍ତୁ ଏବଂ ପରିଷ୍କାର ରଖନ୍ତୁ।
48
🌿 ସ୍ୱଚ୍ଛତା ହିଁ ସେବା–୨୦୨୬ ଏହି ଅଭିଯାନ ଅବସରରେ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ୱାର୍ଡ ନଂ ୧୯ର ରାଣୀବଗିଚା ଅଞ୍ଚଳରେ ଚିହ୍ନଟ ହୋଇଥିବା ଏକ CTU ର ସଫେଇ କରାଯାଇ ସ୍ଥାନ ପରିଷ୍କାର କରାଯାଇଛି ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଉଛି #SHS2026 #SwachhataHiSeva2026
72
‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅବସରରେ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ମ୍ୟୁନିସିପାଲ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଶଙ୍କରାସ୍ଥିତ ମଳପଙ୍କ ବିଶୋଧନ କେନ୍ଦ୍ର (FSTP)ରେ ନିର୍ବାହୀ ଅଧିକାରୀ ଏବଂ DUDAର ପ୍ରକଳ୍ପ ନିର୍ଦ୍ଦେଶିକା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ।#SHS2026
1
2
82
🪔 ସ୍ୱଚ୍ଛତା ହିଁ ସେବା–୨୦୨୬ 🪔 ସ୍ୱଚ୍ଛତା ହିଁ ସେବା–୨୦୨୬ ଅଭିଯାନ ଅବସରରେ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 🪔 #SHS2026 #SwachhataHiSeva2026 @SwachhBharatGov @swachhbharat @MoHUA_India @MoJSDDWS
1
3
363
The 12th International Yoga Day was celebrated at Bhawani Bhawan Stadium. #IDY2026 #internationaldayofyoga2026
2
115
On the occasion of World Environment Day, a Special Council Meeting was held today for effective implementation of the SWM Rules, 2026. Togather, we move towards a cleaner, greener and more sustainable Sundargarh. #WED2026 #SwachhBharat @moefcc
1
1
225
On the occasion of World Environment Day, Sundargarh Municipality organized a plantation programme today to promote a greener, cleaner and healthier Sundargarh. Let us plant today, protect tomorrow and work together for a sustainable future. 🌱🌍 #WED2026 #swachhBharat @moefcc
1
87
ଆଜି #ଓଡ଼ିଆପକ୍ଷ–୨୦୨୬ର ଷଷ୍ଠ ଦିବସ ଅବସରରେ “ସ୍ୱଚ୍ଛତା ଦିବସ” ସୁନ୍ଦରଗଡ଼ ପୌରପାଳିକା ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିର ଓ ମା’ ସମଲେଇ ମନ୍ଦିର ପରିସରରେ ସମୂହ ସଫାଇ କାର୍ଯ୍ୟକ୍ରମ (ଶ୍ରମଦାନ) ଆୟୋଜିତ ହୋଇଥିଲା ଏବଂ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି ସହ ନଗରବାସୀଙ୍କୁ ସ୍ୱଚ୍ଛ ପରିବେଶ ଗଠନରେ ସହଭାଗୀ ହେବା ପାଇଁ ପ୍ରେରିତ କରାଯାଇଅଛି
67
“On the occasion of International Women’s Day 2026, a programme titled ‘Safai Mitra Surakshya Shivir’ was organized for women-led sanitation workers to recognize their contribution and to promote their health, safety, and well-being.” #IWD206 #GiveToGain #WomenLedSanitation
1
1
114
On the occasion of International Women’s Day 2026, a programme was organized by Sundargarh Municipality to honour the women-led Safai Karmacharis working in the sanitation sector. #IWD206 #GiveToGain #WomenLedSanitation #SwachhAadat #SwachhBharat
2
3
118
Eviction of unauthorised encroachment from Rangadhipa Chowk to Truck Owners Association Office in Sundargarh Municipality
1
162
Distribution of PMAY 2.0 Work Order for the FY 2025-26 in Sundargarh Municipality
1
164